ରୁଜାଙ୍ଗୀ ହାଇସ୍କୁଲ ପରିସରରେ ବନଜ୍ୟୋସ୍ନା ସାହିତ୍ୟ ସଂସଦର ମାସାନ୍ତ ସାହିତ୍ୟ ଆସର

ଫୁଲବାଣୀ, ୨୭।୭ : ଓଡିଆ ଭାଷା,ସାହିତ୍ୟ,ସଂସ୍କୃତି,ପରମ୍ପରା ଓ ଐତିହ୍ୟ କୁ ନେଇ ପରିବର୍ଦ୍ଧିତ ଓଡିଆ ଅସ୍ମିତା କୁ ନେଇ କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ସଂସଦ ବନଜ୍ୟୋସ୍ନା ତରଫରୁ ମାସାନ୍ତ ସାହିତ୍ୟ ଆସର ଫୁଲବାଣୀ ସଦର ବ୍ଳକ ସ୍ଥିତ ରୁଜାଙ୍ଗୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ

ଉପାନ୍ତ ସାହିତ୍ୟ ସେବା ସଂସଦର କବିତା ଆସର

ପାତ୍ରପୁର : ପାତ୍ରପୁର ବ୍ଳକ ସାମନ୍ତିଆପଲ୍ଲୀ ଭରତ ପତି ମହାବିଦ୍ୟାଳୟ ଠାରେ ଉପାନ୍ତ ସାଂସ୍କୃତିକ ସାହିତ୍ୟ ସେବା ସଂସଦ ତରଫରୁ" ବର୍ଷା "ଓ "ଶ୍ରାବଣୀ" ଶୀର୍ଷକ ବର୍ଷା କାଳୀନ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ସୁଦୀପ୍ତ କୁମାର ପଟ୍ଟନାୟକ ସଭାପତିତ୍ବ ଆସନ ଅଳଙ୍କୃତ କରିଥିବା ବେଳେ

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନବିଜ୍ଞାନ ମେଳା

ଚିକିଟୀ : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ୨୬ତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କୁ ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ ଉଦ୍ଘାଟନ କରିବା ସହ ବିଜ୍ଞାନ ପ୍ରକଳ୍ପର ପର୍ଯ୍ୟବେକ୍ଷଣ କରିଥିଲେ। ଏହି

ଲକ୍ଷ୍ୟଭେଦି ପ୍ରକଳ୍ପ ତରଫରୁ ଏଚ୍.ଆଇ,ଭି/ଏ.ଡ୍.ସ୍. ସମ୍ପର୍କିତ ଦିନିକିଆ ଆଲୋଚନା

ଫୁଲବାଣୀ: ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ, ଜିଲ୍ଲା ସ୍ୱାସ୍ଥ୍ୟସମିତି, କନ୍ଧମାଳ ଓ ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି ଭୂବନେଶ୍ୱରଙ୍କ ମିଳିତ ସହଯୋଗରେ ଏଚ୍.ଆଇ.ଭି/ଏ.ଡ୍.ସ୍. ସମ୍ପର୍କିତ ଏକ ଦିନିକିଆ ଆଲୋଚନା ଚକ୍ର ଫୁଲବାଣୀ ଠାରେ ଆୟୋଜିତ ହୋଇଯାଇଛି । ଜିଲ୍ଲାରେ ସ୍ୱାତୀ ଅନୁଷ୍ଠାନଙ୍କ

ବିଜୁ ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ

ଫୁଲବାଣୀ : ବିଜେଡ଼ି ନେତା ତଥା ପୂର୍ବତନ କାଉନସିଲର ଭାଗବତ ବେହେରାଙ୍କ ପରଲୋକ ରେ ବିଜୁ ଜନତା ଦଳ ପକ୍ଷରୁ ଡ୍ୟାନ୍ସ ଏକାଡେମୀ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି।ପୂର୍ବତନ ବିଜେଡି ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା lପ୍ରଥମେ ଫଟୋ ଚିତ୍ରରେ

ସରସ୍ବତୀ ଶିଶୁମନ୍ଦିରରେ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ

ଫୁଲବାଣୀ :ଫୁଲବାଣୀ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ମେଳାରେ ଉଦ୍ଘାଟନୀ ଉତ୍ସବରେ ପୋଲିସ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବୀ ପ୍ରସାଦ ଶତପଥୀ ଯୋଗ ଦେଇଥିବା ବେଳେ ପରିଚାଳନା କମିଟିର ଯୁଗ୍ମ ସମ୍ପାଦକ ଅଶୋକ କୁମାର

ବାବା ରସିଦ୍ ଆଲ୍ଲିଙ୍କ ମଜାରରେ ଧୁମଧାମରେ ବାର୍ଷିକ ଉର୍ସ ପାଳନ : ଶତାଧିକ ଲୋକଙ୍କ ଗହଣରେ ଛତ୍ରପୁର ବିଧାୟକ ଯୋଗଦେଲେ

ଛତ୍ରପୁର: ହଜରତ ସୟଦ୍ ଆବଦୁର ରସିଦ୍ ଶାହା ଆଲ୍ଲି ବାବାଙ୍କ ପୁତିଗୋପାଳପୁର ସ୍ଥିତ ମଜାର ଶରିଫ୍ ନିକଟରେ ଧୁମଧାମରେ ବାର୍ଷିକ ଉତ୍ସବ ବା ଉର୍ସ ପାଳନ ହୋଇଯାଇଛି । ବାବା ରସିଦ୍ ଅଲ୍ଲୀ ମୁସଲମାନ ଧର୍ମର ଜଣେ ସନ୍ଥ ବା ଫକିର ଥିଲେ ସେ ନିଜ ସାରା ଜୀବନ ଭଗବାନଙ୍କ ପାଖରେ ଉତ୍ସର୍ଗ କରିବା ସହ

ମାଲକାନଗିରି ଜିଲ୍ଲା ବାୟାପଡା ଘାଟିରେ ପୁଣି ଭୁସ୍କଳନ, ଖବର ପ୍ରକାଶ ପରେ ଚେତିଲା ପ୍ରଶାସନ

ମାଲକାନଗିରି : ମାଲକାନଗିରି ରେ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାରେ ପୁଣି ଦୟନୀୟ ହୋଇପଡିଛି । ଏହି କ୍ରମରେ ଆଜି ପ୍ରବଳ ବର୍ଷା ଯୋଗୁଁ କୋରୁକୋଣ୍ଡା ବ୍ଲକ ନାକାମାମୁଡ଼ି ପଞ୍ଚାୟତ ବାୟାପଡା ଘାଟିରେ ବଡ ଧରଣର ଭୁସ୍କଳନ ହେବା ଯୋଗୁଁ ସମ୍ପୂକ୍ତ ଅଞ୍ଚଳରେ ଯୋଗା ଯୋଗର ମାଧ୍ୟମ ବାହ୍ୟ ଜଗତରୁ

ପୋଲାଭରମ ପାଇଁ ସରକାର କ’ଣ କରୁଛି: ତାରା ବାହିନୀପତି

ଭୁବନେଶ୍ୱର,୨୭।୭: ନୀତି ଆୟୋଗ ବୈଠକକୁ ନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଓଡିଶାରୁ ୨୦ ଏମ୍‌ପି ଯାଇଛନ୍ତି। ତେଣୁ ପ୍ରଥମେ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକରେ ପୋଲାଭରମ ଓ ସତନ୍ତ୍ର ପ୍ୟାକେଜ ମାଗନ୍ତୁ । ୫୦ ହଜାର କୋଟି ଓଡ଼ିଶାକୁ

କୌଣସି ରାଜ୍ୟକୁ ଅବହେଳା କରାଯିବନି: ସତିଶ ଚନ୍ଦ୍ର ଦୁବେ

ଭୁବନେଶ୍ଵର: ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ। ଶନିବାର ସେ ଭୁବନେଶ୍ଵରରେ ପହଞ୍ଚିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ପୂର୍ବ ସରକାର ଏବଂ ବର୍ତ୍ତମାନର ସରକାର ମଧ୍ୟରେ ବହୁତ ତଫାତ ରହିଛି। କୌଣସି ରାଜ୍ୟକୁ ଅବହେଳା କରାଯିବ