Sign in
Sign in
Recover your password.
A password will be e-mailed to you.
‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ସମ୍ବଲପୁରୀ ଶାଢୀ, କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଆଜି ୧୧୨ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ସାରା ଦେଶ ବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି ମୋଦି । ଏବେ ଅଲିମ୍ପିକ ଚାଲିଥିବାରୁ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସାରା ଦୁନିଆରେ ପ୍ୟାରିସ୍ ଅଲିମ୍ପିକ୍କୁ ନେଇ ଚର୍ଚ୍ଚା ବୋଲି କହିଛନ୍ତି । ଦେଶବାସୀଙ୍କୁ!-->…
ତାମିଲନାଡୁ AIADMK କର୍ମୀଙ୍କୁ ହତ୍ୟା
ତାମିଲନାଡୁ AIADMK ପାର୍ଟିର ଜଣେ କର୍ମୀଙ୍କୁ ହତ୍ୟା। ପୁଡୁଚେରୀ ସୀମା କୁଦ୍ଦାଲୋର ଅଞ୍ଚଳରେ ତାଙ୍କୁ ହତ୍ୟା କରା ଯାଇଥିବା ସୂଚନା ମିଳିଛି।
ଖବର ମୁତାବକ, ମୃତ AIADMK କର୍ମୀ ହେଉଛନ୍ତି ପଦ୍ମନାଭନ। ସେ ଥିରୁପାପୁଲିୟୁର ଅଞ୍ଚଳରେ ରହିଥିଲେ। ସେଠାରେ ମଧ୍ୟ ତାଙ୍କର ଏକ ଦୋକାନ!-->!-->!-->…
ଓଡିଶା ଭିତରକୁ ପ୍ରବେଶ କରିଛି ଆଳୁ ଟ୍ରକ, ସ୍ଥିତି ସ୍ବାଭାବିକ ହେବାକୁ ଦିନେ ଦୁଇ ଦିନ ଲାଗିପାରେ
ଭୁବନେଶ୍ୱର: ଦୂର ହେଉଛି ଆଳୁ ସଙ୍କଟ । ଗତକାଲି କିଛି ଆଳୁ ଟ୍ରକ ଓଡିଶା ଭିତରକୁ ପ୍ରବେଶ କରିଥିଲା । ଏବେ ପଶ୍ଚିମବଙ୍ଗରୁ ଟ୍ରକ ଟ୍ରକ ଆଳୁ ଆସି ଓଡିଶାରେ ପହଞ୍ଚିଛି । ଏହି ଟ୍ରକ ସବୁ ଆସି ରାଜ୍ୟର ବିଭିନ୍ନ ସ୍ଥାନରେ ପହଁଚିବା ପରେ ଆଳୁର ଅଭାବ ରହିବ ନାହିଁ!-->…
ଝଞ୍ଜାବତୀ ନଦୀରେ ମା’ ଝିଅ ଭାସିଯିବା ଘଟଣା, ମିଳିଲା ନିଖୋଜ ମା’ର ମୃତଦେହ
କୋରାପୁଟ: କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଳକର ଝଞ୍ଜାବତୀ ନଦୀରେ ଗର୍ଭବତୀ ମା’ ଓ ଝିଅ ଭାସିଯିବା ଘଟଣା । ମିଳିଲା ନିଖୋଜ ମା’ର ମୃତଦେହ । ହେଲେ ଏଯାଏଁ ମିଳିନି ୫ବର୍ଷର ଝିଅର ପତ୍ତା । ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମର ଖୋଜାଖୋଜି କାର୍ଯ୍ୟ ଜାରି ରଖିଛି ।
ଗତକାଲି ନାରାୟଣପାଟଣା!-->!-->!-->…
ଦିଲ୍ଲୀରେ ୩ IAS ଆଶାୟୀଙ୍କ ମୃତ୍ୟୁ ଘଟଣା; କୋଚିଂ ସେଣ୍ଟର ମାଲିକ ଓ ସଂଯୋଜକ ଗିରଫ
ଦିଲ୍ଲୀ IAS କୋଚିଂ ସେଣ୍ଟର ୩ ଜଣ ଆଶାୟୀଙ୍କ ମୃତ୍ୟୁକୁ ନେଇ ମାଲିକ ଓ ସଂଯୋଜକଙ୍କୁ ଗିରଫ କରିଛି ପୁଲିସ। ଆଜି ଦିଲ୍ଲୀ ପୁଲିସ କୋଚିଂ ସେଣ୍ଟର ମାଲିକ ଅଭିଷେକ ଗୁପ୍ତା ଏବଂ ସଂଯୋଜକ ଦେଶପାଲ ସିଂହଙ୍କୁ ଗିରଫ କରିଛି।
ଗତଲାକି ରାଜେନ୍ଦ୍ର ନଗରରେ ଥିବା ଏକ ଆଇଏଏସ କୋଚିଂ!-->!-->!-->…
ସରିଲା ଛତିଶଗଡ଼ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନଙ୍କ କାର୍ଯ୍ୟକାଳ
ଭୁବନେଶ୍ୱର : ଛତିଶଗଡ଼ରେ ନୂଆ ରାଜ୍ୟପାଳଙ୍କ ନିଯୁକ୍ତି ନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଫଳରେ ଓଡ଼ିଶାର ବିଶ୍ୱ ଭୂଷଣ ହରିଚନ୍ଦନଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ବିଶ୍ୱ ଭୂଷଣ ଗତ ବର୍ଷ ଫେବ୍ରୁଆରୀ ୨୩ ତାରିଖରୁ ଛତିଶଗଡ଼ର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ । ଏହା!-->…
ଘରେ ଶୋଇଥିବା ବେଳେ ଦମ୍ପତିଙ୍କୁ ହତ୍ୟା
ସମ୍ବଲପୁର: ରେଢାଖୋଲରେ ଚାଞ୍ଚଲ୍ୟ । ବିଳମ୍ୱିତ ରାତିରେ ଘରେ ଶୋଇଥିବା ଦମ୍ପତ୍ତିଙ୍କୁ ବିଭତ୍ସ ହତ୍ୟା । ରେଢ଼ାଖୋଲ ଥାନା ଅନ୍ତର୍ଗତ ଘରେ ପାଣ୍ଡିରିଶିଳା ଗାଁରେ ଦମ୍ପତିଙ୍କୁ ଭୁଜାଲିରେ ହାଣି ହତ୍ୟା ଅଭିଯୋଗ ହୋଇଛି। ଉଭୟେ ସ୍ବାମୀ ସ୍ତ୍ରୀ ନିଜ ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ!-->…
ଆଇଡି ବୋମା ବିସ୍ଫୋରଣରେ ଜଣେ ଯୁବକ ଗୁରୁତର ଆହତ
ମାଲକାନଗିରି, ୨୭।୭ : ମାଓବାଦୀଙ୍କ ଆଇଡି ବୋମା ବିସ୍ଫୋରଣରେ ଜଣେ ଯୁବକ ଗୁରୁତର ଆହତ । ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବୀଜାପୁର ଜିଲ୍ଲାରେ । ସୂଚନା ଅନୁଯାୟୀ ଛତିଶଗଡର ବୀଜାପୁର ଜିଲ୍ଲାରେ ଥିବା ମାଓ ଉପଦ୍ରୁତ ମୁତାଭେଣ୍ଡି ଗ୍ରାମର ଯୁବକ ହିଡମା କୱାସୀ ଗ୍ରାମ!-->…
ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେଶନର ବୈଠକ
ପାତ୍ରପୁର,୨୭/୦୭ : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେଶନ ପାତ୍ରପୁର ଶାଖା ର ଆହ୍ବାନ କ୍ରମେ ପାତ୍ରପୁର ଶିକ୍ଷକ ଭବନ ଠାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ସଭାପତି ଟୁଟୁ ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ଏ ୟୁ ପି ଟି ଏଫ୍ ର ଉପଦେଷ୍ଟା ମଣ୍ଡଳୀ ଓ ଜୋନ!-->…
ନବରଙ୍ଗପୁର ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ “ବିଜୟ ଦିବସ”
ନବରଙ୍ଗପୁର : "କାରଗିଲ ବିଜୟ ଦିବସ" ର ରୌପ୍ୟ ଜୟନ୍ତୀ ଉତ୍ସବ BJP ଯୁବମୋର୍ଚ୍ଚା ଦ୍ୱାରା ପାଳନ କରାଯାଇଥିଲା। ଭାରତୀୟ ସେନାର ଅଦମ୍ୟ ବୀରତା, ସାହସ, ପରାକ୍ରମ ଓ ସୌର୍ଯ଼୍ୟ ର ପ୍ରତିକ"Operation Bijay"ରେ ମାତୃଭୂମିର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଅମର ସହିଦ ମାନଙ୍କୁ!-->…