ବେଆଇନ ଖଣିକୁ ନେଇ ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ଏନଜିଟି

ଭୁବନେଶ୍ବର : ଡଙ୍କାରୀ ବେଆଇନ ଖଣିକୁ ନେଇ ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ-NGT। ବେଆଇନ ଖଣି ଖନନ ଓ ଖଣି ଦ୍ୱାରା ସ୍ଥାନୀୟ ଅଞ୍ଚଳର ସମସ୍ୟା ବୃଦ୍ଧି, ଶ୍ରମିକ ମୃତ୍ୟୁକୁ ନେଇ ରିପୋର୍ଟ ଦାଖଲ ପାଇଁ NGT ନିର୍ଦ୍ଦେଶ ଦେଇଛନ୍ତି। ୪ ସପ୍ତାହ ମଧ୍ୟରେ ରିପୋର୍ଟ

ଭୁବନେଶ୍ବର : ଆପଣଙ୍କ ଫ୍ଲାଟ୍ ଥିବା ଆପାର୍ଟମେଣ୍ଟ ବେଆଇନ୍ ନୁହେଁ ତ? ଜୀବନ ଯାକର କଷ୍ଟାର୍ଜିତ ପୁଞ୍ଜି ଖଟାଇ ଫସି ଯାଇ ନାହାନ୍ତି ତ? ଏମିତି ପ୍ରଶ୍ନ ଆମେ ଏଥିପାଇଁ ପଚାରୁଛୁ, କାରଣ ରାଜଧାନୀ ଭୁବନେଶ୍ବର ସମେତ ବିଭିନ୍ନ ସହରରେ ଗଢିଉଠିଛି ମାଳମାଳ ବେଆଇନ୍ ଆପାର୍ଟମେଣ୍ଟ। ଯାହାର ବାସ୍ତବ

ଓଡ଼ିଶାରେ ବୈଷୟିକଶିକ୍ଷା ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦିଆଯାଉଛି

ଭୁବନେଶ୍ୱର: ଓଡ଼ିଶାରେ ବୈଷୟିକଶିକ୍ଷା ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଆମସରକାର ଅଗ୍ରାଧିକାର ଦେଉଛନ୍ତି। ସେଥିପାଇଁ ସରକାର ଗଠନର କିଛିଦିନ ବ୍ୟବଧାନମଧ୍ୟରେ ଏ କ୍ଷେତ୍ରରେ ଅନେକଗୁଡ଼ିଏ କାର୍ଯ୍ୟକ୍ରମ ହାତକୁ ନିଆଯାଇ ସାରିଲାଣି । ଆଜି ରାଜ ଭବନ ସନ୍ନିକଟ ସରକାରୀ ପଲିଟେକ୍‌ନିକ୍‌ କଲେଜରେ

ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢା ଛୁଇଁଲା ମହାନଦୀ ବନ୍ୟାଜଳ

କଟକ : କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢା ଛୁଇଁଲା ମହାନଦୀର ପ୍ରଥମ ବନ୍ୟାଜଳ। ହୀରାକୁଦ ଜଳଭଣ୍ଡାରରେ ୨୦ଟି ଗେଟ୍‌ ଖୋଲା ଯାଇଥିବାରୁ ମହାନଦୀରେ ବଢ଼ୁଛି ଜଳସ୍ତର। ଏହି ବନ୍ୟା ଜଳ ଗତ ରାତିରେ ମୁଣ୍ଡଳୀରେ ପହଞ୍ଚିଥିବା ବେଳେ ମା’ ଭଟ୍ଟାରିକାଙ୍କ

ପୂର୍ବ ସରକାରଙ୍କ ବେପରୁଆ କାମ ଯୋଗୁଁ ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର ଫେରିଯାଇଥିଲା: ମନ୍ତ୍ରୀ ରବି ନାୟକ

ଭୁବନେଶ୍ବର: ପୁଣି ପୂର୍ବ ବିଜେଡି ସରକାର ଉପରେ ଦୋଷ ଲଦିଲେ ମନ୍ତ୍ରୀ। ତତ୍କାଳୀନ ବିଜେଡି ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ନ ଦେବାରୁ ଘର ଖଣ୍ଡେ ପାଇଲେନି ଲୋକେ। ପୂର୍ବ ସରକାରଙ୍କ ବେପରୁଆ କାମ ଯୋଗୁଁ ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର ଫେରିଯାଇଥିବା ବିଭାଗୀୟ ମନ୍ତ୍ରୀ ରବି ନାୟକ

ମା’ ହେଲା ମୌସୁମୀ

ଭୁବନେଶ୍ବର: ବିଶ୍ୱ ବାଘ ଦିବସରେ ନନ୍ଦନକାନନରେ ଜନ୍ମ ହେଲା ବାଘ ଛୁଆ। ମା’ ହେଲା ଧଳା ବାଘୁଣୀ ମୌସୁମୀ। ମୌସୁମୀ ଓ ତା’ ଛୁଆ ସୁସ୍ଥ ଅଛନ୍ତି। ସେମାନଙ୍କ ଉପରେ ନଜର ରଖିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ।ମୌସୁମୀକୁ ୮ବର୍ଷ ହୋଇଛି। ୨୦୧୬ରେ ବାଘ ମନୀଷ ଓ ବାଘୁଣୀ ସ୍ନେହାଙ୍କ ମିଳନରେ ଜନ୍ମ

ପୋଖରୀରେ ବୁଡ଼ି ୩ ଶିଶୁ ମୃତ

କେନ୍ଦୁଝର : ପୋଖରୀରେ ବୁଡ଼ି ୩ ଶିଶୁ ମୃତ। କେନ୍ଦୁଝର ଜିଲ୍ଲାର ଅତୁରିକଣା ଦାହି ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏକ ଏନଜିଓ ଶିକ୍ଷା କେନ୍ଦ୍ରକୁ ଯାଇଥିଲେ ୩ ଶିଶୁ। ସେଠାରେ ଖେଳୁଥିବା ବେଳେ ନିକଟସ୍ଥ ପୋଖରୀରେ ବୁଡ଼ିଯାଇ ୩ ଶିଶୁଙ୍କର ମୃତ୍ୟୁ ହୋଇଛି। ଶିଶୁମାନଙ୍କ ମୃତ୍ୟୁରେ

ବିରୋଧୀଙ୍କ ମୁଲତବି ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ବାଚସ୍ପତି

ଭୁବନେଶ୍ବର: ରାଜ୍ୟରେ ଅହେତୁକ ଦରଦାମ୍ ବୃଦ୍ଧି ନେଇ ବିରୋଧୀମାନେ ଗୃହରେ ମୁଲତବି ପ୍ରସ୍ତାବ ଆଣିଥିଲେ, ଯାହାକୁ ବାଚସ୍ପତି ସୁରମା ପାଢ଼ୀ ଅଗ୍ରାହ୍ୟ କରିଛନ୍ତି। ଏଥିରେ କୌଣସି ସତ୍ୟତା ନାହିଁ ବୋଲି ବାଚସ୍ପତି କହିଛନ୍ତି। ମୁଲତବି ପ୍ରସ୍ତାବ ସତ୍ୟ ଉପରେ ଆଧାରିତ ନୁହେଁ, ଅସତ୍ୟ ଉପରେ ଆଧାରିତ

ସହିଦ ସପ୍ତାହରେ ୧୪ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ପୁଲିସ ନିକଟରେ ସହିଦ ସପ୍ତାହରେ ୧୪ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଉସୁର ଏବଂ ପାମେଲ ଏରିଆ କମିଟିର ଏହି ନକ୍ସଲମାନେ ହେଲେ ନାଗି ପଡିଆମି(୩୮), ଅର୍ଜୁନ ପୁନେମ(୨୪), ବଘେଲ ପୁନେମ(୩୫), ରଙ୍ଗା ପୋଟାମ(୨୫), ସଦରୁ ପୁନେମ(୨୬), ଅର୍ଜୁନ

କେରଳ ଭୂସ୍ଖଳନ; ଦୁଇ ଓଡ଼ିଆ ଡାକ୍ତରଙ୍କ ପତ୍ତା ମିଳୁନି

କଟକ : କେରଳ ବୁଲିବାକୁ ଯାଇଥିଲେ ଦୁଇ ଡାକ୍ତର ଓ ସେମାନଙ୍କ ପତ୍ନୀ। ହେଲେ ସୋମବାର ବିଳମ୍ୱିତ ରାତିରେ ହୋଇଥିବା ପ୍ରଳୟଙ୍କରୀ ଭୂସ୍ଖଳନରେ ଦୁଇ ଓଡ଼ିଆ ଡାକ୍ତରଙ୍କ ପତ୍ତା ମିଳୁନି। ସେମାନଙ୍କ ପତ୍ନୀମାନେ ଏବେ ଅସ୍ଥାୟୀ ଭାବେ ନିର୍ମାଣ ହୋଇଥିବା ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ନିଖୋଜ