Sign in
Sign in
Recover your password.
A password will be e-mailed to you.
ଶ୍ରୀମନ୍ଦିରରେ ରୋଷେଇରେ ଲୁହା କଡେଇ ବ୍ୟବହାର ଘଟଣା; ୩ ସୁପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
ପୁରୀ : ଶ୍ରୀମନ୍ଦିରରେ ରୋଷେଇରେ ଲୁହା କଡେଇ ବ୍ୟବହାର ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମଙ୍ଗଳବାର ୩ ସୁପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ପରିସର କିମ୍ବା ଶ୍ରୀମନ୍ଦିର ରୋଷରେ ପ୍ରବେଶ ପାଇଁ ନିଷିଦ୍ଧ କରାଯାଇଛି ।
ଜଣେ!-->!-->!-->…
ଲୋକଙ୍କୁ ସବୁ ସମୟରେ ନ୍ୟାୟ ମିଳିବ, ଏମିତି ନୁହେଁ ଯେ ରାତିରେ ଆସିଲେ ଅଭିଯୋଗ ଶୁଣାଯିବନି: ପୁଲିସ କମିଶନର
ଭୁବନେଶ୍ବର : ଭରତପୁର ଥାନା ଘଟଣା ସଂପର୍କରେ ନୂଆ ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂହ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏବେ ଘଟଣାର ଦୁଇ ପ୍ରକାର ତଦନ୍ତ ଚାଲିଛି। କ୍ରାଇମବ୍ରାଞ୍ଚ ତଦନ୍ତ ଗୋଟିଏ ପଟେ ଓ ବିଚାର ବିଭାଗୀୟ ତଦନ୍ତ ଆରପଟେ। ଏଭଳି ପରିସ୍ଥିତିରେ ପୁଲିସ କମିଶନର!-->…
ବୈତରଣୀରେ କୁମ୍ଭୀର, ନଦୀକୂଳିଆ ଭୟଭୀତ
ଆରଡ଼ି: ଆରଡ଼ି ନିକଟସ୍ଥ ବୋଡକ ଓ ସାଠିବାଙ୍କୁଡା ଗାଁ ଦେଇ ପ୍ରବାହିତ ହେଉଥିବା ବୈତରଣୀନଦୀରେ ମଙ୍ଗଳବାର ୧୬/୧୭ଫୁଟ ଲମ୍ବର ଏକ ହିଂସ୍ର କୁମ୍ଭୀର ଦୀର୍ଘ ସମୟ ଧରି ଘୁରି ବୁଲୁଛି। ଫଳରେ ନଦୀକୂଳିଆ ଲୋକ ଭୟଭୀତ ହୋଇପଡ଼ିବା ସହ ଇଟା ପଥର ଦ୍ବାରା କୁମ୍ଭୀରକୁ ଘଉଡ଼ାଇଥିଲେ। ବିଶେଷକରି ନଦୀକୂଳିଆ!-->…
ମାହାଙ୍ଗା ଡବଲ ମର୍ଡର ମାମଲା: ହାଇକୋର୍ଟରୁ ପ୍ରତାପଙ୍କୁ ମିଳିଲା କ୍ଲିନ୍ ଚିଟ୍
କଟକ : ମାହାଙ୍ଗା ଡବଲ ମର୍ଡର ମାମଲାରେ ପ୍ରତାପ ଜେନାଙ୍କୁ ମିଳିଛି କ୍ଲିନ୍ଚିଟ୍। ହାଇକୋର୍ଟରୁ ପ୍ରତାପଙ୍କୁ ମିଳିଛି କ୍ଲିନ୍ ଚିଟ୍। ପ୍ରତାପଙ୍କ ନାଁରେ ତଳକୋର୍ଟରେ ଥିବା ଏହି ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ।କ୍ଲିନ୍ ଚିଟ୍ ମିଳିବା ପରେ ପ୍ରତାପ ତାଙ୍କ ଏକ୍ସରେ ଏକ ପୋଷ୍ଟ କରି!-->…
ଦୁଷ୍କର୍ମ ପରେ ନାବାଳିକାଙ୍କୁ ହତ୍ୟା ଘଟଣା: ଫାଶୀ ଦଣ୍ଡାଦେଶ ଦେଲେ କୋର୍ଟ
ସମ୍ବଲପୁର : ଏକ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାର କରି ସମ୍ବଲପୁରର ସ୍ୱତନ୍ତ୍ର ପକ୍ସୋ କୋର୍ଟ ଦୋଷୀ ପ୍ରଶାନ୍ତ ବଘରାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ତା’ ସହିତ କୋର୍ଟ ତାଙ୍କ ଉପରେ ୧ ଲକ୍ଷ ଟଙ୍କା ଜୋରିମାନା ପକାଇଛନ୍ତି।୨୦୨୨ ମସିହା ମାର୍ଚ୍ଚ ମାସରେ ସମ୍ବଲପୁର ଜିଲ୍ଲା!-->…
ବିକ୍ରି ହେବ ଅର୍ପଣ ଚାଉଳ; ଜିଲ୍ଲାପାଳ
ପୁରୀ : ବିକ୍ରି ହେବ ଅର୍ପଣ ଚାଉଳ। କ୍ୱିଣ୍ଟାଲ କି ଦୁଇ କ୍ୱିଣ୍ଟାଲ ନୁହେଁ ପ୍ରାୟ ୧୦ ହଜାର କ୍ୱିଣ୍ଟାଲ ଅର୍ପଣ ଚାଉଳ ବିକ୍ରି କରାଯିବ। ଟେଣ୍ଡର ମାଧ୍ୟମରେ ଅର୍ପଣ ଚାଉଳକୁ କୌଣସି ବ୍ୟକ୍ତି ବିଶେଷ କି ମିଲର ନେଇପାରିବେ। ସ୍ପଟ୍ ଭିଜିଟ୍ କରି ମିଲର୍ କିମ୍ବା ବ୍ୟକ୍ତିବିଶେଷ ଚାଉଳ!-->…
ଇଭିଏମ ଟାମ୍ପରିଂ ଅଭିଯୋଗ ମାମଲା: ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍
କଟକ: ବିଜୁ ଜନତା ଦଳ (ବିଜେଡି)ର ରାଉରକେଲା ବିଧାୟକ ସାରଦା ନାୟକଙ୍କ ନାଁରେ ଇଭିଏମ ଟାମ୍ପରିଂ ଅଭିଯୋଗ ମାମଲା ନେଇ ଓଡ଼ିଶା ହାଇକୋର୍ଟ ମଙ୍ଗଳବାର ଶୁଣାଣି କରିଛନ୍ତି। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଉତ୍ତର ରଖିବାକୁ ସାରଦା ନାୟକଙ୍କୁ ନୋଟିସ୍ ଜାରି!-->…
୪ ବର୍ଷରେ ୧୫ ଥର; ଦୁଷ୍କର୍ମ ଅପରାଧୀ ରାମ ରହିମକୁ ପୁଣି ମିଳିଲା ପାରୋଲ ଅନୁମତି
ଚଣ୍ଡୀଗଡ଼ : ଜେଲରୁ ବାହାରିବେ ଦୁଷ୍କର୍ମ ମାମଲାର ଦୋଷୀ ରାମ ରହିମ। ହରିୟାଣା ବିଧାନସଭା ନିର୍ବାଚନ ମାହୋଲ ମଧ୍ୟରେ ତାଙ୍କୁ ପୁଣି ଥରେ ପାରୋଲ ମିଳିଛି। ନିର୍ବାଚନ ଆୟୋଗ କିଛି ସର୍ତ୍ତ ରଖି ତାଙ୍କୁ ପାରୋଲ ପାଇଁ ଅନୁମତି ଦେଇଛନ୍ତି।ଦୁଇ ଜଣେ ଶିଷ୍ୟାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଦୋଷୀ!-->…
ସୋନମ ୱାଙ୍ଗଚୁକ୍ଙ୍କୁ ଅଟକ ରଖିଲା ପୁଲିସ, ବର୍ଷିଲେ ରାହୁଲ
ନୂଆଦିଲ୍ଲୀ : ପ୍ରଖ୍ୟାତ ପରିବେଶବିତ ସୋନମ ୱାଙ୍ଗଚୁକ୍ ଅଟକ। ଦିଲ୍ଲୀ ପୁଲିସ ସିଂଘୁ ସୀମାରେ ଓ୍ୱାଙ୍ଗଚୁକ ଏବଂ ତାଙ୍କର ଶହ ଶହ ସମର୍ଥକଙ୍କୁ ଅଟକ ରଖିଛି। ଏହାକୁ ନେଇ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଦିଲ୍ଲୀ ପୁଲିସକୁ କଡ଼ା ସମାଲୋଚନା କରିଛନ୍ତି। ଶାନ୍ତିପୂର୍ଣ୍ଣ!-->…
ଚଳନ୍ତା ସ୍କୁଲ ବସ୍ରେ ଲାଗିଲା ନିଆଁ, ୨୫ ଜଣ ଜୀବନ୍ତ ଦଗ୍ଧ
ବ୍ୟାଙ୍କକ : ସ୍କୁଲ ପିଲା ଓ ସେମାନଙ୍କ ଶିକ୍ଷକମାନଙ୍କୁ ନେଇ ଯାଉଥିବା ଗୋଟିଏ ବସ୍ରେ ଲାଗିଛି ଭୟଙ୍କର ନିଆଁ। ଅଗ୍ନିକାଣ୍ଡରେ ବସ୍ଟି ସଂପୂର୍ଣ୍ଣ ପୋଡ଼ିଜଳି ପାଉଁଶ ହୋଇଯାଇଥିବା ବେଳେ ଏଥିରେ ୨୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ବ୍ୟାଙ୍କଙ୍କ ଉପକଣ୍ଠରେ ଏପରି ଭୟଙ୍କର ଘଟଣା!-->…