ପୂଜା ଖେଡକରଙ୍କୁ ଆଶ୍ୱସ୍ଥି, ଅଗଷ୍ଟ ୨୧ ପୂର୍ବରୁ ଗିରଫ କରିପାରିବନି ପୁଲିସ

ପୂର୍ବତନ ଟ୍ରେନି ଆଇଏଏସ ପୂଜା ଖେଡକରଙ୍କୁ କୋର୍ଟରୁ ମିଳିଛି ବଡ଼ ଆଶ୍ୱସ୍ଥି। ଅଗଷ୍ଟ ୨୧ ପର୍ଯ୍ୟନ୍ତ ତାଙ୍କୁ ଗିରଫ କରିପାରିବ ନାହିଁ ବୋଲି ଦିଲ୍ଲୀ ପୁଲିସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। କେନ୍ଦ୍ର ଜନସେବା ଆୟୋଗ (UPSC) ପରୀକ୍ଷାରେ ଆସନ ସୁରକ୍ଷିତ ରଖିବା ପାଇଁ ନକଲି

ପୂର୍ବତନ ମୁଖ୍ୟଯନ୍ତ୍ରୀଙ୍କ ଘରୁ ମିଳିଲା ପୁଳାପୁଳା ସୁନା ଓ ହୀରାର ଗହଣା

ଭୁବନେଶ୍ୱର: କୁବେର ପୂର୍ବତନ ଯନ୍ତ୍ରୀ l ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କଠାରୁ ଅମାପ ସଂପତ୍ତି ଜବତ କରିଛି ଭିଜିଲାନ୍ସ l ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କର ଭୁବନେଶ୍ବରରେ ୭ଟି ଓ ଝାରସୁଗୁଡ଼ାରେ ୩ଟି ଫ୍ଲାଟ ସହ ଭୁବନେଶ୍ବର, କଟକ ଓ ଜଟଣୀରେ ୭ଟି

କଲେଜ ଯାଉଥିବା ସମୟରେ ଗୋଡ଼ାଇ ଗୋଡ଼ାଇ ଅଧ୍ୟାପକଙ୍କୁ ଆକ୍ରମଣ କଲେ ଦୁର୍ବୁତ୍ତ

ଉଦଳା: ସବୁଦିନ ଭଳି ସେଦିନ ବି କଲେଜ ଯାଉଥିଲେ ଏ ଅଧ୍ୟାପକ, କିନ୍ତୁ ସେ କେବେ ବି ଭାବିନଥିଲେ ତାଙ୍କ ସହ ଏମିତି ଘଟିଯିବ । ହେଲମେଟ ପିନ୍ଧି ବାଇକ୍‌ ଯୋଗେ କଲେଜ ଯାଉଥିଲେ । କିନ୍ତୁ ହଠାତ ପଛରୁ ଦୁଇ ଦୁର୍ବୁତ୍ତ ଆସି ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କଲେ । ଆଉ ମୁଣ୍ଡରେ ହେଲମେଟ ଥିବାରୁ

ଆଦାନି ଗ୍ରୁପ ଉପରେ ପୁଣି ପଡ଼ିଲା ହିଣ୍ଡେନବର୍ଗର ପ୍ରଭାବ, ଶେଆର ବଜାରରେ 17% ହ୍ରାସ

ହିଣ୍ଡେନବର୍ଗ ରିପୋର୍ଟ ମଧ୍ୟରେ ଖସିଲା ଆଦାନି ଗ୍ରୁପ୍ ବ୍ୟବସାୟ। ଆଜି ଆଦାନି ଗ୍ରୁପର ଶେଆର 17% ହ୍ରାସ ପାଇଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ)ରେ ଆଦାନୀ ପାୱାର 10.94% ହ୍ରାସ ପାଇଛି। ସେହିପରି ଆଦାନୀ ଏଣ୍ଟରପ୍ରାଇଜେସ୍ 5.27% ହ୍ରାସ ପାଇ 3,018.55 ଟଙ୍କାରେ ପହଞ୍ଚିଛି।

ଜିରା ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବରଗଡ: ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ନଦୀକୁ ଡେଇଁ ଅନେକ ପ୍ରାଣ ହରାଉଥିବା ଖବର ସାମ୍ନାକୁ ଆସୁଛି । ପୁଣି ଆଜି ଏଭଳି ଏକ ଘଟଣା ବରଗଡରେ ଦେଖିବାକୁ ମିଳିଛି । ଜିଲ୍ଲାର ୱାର୍ଡ ନମ୍ବର ୨ ବାଲିଟିକ୍ରା ଜିରା ନଦୀରୁ ଆଜି ସକାଳ ୮ ସମୟରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।

ପାଳିତ ହେଲା ‘ହର ଘର ଘରମେ ତ୍ରିରଙ୍ଗା’ ପ୍ରଦର୍ଶନ କାର୍ଯ୍ୟକ୍ରମ

ଉମରକୋଟ / ରାଇଘର : ନବରଙ୍ଗପୁର ଜ଼ିଲ୍ଲା ରାଇଘର ସଦର ମହକୁମାରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଆବାହନ କ୍ରମେ ରାଇଘର ଅଞ୍ଚଳର ପ୍ରମୁଖ ଅଙ୍ଗନବାଡି କର୍ମୀ ଓ ଆଖ ପାଖ ସମସ୍ତ ସ୍କୁଲର ଛାତ୍ର ଛାତ୍ରୀ ମାନେ ହାତରେ ଭାରତୀୟ ତ୍ରିରଙ୍ଗା ଧରି ବିଶାଳକାୟ ସମାବେଶରେ ଚପକାଡିପକା

୫ ବର୍ଷ ପରେ ଓଡ଼ିଶାରେ କେହି ଭୂମିହୀନ ଓ ବାସହୀନ ରହିବେନି

ଆଗାମୀ ୫ ବର୍ଷ ପରେ ଓଡ଼ିଶାରେ କେହି ଭୂମିହୀନ ଓ ବାସହୀନ ରହିବେନି। ଗରିବ ଭୂମିହୀନ ଓ ବାସହୀନଙ୍କୁ ଘର ନିର୍ମାଣ ପାଇଁ ଜମି ଯୋଗାଇ ଦିଆଯିବ। ଏପରିକି ସେହି ଜମିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ବିଦ୍ୟୁତ, ପାନୀୟ ଜଳ ଓ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ଯୋଗାଇବାର ବ୍ୟବସ୍ଥା କରାଯିବ। ୫

ବାଇକ୍ ସହ ସ୍କୁଟି ମୁହାଁମୁହିଁ ଧକ୍କା, ୨ ଗୁରୁତର

ହିଞ୍ଜିଳିକାଟୁ : ରବିବାର ବିଳମ୍ବିତ ରାତିରେ ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ରଜା ସାହି ଛକରେ ବାଇକ୍ ସହ ସ୍କୁଟି ମୁହାଁମୁହିଁ ଧକ୍କା ଘଟି ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନେ ହେଲେ ହିଞ୍ଜିଳିକାଟୁ ପୌରାଞ୍ଚଳ ବଇଁଚବଣିଆ ଅଞ୍ଚଳର ଲକ୍ଷ୍ମୀ ପାତ୍ର (୪୫) ଓ

ବହୁ ଚର୍ଚ୍ଚିତ ବିତ୍ତିହୋତ୍ର ମହାନ୍ତିଙ୍କ ପରଲୋକ

ଭୁବନେଶ୍ବର: ଆଉନାହାନ୍ତି ବହୁ ଚର୍ଚ୍ଚିତ ତଥା ବିବାଦିତ ବିତ୍ତିହୋତ୍ର ମହାନ୍ତି । ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । କ୍ୟାନ୍ସରରେ ବହୁଦିନ ଧରି ପୀଡିତ ଥିଲେ ବିତ୍ତିହୋତ୍ର । ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ତେବେ ସୂଚନା

ପିପଳପଙ୍କା ଡ୍ୟାମ ବାତିଲ ସହ ଦଶଦଫା ଦାବିନେଇ ମାନବ ଅଧିକାର ସୁରକ୍ଷା ମଞ୍ଚର ବିକ୍ଷୋଭ

ଋଷିକୂଲ୍ୟା ନଦୀର ପାଣି କମ୍ପାନୀ ପାଇଁ ନା ଲୋକଙ୍କ ପାଇଁ ଜବାବ ମାଗିଲା ମଞ୍ଚବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବାସୀଙ୍କ ଜୀବନରେଖା ଋଷିକୂଲ୍ୟା ନଦୀର ଉପରମୁଣ୍ଡ ସୋରଡ଼ା ବ୍ଲକର ପିପାଳପଙ୍କା ଠାରେ ପାଣିକୁ ଆନିକଟ କରି ଟାଟା କମ୍ପାନୀକୁ ପାଣି ଯୋଗାଇବା ପାଇଁ ପ୍ରସ୍ତାବିତ ଡ୍ୟାମ କାମ ତୁରନ୍ତ