Sign in
Sign in
Recover your password.
A password will be e-mailed to you.
ଆସିକାରେ ଆଳୁ ଖୋଜିଖୋଜି ଗଲେ, ପିଆଜ ଦେଖି ବାବୁ ଥଣ୍ଡା ପି ଫେରିଲେ…..!
ଆସିକାରେ ଆଳୁ ଚଢ଼ାଉ ଧର୍ମକୁ ଆଖିଠାର……ଵ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ସହରରେ ସର୍ବାଧିକ ଦରରେ ଆଳୁ ବିକ୍ରି ହେଉଥିବା ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଉଛି । ଏନେଇ ଜିଲ୍ଲାପାଳ ଙ୍କଠାରୁ ଉପ-ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଯୋଗାଣ ବିଭାଗ ପକ୍ଷରୁ ଆଳୁ ବିକ୍ରି!-->…
ଦୀର୍ଘବର୍ଷ ପରେ ଆସିକାର ସ୍ୱର ବିଧାନସଭାରେ ଶୁଭିଲା
ଜିଲ୍ଲା ଭୂ-ବନ୍ଦୋବସ୍ତ - ଉଠା ଜଳସେଚନ କାର୍ଯ୍ୟକ୍ଷମ ଉପରେ ବିଧାନସଭାରେ ବିଧାୟକଙ୍କ ପ୍ରଶ୍ନଵ୍ରହ୍ମପୁର : ଦେଶ ସ୍ୱାଧୀନତା ପର ଠାରୁ ଆସିକା ସହର ଭୂ - ବନ୍ଦୋବସ୍ତ ରୁ ବଞ୍ଚିତ ହୋଇରହିଛି। ଆସିକା ବିଧାୟକ ଚଳିତ ବିଧାନସଭାରେ ରେ ଆସିକା ବାସୀଙ୍କ ଦୀର୍ଘ ଦିନର ଆଶା ଆଶଙ୍କା କୁ ବିଧାନସଭା!-->…
ଆଳୁ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ
ଭୁବନେଶ୍ୱର: ଓଡିଶାରେ ଆଳୁ ଦର ହୁ ହୁ ହୋଇ ବଢିବା ପରେ ବିରୋଧୀଦଳର ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ଚିଠି ଲେଖିଛନ୍ତି।ଏହି ଅତ୍ୟାବଶ୍ୟକ ସାମଗ୍ରୀର ସୁପରିବହନ କରିବାକୁ ଚିଠିରେ ଅନୁରୋଧ କରିଛନ୍ତି।
ନବୀନ ଚିଠିରେ ଲେଖିଛନ୍ତି!-->!-->!-->…
୧୧ ଓଭରରେ ମ୍ୟାଚ୍ ଜିତି ଏସିଆ କପ୍ ଫାଇନାଲରେ ପହଞ୍ଚିଲା ଭାରତ
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଦଳ ଏସିଆ କପ୍ ଟି -୨୦ ୨୦୨୪ର ଫାଇନାଲରେ ପ୍ରବେଶ କରିଛି | ହରମାନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଶୁକ୍ରବାର ସେମିଫାଇନାଲରେ ବାଂଲାଦେଶକୁ ୧୦ ୱିକେଟରେ ପରାସ୍ତ କରିଛି। ଟିମ୍ ଇଣ୍ଡିଆ ପ୍ରଥମେ ବୋଲିଂରେ ଏବଂ ପରେ ବ୍ୟାଟିଂରେ ଉତ୍କର୍ଷ!-->…
ଜମ୍ମୁରେ ହାଇ ଆଲର୍ଟ ଜାରି, ଆର୍ମି ସ୍କୁଲ୍ ଛୁଟି ଘୋଷଣା
କିଛି ଦିନ ହେବ ସୀମାରେ ଆତଙ୍କୀ ହମଲା ଜାରି ରହିଛି। ଏହାରି ମଧ୍ୟରେ ଜମ୍ମୁରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ସୂଚନା ଅନୁସାରେ, ପଞ୍ଜାବର ପଠାନକୋଟ ଜିଲ୍ଲାର ଜଣେ ମହିଳା ଉକ୍ତ ଅଞ୍ଚଳରେ ୭ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିବା!-->!-->!-->…
ବିଧାନସଭାରେ ଉଠିଲା ଭୂତ ରାସନକାର୍ଡ ପ୍ରସଙ୍ଗ
ଭୁବନେଶ୍ବର: ବିଧାନସଭା ଶୂନ୍ୟକାଳରେ ଉଠିଲା ଭୂତ ରାସନ କାର୍ଡ ହିତାଧିକାରୀ ପ୍ରସଙ୍ଗ। ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି। ରାଜ୍ୟରେ ୨୫ ଲକ୍ଷ ଭୂତ କାର୍ଡ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ଯୋଗାଣ ମନ୍ତ୍ରୀ କହିଥିଲେ ରାସନ!-->…
ସରପଞ୍ଚଙ୍କ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ : କଠିନ ଓ ତରଳ ବର୍ଜ୍ୟବସ୍ତୁ ମୁକ୍ତଗ୍ରାମର ସ୍ୱତନ୍ତ୍ର ଗ୍ରାମସଭା
ରାଇଘର : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ସୀମାନ୍ତବର୍ତ୍ତୀ କାଉଡୋଳା ପଞ୍ଚାୟତର ସରପଞ୍ଚ ଶ୍ରୀ ରାଜକୁମାର ଗଣ୍ଡଙ୍କ ତତ୍ତ୍ବାବଧାନରେ ଗତକାଲି ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଗ୍ରାମବାସୀଙ୍କ ଏକ ସ୍ୱତନ୍ତ୍ର ସଚେତନ ଗ୍ରାମସଭା ଅନୁଷ୍ଠିତ ହେଇଯାଇଛି। ଯେପରି କେହି ବାହାରେ ମଳ ମୂତ୍ର!-->!-->!-->…
ବଦଳିଲା ରାହୁଲ ଗାନ୍ଧୀଙ୍କ ଘରର ଠିକଣା
ଲୋକସଭାରେ ବିରୋଧୀ ଦଳର ନେତା ତଥା ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦିଲ୍ଲୀରେ ପୁଣି ଥରେ ନିଜର ଠିକଣା ବଦଳାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ରାହୁଲଙ୍କୁ ସୁନହରୀବାଗ ରୋଡ୍ରେ ଏକ ନୂତନ ବଙ୍ଗଳା ଅଫର୍ କରିଛନ୍ତି । କେବଳ ରାହୁଲଙ୍କ ଲିଖିତ ସହମ୍ମତି ମିଳିବା ବାକି ଅଛି ।
!-->!-->!-->…
ଏମସିଏଲ ଅଧିକାରୀଙ୍କୁ ଦୁର୍ବ୍ଯବହାର ଅଭିଯୋଗ, ବିଜେଡି ନେତ୍ରୀଙ୍କ ସମେତ ୪ ଗିରଫ
ଝାରସୁଗୁଡା: ମହାନଦୀ କୋଲଫିଲ୍ଡସ ଲିମିଟେଡ (ଏମସିଏଲ) ର ଜଣେ ଅଧିକାରୀଙ୍କୁ ଜୋତା ଫିଙ୍ଗିବା ଅଭିଯୋଗରେ ପୋଲିସ ଶୁକ୍ରବାର ଦିନ ବିଜେଡି ନେତ୍ରୀ ତଥା ପୂର୍ବତନ ସରପଞ୍ଚ ପାର୍ବତୀ ବେହେରାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।
ଏହି ଘଟଣା ଲଖନପୁର ବ୍ଲକର ଏମସିଏଲର ବନ୍ଦବାହାଲ କାର୍ଯ୍ୟାଳୟରେ!-->!-->!-->…
ଅଗ୍ନିବୀରଙ୍କ ପାଇଁ ଯୋଗୀଙ୍କ ବଡ଼ ଘୋଷଣା, ଉତ୍ତରପ୍ରଦେଶ ପୁଲିସରେ ମିଳିବ ନିଯୁକ୍ତି
ଲକ୍ଷ୍ନୌ: ଅଗ୍ନିବୀରଙ୍କୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଅଗ୍ନିବୀରଙ୍କୁ ସଂରକ୍ଷଣ ଦେବେ ରାଜ୍ୟ ସରକାର । ସେମାନଙ୍କୁ ୟୁପି ପୁଲିସ ଏବଂ ପିଏସିରେ ସଂରକ୍ଷଣର ସୁବିଧା ଦିଆଯିବ । ଯୋଗୀ କହିଛନ୍ତି ଯେ ଅଗ୍ନିବୀରମାନଙ୍କୁ ସଂରକ୍ଷଣ ନିଶ୍ଚିତ!-->…