ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ପଞ୍ଚାୟତ ବିକାଶର ମୂଳଲକ୍ଷ୍ୟ : ଫୁଲବାଣୀ ବିଧାୟକ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ପଞ୍ଚାୟତ ସମିତିର ୮ମ ସାଧାରଣ ବୈଠକ ବ୍ଳକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ଅଧ୍ୟକ୍ଷା ସସ୍ମିତା କହଁରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂତନ ସରକାରଙ୍କ…

ବଦଳିଲେ ନବରଙ୍ଗପୁର ଜିଲ୍ଲାପାଳ, ନୂତନ ଜିଲ୍ଲାପାଳ ଭାବେ ଯୋଗଦେବେ ଡ଼ଃ ଶୁଭଙ୍କର ମହାପାତ୍ର…

ନବରଙ୍ଗପୁର : ପ୍ରଶାସନିକ ସ୍ତରରେ ବଡ଼ ଧରଣ ର ଅଦଳ ବଦଳ ହେଇଛି ।ରାଜ୍ୟରେ ବଦଳିଛନ୍ତି ୧୭ ଜଣ ଜିଲ୍ଲାପାଳ, ବୁଧବାର ବିଳମ୍ବିତ ରାତିରେ ଏନେଇ ସାଧରଣ ପ୍ରଶାସନ ଓ ଅଭିଯୋଗ ଵିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି, ନବରଙ୍ଗପୁର ଜିଲ୍ଲାର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଙ୍କୁ ଓଡିଶା ରାଜ୍ୟ…

ଗତକାଲି ଠାରୁ ନିଖୋଜ ଥିବା ଯୁବ ଶିକ୍ଷକଙ୍କ ଶବ ଉଦ୍ଧାର : ଆତ୍ମହତ୍ୟା ସନ୍ଦେହ…

ନବରଙ୍ଗପୁର : ଜଣେ ଶାନ୍ତ ସ୍ଵଭାଵ ଅତ୍ୟନ୍ତ ମେଳାପୀ ଯୁବକ ଥିଲେ ମୃତ ଶିକ୍ଷକ ଏସ କାଳିଆ, ଗତକାଲି ସନ୍ଧ୍ୟା ୬ ଘଣ୍ଟ ସମୟରେ ରେନକୋଟ ପିନ୍ଧି ନିଜ ବାଇକରେ ରେ ବାହାରିଥିଲେ,ରାତିରେ ବହୁ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରି ନିରାଶ ହେବା ପରେ ଟାଉନ ଥାନା ରେ ନିଖୋଜ…

ବିଜେପି ର ଆଳୁ ମିଶନ ଫେଲ ପୁଣି ଚଢ଼ା ଦରରେ ଆଳୁ ବିକ୍ରି….!

ମନ୍ତ୍ରୀଙ୍କୁ ବାଧୁନି ଆଳୁ ଦର ଲୋକେ ହେଲେଣି ନାକେଦମ…. ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପୁଣି ଗାଁ ରୁ ସହର ପର୍ଯ୍ୟନ୍ତ ଆଳୁ ଦର ହୁ ହୁ ହୋଇବଢୁଛି।ଆଳୁ ଦର ଅହେତୁକ ଭାବେ ବଢ଼ିଥିଲେ ବି ମନ୍ତ୍ରୀଙ୍କ ଆଶ୍ୱାସନା ସ୍ୱଳ୍ପ ଦର ବଢ଼ିଥିବା ବୟାନ ବାଜୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୀର୍ଘ ଏକ…

ବିପଦ ସଂକୁଳ ପରିସ୍ଥିତି ରେ ବିଦ୍ୟୁତ ଖୁଣ୍ଟ:ବାରମ୍ବାର ଅଭିଯୋଗ ସତ୍ତ୍ଵେ ନିଆଯାଉନି ପଦକ୍ଷେପ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ମୁଖ୍ଯ ରାଜ ରାସ୍ତା ଉପରେ ସ୍ଥାନୀୟ ମାଦିକୁନ୍ଦା ଛକ ନିକଟସ୍ଥ ଭବାନୀ ମାର୍କେଟ ର ସୋନୁ ଟି ଷ୍ଟଲ ଆଗରେ ଆଜକୁ ବହୁ ବର୍ଷ ହେଲା ଓହଳି ରହିଛି ବିପଦ ସଂକୁଳ ପରିସ୍ଥିତିରେ ଏଗାର କେଭି ତାର ବିଶିଷ୍ଟ ଲୁହା ବିଦ୍ୟୁତ ଖୁଣ୍ଟ l ବାରମ୍ବାର ବିଦ୍ୟୁତ…

ଅଷ୍ଟମ ବାଟାଲିୟନ ହାବିଲଦାର ଓ ସିପାହୀ ନିର୍ବାଚନ ପାର୍ଥୀପତ୍ର ଦାଖଲ…

ଗଞ୍ଜାମ : 8.8.24,ଗଞ୍ଜାମ ଥାନା ଅନ୍ତର୍ଗତ ଓଡିଶା ସ୍ୱତନ୍ତ ସଶସ୍ତ୍ର ଅରକ୍ଷୀ ବାହିନୀ ଅଷ୍ଟମ ବାଟାଲିୟନ(ଛତ୍ରପୁର) ହାବିଲଦାର ଓ ସିପାହି ଶାଖା ସଙ୍ଘର 2024-2025 ନିର୍ବାଚନ ପାଇଁ ପାର୍ଥିପତ୍ର ଦାଖଲ ହୋଇଛି l ଏହି ସଙ୍ଘର ଏଗାରଟି ପଦବୀ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଛି l ଦୁଇ ଗୋଷ୍ଠିର…

ସରକାର ଙ୍କ ଗାଁ ଗାଁ କୁ ରାସ୍ତା ଧୂଆଁ ବାଣ : ମରଣ ଯନ୍ତା ପାଲଟିଛି ଉମରକୋଟ ବ୍ଲକ ଡେବଗୁଡ଼ା ରାସ୍ତା…

ଉମରକୋଟ ( ୦୮/୦୮/୨୦୨୪) ଭାରତ ସରକାର ୭୬ ବର୍ଷର ସ୍ଵର୍ଣ ଜୟନ୍ତୀ ଯୋଉଁଠି ପାଳନ କରୁଛନ୍ତି ସେହି ଭାରତ ବର୍ଷରେ ଏବେ ବି ଏମିତି ସୀମାନ୍ତ ବର୍ତ୍ତୀ ଗ୍ରାମ ଅଛି ଯୋଉଁ ଗ୍ରାମ ଗୁଡିକରେ ଆଜି ଯାଏ ସରକାରୀ ବାବୁ ମାନେ ଅଣଦେଖା କରି ଅତିରୁ ଅତି ଯମ ଯନ୍ତ୍ରଣା ଦେଇ ଅବହେଳିତ ଓ ନିଷ୍ପେସିତ…

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ କୌଶଳ ରଥକୁ ସ୍ବାଗତ ସମ୍ବର୍ଦ୍ଧନା

ନବରଙ୍ଗପୁର : ଛାତ୍ରୀମାନଙ୍କ ଠାରେ ବିଭିନ୍ନ ଦକ୍ଷତାର ବିକାଶ କରିବାର ଲକ୍ଷ୍ୟ ନେଇ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଓଡ଼ିଶା ସରକାର ତଥା ଜିଲ୍ଲା ପ୍ରଶାସନ ତରଫରୁ ଆସିଥିବା କୌଶଳ ରଥକୁ ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରୀମାନଙ୍କ…

ଗଞ୍ଜାମ କଲେଜର ୫୬ ତମ ସ୍ଵ-ନକ୍ଷତ୍ର ଉତ୍ସବ ପାଳିତ…

ଛତ୍ରପୁର : ଐତିହାସିକ ଗଞ୍ଜାମ ସହରର ୫୬ତମ ସ୍ଵ-ନକ୍ଷତ୍ର ଉତ୍ସବ ବୁଧବାର ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ମୋ-କଲେଜ୍ ତଥା ଏହି କଲେଜ୍ ର ଆଲୁମିନ୍ ଅବା ପୂର୍ବତନ ଛାତ୍ର ଏବଂ ବର୍ତ୍ତମାନ ର ଓଡ଼ିଶା ସରକାରଙ୍କ ଇସ୍ପାତ,ଖଣି,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା…

ଲଗାଣ ବର୍ଷାରେ ଧୋଇଗଲା ରାସ୍ତା, ସୃଷ୍ଟି ହେଲା ଘାଇ : ଯାତାୟତ ବାଧାପ୍ରାପ୍ତ

ନବରଙ୍ଗପୁର : ନବରଙ୍ଗପୁରରୁ ଇନ୍ଦ୍ରାବତୀ ଯିବା ରାସ୍ତାରେ କହ୍ନେଇ ମୁଣ୍ଡା ନିକଟର ଲଗାଣ ବର୍ଷା ରେ ଧୋଇଗଲା ଅସ୍ଥାୟୀ ରାସ୍ତା… ସୃଷ୍ଟି ହେଲା ୮ ଫୁଟ ର ଘାଇ.. ଫଳରେ ରାସ୍ତାକଡ଼ ରେ ଗାଡି ଗୁଡିକ ଠିଆ ହୋଇ ରହିଛି l ତେଣୁ, ନବରଙ୍ଗପୁର ରୁ ଇନ୍ଦ୍ରାବତୀ ଯାତାୟାତ ବାଧାପ୍ରାପ୍ତ ହୋଇଛି l…