Sign in
Sign in
Recover your password.
A password will be e-mailed to you.
ବାଲେଶ୍ୱର ସୀମାରୁ ଆଳୁ ଟ୍ରକ ଫେରାଇନେଲା ପଶ୍ଚିମବଙ୍ଗ
ଜଳେଶ୍ବର : ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି ଆଳୁ । ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ରପ୍ତାନୀ ବନ୍ଦ ଥିବାରୁ ଦର ବୃଦ୍ଧି ହୋଇଥିବା କୁହାଯାଉଛି । ଜଳେଶ୍ବରର ସୀମାରେ ଅଟକି ରହିଥିଲା ଆଳୁ ବୋଝେଇ ଟ୍ରକ । ସୋନାକଣିଆ ନିକଟରେ ପଶ୍ଚିମବଙ୍ଗ ପୋଲିସ ଟ୍ରକକୁ ଅଟକାଇ ରଖିଥିଲା । ତେବେ ଓଡ଼ିଶା!-->…
ନାଚୁ ନାଚୁ ଚାଲିଗଲେ ନୃତ୍ୟ ଗୁରୁ
ଯାଜପୁର: ନୃତ୍ୟ ଅଭ୍ୟାସ ବେଳେ ଚାଲିଗଲା ନୃତ୍ୟ ଗୁରୁଙ୍କ ଜୀବନ । ଯାଜପୁର ଜିଲ୍ଲା ଷଠୀପୁର ସ୍ଥିତ କ୍ୟାମ୍ପରେ ଯାଜ୍ଞସେନି ଅପେରା ଡ୍ୟାନ୍ସ ଗୁରୁ ମାୟାଧର ଜେନାଙ୍କ ମୃତ୍ୟୁ । ନୃତ୍ୟ ଅଭ୍ୟାସ ବେଳେ ଅଚାନକ ଅସୁସ୍ଥ ହୋଇପଡିଥିଲେ ନୃତ୍ୟ ଗୁରୁ । ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି!-->…
ବରିଷ୍ଠ ବିଜେପି ନେତା ପ୍ରଭାତ ଝାଙ୍କ ପରଲୋକ
ମଧ୍ୟପ୍ରଦେଶ ବିଜେପିର ପୂର୍ବ ଅଧ୍ୟକ୍ଷ ତଥା ପୂର୍ବ ରାଜ୍ୟସଭା ସାଂସଦ ପ୍ରଭାତ ଝାଙ୍କ ପରଲୋକ ହୋଇ ଯାଇଛି। ନୂଆଦିଲ୍ଲୀର ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲରେ ତାଙ୍କ ଦେହାନ୍ତ ହୋଇଛି ।
ପ୍ରଭାତ ଝା ୩ ଥର ରାଜ୍ୟସଭା ସାଂସଦ ଭାବେ ମନୋନୀତ ହୋଇଥିବା ବେଳ ବିଜେପିର ରାଷ୍ଟ୍ରୀୟ!-->!-->!-->…
ପ୍ରବଳ ବର୍ଷିବ, ସୃଷ୍ଟି ହେଲା ଆଉ ଏକ ଲଘୁଚାପ କ୍ଷେତ୍ର
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ପୁଣି ଏକ ଲଘୁଚାପ କ୍ଷେତ୍ର । ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗାମୀ ୨ ଦିନ ମଧ୍ୟରେ ଲଘୁଚାପଟି ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ମୁହାଁ ହେବ। ଏହା ବାୟୁମଣ୍ଡଳର ୭.୬ କିଲୋମିଟର ଯାଏ ବ୍ୟାପିଛି।!-->…
ରାଜ୍ୟ ବାହାରେ କୁବେର ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି, ମଥୁରାରେ ରହିଛି ଦୁଇଟି ପ୍ଲଟ
ଭୁବନେଶ୍ୱର : କୁବେର ଯନ୍ତ୍ରୀଙ୍କ ରାଜ୍ୟ ବାହାରେ ଅମାପ ସମ୍ପତ୍ତି । ବଲାଙ୍ଗୀର ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କ ଅଚଳାଚଳ ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା । ଉତ୍ତରପ୍ରଦେଶ ମଥୁରାରେ ଆଉ ଦୁଇଟି ପ୍ଲଟ ମିଳିଛି । ଏହାକୁ ମିଶାଇ ପ୍ଲଟ ସଂଖ୍ୟା ୩୬କୁ!-->…
ବଢୁଛି ଶିଳ୍ପ ସଂସ୍ଥା, ସୃଷ୍ଟି କରିବ ୫ ଲକ୍ଷରୁ ଅଧିକ ନିଯୁକ୍ତି
ଭୁବନେଶ୍ବର: ରାଜ୍ୟରେ ଶିଳ୍ପାନୁଷ୍ଠାନ ଅଗ୍ରଗତିକୁ ନେଇ ବଡ ବୟାନ ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ । ଏନେଇ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଶିଳ୍ପ ସଂସ୍ଥା ଦ୍ରୁତ ଗତିରେ ଅଗ୍ରଗତି କରୁଛି ଯାହା ଆଗକୁ ଅଧିକ ନିଯୁକ୍ତି ସୃଷ୍ଟି କରିବ ।
ଗତ ପାଞ୍ଚ ବର୍ଷ ମଧ୍ୟରେ ୫୧୨ ବୃହତ ଶିଳ୍ପ!-->!-->!-->…
ପୁଣେରେ ସ୍ଥିତି ବେହାଲ; ଶିକ୍ଷାନୁଷ୍ଠାନ ବନ୍ଦ, ଉଦ୍ଧାର କାର୍ଯ୍ୟରେ ସେନା ନିୟୋଜିତ
ପଶ୍ଚିମ ଭାରତରେ ଲାଗି ରହିଛି ବର୍ଷା ବିତ୍ପାତ। ମହାରାଷ୍ଟ୍ରର ମୁମ୍ବାଇ, ପୁଣେ, ଥାନେ, ପାଲଘର ଓ ଅନ୍ୟ ସହରରେ ବିଗିଡ଼ିବାରେ ଲାଗିଛି ସ୍ଥିତି। ଲଗାଣ ବର୍ଷାରେ ବେହାଲ ହେଲାଣି ମାୟାନଗରୀ ମୁମ୍ବାଇର ଅବସ୍ଥା। ପ୍ରବଳ ବର୍ଷାରେ ବହୁ ସ୍ଥାନରେ ରାସ୍ତାଘାଟ ବୁଡିଛି, ଲୋକଙ୍କ ଘରେ ପାଣି ପଶିଛି।
!-->!-->…
ରାଜ୍ୟରେ ଖାଲି ପଡିଛି ୧୭ ହଜାରରୁ ଅଧିକ ଶିକ୍ଷକ ପଦବୀ : ମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟରେ ଖାଲିପଡିଛି ୧୭ ହଜାରରୁ ଅଧିକ ଶିକ୍ଷକ ପଦବୀ । ଅନେକ ସ୍କୁଲର ନାହିଁ ନିଜସ୍ବ ଜମି । କିଛି ଏମିତି କହିହି ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ଶୁକ୍ରବାର ବିଧାନସଭାର ପଞ୍ଚମ ଦିନର ପ୍ରଶ୍ନ କାଳରେ!-->!-->!-->…
ଭୁବନେଶ୍ୱର ମଞ୍ଚେଶ୍ୱର ୟାର୍ଡରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ରେଲ ଚଳାଚଳା ପ୍ରଭାବିତ
ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ୟାର୍ଡରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ। ଭୁବନେଶ୍ବର ରେଳ ଷ୍ଟେସନ ଅତିକ୍ରମ ପରେ ଲାଇନଚ୍ୟୁତ ହୋଇଛି । ଟ୍ରେନ୍ ଚଳାଚଳ ବିଶେଷ ପ୍ରଭାବିତ ହୋଇନାହିଁ । ଖୁବଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।
!-->!-->!-->…
ଆସିକା ବଜାରରେ ଆଳୁ ଦର ପଚାଶେ ଟପିଲା ଆଳୁ କିଣି ଅକଲ ଗୁଡ଼ୁମ….!
ଚେଇଁ ଶୋଇଛି କି ପ୍ରଶାସନ…!