Sign in
Sign in
Recover your password.
A password will be e-mailed to you.
ପ୍ରଥମରୁ ଅଷ୍ଟମ ଶ୍ରେଣୀର ନୂଆ ପାଠ୍ୟ ପୁସ୍ତକରେ ମାଳମାଳ ଭୁଲ, ରହିଛି ୧୬୭୮ ବନାନଗତ ଭୁଲ
ଭୁବନେଶ୍ୱର : ଭୁଲ୍ ପଢୁଛନ୍ତି ଆଉ ଭୁଲ ଦେଖୁଛନ୍ତି ସ୍କୁଲ ଛାତ୍ରଛାତ୍ରୀ । ପ୍ରଥମରୁ ଅଷ୍ଟମ ଶ୍ରେଣୀର ନୂଆ ପାଠ୍ୟ ପୁସ୍ତକରେ ମାଳମାଳ ଭୁଲ । ବହିରେ ରହିଛି ୧୬୭୮ ବନାନଗତ ଭୁଲ । ରାଜ୍ୟର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏକାଧିକ ପାଠ୍ୟପୁସ୍ତକ ଗୁଡ଼ିକରେ ବ୍ୟାପକ ବନାନ ଓ!-->…
କନ୍ଧମାଳ ଜିଲ୍ଲା ପୋଲିସ ପକ୍ଷରୁ ମୋବାଇଲ ରିକଭରି ମେଳା : ହଜିଥିବା ୬୨ ଟି ମୋବାଇଲ ଫେରସ୍ତ…
କନ୍ଧମାଳ, ତା, ୧୬/୦୬ : କନ୍ଧମାଳ ଜିଲ୍ଲା ପୁଲିସ ପକ୍ଷରୁ “ମୋବାଇଲ ରିକଭରି ମେଳା” ଆୟୋଜିତ ହୋଇଥିଲା । ସମଗ୍ର ଜିଲ୍ଲା ର ବିଭିନ୍ନ ଥାନା ଅଞ୍ଚଳ ରେ ଚୋରୀ ହୋଇଥିବା ମୋବାଇଲ ଗୁଡିକୁ ପୋଲିସ ଉଦ୍ଧାର କରିଥିଲା l ଉଦ୍ଧାର ହୋଇଥିବା ୬୨ଟି ହଜିଯାଇଥିବା ଓ ଚୋରି ହୋଇଥିବା ମୋବାଇଲ ଫୋନ!-->…
ହୋମିଓପାଥି ମେଡିକାଲ କଲେଜ ପାଇଁ ହୋଇପାରୁନି ସ୍ଥାନ ଚିହ୍ନଟ : ଦ୍ବନ୍ଦରେ ଜିଲ୍ଲାବାସୀ…
ନୟାଗଡ: ନୟାଗଡ଼ ଜିଲ୍ଲାରେ ହୋମିଓପାଥି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଘୋଷଣା ହେବା ପରେ କେଉଁ ସ୍ଥାନରେ ଏହାକୁ ତିଆରି କରାଯିବ ସ୍ଥାନ ଖୋଜିବାରେ ଦୀର୍ଘଦିନ ବିତିଗଲାଣି । ଅନେକ ଜାଗା ଦେଖିବା ପରେ ମଧ୍ୟ ମନୋନୀତ ସ୍ଥାନ ଚିହ୍ନଟ ହୋଇପାରୁନାହିଁ ।ବର୍ତ୍ତମାନ ଦଶପଲ୍ଲା ଅଞ୍ଚଳରେ ସ୍ଥାନ!-->…
ଦ୍ୱିତୀୟ ବାର୍ଷିକ “ରଜ ମଉଜ” ଉତ୍ସବ ଉଦଯାପିତ : ଶତାଧିକ ପ୍ରତିଯୋଗୀ ବିଭିନ୍ନ ପ୍ରତିଯୋଗିତା ରେ…
ବାଲିଗୁଡା, ତା, ୧୬/୦୬ : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳ ରେ ତିନି ଦିନିଆ ରଜ ଉତ୍ସବ ଆନନ୍ଦ ଉଲ୍ଲାସ ର ସହ ପାଳିତ ହୋଇ ମଙ୍ଗଳବାର ରାତ୍ର ରେ ଉଦଯାପିତ ହୋଇଯାଇଛି l ଏହି ଅବସରରେ ତିନିଦିନ ଧରି ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ଦୋଳି ଖେଳ, ରଜଗୀତ, ପୋଡ଼ପିଠା ଓ ବିଭିନ୍ନ!-->…
ବିକାଶ ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା
କଣ୍ଟାବାଞ୍ଜି : କଣ୍ଟାବାଞ୍ଜିର ବିକାଶ ପ୍ରତି ଅବହେଳା ପ୍ରତିବାଦରେ କଣ୍ଟାବାଞ୍ଜିରେ ୧୨ ଘଣ୍ଟିଆ ବନ୍ଦ ପାଳନ। ବିଭିନ୍ନ ଦାବି ନେଇ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ। ଇଞ୍ଜିନିୟରିଂ କଲେଜ,କୃଷି କଲେଜ, ନର୍ସିଂ କଲେଜ ଏବଂ ଶିଳ୍ପାୟନ ପ୍ରତିଷ୍ଠା ଦାବି କରିବା ସହିତ ଅଞ୍ଚଳର!-->…
ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାର ଡିଜିଟାଇଜେସନ ପ୍ରତିଶତ ୫୨.୭୨…
ବିଧାନସଭା କ୍ଷେତ୍ର ଭିତ୍ତିକ ଡିଜିଟାଲାଇଜେସନରେ ୭୩.୯୨ ପ୍ରତିଶତ ସହ ସୋରଡା ଶୀର୍ଷରେ ରହିଛି
ଛତ୍ରପୁର : ଗଞ୍ଜାମ ଜିଲ୍ଲାର ପ୍ରାୟ ଭୋଟରଙ୍କ ପାଖରେ ପରିଗଣନା ଫର୍ମ ପହଞ୍ଚି ସାରିଥିବାରୁ ଏବେ ଜିଲ୍ଲା ପ୍ରଶାସନର ସମ୍ପୂର୍ଣ୍ଣ ଫୋକସ୍ ଡିଜିଟାଇଜେସନ ଉପରେ ରହିଛି। ବର୍ତ୍ତମାନ!-->!-->!-->!-->!-->…
ଚନ୍ଦାହାଣ୍ଡି ଠାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ..
ଉମରକୋଟ/ଚନ୍ଦାହାଣ୍ଡି:- ( ୧୬/୦୬/୨୦୨୬) ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ମଙ୍ଗଳବାର ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ଼. ପ୍ରମୋଦ କୁମାର ପୃଷ୍ଟି ଏବଂ ଉମରକୋଟ ଉପଖଣ୍ଡ ଆରକ୍ଷୀ!-->…
୫ ଜୁଆଡ଼ି ଗିରଫ, ୮୫୭୫ ଟଙ୍କା ଜବତ…
ବାଲୁଗାଁ : ରଜ ପର୍ବ ଅବସରରେ ଗାଁ ଗଣ୍ଡା ଠାରୁ ସହର ପର୍ଯ୍ୟନ୍ତ ଖୁସିର ମାହୋଲ ଖେଳିଯାଇଥିବା ବେଳେ କିଛି ସମୟରେ ଏଭଳି ହେଉଥିବା ଦେଖିବାକୁ ଗଳି କନ୍ଦିରେ ଜୁଆଡ଼ିଙ୍କ ଆସର ବେଶ ଜମୁଥୁବା ଦେଖୁବାକୁ ମିଳୁଛି।
ବାଲୁଗାଁ ତଥା ଆଖପାଖ ଅଞ୍ଚଳରେ ପୋଲିସ ନଜର ରଖିଥିବା ବେଳେ ଯୁଆଡ଼ି ବହୁ!-->!-->!-->!-->!-->…
ଡୁରାରେ ‘ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ’ କାର୍ଯ୍ୟକ୍ରମ
ଛତ୍ରପୁର(୧୬/୦୬) : ‘ବିକାଶର ଧାରା, ଓଡ଼ିଶା ସାରା’ ପରିପ୍ରେକ୍ଷୀରେ ଆଜି ରଙ୍ଗେଇଲୁଣ୍ଡା ବ୍ଲକର ଡୁରା ପଞ୍ଚାୟତରେ ଆୟୋଜିତ ‘ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ’ କାର୍ଯ୍ୟକ୍ରମ ମାଧ୍ୟମରେ ଗଞ୍ଜାମ ଜିଲ୍ଲାକୁ ସ୍ୱଚ୍ଛ ଓ ପ୍ଲାଷ୍ଟିକମୁକ୍ତ କରିବାର ସଙ୍କଳ୍ପକୁ ଆହୁରି ସୁଦୃଢ କରାଯାଇଛି।
!-->!-->!-->…
ଟେକଗୁଡା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ ଭ୍ୟାନ…
ମାଲକାନଗିରି :ମାଲକାନଗିରି ଜିଲ୍ଲା ଜିଲ୍ଲା ସଦର ମହକୁମାକୁ ବାଲିମେଳା ସହ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ସ୍ଥିତ ଟେକଗୁଡା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଏକ ପିକଅପ୍ ଭ୍ୟାନ ଓଲୋଟି ପଡିଥିବା ଦେଖିବାକୁ ମିଳିଛି। ସୁଚନା ଅନୁଯାୟୀ ମଙ୍ଗଳବାର ଭୋର ସମୟରେ ଉମରକୋଟ ଅଞ୍ଚଳର ଜଣେ ବ୍ୟକ୍ତି!-->…