Sign in
Sign in
Recover your password.
A password will be e-mailed to you.
ଫ୍ରେଣ୍ଡସ ଗ୍ରୁପ ପକ୍ଷରୁ ଶ୍ରାବଣ ମାସ ଶେଷ ସୋମବାରରେ ଭଜନ ସନ୍ଧ୍ୟା
ମାଲକାନଗିରି : ମାଲକାନଗିରି ସଦର ମହକୁମାରେ ଦୀର୍ଘ ବର୍ଷଧରି ଫ୍ରେଣ୍ଡସ ଗ୍ରୁପ ପକ୍ଷରୁ ଶ୍ରାବଣ କାଉଡି ପଦଯାତ୍ରା ଆୟୋଜିତ ହେଉଅଛି । ପ୍ରତିବର୍ଷ ଭଳି ଏହି ବର୍ଷ ମାସଧିକକାଳ ମଧ୍ୟରେ ୪ଟି ସୋମବାର ରେ ବିଭିନ୍ନ ଶୈବ ପୀଠରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ସଦସ୍ୟଙ୍କ ଦ୍ୱରା ଜଳାଭିଷେକ!-->!-->!-->…
ଶ୍ରାବଣ ଶେଷ ସୋମବାର, ବୋଲବମ୍ ଯାତ୍ରା ଉଦଯାପିତ : ନୀଳକଣ୍ଠେଶ୍ବର ମହାଦେବଙ୍କଠାରେ ଜଳଲାଗି କଲେ କାଉଡ଼ିଆ
ହିଞ୍ଜିଳିକାଟୁ : ଧାରା ଶ୍ରାବଣରେ ଧାର୍ମିକ ପଦଯାତ୍ରା ସକାଶେ କାଉଡିଆ ମାନେ ନିଜର ମାନସିକ ପୁରଣ କରିବା ଲାଗି ବୋଲବମ ଯାତ୍ରା କରିଥାନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରାବଣ ମାସ ଶେଷ ସୋମବାର ସକାଶେ କାଉଡ଼ିଆ ମାନେ ବିଭିନ୍ନ ପବିତ୍ର ନଦୀରୁ ଜଳ ଧାରଣ କରି ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ!-->…
” ସକ୍ଷମ” ର ନିଆରା ରକ୍ଷାବନ୍ଧନ ଉତ୍ସବ
ସୁନ୍ଦରଗଡ : ଆଜିର ସମାଜରେ ଚାଷୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସୀମିତ ଜମି ସମ୍ବଳ ମଧ୍ୟରେ ତାକୁ ପୂରଣ କରିବାକୁ ପଡ଼େ ଅନ୍ନର ଆବଶ୍ୟକତା। ଏହି କାରଣ ପାଇଁ ଅନେକ କ୍ଷେତ୍ରରେ ଚାଷିକୁ ଆପଣାଇବାକୁ ପଡେ ରାସାୟନିକ ଚାଷ ପଦ୍ଧତି। ମାତ୍ର କାଳର କରାଳ ପ୍ରବାହରେ ରାସାୟନିକ ଚାଷ ପାଲଟି!-->…
ତୁଳସୀକ୍ଷେତ୍ର କେନ୍ଦ୍ରାପଡାରେ ଶ୍ରୀବଳଦେବଜୀଉଙ୍କ ଜନ୍ମୋତ୍ସବ
କେନ୍ଦ୍ରାପଡା : ତୁଳସୀକ୍ଷେତ୍ର କେନ୍ଦ୍ରାପଡା ଜିଲ୍ଲାର ଆରାଧ୍ୟଦେବତା ଶ୍ରୀବଳଦେବଜୀଉଙ୍କ ପବିତ୍ର ଜନ୍ମୋତ୍ସବ ଆଜି ଗହ୍ମାପୂର୍ଣ୍ଣିମାରେ ମହାସମାରୋହରେ ପାଳନ କରାଯାଇଛି । ମନ୍ଦିର ସେବାୟତ ମାନଙ୍କ ଦ୍ୱରା ଶ୍ରୀବଳଦେବଙ୍କ ଗୋପନୀୟ ଜନ୍ମନୀତି ସଂପାଦନ କରାଯିବା ପରେ ଅନ୍ୟାନ୍ୟ ନୀତିକାନ୍ତି!-->…
ନିଃସର୍ତ୍ତ ସାମ୍ବାଦିକ ଙ୍କୁ ଧମକ ଦେବା ଘଟଣା, ତଦନ୍ତ ସହ ପଞ୍ଜିକୃତ ହେଲା ଏତଲା…
ନବରଙ୍ଗପୁର : ତା ୧୮-୮-୨୪ ରିଖ ଦିନ ସମ୍ବାଦ ସଂଗ୍ରହ କରିବାକୁ ଯାଇଥିବା ନିସର୍ତ୍ତ ସାମ୍ବାଦିକ ଙ୍କୁ ଅଜଣା ବ୍ୟକ୍ତି ଙ୍କ ଧମକ କୁ ନେଇ ସାମ୍ବାଦିକ ଶ୍ରୀ ରସିକ ସରକାର ଥାନାରେ ଏତଲା ଡାଏର କରିଥିଲେ ଯାହାକି ରେଜିଷ୍ଟ୍ରିଭୁକ୍ତ ହୋଇଛି। କିନ୍ତୁ ବିନା ରସିଦ ରେ ଟଙ୍କା ଆଦାୟ କରୁଥିବା ଏସ ଏସ!-->…
ଅଜଣା ରୋଗରେ ମରୁଛନ୍ତି ଶହ ଶହ କୁକୁଡା, ଚିନ୍ତାରେ ଚାଷୀ
ପିପିଲି : ପିପିଲି ଅଞ୍ଚଳରେ ଅଜଣା ରୋଗରେ ଦୈନିକ ଶହ ଶହ ସଂଖ୍ୟାରେ ବ୍ରଏଲର କୁକୁଡା ମରୁଛନ୍ତି। ଏହାକୁ ନେଇ କୁକୁଡା ଚାଷୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବା ବେଳେ କୁକୁଡା ମଡକର ପ୍ରକୃତ କାରଣ ସଂପର୍କରେ ଅଦ୍ୟାବଧି କୌଣସି ସୂଚନା ମିଳିପାରିନାହିଁ। ଇତି ମଧ୍ୟରେ ପଶୁ ସଂପଦ ବିଭାଗ ପକ୍ଷରୁ!-->…
ଆସନ୍ତା ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ
ଭୁବନେଶ୍ବର : ୨୦୨୫ରେ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ। ଏନେଇ ରାଜ୍ୟ ଆଇନ ଓ ପୂର୍ତ୍ତ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଛାତ୍ର ସଂସଦ ନିର୍ବାଚନ ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହୋଇଥାଏ। ହେଲେ ନୂଆ ସରକାର ଆସିବା ପରେ!-->…
ନବୀନ ନିବାସରେ ରକ୍ଷା ବନ୍ଧନ ଉତ୍ସବ, ରାଖୀ ବାନ୍ଧିଲେ ନବୀନ
ଭୁବନେଶ୍ୱର: ରକ୍ଷା ବନ୍ଧନ ଅବସରରେ ଆଜି ବିଭିନ୍ନ ଅନୁଷ୍ଠାନ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ମାନେ ନବୀନ ନିବାସ ଆସି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ରାଖୀ ବାନ୍ଧି ଶୁଭେଚ୍ଛା ଜଣାଇଥିଲେ. ଶ୍ରୀ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଗ୍ରହଣ କରି ସମସ୍ତଙ୍କୁ ରାଖୀ ପାଇଁ ଅଭିନନ୍ଦନ!-->…
ରାଜ୍ୟ ଅତିଥି ଭବନରେ ରକ୍ଷାବନ୍ଧନ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ରାକ୍ଷୀ ବାନ୍ଧିଲେ ଛାତ୍ରୀ
ଭୁବନେଶ୍ବର: ରାକ୍ଷୀ ବାନ୍ଧିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟ ଅତିଥି ଭବନରେ ଆୟୋଜିତ ରକ୍ଷାବନ୍ଧନ କାର୍ଯ୍ୟକ୍ରମରେ ସାମିଲ ହେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେଠାରେ ବିଭିନ୍ନ ସ୍କୁଲର ଛାତ୍ରୀମାନେ ଅତିଥି ଭବନରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଛନ୍ତି। ଏହାସହ!-->…
ପେଶାଦାର ଫଟୋଗ୍ରାଫରଙ୍କ ଆଭିମୁଖ୍ୟ ନିଆରା ହୋଇଥାଏ: ମନ୍ତ୍ରୀ
ଭୁବନେଶ୍ୱର: ଫଟୋ କଥା କୁହେ। ହେଲେ କଥାକୁହା ଫଟୋ ସମସ୍ତେ ଉଠାଇ ପାରିବେ ନାହିଁ। ବାହାଘର ଫଟୋ ସୁଟ୍ ସହଜ। ହେଲେ ପେଶାଦାର ଫଟୋଗ୍ରାଫରଙ୍କ ଆଭିମୁଖ୍ୟ ନିଆରା ହୋଇଥାଏ। ପେଶାଦାର ସାମ୍ବାଦିକମାନଙ୍କୁ ପ୍ରୋତ୍ସାହନ କରିବା ଦିଗରେ ରାଜ୍ୟ ସରକାର ନିଶ୍ଚିତ ଭାବେ ପଦକ୍ଷେପ ନେବେ। ନବୀନ ସୂତ୍ରଧର!-->…