ମହାତ୍ମା ଗାନ୍ଧୀ ଓ ଲାଲବାହଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ

add-all

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳନ ହୋଇଯାଇଛି | ଏହି ଶୁଭ ଅବସରରେ ପ୍ରଧାନ ଶିକ୍ଷକ ଶ୍ରୀ ବିଭୀଷଣ ତନ୍ତୀ ରାଷ୍ଟ୍ର ପିତା ମହାତ୍ମା ଗାନ୍ଧିଙ୍କ ଜନ୍ମ ଦିନ ଏବଂ ପୂର୍ବତନ ମହା ପୁରୁଷ ଲାଲବାହଦୁର ଶାସ୍ତ୍ରୀଙ୍କ ଜନ୍ମ ଦିନ ଉପଲକ୍ଷେ ନିଜର ଅଭି ଭାଷଣରେ ଛାତ୍ରଛାତ୍ରୀଙ୍କୁ ଉଭୟ ମହାପୁରୁଷ ଯେପରି ଆମ ଦେଶ ପାଇଁ ରାଜ୍ୟ ପାଇଁ ସାରା ବିଶ୍ଵ ପାଇଁ କାମ କରିଛନ୍ତି ଦେଶ ରକ୍ଷାକରି ଛନ୍ତି ଓ ବ୍ରିଟିଶ ସରକାରଙ୍କୁ ମଧ୍ୟ ଆମର ଭାରତ ବର୍ଷରୁ ଵଗାଇଥିଲେ ଓ ଦେଶକୁ ସ୍ଵାଧୀନ କରାଇବାରେ ସାହାଯ୍ୟ କରିଥିଲେ | ଏହି ଅବସରରେ ଶିକ୍ଷୟତ୍ରୀ ସୁଶ୍ରି ରୋଜଲିନ ଗୁଦିଆ, ଫିଲିଶୀତା ଏକ୍କା, ରୋଷୋକୁଲିଆ ସିଂ,ମଞ୍ଜୁ ,ଶିକ୍ଷକ ବାମା ଚରଣ ସାହ ଓ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ରହି ଆନନ୍ଦ ଉଲ୍ଲାସ ସହିତ ଗାନ୍ଧୀଙ୍କ ଜନ୍ମଦିନ ପାଳନ କରିଥିଲେ ! ପରୀ ଶେଷରେ ଶିକ୍ଷୟତ୍ରୀ ସୁନିତା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ |

ad-week
Leave A Reply

Your email address will not be published.