ଜିଲ୍ଲା ଭିତ୍ତିକ ଦାବି ନେଇ ମୁହଁରେ କଳା କନା ବାନ୍ଧି ଧାରଣା ଦେଲେ, ଜିଲ୍ଲା ଭିତ୍ତିକ ନିଯୁକ୍ତି କ୍ରିୟାନୁଷ୍ଠାନ…

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଜୋର ଧରିଲାଣି ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି ଜିଲ୍ଲାର ୪୫ ଗୋଟି ସଂଗଠନ କୁ ନେଇ ଗଠିତ ଜିଲ୍ଲା ଭିତ୍ତିକ ନିଯୁକ୍ତି କ୍ରିୟା ନୁଷ୍ଠାନ କମିଟି ପକ୍ଷରୁ ଆଜି ସ୍ଥାନୀୟ ଗାନ୍ଧିଛକ ରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପ୍ରଥମେ ପୁଷ୍ପମାଲ୍ୟ ଅର୍ପଣ…

ରାଜା ଚୈତନ୍ୟ ଦେବ ହାଇସ୍କୁଲରେ ଜିଲ୍ଲାସ୍ତରୀୟ ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ

ନବରଙ୍ଗପୁର : ଆଜି ସ୍ଥାନୀୟ ରାଜା ଚୈତନ୍ୟ ଦେବ ହାଇସ୍କୁଲ ଠାରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ବିଧାୟକ ନବରଙ୍ଗପୁର ଶ୍ରୀଯୁକ୍ତ ଗୌରୀ ଶଙ୍କର ମାଝୀ ମୁଖ୍ୟ ଅତିଥି , ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ…

ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ଉମରକୋଟ / ରାଇଘର : ଏହି ପୃଥିବି ପୃଷ୍ଠରେ ଗୁରୁହି ଏକ ମାତ୍ର ସଠିକ ପଥ ପ୍ରଦର୍ଶକ ହୋଇ ପଥ ଦେଖାନ୍ତି। ଗୁରୁ ସନ୍ତୁଷ୍ଟ ହୋଇ ଯାହାକୁ କୃପା କରନ୍ତି ସେ ଅନାୟାସେ ଭଵସିନ୍ଧୁ ପାର ହୋଇ ଯାଏ। ଏହି ପରି ଜଣେ ଗୁରୁ କୁମଲି ପଞ୍ଚାୟତ ଅନ୍ତର୍ଗତ ଜାମଦୋରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର…

ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ଗ୍ରାମସଭା ବୈଠକ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବଗା ପଞ୍ଚାୟତରେ ଗାନ୍ଧୀ ଜ୍ୟନ୍ତି ପାଳନ ହୋଇଯାଇଛି ! ଏହି ଶୁଭ ମହୁରତରେ ଆଜି ଗ୍ରାମସଭା ବୈଠକ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ପ୍ରଦୀପ କୁଲୁ ପରିଚାଳନା କରିଥିବା ବେଳେ ଇଓ…

ମଧ୍ୟପ୍ରାଚ୍ୟ ସଙ୍କଟ: ଆରବ ଦେଶଗୁଡ଼ିକ ସହିତ ଜରୁରୀ ବୈଠକ କଲା ରୁଷ

ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଲାଗି ରହିଛି। ଇସ୍ରାଏଲ-ହମାସ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ଅନ୍ୟ ଦେଶକୁ ବ୍ୟାପିଲାଣି। ପ୍ରଥମେ ହମାସ, ପରେ ହେଜବୋଲ୍ଲା ଏବଂ ଏବେ ଇରାନ ସହିତ ଇସ୍ରାଏଲର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଇସ୍ରାଏଲ ପକ୍ଷରୁ ଗାଜାରେ ହମାସ ଏବଂ ଲେବାନନରେ…

ମହାତ୍ମା ଗାନ୍ଧୀ ଓ ଲାଲବାହଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳନ ହୋଇଯାଇଛି | ଏହି ଶୁଭ ଅବସରରେ ପ୍ରଧାନ ଶିକ୍ଷକ ଶ୍ରୀ ବିଭୀଷଣ ତନ୍ତୀ ରାଷ୍ଟ୍ର ପିତା ମହାତ୍ମା ଗାନ୍ଧିଙ୍କ ଜନ୍ମ ଦିନ ଏବଂ ପୂର୍ବତନ ମହା…

ସମ୍ବଲପୁର ସମଲେଶ୍ବରୀ ମନ୍ଦିରରେ ଭିଡିଓଗ୍ରାଫି ମନା

ସମ୍ବଲପୁର  : ସମ୍ବଲପୁର ସମଲେଇ ମନ୍ଦିରରେ ଭିଡିଓଗ୍ରାଫି ମନା । ମନ୍ଦିରରେ ରିଲ୍ସ, ପ୍ରି ଓ୍ବେଡିଂ ତଥା ଅନ୍ଯ ସମସ୍ତ ଭିଡିଓଗ୍ରାଫି ମନା ହୋଇଛି । ସମଲେଇ ଟ୍ରଷ୍ଟ ବୋର୍ଡ ପକ୍ଷରୁ ବାରଣ କରାଯାଇଛି । ମନ୍ଦିରର ପବିତ୍ରତା ଅକ୍ଷୁର୍ଣ୍ଣ ରଖିବା ପାଇଁ ଟ୍ରଷ୍ଟବୋର୍ଡ ନିଷ୍ପତ୍ତି ନେଇଛି । ଏନେଇ…

ଚିକିତ୍ସା ଅବହେଳାରୁ ଜଣେ ମୃତ

ଛତ୍ରପୁର : ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତରଙ୍କ ଚିକିତ୍ସା ଅବହେଳା ପାଇଁ ଜଣେ ବ୍ୟକ୍ତିଙ୍କ ଆଜି ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି। ମୃତ୍ୟୁ ବ୍ୟକ୍ତି ଜଣକ ହେଲେ ଚମାଖଣ୍ଡି ଥାନା ଅଧିନ ଘଡଘଡାପଲ୍ଲୀ ଗ୍ରାମର ଡି.ଜଗାରାଓ ପାତ୍ର। ଆଜି ସକାଳେ ଛାତିରେ ଯନ୍ତ୍ରଣା…

ନିଜର ନୂଆ ଦଳର ନାଁ ଘୋଷଣା କଲେ ପ୍ରଶାନ୍ତ କିଶୋର

ନିର୍ବାଚନ ରଣନୀତିଜ୍ଞରୁ ରାଜନେତା ପାଲଟି ଥିବା ପ୍ରଶାନ୍ତ କିଶୋର ବୁଧବାର ପାଟନାରେ ଆନୁଷ୍ଠାନିକ ଭାବେ ତାଙ୍କର ନୂଆ ରାଜନୀତିକ ଦଳର ନାଁ ଘୋଷଣା କରିଛନ୍ତି। ସେ ତାଙ୍କ ଦଳର ନାଁ ରଖିଛନ୍ତି ‘ଜନ ସୁରାଜ ପାର୍ଟି’। ନୂଆ ଦଳ ନାଁ ଘୋଷଣା କରିବା ଅବସରରେ ପ୍ରଶାନ୍ତ କିଶୋର କହିଥିଲେ ଯେ ତାଙ୍କ…

ଦୁଇ ମନ୍ତ୍ରୀଙ୍କ ଦ୍ୱାରା ଏନଏସି ପକ୍ଷରୁ ନିର୍ମାଣ କରାଯାଇଥିବା ୩ଟି ପ୍ରକଳ୍ପର ଶୁଭ ଉଦଘାଟନ

ଛତ୍ରପୁର : ଛତ୍ରପୁର ଏନଏସିର ୱାର୍ଡ ନଂ ୧୪ ସ୍ଥିତ ନ୍ୟୁ ପୋଲିସ ଲାଇନରେ ୧.୮ ଏକର ଜାଗାରେ ୩ କୋଟି ରୁ ଅଧିକ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣଧିନ ୱାଣ୍ଡେର ସ୍ମାର୍ଟ ପାର୍କକୁ ଆଜି ଗୃହ ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ଓ ବାଣିଜ୍ୟ, ସଡକ ପରିବହନ ଓ…