ଅଗଷ୍ଟ ୩ ସୁଦ୍ଧା ପ୍ରତିଦିନ ସୁପ୍ରିମକୋର୍ଟରେ ଚାଲିବ ଲୋକ ଅଦାଲତ

ନୂଆଦିଲ୍ଲୀ: ସୁପ୍ରିମ୍ କୋର୍ଟ ଆଜି ନିଜର ପ୍ରଥମ ସ୍ବତନ୍ତ୍ର ଲୋକ ଅଦାଲତର ଶୁଭାରମ୍ଭ କରିଛନ୍ତି। ଏହି ଲୋକ ଅଦାଲତ ଜରିଆରେ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ସମସ୍ତ ମାମଲାର ଶୁଣାଣି ଖୁବ୍ ଶୀଘ୍ର କରିବାକୁ ଚେଷ୍ଟା କରୁଛନ୍ତି। ଆଜିଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଲୋକ ଅଦାଲତ

ରାଜ୍ୟସ୍ତରୀୟ ଜୁନିଅର ରେଡ଼କ୍ରସ ଅପ୍ରଶିକ୍ଷିତ କାଉନସିଲର ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ମାଲକାନଗିରି : ଇଣ୍ଡିଆନ ରେଡ କ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ତରଫରୁ ରାଜ୍ୟସ୍ତରୀୟ ଜୁନିଅର ରେଡ଼କ୍ରସ ଅପ୍ରଶିକ୍ଷିତ କାଉନସିଲର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଲକାନଗିରି ସ୍ଥିତ ଜଗନ୍ନାଥ ପାଲ୍ଲୀ ହାଇସ୍କୁଲ ଏମଭି - ୭ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ତିନି ଦିନିଆ କର୍ମଶାଳାରେ

ବୀର ମାଧୋ ସିଂଙ୍କ ନାମରେ ବୟାନ ପ୍ରତିବାଦ : ଘେଁସରେ ବନ୍ଦ ପାଳନ, ସୁରଙ୍କ କ୍ଷମା ପ୍ରାର୍ଥନା

ବରଗଡ଼ : ବୀର ମାଧୋ ସିଂଙ୍କ ପ୍ରତି ବରିଷ୍ଠ ନେତା ସୁର ରାଉତରାୟଙ୍କ ବୟାନ ପ୍ରତିବାଦରେ ସୋହେଲା ବ୍ଲକ ଘେଁସରେ ବନ୍ଦ ପାଳନ। ଘେଁସ ଗାଁରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଲୋକ କବି ହଳଧର ନାଗ ଧାରଣାରେ ବସିଛନ୍ତି । ସୁରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । କିଛିଦିନ ତଳେ ରାଜ୍ୟ

ଓଡ଼ିଶା ସିଏସ୍ଆର୍ ଆଣ୍ଡ ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ-୨୦୨୪ରେ ଟିପିଏସ୍ଓଡିଏଲ୍ ସମ୍ମାନିତ

କର୍ମଚାରୀ ସ୍ବେଚ୍ଛାସେବା କ୍ଷେତ୍ରରେ ଉତ୍କର୍ଷତା ପାଇଁ ମିଳିଛି ପୁରସ୍କାର ବ୍ରହ୍ମପୁର : ଆସୋଚାମ୍ ଓଡ଼ିଶା ରାଜ୍ୟ ଉନ୍ନୟନ ପରିଷଦ ପକ୍ଷରୁ ଟିପି ଦକ୍ଷିଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍)କୁ ସମ୍ମାନଜନକ ଓଡ଼ିଶା ସିଏସ୍ଆର୍ ଆଣ୍ଡ ସଷ୍ଟେନେବିଲିଟି ଏକ୍ସଲେନ୍ସ

ଗଞ୍ଜେଇ ଜବତ, ଜଣେ ଗିରଫ

ରାୟଗଡ଼ା : ଚୋରା ଗଞ୍ଜେଇ ଚାଲାଣ ବେଳେ ରାୟଗଡ଼ା ପୁଲିସ ଜଣକୁ କାବୁ କରିବାରେ ସଫଳ ହୋଇଛି । ରେଳ ଷ୍ଟେସନ ନିକଟରେ ରାୟଗଡ଼ା ପୁଲିସ ରାତି ପଇଁତରା ମାରିବା ବେଳେ ଗଞ୍ଜେଇ ସହ ଜଣକୁ ଗିରଫ କରିଛି । ଗିରଫ ଜଣକ ଚନ୍ଦନ ହୂଇକା ଓ ତାଙ୍କ ଘର ରାୟଗଡା ଜିଲ୍ଲା ପଦ୍ମପୁର ବୋଲି ଜଣାପଡିଛି । ଜବତ

ରାଜ୍ୟରେ ବନ୍ଧ୍ୟାକରଣ ପ୍ରତି ପୁରୁଷଙ୍କ ଆଗ୍ରହ ବଢୁଛି

ରାଜ୍ୟରେ ବନ୍ଧ୍ୟାକରଣ ପ୍ରତି ପୁରୁଷଙ୍କ ଆଗ୍ରହ ବଢୁଛି। ଆଜି ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଉପସ୍ଥାପନ କରିଥିବା ତଥ୍ୟରୁ ଏହା ଜଣାପଡ଼ିଛି। ଏମିତିକି ଗତ ଦୁଇଟି ଆର୍ଥିକ ବର୍ଷ (୨୦୨୨-୨୩ ଓ ୨୦୨୩-୨୪)ର ତଥ୍ୟକୁ ତୁଳନା କଲେ ବନ୍ଧ୍ୟାକରଣ ପ୍ରତି

ପ୍ୟାରିସ ଅଲିମ୍ପିକ୍ସ: ଶେଷ ମିନିଟରେ ଗୋଲ କରି ମ୍ୟାଚ୍‌ ଡ୍ର ରଖିଲା ଭାରତୀୟ ହକି ଟିମ

କଡ଼ା ସଂଘର୍ଷ କରି ଭାରତୀୟ ପୁରୁଷ ହକି ଟିମ ଆର୍ଜେଣ୍ଟିନା ସହ ମ୍ୟାଚ୍‌ ଡ୍ର ରଖିବାକୁ ସକ୍ଷମ ହୋଇଛି। ଆରମ୍ଭରୁ ୦-୧ରେ ପଛରେ ପଡ଼ିଥିବା ଭାରତୀୟ ହକି ଟିମ ଶେଷ ମିନିଟରେ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ସ୍ଥିତି ୧-୧ କରିବାକୁ ସକ୍ଷମ ହୋଇଛି। ଏଥିସହ ପ୍ୟାରିସ ଅଲିମ୍ପିକ୍ସରେ ଆଗକୁ

ଆଧୁନିକ ଯୁଗରେ ସବୁଜ ରସାୟନର ଆବଶ୍ୟକତା ପାଠଚ଼କ୍ର

ଆସିକା ତା ୨୯/୭ : ଆସିକା ବିଜ୍ଞାନ ମହାବିଦ୍ୟାଳୟ ରସାୟନ ବିଭାଗର ତତ୍ତ୍ବାବଧାନରେ ଏକ ସବୁଜ ରସାୟନ (ଗ୍ରୀନ୍ କେମେଷ୍ଟ୍ରି) ପାଠଚ଼କ୍ର ସେମିନାର ହଲ୍ ଠାରେ ଆୟୋଜିତ ହୋଇଯାଇଛି। ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀ ପୌରହିତ୍ୟ କରିଥିବା ବେଳେ ରସାୟନ ବିଭାଗ ମୁଖ୍ୟ ଡ. ସନ୍ତୋଷ କୁମାର ଚ଼ୌଧୁରୀ

ବଜେଟ୍‌ ଆଲୋଚନାରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କଲେ ନବୀନ

ଭୁବନେଶ୍ବର: ବଜେଟ ଆଲୋଚନାରେ ଭାଗ ନେଇ ରାଜ୍ଯ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ପ୍ରଥମେ ସେ କଟାକ୍ଷ କରି କହିଛନ୍ତି-ନୂଆ ସରକାରକୁ ଧନ୍ଯବାଦ ଯେ, ବିଜେଡି ସରକାରର ୮୦% ରୁ ଅଧିକ ଯୋଜନାକୁ ଆପଣେଇଛନ୍ତି ନୂଆ ସରକାର। ବଜେଟରେ ପରିବର୍ତ୍ତନ ଦେଖୁଛି।

ଜାତିଗତ ଜନଗଣନା କରି ‘ପଦ୍ମବ୍ୟୁହ’କୁ ଭାଙ୍ଗିବୁ: ରାହୁଲ ଗାନ୍ଧି

ଆଜି ଲୋକସଭାରେ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ବିଜେପିକୁ ଟାର୍ଗେଟ କରି କହିଛନ୍ତି, ଏକବିଂଶ ଶତାବ୍ଦୀରେ ଭାରତକୁ ପଦ୍ମବ୍ୟୁହରେ ଫସାଯାଇଛି। ବର୍ତ୍ତମାନ ଦେଶ ଭୟର ବାତାବରଣରେ ବଞ୍ଚିଛି। ଏହି ଭୟ ପ୍ରତି କୋଣକୁ ବ୍ୟାପି ଯାଇଛି। ଦେଶ ଭୟରେ ଥିବା କହିବା ପରେ ବିଜେପି