ଆଇସିୟୁରେ ସୀତାରାମ ୟେଚୁରୀ

ନୂଆଦିଲ୍ଲୀ : ସିପିଆଇଏମ୍‌ର ସାଧାରଣ ସଚିବ ତଥା ବରିଷ୍ଠ ନେତା ସୀତାରାମ ୟେଚୁରୀ ଅସୁସ୍ଥ। ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ତାଙ୍କୁ ତୁରନ୍ତ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ, ପୂର୍ବରୁ ତାଙ୍କୁ ଏମର୍ଜେନ୍ସି ୱାର୍ଡରେ ଭର୍ତ୍ତି…

ନଦୀରେ ବୁଡ଼ ବୃଦ୍ଧାଙ୍କ ମୃତ୍ୟୁ

ହିଞ୍ଜିଳିକାଟୁ,୨୦!୮ ହିଞ୍ଜିଳି ଥାନା ଗିରିଆ ରୁଷିକୁଲ୍ୟା ନଦୀରେ ଵୁଡିଯାଇ ମଙ୍ଗଳବାର ଜଣେ ବୃଦ୍ଧା ଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଗିରିଆ ଗ୍ରାମ ବଡ ସାହିର ନୟନୀ ଦଳାଇ (୫୯) । ଏ ନେଇ ହିଞ୍ଜିଳି ଥାନାରେ ନଂ- ୨୭/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଶବକୁ ଜବତ କରି ବ୍ୟବଛେଦ…

ହିଞ୍ଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟରେ ଛାତ୍ରୀ ଅସୁସ୍ଥ; ହସ୍ପିଟାଲରେ ଭର୍ତ୍ତି…

ହିଞ୍ଜିଳିକାଟୁ ୨୦!୮ ହିଞ୍ଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟ ରେ ଜଣେ ଛାତ୍ରୀ ହଠାତ୍ ବେହୋସ୍ ହୋଇପଡ଼ିବା ପରେ ଛାତ୍ରୀ ଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି ସ୍କୁଲ କର୍ତ୍ତୃପକ୍ଷ। ମଙ୍ଗଳବାର କ୍କାସ ଚାଲିଥିବା ବେଳେ ନଵମ ଶ୍ରେଣୀ ଛାତ୍ରୀ ସୁଜ୍ଞାନୀ ବେହେରା ‌…

ଡିଲ ହେବା ପରେ ପୁଣି ଚୋରା ବାଲି ମାଫିଆ ମାନେ ସକ୍ରିୟ : ବିଲେଇ ବେକରେ ଘଣ୍ଟି ବନ୍ଧା ସରିଲା..

ନେତା ଓ ବାବୁ ମାନଙ୍କ ଆଶୀର୍ବାଦ ପାଇଲା ପରେ ବାଲି ବେପାର ଅବାଧ ରେ ଆରମ୍ଭ……. ବ୍ରହ୍ମପୁର: ସରକାର ବଦଳିବା ପରେ କିଛି ଦିନ ଗଞ୍ଜାମ ଜିଲ୍ଲାରେ ଚୋରା ବାଲି ଚାଲାଣ ବନ୍ଦ ଥିଲା। ଏବେ କୁଆଡ଼େ ଲେଖା ଛିଡ଼ିବା (ଡିଲ )ପରେ ପୁରୁଷୋତ୍ତମପୁର, ହିଞ୍ଜିଳି, ଚିକିଟି,ଶେରଗଡ଼, ଆସିକା ଓ ଧରାକୋଟ…

ଅବକାରୀ ବିଭାଗ କୁ ଚେତା ପଶିବ କେବେ..? :ନକଲି ଦେଶୀ ମଦ ପିଇ ୨୧ ରୁ ଉର୍ଦ୍ଧ୍ବ ଅସୁସ୍ଥ…

ଚିକିଟୀ -କେ ନୂଆଗାଁ ଥାନା ଚିକିଟୀ ଅନ୍ତର୍ଗତ ମାହୁନ୍ଦପୁର ଠାରେ ବିଷାକ୍ତ ମହୁଲି ମଦ ପି ୧୮ରୁ ଉର୍ଦ୍ଧ ଅସୁସ୍ଥ ହୋଇଥିବା ସୂଚନା ମିଳିଛି | ନକଲି ମଦ ଜିଲ୍ଲାରେ ପ୍ରସ୍ତୁତି କୁ ନେଇ ବାରମ୍ବାର ନିଃସର୍ତ୍ତ ରେ ଖବର ପ୍ରଚାର ହୋଇଛି ଏବଂ ଜିଲ୍ଲା ଅବକାରୀ ବିଭାଗ କୁ ମଧ୍ୟ ସୂଚନା ଦିଆଯାଇଛି…

କାଉନସିଲରଙ୍କ ସ୍ଵାମୀଙ୍କ ଅକାଳ ବିୟୋଗ

ଛତ୍ରପୁର : ଛତ୍ରପୁର ଏନ୍.ଏ.ସି. ର ୩ ନମ୍ୱର ୱାର୍ଡ଼ କାଉନସିଲର ମାମା ସେଠୀ ଙ୍କ ସ୍ଵାମୀ ରଘୁନାଥ ବେହେରା (୩୨),ଙ୍କ ଆଜି ମଧ୍ୟାହ୍ନ ରେ ଚିକିତ୍ସାଧୀନ ଅବସ୍ଥାରେ ସ୍ଵାମୀ ବିୟୋଗ ଘଟିଛି । ଗତ ୫/୬, ଦିନ ହେଲା ଶାରୀରିକ ଅସୁସ୍ଥତା କାରଣରୁ ସେ ଭୁବନେଶ୍ୱର ସୋମ୍ ହସ୍ପିଟାଲରେ ଚିକିତ୍ସାଧୀନ…

ରକ୍ଷା ବନ୍ଧନରେ ବୃକ୍ଷରୋପଣ ଓ ସ୍ଵଛଭାରତ କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସମେତ ସମଗ୍ର ଦେଶ ଓ ରାଜ୍ୟରେ ହିନ୍ଦୁ ରୀତିନୀତି ଅନୁଯାଇ ବଳରାମ ଜନ୍ମଦିନଟିକୁ ରକ୍ଷା ବନ୍ଧନ ଭାବେ ପାଳନ କରାଯାଉଛି l ସେହିପରି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦୁତିମେଣ୍ଡି ପଞ୍ଚାୟତ ନିକଟସ୍ତ ଲମ୍ବାଗୁଡ୍ରି ଗ୍ରାମରେ ପ୍ରିହମ୍ ଚାରିଟେବୁଲ୍…

ପବିତ୍ର ଶ୍ରବଣ ମାସ ପଞ୍ଚମ ସୋମବାରରେ ଭୋଳବାବାଙ୍କ ଉପରେ ଜଳାଭିଷେକ କଲେ ହଜାର ହଜାର କାଉଡ଼ିଆ

ବ୍ରହ୍ମପୁର : ଆଜି ହେଉଛି ଶ୍ରାବଣ ମାସର ପଞ୍ଚମ ତଥା ଶେଷ ସୋମବାର ଏବଂ ପୂଣ୍ଣିମା ପାଳି । ତେଣୁ ଆଜି ମଧ୍ୟ ରାଜ୍ୟର ଅନେକ ଶୈବ ପୀଠ ଲୋକାରଣ୍ୟ ହୋଇପଡିଛି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଶୈବ ପୀଠରେ କାଉଡ଼ିଆ ଙ୍କ ପ୍ରବଳ ଭିଡ ଲାଗି ରହିଥିଲା।ଭକ୍ତମାନେ ଘଣ୍ଟା ଘଣ୍ଟା ଅପେକ୍ଷା କରି…

ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଘରେ ଘରେ ଉତ୍ସାହ ସହିତ ପାଳିତ ହୋଇଛି

ବ୍ରହ୍ମପୁର : ଭାଇ-ଭଉଣୀର ସଂପର୍କକୁ ଅଧିକ ମଜବୁତ କରିଥାଏ ରାକ୍ଷୀ। ଆଜିର ଦିନରେ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ । ଭାଇର ଉଜ୍ଜ୍ୱଳ ଭବିଷ୍ୟତ ଏବଂ ଦୀର୍ଘାୟୁ କାମନା କରି ପ୍ରାର୍ଥନା କରିଥାନ୍ତି ଭଉଣୀ । ଆଉ ବଦଳରେ ଭାଇ, ତା'ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ। ଭାଇ ହାତରେ…

ଯାତ୍ରୀବାହୀ ବସ୍ ଧକ୍କାରେ ଯୁବକ ଗୁରୁତର : ବ୍ରହ୍ମପୁର ବଡବଜାର ଥାନା ନାବାଳିକା ହତ୍ୟାକାଣ୍ଡରେ ସଂପୃକ୍ତ

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପୋଚିଲିମା ଛକ ନିକଟରେ ସୋମବାର ଅପରାହ୍ନରେ ଏକ ସରକାରୀ ବସ୍ ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ଦିଗପହଣ୍ଡି ଥାନା ପଦ୍ମନାଭପୁର ଅଞ୍ଚଳର ଆଶୁତୋଷ ପାଣିଗ୍ରାହୀ ବୋଲି ଜଣାପଡିଛି। ଗୁରୁତର ଆହତ ପାଣିଗ୍ରାହୀଙ୍କୁ…