Sign in
Sign in
Recover your password.
A password will be e-mailed to you.
ବହୁ ଚର୍ଚ୍ଚିତ ବିତ୍ତିହୋତ୍ର ମହାନ୍ତିଙ୍କ ପରଲୋକ
ଭୁବନେଶ୍ବର: ଆଉନାହାନ୍ତି ବହୁ ଚର୍ଚ୍ଚିତ ତଥା ବିବାଦିତ ବିତ୍ତିହୋତ୍ର ମହାନ୍ତି । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । କ୍ୟାନ୍ସରରେ ବହୁଦିନ ଧରି ପୀଡିତ ଥିଲେ ବିତ୍ତିହୋତ୍ର । ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।
ତେବେ ସୂଚନା!-->!-->!-->…
ପିପଳପଙ୍କା ଡ୍ୟାମ ବାତିଲ ସହ ଦଶଦଫା ଦାବିନେଇ ମାନବ ଅଧିକାର ସୁରକ୍ଷା ମଞ୍ଚର ବିକ୍ଷୋଭ
ଋଷିକୂଲ୍ୟା ନଦୀର ପାଣି କମ୍ପାନୀ ପାଇଁ ନା ଲୋକଙ୍କ ପାଇଁ ଜବାବ ମାଗିଲା ମଞ୍ଚବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବାସୀଙ୍କ ଜୀବନରେଖା ଋଷିକୂଲ୍ୟା ନଦୀର ଉପରମୁଣ୍ଡ ସୋରଡ଼ା ବ୍ଲକର ପିପାଳପଙ୍କା ଠାରେ ପାଣିକୁ ଆନିକଟ କରି ଟାଟା କମ୍ପାନୀକୁ ପାଣି ଯୋଗାଇବା ପାଇଁ ପ୍ରସ୍ତାବିତ ଡ୍ୟାମ କାମ ତୁରନ୍ତ!-->…
୨ ମିନିଟ ବିଳମ୍ବ ହେବାରୁ ନିଟ୍ ପିଜି ଆଶାୟୀଙ୍କୁ ପରୀକ୍ଷା କେନ୍ଦ୍ରରେ ମିଳିଲାନି ଏଣ୍ଟ୍ରୀ
ପରୀକ୍ଷା କେନ୍ଦ୍ର ସାମ୍ନାରେ ଜଣେ ଛାତ୍ରୀ ଚିତ୍କାର କରି କାନ୍ଦୁ ଥିବାରୁ ଭିଡିଓ ସାମ୍ନାକୁ ଆସିଛି। ସେ ପରୀକ୍ଷା କେନ୍ଦ୍ରକୁ ଯିବାକୁ ଅନୁରୋଧ କରୁଥିଲେ ହେଁ ତାଙ୍କ କଥାକୁ କେହି ବି ଖାତିର କରୁ ନାହାନ୍ତି। ଛାତ୍ରୀ ଜଣଙ୍କ ନିଟ୍ ପିଜି ପରୀକ୍ଷା ଦେବାକୁ ଆସିଥିଲେ। ହେଲେ ଦୁଇଟି ବିଳମ୍ବ!-->…
ଅନାସ୍ଥା ପ୍ରସ୍ତାବରେ ହାରିଲେ ଭବାନୀପାଟଣା ପୌରାଧ୍ୟକ୍ଷ
କଳାହାଣ୍ଡି : ଅନାସ୍ଥା ପ୍ରସ୍ତାବରେ ହାରିଲେ ଭବାନୀପାଟଣା ପୌରାଧ୍ୟକ୍ଷ। ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କ ବିପକ୍ଷରେ ସମସ୍ତ ୨୦ ୱାର୍ଡର କାଉନସିଲର ଭୋଟ ଦେଇଥିଲେ। ସକାଳ ୧୧ଟାରେ ଅନାସ୍ଥା ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ବିଜେଡିର ୧୮ କାଉନସିଲର ସମେତ ଭାଜପା ଓ କଂଗ୍ରେସର ଜଣେ!-->…
ଦିଲ୍ଲୀ ପରେଡରେ ଯୋଗ ଦେବେ ଏନଏସଏସ ସ୍ବେଚ୍ଛାସେବୀ
ଭୁବନେଶ୍ବର: ପ୍ରଥମ ଥର ପାଇଁ ଦିଲ୍ଲୀ ପରେଡରେ ସାମିଲ ହେବାକୁ ଏନଏସଏସ ସ୍ବେଚ୍ଛାସେବୀ ଦିଲ୍ଲୀ ଯାଉଛନ୍ତି । ଏଥିପାଇଁ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ତରଫରୁ ନିମନ୍ତ୍ରଣ ଆସିଛି । ଆସନ୍ତା ଅଗଷ୍ଟ ୧୫ ତାରିଖରେ ଦିଲ୍ଲୀ ପରେଡରେ ଉପସ୍ଥିତ ରହି ପରେଡ ଦେଖିବେ ଏନଏସଏସ ସ୍ବେଚ୍ଛାସେବୀ । ଏନେଇ!-->…
ହସ୍ପିଟାଲରେ କୁନି ଝିଅ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ଭିଡିଓ ଭାଇରାଲ୍
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ଭିଡିଓ ସୋଶାଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି। ଡାକ୍ତରଖାନାରେ ଏକ କୁନି ଝିଅ ପ୍ରଧାନମନ୍ତ୍ରୀଙ୍କ ସହ ଖେଳୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ବାସ୍ତବରେ ଏହି ଭିଡିଓ ଭୂସ୍ଖଳନ ପ୍ରଭାବିତ ୱାୟନାଡ ଡାକ୍ତରଖାନାର।
ନିକଟରେ ପ୍ରଧାନମନ୍ତ୍ରୀ!-->!-->!-->…
ହର ଘର୍ ତ୍ରିରଙ୍ଗା’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର : ହର ଘର୍ ତ୍ରିରଙ୍ଗା’ ଅଭିଯାନର ଶୁଭାରମ୍ଭ । ଲୋକସେବା ଭବନରେ ଦସ୍ତଖତ କରି ଅଭିଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଯୋଡି ହେବାକୁ ଆହ୍ବାନ ଦେଇଥିଲେ ମୁଖ୍ୟମନ୍ତ୍ରୀ । ସମସ୍ତେ ନିଜ ଘରେ!-->…
୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ପୁଣି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୩ ଦିନିଆ ଦିଲ୍ଲୀ ଗସ୍ତରେ ଯାଇ ନୂଆ ପ୍ରକଳ୍ପ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ କରିବେ ଆଲୋଚନା। ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଥିବା ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ।
ଏଥିସହ ଏନଏଚ୍!-->!-->!-->…
ଆଳୁ ବେହାଲ କଲାଣି ସରକାର ଙ୍କୁ :ଡ଼ବଲ ଇଞ୍ଜିନ ରେ ଖାଦ୍ୟ ସାମଗ୍ରୀ ଡ଼ବଲ ଦର…!
ବ୍ରହ୍ମପୁର:୧୨-୮ ଆଳୁ ଟେନସନ ସରକାରଙ୍କ ପିଛା ଛାଡ଼ୁନି ବିଭାଗୀୟ ମନ୍ତ୍ରୀ ନାକେଦାମ।ଏପଟେ ଆଳୁ ଦରବୃଦ୍ଧି ଯୋଗୁଁ ଖାଉଟି ଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି।ଆଳୁ ଦୋଷ କେଉଁଠି ଅଛି ସରକାର ସମସ୍ୟା ଦୂର କରିବା ରେ ବିଫଳ ହୋଇଥିବା ଏବେ ଚର୍ଚ୍ଚା ଜୋର ଧରିଛି। କେତେକ!-->!-->!-->…
ଜିଲ୍ଲାପାଳ ତଥା ରେଡ଼କ୍ରସ ଅଧକ୍ଷଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା…
ମାଲକାନଗିରି,୧୨/୮-- ମାଲକାନଗିରି ଜିଲ୍ଲାପାଳ ତଥା ରେଡ଼କ୍ରସର ଅଧକ୍ଷଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ତାଙ୍କ ବାସଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରେଡ଼କ୍ରସର ଉପସଭାପତି ବେଦବର ପ୍ରଧାନ,ଜିଲ୍ଲା ରେଡ଼କ୍ରସର ଆବାହକ ତଥା ସମ୍ପାଦକ ଡ଼.ରଞ୍ଜନ କୁମାର!-->…