Sign in
Sign in
Recover your password.
A password will be e-mailed to you.
ନବରଙ୍ଗପୁରଠାରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ
ବରିଷ୍ଠ ନାଗରିକ ସମାଜକୁ ଶୃଙ୍ଖଳିତ କରିଥାନ୍ତି: ଜିଲ୍ଲାପାଳ
ନବରଙ୍ଗପୁର : ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷ ରେ ଜିଲ୍ଲା ପ୍ରଶାସନ ଓ ସାମାଜିକ ସୁରକ୍ଷା ତଥା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ମହା ସମାରୋହ ରେ ବରିଷ୍ଠ ନାଗରିକ ଦିବସ ପାଳନ ହୋଇ ଯାଇଛି। ସକାଳ ୯ .୩୦ ମି!-->!-->!-->…
ଟିବି ( ଯକ୍ଷ୍ମା ) ହାରିବ ଦେଶ ଜିତିବ କାର୍ଯ୍ୟକ୍ରମ ଅନୁଷ୍ଠିତ
ମାଲକାନଗିର : ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ତରଫରୁ ମାଲକାନଗିରି ଜିଲ୍ଲା ପୁରୁଣା ରକ୍ତ ଭଣ୍ଡାର ଠାରେ ( ଯକ୍ଷ୍ମା ) ଟିବି ହାରିବ , ଦେଶ ଜିତିବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ରୋଗୀମାନଙ୍କୁ ମାଗଣାରେ ଡାଲି , ମାଣ୍ଡିଆ , ବୁଟ!-->…
ପୌରାଧ୍ୟକ୍ଷାଙ୍କ ସଭାପତିତ୍ୱରେ ପ୍ରଥମ ବୈଠକ
ଫୁଲବାଣୀ : ଫୁଲବାଣୀ ପୌରପରିଷଦର ବୈଠକ l ପୌରାଧକ୍ଷା ଙ୍କ ଅନାସ୍ଥାପରେ ଉପାଧ୍ୟାକ୍ଷା ପାୟଲ ବେହେରା ଅଧକ୍ଷା ଭାବେ ଦାୟିତ୍ଵ ନେବାପରେ ଏହା ତାଙ୍କର ପ୍ରଥମ ବୈଠକ l ପୌରାଧ୍ୟାକ୍ଷା ପାୟଲ ବେହେରାଙ୍କ ଅଧକ୍ଷତା ରେ ଅନୁଷ୍ଠିତ ବୈଠକ ରେ ଅନ୍ୟମାଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ଜଗନାଥ ସାହୁ!-->…
ଗାଡ଼ିଆପଡା ଘାଟି ଜଙ୍ଗଲରୁ ବାଇକ ଉଦ୍ଧାର
ଖଜୁରୀପଡ଼ା: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଗାଡ଼ିଆପଡ଼ା ଘାଟି ମାଁ ଲକାଟି ପୀଠ ଜଙ୍ଗଲରେ OD 02 S 6810 ଏକ ବାଇକକୁ ଡ଼ାଳ ପତ୍ର ଘୋଡେ଼ଇ ରଖା ଯାଇଥିବା ସୋସିଆଲ ମିଡ଼ିଆରେ ଫୋଟ ଭାଇରାଲ ହେଲାପରେ ଖଜୁରିପଡା ଥାନା ପୋଲିସ୍ ତତ୍ପରତାର ସହିତ ଘଟଣା ସୁଳକୁ ଯାଇ ବାଇକ୍ ଟିକୁ!-->…
ମହାଳୟାର ମହତ୍ତ୍ବ
ମହାଳୟା ଦିନ ଆମ ରାଜ୍ୟରେ ହିନ୍ଦୁମାନଙ୍କଦ୍ୱାରା ପିତୃପୁରୁଷଙ୍କ ସନ୍ତୁଷ୍ଟି ପାଇଁ ଶ୍ରାଦ୍ଧ କର୍ମ କରାଯାଏ । ମହାଳୟା ଅମାବାସ୍ୟାରେ ଅନୁଷ୍ଠିତ ଶ୍ରାଦ୍ଧକୁ '''ମହାଳୟା ଶ୍ରାଦ୍ଧ''', '''ସାମ୍ବତ୍ସରିକ ଶ୍ରାଦ୍ଧ''' ବା '''ପାର୍ବଣ ଶ୍ରାଦ୍ଧ''' ବା '''ମଉଳା ଶ୍ରାଦ୍ଧ''' କୁହାଯାଏ ।ଆଶ୍ୱିନ!-->…
କାଲିଠୁ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ବର : ଆସନ୍ତାକାଲିଠୁ ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିଲ୍ଲୀରେ ନିବେଶକ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଆସନ୍ତା ୩ ତାରିଖରେ ହୋଟେଲ ତାଜରେ ନିବେଶକ ସମ୍ମିଳନୀ ଆୟୋଜିତ ହେବ ।ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ 'ଉତ୍କର୍ଷ ୨୦୨୫'ର ପ୍ରାକ୍!-->…
ଲାଞ୍ଚ ନେଉଥିଲେ ଫୁଡ୍ ସେଫ୍ଟି ଅଫିସର; ମାଡ଼ି ବସିଲା ଭିଜିଲାନ୍ସ
କେନ୍ଦ୍ରାପଡା : ଲାଇସେନ୍ସ କରାଇ ଦେବା ପାଇଁ ଲାଞ୍ଚ ନେବାବେଳେ ଫୁଡ୍ ସେଫ୍ଟି ଅଫିସରଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। କେନ୍ଦ୍ରାପଡାର ଫୁଡ୍ ସେଫ୍ଟି ଅଫିସର ବିଭାଷ ମଜୁମଦାର ଭିଲାଲାନ୍ସ ହାତରେ ଧରା ପଡ଼ିଛନ୍ତି। ଭିଜିଲାନ୍ସ ତାଙ୍କ ପାଖରୁ ୫ ହଜାର ଲାଞ୍ଚ ଟଙ୍କା ଜବତ କରିଛି।ବିଭାଷ ଲାଇସେନ୍ସ!-->…
ଧାମନଗରରେ ସ୍ଥିତିର ସମୀକ୍ଷା କଲେ ପୁଲିସ ଡିଜି ୱାଇ.ବି ଖୁରାନିଆ
ଧାମନଗର: ଭଦ୍ରକ ଜିଲ୍ଲା ଧାମନଗରରେ ପୁଲିସ ଡିଜି ୱାଇ.ବି ଖୁରାନିଆ ସ୍ଥିତିର ସମୀକ୍ଷା କରିଛନ୍ତି। ସେ ବରିଷ୍ଠ ଅଧିକାରୀମାନଙ୍କ ସହ ଧାମନଗର ଥାନାରେ ଆଲୋଚନା କରିଛନ୍ତି। ଏଥିରେ ପୂର୍ବାଞ୍ଚଳ ଡିଆଇଜି ଓ ଭଦ୍ରକ ଏସ୍ପି ମଧ୍ୟ ଉପସ୍ଥିତ ଥିଲେ।
ସମୀକ୍ଷା ପରେ ଶାନ୍ତି ଶୃଙ୍ଖଳା ରକ୍ଷା!-->!-->!-->…
ଜଣେ ଓଲିଉଡ୍ ହିରୋଙ୍କୁ ଅପହରଣ କରିପାରନ୍ତି ନକ୍ସଲ; ସତର୍କ କରାଇଲା ଗୁଇନ୍ଦା ବିଭାଗ
ଭୁବନେଶ୍ବର : ଓଲିଉଡ୍ ଷ୍ଟାରଙ୍କୁ ରହିଛି ନକ୍ସଲ ଭୟ। ଜଣେ ଓଲିଉଡ୍ ହିରୋଙ୍କୁ ନକ୍ସଲ ଅପହରଣ କରିବାକୁ ଯୋଜନା କରୁଥିବା ଆଶଙ୍କା ପ୍ରକାଶ କରିଛି ଓଡ଼ିଶା ପୁଲିସର ଗୁଇନ୍ଦା ବିଭାଗ। ଏନେଇ ଜିଲ୍ଲା ପୁଲିସକୁ ସତର୍କ କରାଇଛି ଗୁଇନ୍ଦା ବିଭାଗ।। ସୁରକ୍ଷା ଦୃଷ୍ଟିରୁ ଆଲର୍ଟ ରହିବା ସହ ଆବଶ୍ୟକ!-->…
ଶ୍ରାଦ୍ଧ ଦେବା ପାଇଁ ଆସିଥିଲେ ୨ ସଂପର୍କୀୟ ଭାଇ, ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ିଗଲେ
ପୁରୀ : ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ଆଜି ୨ ସଂପର୍କୀୟ ଭାଇଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଉଛନ୍ତି ରଜକିରଣ ଶତପଥୀ (୨୩) ଓ ନଳିନୀକାନ୍ତ ତ୍ରିପାଠୀ (୨୭)। ରଜକିରଣଙ୍କ ଘର ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡିରେ। ସେହିପରି ତାଙ୍କ ସଂପର୍କୀୟ ଭାଇ ନଳିନୀକାନ୍ତ ଇଚ୍ଛାପୁରମରେ!-->…