ମା ମୁକ୍ତାଦେବୀ ରାଜମିସ୍ତ୍ରୀ ସଂଘ ପକ୍ଷରୁ ବିଶ୍ୱକର୍ମା ପୂଜା

add-all

ଚିକିଟୀ : ଏହି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଏନ ଏ ସି ମାର୍କେଟ ନିକଟରେ ମା ମୁକ୍ତାଦେବୀ ରାଜମେସ୍ତ୍ରୀ ସଙ୍ଘ ସଭାପତି ରାଜୁ ସାହୁଙ୍କ ଅଧ୍ୟକ୍ଷତାରେ ଦେବ ଶିଳ୍ପୀ ବିଶ୍ୱକର୍ମା ଙ୍କ ପୂଜା ମହା ସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ କର୍ତ୍ତା ଦାୟିତ୍ୱ ରାଜୁ ସାହୁ ତୁଲାଇ ଥିବା ବେଳେ ପଣ୍ଡିତ ଟୁଟୁ ପାଢ଼ୀ ଙ୍କ ପୌରହିତରେ ରୀତି ନୀତି ଅନୁଯାଇ ଷୋଡ଼ଶ ପୂଜା, ଆଳତି ହୋମ,ପୁଷ୍ପାଞ୍ଜଳି ଓ ମହାମନ୍ତ୍ର ଧ୍ୱନୀରେ ପୂଜା କରାଯାଇଅଛି। ରାଜମେସ୍ତ୍ରୀ ସଂଘର ଉପଦେଷ୍ଟା ପ୍ରଶାନ୍ତ ସାହୁ, ଉପସଭାପତି ବୃନ୍ଦାବନ ସାହୁ, ସମ୍ପାଦକ ନବୀନ ରାଉଳ, କୋଷାଧ୍ୟକ୍ଷ ସୁରେନ୍ଦ୍ର ସାହୁ ପୂଜା ଦାୟିତ୍ୱ ତୁଲାଇଥିବା ବେଳେ ସଙ୍ଘର ସମସ୍ତ ମେସ୍ତ୍ରୀ ଉପସ୍ଥିତ ରହି ମହା ଆଡମ୍ବରରେ ପୂଜାର୍ଚ୍ଚନା କରିଥିଲେ।

ad-week
Leave A Reply

Your email address will not be published.