Sign in
Sign in
Recover your password.
A password will be e-mailed to you.
ୱାୟନାଡ ଭୂସ୍ଖଳନ: ମୃତ୍ୟୁସଂଖ୍ୟା ଶହେ ଟପିଲା
ୱାୟନାଡ : କେରଳ ୱାୟନାଡରେ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ଶହେ ପାର୍ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ୧୦୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇ ଥିବାବେଳେ ଏବେ ମଧ୍ୟ ଶତାଧିକ ଲୋକ ମାଟି ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି।ପ୍ରବଳ ବର୍ଷା ପରେ କେରଳର ୱାୟନାଡରେ ତାଣ୍ଡବ ରଚିଛି ପ୍ରକୃତି। ଗୋଟିଏ!-->…
ଗଞ୍ଜାମ ଜିଲ୍ଲାର ବିରଳ କୃଷ୍ଣସାର ମୃଗ ପୁରୀ ବନାଞ୍ଚଳ କୁ ନେବା ପାଇଁ ମସୁଧା ……!
ଵ୍ରହ୍ମପୁର: ୩୦- ୭ ଗଞ୍ଜାମ ଜିଲ୍ଲା ବିରଳ କୃଷ୍ଣସାର ମୃଗ ସଂରକ୍ଷଣ ସମିତି ପକ୍ଷରୁ ଦକ୍ଷିଣ ଘୁମୁସର ବନାଞ୍ଚଳରୁ କୃଷ୍ଣସାର ମୃଗ ସ୍ଥାନାସ୍ତରିତକୁ ନେଇ ସାମ୍ବାଦିକ ସମ୍ମିଳନୀ l ଆସିକା ବହୁମୁଖୀ ସମବାୟ ସମିତି ସମ୍ମିଳନୀ କକ୍ଷରେ କୃଷ୍ଣସାର ମୃଗ ସଂରକ୍ଷଣ ସମିତିର ସଭାପତି ଅମୁଲ୍ୟ!-->!-->!-->…
ନୂଆଁ ଓଡିଶା, ଜିଲ୍ଲା ଦକ୍ଷତା କେନ୍ଦ୍ରରେ” ନିଯୁକ୍ତି ପତ୍ର ବଣ୍ଟନ କାର୍ଯ୍ୟକ୍ରମ…
ଫୁଲବାଣୀ : ଗାୟତ୍ରୀ ଚାରିଟେବୁଲ୍ ଏଜୁକେଶନ୍ ଟ୍ରଷ୍ଟ, ଫୁଲବାଣୀ ଦ୍ୱାରା ନିଯୁକ୍ତି ପତ୍ର ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଅଶୋକ କୁମାର ଭୋଇ, ଅତିରିକ୍ତ ଜିଲ୍ଲାପାଳ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥ୍ ଭାବରେ ଶ୍ରୀମତୀ!-->!-->!-->…
ନବରଙ୍ଗପୁରଠାରେ ଅତ୍ୟାଧୁନିକ ଗୋଶାଳା ନିମନ୍ତେ ନିବେଦନ
ନବରଙ୍ଗପୁର : ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀଶଙ୍କର ମାଝି ଓ ବିଧାୟକ ଝରିଗାଁ ଶ୍ରୀ ନରସିଂହ ଭତ୍ରା, ମାନ୍ୟବର ମତ୍ସ୍ୟ ଓ ପଶୁ ସଂପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଙ୍କୁ ଭେଟି ନବରଙ୍ଗପୁର ଜିଲ୍ଲାରେ ଗାଈ ଚାଲାଣ ଦିନକୁ ଦିନ ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଇବା ବିଷୟ ରେ!-->…
ଉମରକୋଟ ବ୍ଳକରେ ଜନଶୁଣାଣୀ କାର୍ଯ୍ୟକ୍ରମ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଆଜି ଉମରକୋଟ ବ୍ଳକ ଠାରେ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ସମ୍ମାନୀୟ ଜିଲ୍ଲାପାଳ ଶ୍ରୀ ଡଃ କମଳଲୋଚନ ମିଶ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ରୋହିତ ବର୍ମା, ଉପଜିଲ୍ଲାପାଳ ଶ୍ରୀ ପ୍ରକାଶ!-->…
ଲାଞ୍ଚ ଅଭିଯୋଗରେ ବରିଷ୍ଠ କିରାଣୀଙ୍କୁ ୩ବର୍ଷ ଜେଲ ୫ହଜାର ଜୋରିମାନା
ଫୁଲବାଣୀ : ଏକ ଲାଞ୍ଚ ମାମଲାର ବିଚାର କରି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ସମର ବିଳାସ ବେହେରା ଦାରିଙ୍ଗବାଡି ବିଇଓ ଅଫିସର ପୂର୍ବତନ ବରିଷ୍ଠ କିରାଣୀ ଚିତ୍ତ ରଞ୍ଜନ ସିଂଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡଦେଶ ଶୁଣାଇଛନ୍ତି । ଏଥିସହ ୫ ହଜାର ଟଙ୍କା ଜୋରିମାନା ଆଦେଶ!-->…
ନାବାଳିକା ଛାତ୍ରୀକୁ ଅସଦାଚରଣ ଅଭିଯୁକ୍ତ ପ୍ରଧାନ ଶିକ୍ଷକକୁ ୩ ବର୍ଷ ଜେଲ ୧୦ ହଜାର ଟଙ୍କା ଜରିମାନା
ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ଵତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ରାଜେଶ ଦାଶ, ଆଜି ଏକ ନାବାଳିକା ଛାତ୍ରୀ କୁ ଅସଦାଚରଣ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଜଗନ୍ନାଥ ପଣ୍ଡାଙ୍କୁ ସାଖି ଓ ପ୍ରମାଣ ଆଧାରରେ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର!-->…
ଘରୋଇ ବସ ମାଲିକ ସଂଘ ଓ ଲକ୍ଷ୍ମୀବସ ବିବାଦର ସମାଧାନ ନେଇ ତ୍ରିପାକ୍ଷିକ ବୈଠକ
ଛତ୍ରପୁର : ଘରୋଇ ବସ ମାଲିକ ସଂଘ ପକ୍ଷରୁ ଅଗଷ୍ଟ ୧ ରୁ ଆନ୍ଦୋଳନ କରିବେ ବୋଲି ଚେତାବନି ଦେଇଥିଲେ । ଜିଲ୍ଲାରେ ଓଏସଆରଟିଏସ ପକ୍ଷରୁ ଲକ୍ଷ୍ମୀବାସ ନିଜ ମନମୁତାବକ ଚଳାଚଳ କରୁଥିବାରୁ ଘରୋଇ ବସ ମାଲିକ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାର ସମାଧାନ ନେଇ ଗଞ୍ଜାମ!-->!-->!-->…
ରାୟଗଡାରେ ସିଟି ସ୍କାନ ବ୍ୟବସ୍ଥାକୁ ଉଦଘାଟନ କଲେ ଜିଲ୍ଲାପାଳ
ରାୟଗଡ଼ା : ଆଜି ରାୟଗଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଠାରେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ସିଟି ସ୍କାନ ବ୍ୟବସ୍ଥାକୁ ଉଦଘାଟନ କରିଛନ୍ତି l ଓଡିଶା ସରକାର ଓ ସ୍ପନ୍ଦନ ଡ଼ାଇଗ୍ନସ୍ଟିକ ପ୍ରାଇଭେଟ ସଂସ୍ଥା ପିପିପି ମାଧ୍ୟମରେ ଏହା କାର୍ଯ୍ୟକାରୀ ହେବ l ରୋଗୀ ମାନଙ୍କ ନିମନ୍ତେ ଏହି!-->…