Sign in
Sign in
Recover your password.
A password will be e-mailed to you.
ବ୍ଲକ ସ୍ତରୀୟ ସମୀକ୍ଷା ବୈଠକ
ଛତ୍ରପୁର : ଶିକ୍ଷା ବିଭାଗର ଛତ୍ରପୁର ବ୍ଲକସ୍ତରୀୟ ସମୀକ୍ଷା ବୈଠକ ଶୁକ୍ରବାର ସ୍ଥାନୀୟ ବିଇଓ ଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ସୀତାରାମ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକର ବିଭିନ୍ନ ବିଦ୍ୟାଳୟରେ!-->…
ଅନଲାଇନ ଗେମରୁ କୋଟିପତି; ଘରେ ପଶିଲା ଇଡି
ଅନଲାଇନ୍ ଗେମ ଖେଳି କୋଟି କୋଟି ଟଙ୍କା ରୋଜଗାର କରୁଥିଲେ। ବ୍ୟାଙ୍କ ଆକାଉଣ୍ଟରେ କୋଟିକୋଟି ଟଙ୍କା କାରବାରକୁ ନେଇ ୬ଜଣଙ୍କ ଘରେ ଚଢ଼ାଉ କରିଛି ଇଡି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ବଡ଼ଗୋଗୁଆ ଗାଁରେ ରହୁଥିବା ୬ଜଣଙ୍କ ଘରେ ଇଡି ଚଢ଼ାଉ କରିଛି।
କୋଲକାତାର ୪୦ ଜଣିଆ ଇଡି ଟିମ୍!-->!-->!-->…
ଜୁଲାଇ ୨୯ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି
ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ବନ୍ଦ ରହିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ଏବେ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଜାରି ରହିଥିବାରୁ ଆସନ୍ତା ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ!-->…
ପ୍ରସୂତୀ ବେଳେ ମା ଓ ଶିଶୁର ଯତ୍ନ ନିଆଯିବା ସମ୍ପର୍କରେ କର୍ମଶାଳା
ଛତ୍ରପୁର : ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଣମଣା ପଂଚାୟତର ବାଟ ଛତ୍ରପୁର ଗ୍ରାମ ସ୍ଥିତ ଅଙ୍ଗନବାଡି କେନ୍ଦ୍ର ପରିସରରେ ଏକ କର୍ମଶାଳା ଛତ୍ରପୁର ରୋଟାରୀ କ୍ଲବର ସଭାପତି ଡ. ବିମଳ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ବରିଷ୍ଠ ଶିଶୁ!-->…
ପରଲୋକରେ ସମସ୍ତଙ୍କ ପ୍ରିୟ ସୁରେଶ ଗୁରୁଜୀ (ଟୁକୁନା ସାର)
ଫୁଲବାଣୀ : ଫୁଲବାଣୀ ସହରର ସମସ୍ତ ଛାତ୍ରଛାତ୍ରୀ ଙ୍କ ଅତି ପ୍ରିୟ ସୁରେଶ ଗୁରୁଜୀ (ଟୁକୁନା ସାର) ଙ୍କ ଅକାଳ ବିୟୋଗରେ ସମଗ୍ର ଫୁଲବାଣୀ ସହରରେ ଶୋକର ଛାୟା ଖେଳିଯାଇଛି l ସେ ଆଜକୁ ଦୀର୍ଘ ମାସ ହେବ କଣ୍ଠ ସଂକ୍ରମଣରେ ପୀଡିତ ଥିଲେ l ଫୁଲବାଣୀ ମେଡିକାଲରେ ଚିକିତ୍ସିତ ଅବସ୍ତାରେ ତାଙ୍କର!-->…
ବିଲକୁ ନେଇ ରାଜ୍ୟ-ରାଜ୍ୟପାଳ ବିବାଦ; କେନ୍ଦ୍ରକୁ ନୋଟିସ୍ ପଠାଇଲେ ସୁପ୍ରିମକୋର୍ଟ
କେରଳ ଓ ପଶ୍ଚିମବଙ୍ଗ ସରକାର ଏବଂ ସେମାନଙ୍କ ରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେଇ କେନ୍ଦ୍ର ସରକାରଙ୍କୁ ନୋଟିସ୍ ପଠାଇଛନ୍ତି ସୁପ୍ରିମକୋର୍ଟ। ବିଧାନସଭାରେ ବିଲ୍ ପାରିତ ହେବା ସତ୍ତ୍ୱେ ରାଜ୍ୟପାଳ ଅନୁମୋଦନ ଦେଉନଥିବା ଅଭିଯୋଗ କରି ଏହି ଦୁଇ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଆବେଦନ!-->…
ଓଡିଶାରେ ହେବ ଆଉ ୨ଟି ନୂଆ ଇଏସଆଇ ହସ୍ପିଟାଲ
ଭୁବନେଶ୍ୱର: ଓଡିଶାରେ ଦୁଇଟି ନୂଆ ଇଏସଆଇ ହସ୍ପିଟାଲ ପ୍ରତିଷ୍ଠା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।
ଏହି ଦୁଇଟି ଡାକ୍ତରଖାନା କେନ୍ଦୁଝର ଏବଂ ସୋନପୁର ସହରରେ ହେବ।
ଏହା ମୁଖ୍ୟତଃ ଶ୍ରମିକ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଉପକୃତ କରିବ ବୋଲି!-->!-->!-->!-->!-->…
ଫୁଲବାଣୀ ବ୍ଲକର ସମସ୍ତ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ପାଳିତ
ଫୁଲବାଣୀ : ଶିକ୍ଷା ସପ୍ତାହ ହେଉଛି ବାର୍ଷିକ ପଦକ୍ଷେପ ଯାହାକି ସଚେତନତାକୁ ପ୍ରୋତ୍ସାହିତ କରିଥାଏ ଏବଂ ଭାରତରେ ଶିକ୍ଷାର ଗୁରୁତ୍ୱକୁ ପାଳନ କରିଥାଏ l ଦେଶର ସାମଗ୍ରିକ ବିକାଶରେ ଦକ୍ଷତା ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଆଲୋକିତ କରିବାକୁ ଏହି ସପ୍ତାହ ଏକ ଅନନ୍ୟ ସୁଯୋଗ ଉପସ୍ଥାପନ!-->…
‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ନିର୍ବାଚନ ଜିତିବା ପାଇଁ ହୋଇଥିଲା: ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ
ଭୁବନେଶ୍ବର: ପୂର୍ବ ସରକାରଙ୍କ ଯୋଜନାର ନା ବଦଳିବା ନେଇ ଗୃହରେ ଉଦବେଗ। ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ବିଧାୟକ ଗଣେଶ୍ୱର ବେହେରା। ଗଣେଶ୍ୱର ବେହେରା କହିଛନ୍ତି ସରକାର ବଦଳିବା ପରେ ୩୧୪ ବ୍ଲକର ବିକାଶ କାର୍ଯ ଠପ ହୋଇଯାଇଛି। ଆମ ଓଡ଼ିଶା ନବୀନ ଓଡ଼ିଶା!-->…
କାରଗିଲ ବିଜୟ ଦିବସରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ
ଆଜି ଭାରତ ପାଇଁ ଏକ ସ୍ମରଣୀୟ ତଥା ଐତିହାସିକ ଦିନ। ୨୫ ବର୍ଷ ତଳେ ଯୁଦ୍ଧଭୂମିରେ ଶତ୍ରୁକୁ ଧୂଳି ଚଟାଇ, ଅସୀମ ଶୌର୍ଯ୍ୟ ଓ ପରାକ୍ରମର ପରିଚୟ ଦେଇଥିଲା ଭାରତୀୟ ସେନା। ଯାହାକୁ ନେଇ ଆଜି ବି ଗର୍ବ କରେ ସାରା ଦେଶ । ଆଜି ହେଉଛି କାର୍ଗିଲ ବିଜୟ ଦିବସ, ଦେଶ ପାଳନ କରୁଛି କାରଗିଲ ବିଜୟ!-->…