Sign in
Sign in
Recover your password.
A password will be e-mailed to you.
କିଏ ହେବ ପିସିସି ସଭାପତି ?
ଭୁବନେଶ୍ବର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ଆଗାମୀ ସଭାପତି କିଏ ହେବେ? ଏଥି ପାଇଁ ଦିଲ୍ଲୀରେ ହିସାବ ଚାଲିଛି। କାହା ନେତୃତ୍ବରେ ଓଡ଼ିଶାରେ କଂଗ୍ରେସ କେତେ ଲାଭବାନ ହେବ। କଂଗ୍ରେସ ହାଇକମାଣ୍ଡ ଏମିତି ଜଣେ ନେତାଙ୍କୁ ପିସିସି ଗାଦିରେ ବସାଇବାକୁ ଚାହୁଁଛନ୍ତି ଯିଏ ଓଡ଼ିଶାରେ!-->…
ରାଜଧାନୀରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା
ଭୁବନେଶ୍ଵର: କାରଗିଲ ବିଜୟ ଦିବସର ୨୫ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ଉତ୍ସବ ପାଳନ ହେଉଛି। ଏହି ଉପଲକ୍ଷେ ରାଜଧାନୀ ଭୁବନେଶ୍ଵରରେ ଶନିବାର ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଛି। ପୁରୁଣା ଭୁବନେଶ୍ଵରର ବଢେଇବାଙ୍କ ଛକଠାରୁ ମାଷ୍ଟର!-->…
ଦୁଇ ଦିନ ହେଲା ରେଡ୍ କରି ଆଜି ଫେରିଗଲେ ଇଡି ଟିମ୍
ଭୁବନେଶ୍ୱର : ଗାଁରେ ପଇଁନ୍ତରା ମାରୁଛନ୍ତି ସିଆର୍ପିଏଫ୍ ଯବାନ। ଆଉ ସେମାନଙ୍କ ଉପସ୍ଥିତିରେ କୋଲକାତାରୁ ଆସିଥିବା ଇଡି ଟିମ୍ ରେଡ୍ କଲା। ଗତ ଦୁଇ ଦିନ ହେଲା ରେଡ୍ କରିବା ପରେ ଆଜି ଇଡି ଟିମ୍ ଫେରି ଯାଇଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଥାନା ଅନ୍ତର୍ଗତ ବଡଗୋଗୁଆ ଗାଁରେ ଦେଖିବାକୁ!-->…
୩୧ ଯାଏଁ ପ୍ରବଳ ବର୍ଷିବ ! ସତର୍କ ସୂଚନା ଜାରି
ଭୁବନେଶ୍ୱର : ଲଘୁଚାପ କ୍ଷେତ୍ର ସୃଷ୍ଟି ଯୋଗୁଁ ୩୧ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ଶନିବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରବିବାର ପାଇଁ ୫ ଜିଲାରେ ପାଣିପାଗ ବିଭାଗ ପକ୍ଷରୁ ହଳଦିଆ ସତର୍କ ସୂଚନା ଜାରି କରାଯାଇଛି । ବରଗଡ, ଝାରସୁଗୁଡା,!-->…
ମନ୍ତ୍ରୀ ଦେଲେ ଆଶ୍ୱସ୍ତି; ଦୁଇଦିନ ଭିତରେ ଓଡ଼ିଶା ଆସିବ ଆଳୁ ଗାଡ଼ି
ଭୁବନେଶ୍ବର : ବଜାରରେ ମିଳୁନି ଆଳୁ। ଯେଉଁଠି ମିଳୁଛି ଚଢ଼ା ଦରରେ ବିକୁଛନ୍ତି ଦୋକାନୀ। ଏହି ସମୟରେ ଆଶ୍ୱସ୍ତିକର ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ଆସନ୍ତା ଦିନେ ଦୁଇ ଦିନ ଭିତରେ ଆଳୁକୁ ନେଇ ଉପୁଜିଥିବା ସମସ୍ୟାର ସମାଧାନ ହୋଇଯିବ। ପଶ୍ଚିମବଙ୍ଗ!-->…
ସହି ପାରିଲେନି ମାନସିକ ନିର୍ଯାତନା; କୀଟନାଶକ ପିଇ ଆତ୍ମହତ୍ୟା କଲେ ଛାତ୍ର
ବ୍ରହ୍ମପୁର : ସହିପାରିଲେନି ମାନସିକ ନିର୍ଯାତନା। କୀଟନାଶକ ପିଇ ଆତ୍ମହତ୍ୟା କଲେ ନବମ ଶ୍ରେଣୀ ଛାତ୍ର। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ କେ. ନୂଆଁଗଡ଼ ଗ୍ରାମରେ। ମୃତ ଛାତ୍ର ଜଣଙ୍କ ହେଲେ ନାରାୟଣ ପରିଡ଼ାଙ୍କ ବଡ଼ ପୁଅ ଚନ୍ଦନ ପରିଡ଼ା।ଚନ୍ଦନ କ୍ଷତ୍ରିୟବରପୁର!-->…
ଆଳୁ ମିଶନ୍ର ବିଫଳତା ନେଇ ବିଜେଡିକୁ ଘେରିଲା ବିଜେପି
ଭୁବନେଶ୍ବର : ଆଳୁ ପାଇଁ ପଡ଼ୋଶୀ ପଶ୍ଚିମବଙ୍ଗ ଉପରେ ନିର୍ଭର କରୁଛି ଓଡ଼ିଶା। ଏହାର ସୁଯୋଗ ନେଇ ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଅନେକ ସମୟରେ ନାଲି ଆଖି ଦେଖାଉଛି। ଆଉ ମନଇଚ୍ଛା ଆଳୁ ଯୋଗାଣ ବନ୍ଦ କରିଦେଉଛି। ଯେଉଁଥିପାଇଁ ରାଜ୍ୟରେ ଦେଖାଦେଉଛି ଆଳୁ ସଙ୍କଟ। ଏହାର ମୁକାବିଲା ପାଇଁ ପୂର୍ବ!-->…
ସହିଦ ସପ୍ତାହ ପାଳନ ପୂର୍ବରୁ ନକ୍ସଲଙ୍କୁ ଝଟକା: ମହିଳା କ୍ୟାଡରର ଆତ୍ମସମର୍ପଣ
ମାଲକାନଗିରି: ଆସନ୍ତାକାଲି ଠାରୁ ନକ୍ସଲଙ୍କ ସହିଦ ସପ୍ତାହ। ସହିଦ ସପ୍ତାହ ଆରମ୍ଭ ପୂର୍ବରୁ ପୁଲିସ ନକ୍ସଲଙ୍କୁ ଦେଇଛି ବଡ଼ ଝଟକା। ୩ ଲାଜ୍ୟର ମୋଷ୍ଟ ଵାଣ୍ଟେଡ ମହିଳା ନକ୍ସଲ ରାନିତେ ଅରଫ ହିଡମା କୋବାସି।ମହିଳା ନକ୍ସଲ ରାନିତେ ଛତିଶଗଡ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ରାଜ୍ୟ ପାଇଁ ଥିବା!-->…
ଆଳୁ ପ୍ରସଙ୍ଗରେ ଦିଲ୍ଲୀରେ ମମତାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ବର : ଗତ ଦୁଇ ଦିନ ହେଲା ଓଡ଼ିଶାରେ ଦେଖାଦେଇଛି ଆଳୁ ଶଙ୍କଟ। ଏହି ସମସ୍ୟା ସମାଧାନ ପାଇଁ ଆରମ୍ଭ ହୋଇଛି ଉଦ୍ୟମ। ଆଜି ନୂଆଦିଲ୍ଲୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାରେ ଦେଖାଦେଇଥିବା ଆଳୁ ସମସ୍ୟା!-->…
ମଧୁମିତାଙ୍କ ସ୍ୱାମୀଙ୍କ ସମ୍ପର୍କରେ ତଥ୍ୟ ନେଲେ ବାୟୁସେନା ଅଧିକାରୀ
ଭୁବନେଶ୍ବର : ଭୁବନେଶ୍ୱରରେ ମହିଳା ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ଆତ୍ମହତ୍ୟା ଘଟଣାରେ ତଥ୍ୟ ନେଲେ ବାୟୁସେନା ଅଧିକାରୀ। ମଧୁମିତାଙ୍କ ସ୍ୱାମୀ ତଥା ଗିରଫ ଅଭିଯୁକ୍ତ ଶ୍ରୀଧର ଜେନାଙ୍କ କେସ୍ ସମ୍ପର୍କିତ ତଥ୍ୟ ନେଇଛନ୍ତି। ମଧୁମିତାଙ୍କ ସ୍ୱାମୀ ଶ୍ରୀଧର ବାୟୁସେନାରେ କାର୍ଯ୍ୟରତ ଥିବାରୁ!-->…