ଭଦ୍ରକ ଜିଲ୍ଲାର ନେତୃମଣ୍ଡଳୀ ଓ ଦଳୀୟ କର୍ମକର୍ତ୍ତାଙ୍କୁ ଭେଟିଲେ ନବୀନ

ଭୁବନେଶ୍ୱର: ବିଗତ କିଛିଦିନ ଧରି ଶଙ୍ଖ ଭବନ ଠାରେ ଚାଲିଥିବା ବିଜୁ ଜନତା ଦଳର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକରେ ସଂଗଠନକୁ ସଶକ୍ତ କରିବା ଏବଂ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବା ପାଇଁ ଜିଲ୍ଲା ନେତୃତ୍ୱ ମାନଙ୍କର ବୈଠକ ଚାଲିଛି। ଏହି କ୍ରମରେ ଆଜି ଭଦ୍ରକ ଜିଲ୍ଲା ବିଜୁ ଜନତା ଦଳର…

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ବିଶ୍ୱର ବଡ଼ ଆତଙ୍କବାଦୀ କହିଲେ ମେହବୁବା ମୁଫତି

ଲେବାନନ ଓ ଗାଜାରେ ଘନଘନ ଆକ୍ରମଣ ଜାରି ରଖିଥିବା ଇସ୍ରାଏଲ ଓ ଏହାର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ପିଡିପି ମୁଖ୍ୟ ମେହବୁବା ମୁଫତି। ସେ ନେତାନ୍ୟାହୁଙ୍କୁ ବିଶ୍ୱର ସବୁଠାରୁ ବଡ଼ ଆତଙ୍କବାଦୀ ବୋଲି କହିଛନ୍ତି। ନ୍ୟୁଜ ଏଜେନ୍ସି ପିଟିଆକୁ ଗୋଟିଏ…

ପିଲାଙ୍କୁ ଛତୁଆ ବଦଳରେ ମିଳିବ ମାଣ୍ଡିଆ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅଙ୍ଗନଓ୍ବାଡିରେ ପିଲାଙ୍କୁ ଦିଆଯାଉଥିବା ଛତୁଆକୁ ନେଇ ଚିନ୍ତାରେ ଉପମୁଖ୍ୟମନ୍ତ୍ରୀ । ଖରାପ ମାନର ଛତୁଆକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଗକୁ ଅଙ୍ଗନଓ୍ବାଡି ମାନଙ୍କରେ ଛତୁଆ ବଳଦରେ ଦିଆଯାଇପାରେ ମାଣ୍ଡିଆ । ଉପମୁଖ୍ୟମନ୍ତ୍ରୀ…

ମିଥୁନଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲ୍‌କେ ପୁରସ୍କାର ମିଳିଛି । କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ଘୋଷଣା କରିଛନ୍ତି। ହିନ୍ଦୀ ସିନେମା ଜଗତରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଅଶ୍ବିନୀ ବୈଷ୍ଣବ…

ଭଦ୍ରକ ବିଜେଡିରେ ବି ଫାଟ!

ଭଦ୍ରକ: ତୁଟୁନି ବିଜେଡି ବିବାଦ । ନିର୍ବାଚନରେ ହାରିବା ପରେ ଯେମିତି ଦଳର ସବୁ ସଦସ୍ୟ ବେପରୁଆ ହୋଇଗଲେଣି । ଯେଉଁଠି ଦିନେ ମାଟି କାମୁଡି ପଡୁଥିଲେ । ଆଜି ଟିକିଏ କେଁ କିନା ହେଲା ବେଳକୁ ବି କନ୍ଦଳ ହେଇଯାଉଛି । ସମସ୍ତଙ୍କ ମୁହଁ ବି ଫିଟିଗଲାଣି । ଯାହାକୁ ନେଇ ଏବେ ବିଜେଡି ଭିତରେ ପରସ୍ପର…

ରାସ୍ତା ପାଲଟିଛି ମରଣ ଯନ୍ତା : ଖଟିଆରେ ବୁହାହେଲେ ୫ରୁ ଊର୍ଦ୍ଧ୍ବ ରୋଗୀ, ଅଖାଦ୍ୟ ଖାଇ ୧୫ରୁ ଊର୍ଦ୍ଧ୍ବ ଆକ୍ରାନ୍ତ, ୨…

ବାଲିଗୁଡା : ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ବହୁ ମୌଳିକ ସୁବିଧା ଆଜି ପର୍ଯ୍ୟନ୍ତ ଅନେକ ଅଞ୍ଚଳରେ ପହଞ୍ଚି ପାରିନଥିବା ବେଳେ ଅନେକ ସମୟରେ ବିଭିନ୍ନ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଦେଖାଯାଇ ଥାଏ ବିଭିନ୍ନ ପ୍ରକାର ସମସ୍ୟା। ଯାହାକି, କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼…

ସ୍ୱାଧୀନତା ସଂଗ୍ରାମୀ ରଘୁନାଥ ପଣ୍ଡାଙ୍କ ଜୟନ୍ତୀ ପାଳନ

ବ୍ରହ୍ମପୁର : ଗାନ୍ଧିଜୀଙ୍କ ଡାକରାରେ ଅନୁପ୍ରାଣିତ ହୋଇ ବ୍ରିଟିଶ ବିରୋଧୀ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ତଥା ଆସିକା ଅଂଚଳରେ ମୁସ୍ତାଧାରୀ ଓ ଜମିଦାରୀ ବ୍ୟବସ୍ଥା ବିରୁଦ୍ଧରେ ଲଢେଇ କରିଥିବା ଚାଷୀ ନେତା ସାଥି ରଘୁନାଥ ପଣ୍ଡାଙ୍କ ୧୦୭ତମ ଜୟନ୍ତୀ ସ୍ଥାନୀୟ ଗିରି ରୋଡ଼ ସ୍ଥିତ ପାଢ଼ୀ…

ଦେଶୀ ଗାଈକୁ ‘ରାଜ୍ୟମାତା’ର ମାନ୍ୟତା ଦେଲେ ମହାରାଷ୍ଟ୍ର ସରକାର

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଏକନାଥ ସିନ୍ଦେ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସରକାର ଦେଶୀ ଗାଈକୁ ରାଜ୍ୟମାତା-ଗୋମାତାର ମାନ୍ୟତା ଦେଇଛନ୍ତି। ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଯାଇଛି। ବିଧାନସଭା ନିର୍ବାଚନକୁ ଅଳ୍ପ କିଛି ମାସ ବାକି ଥିବାବେଳେ…

ଲଦାଖ ନିକଟରେ ଚୀନର ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର ପରୀକ୍ଷା

ନୂଆଦିଲ୍ଲୀ: ଭାରତ ସୀମା ନିକଟରେ ଚୀନ ଏକ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି । ଏହି କ୍ଷେପଣାସ୍ତ୍ରଟି ଆଉ ଏକ କ୍ଷେପଣାସ୍ତ୍ରକୁ ମାରି ଖସାଇଦେଇଥିଲା । ଭାରତର ବ୍ରହ୍ମସ୍ କ୍ଷେପଣାସ୍ତ୍ରକୁ ଦୃଷ୍ଟିରେ ରଖି ଚୀନ ଏହି ପରୀକ୍ଷଣ କରିଛି । ସିନ୍ହୁଆ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ,…

ସରକାରଙ୍କ ଅନୁମତି ପାଇ ଶ୍ରୀ ସତ୍ୟସାଇ ପ୍ରାଥମିକ ବିଦ୍ୟାଳୟର ହେଲା ପୁନର୍ଜନ୍ମ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଶ୍ରୀ ସତ୍ୟ ସାଇ ବାବାଙ୍କ ଆଦର୍ଶରେ ଅନୁପ୍ରାଣିତ ଶ୍ରୀ ସତ୍ୟ ସାଇ ସେବା ସମିତି ଫୁଲବାଣୀ ଉଦ୍ୟମରେ ପ୍ରତିଷ୍ଠିତ ଶ୍ରୀ ସତ୍ୟ ସାଇ ବିଦ୍ୟାଳୟ ଗତ ତା ୦୧/୧୦/୧୯୮୧ ରିଖ ରେ ସରକାରଙ୍କ ଅନୁମତି ପାଇ ପର୍ଯ୍ୟାୟ କ୍ରମେ ୧୯୮୮ରେ ମାଧ୍ୟମିକ ତଥା ୧୯୯୩ ଉଚ୍ଚ…