Sign in
Sign in
Recover your password.
A password will be e-mailed to you.
ଟିପିଏସ୍ଓଡିଏଲ୍ ପକ୍ଷରୁ ଜେ.ଆର.ଡି ଟାଟାଙ୍କ ୧୨୦ତମ ଜୟନ୍ତୀ ପାଳନ
ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ପକ୍ଷରୁ ଜାହାଙ୍ଗୀର ରତନଜୀ ଦାଦାଭାଇ ଟାଟାଙ୍କର ୧୨୦ତମ ଜନ୍ମଜୟନ୍ତୀକୁ ଉତ୍ସାହର ସହ ପାଳନ କରାଯାଇଛି । ଭାରତୀୟ ବିମାନ ଚଳାଚଳ ସେବାର ଜନକ ତଥା ଟାଟା ଗ୍ରୁପର ସବୁଠାରୁ ଅଧିକ ସମୟ ଧରି ଅଧ୍ୟକ୍ଷ ଥିବା ଜେ.ଆର.ଡି ଟାଟା,!-->…
ବଳଦକୁ ଧକ୍କା ଦେଲା ବାଇକ ଚାଲକ, ବଳଦ ସହିତ ଚାଲକ ମୃତ
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଆଁରମୁଣ୍ଡା ଫାଣ୍ଡି ଅଧୀନରେ ଥିବା ଚୁଟିଆ ଟୋଲି ୧୪୩ ନମ୍ବର ଜାତୀୟ ରାଜପଥ ରାସ୍ତା ଉପରେ ଗତ କାଲିରାତ୍ରୀରେ ପ୍ରଚୁର ମାତ୍ରାରେ ଗାଈଗୋରୁ ଥିବାରୁ ରାସ୍ତା ଜାମ ହୋଇଥିଲା | ଜଣେ ଯୁବକ ଆରଏସ କଲୋନୀ ଏ ବ୍ଲକ, ଥାନା!-->!-->!-->…
ଇଂରାଜୀଭାଷା ଶିକ୍ଷା ତାଲିମ ଶିବିର ଅନୁଷ୍ଠିତ
ନବରଙ୍ଗପୁର : ସ୍ଥାନୀୟ ଦକ୍ଷତାବିକାଶ ତାଲିମ କେନ୍ଦ୍ର ଠାରେ ଇଂରାଜୀ ଭାଷା ଶିକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଛି। ଉକ୍ତ ଶିବିରରେ ଜିଲ୍ଲାପାଳ ଙ୍କ ସହ ବହୁ ଅଧିକାରୀ ପ୍ରାଥମିକ ଆଶ୍ରମ ବିଦ୍ୟାଳୟର ୫୦ ଜଣ ଶିକ୍ଷକଙ୍କୁ ନେଇ ଇଂରାଜୀ ଭାଷା ଶିକ୍ଷା ତାଲିମ ଶିବିର ଆରମ୍ଭ ହୋଇଯାଇଛି ।!-->…
ଯୌତୁକ ପାଇଁ ବୋହୁଙ୍କୁ ନିର୍ଯ୍ୟାତନା
ହିଞ୍ଜିଳିକାଟୁ, ୩୦ା୭ : ଅଧିକ ୧ ଲକ୍ଷ ଟଙ୍କା ଯୌତୁକ ଦାବି କରି ବୋହୁଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୬୪୮/୨୪ରେ ଏକ ମାମଲା ରୁଜୁ କରି ସ୍ୱାମୀଙ୍କୁ ଅଟକ ରଖି ପୁଲିସ ଘଟଣାର ତଦନ୍ତ!-->…
ଯୁବତୀଙ୍କ ଆତ୍ମହତ୍ୟା
ହିଞ୍ଜିଳିକାଟୁ : ସୋମବାର ରାତିରେ ହିଞ୍ଜିଳି ପୁଲିସ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି । ମୃତକା ଜଣଙ୍କ ହେଲେ ହିଞ୍ଜିଳିକାଟୁ ପୌରାଞ୍ଚଳ କଲେଜରୋଡ ଅଞ୍ଚଳର ଆଲିଶା ସାହୁ(୧୯) । ପ୍ରକାଶ ଯେ, ଯୁବତୀ ଜଣଙ୍କ ପ୍ରତିଦିନ ପରି ସୋମବାର ରାତ୍ରଭୋଜନ ସାରି ଶୋଇବା ପାଇଁ ରୁମକୁ!-->…
ଜିଲ୍ଲାସ୍ତରୀୟ ୭୮ତମ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ
ଛତ୍ରପୁର : ଛତ୍ରପୁର ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ୭୮ ତମ ସ୍ବାଧୀନତା ଦିବସ ଛତ୍ରପୁର ସ୍ଥିତ ପୋଲିସ୍ ପ୍ୟାରେଡ୍ ପଡିଆ ଠାରେ ମହା ସମାରୋହର ସହିତ ପାଳନ କରାଯିବ । ଏହି ଜାତୀୟ ଉତ୍ସବଟିକୁ କିଭଳି ସରସ ସୁନ୍ଦର ଭାବେ ପାଳନ କରାଯିବ ସେଥି ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି!-->…
ଅଟୋକୁ ଧକ୍କା ଦେଲା ଟେଲର ଜଣେ ମହିଳା ଗୁରୁତର
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅଧୀନରେ ଥିବା ଦଲକି ଶଙ୍ଖ ନଦୀର ପୋଲ ଉପରେ ଗୋଟିଏ ଯାତ୍ରୀବାହୀ ଅଟୋକୁ ପଛୋପଟୁ ଧକ୍କା ଦେଇଥିଲା ଟେଲର | ଯାତ୍ରୀ ବାହି ଅଟୋରେ ରାଏବଗା ରୁ ଲକ୍ଷ୍ମିପୋଷ ଶିବ ମନ୍ଦିରକୁ ପୂଜା ଅର୍ଚ୍ଚନା କରି ନିଜ ଘର ପୋଗ୍ରାପୋଶକୁ ଫେରୁଥିବା ବେଳେ!-->…
ଅଫିସରେ ସାଢ଼େ ୭ ଘଣ୍ଟା ରହିବା ବାଧ୍ୟତାମୂଳକ
ଭୁବନେଶ୍ବର : ଏଣିକି ଅଫିସରେ ସାଢ଼େ ୭ ଘଣ୍ଟା ରହିବା ବାଧ୍ୟତାମୂଳକ। ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ବିଭାଗୀୟ କର୍ମଚାରୀଙ୍କୁ ଦିଆଯାଇଛି ଏଭଳି ନିର୍ଦ୍ଦେଶ।ଏହି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି ଯେ, ଅଫିସରେ ୪ ଘଣ୍ଟାରୁ କମ୍ ସମୟ ରହିଲେ ଅନୁପସ୍ଥିତ ଧରାଯିବ। ୪ ଘଣ୍ଟାରୁ ଅଧିକ ଓ ସାଢ଼େ ୭!-->…
ବନ୍ଧା ହେଲେ କୁବେର ଅବକାରୀ ବାବୁ
ଭୁବନେଶ୍ବର : ୩୦ ବର୍ଷର ଚାକିରି କାଳ ମଧ୍ୟରେ ଆୟଠୁ ଅଧିକ ସମ୍ପତ୍ତି ଠୁଳ କରି ଶେଷରେ ବନ୍ଧା ହେଲେ କୁବେର ଅବକାରୀ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ ଅବକାରୀ ବିଭାଗ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ରଙ୍କୁ ଭିଜିଲାନ୍ସ ଗିରଫ କରିଛି।ଗତକାଲି ବଲାଙ୍ଗିର, ସମ୍ବଲପୁର,!-->…
ମଧୁମିତା ରହୁଥିବା ଭଡା ଘରେ ପୁଲିସର ତନାଘନା
ଭୁବନେଶ୍ୱର: ସାମ୍ବାଦିକା ମଧୁମିତା ପରିଡା ଆତ୍ମହତ୍ୟା ମାମଲା ରେ ଶ୍ରୀଧର ଓ ମଧୁମିତା ରହୁଥିବା ଭଡା ଘରେ ତନାଘନା କରୁଛି ଧଉଳି ଥାନା ପୁଲିସ । ଦୁଇ ମହିଳା ବନ୍ଧୁଙ୍କୁ ଗିରଫ କରିବାକୁ ମଧୁମିତାଙ୍କ ପରିବାର ଲୋକେ ଦାବି କରିଛନ୍ତି ।
ସୂଚନା ଯୋଗ୍ୟ ସାମ୍ବାଦିକା ମଧୁମିତା ପରିଡ଼ା!-->!-->!-->…