Sign in
Sign in
Recover your password.
A password will be e-mailed to you.
କ୍ରମାଗତ ଅଷ୍ଟମ ଥର ପାଇଁ ରେପୋ ରେଟକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଲା ଆର୍ବିଆଇ
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପୁଣି ଥରେ ରେପୋ ରେଟ୍ (ସୁଧ ହାର) ଅପରିବର୍ତ୍ତିତ ରଖିଛନ୍ତି। ବଜେଟ୍ ୨୦୨୪ ଆସିବା ପରେ ଅନୁଷ୍ଠିତ ହୋଇଥିବା ପ୍ରଥମ ମୁଦ୍ରା ନୀତି କମିଟି ବୈଠକରେ ଆରବିଆଇ ଏହି ନିଷ୍ପତ୍ତି ନେଇଥିବା କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା!-->…
ଅବସର ନେବା ପରେ ରାଜନୀତିକୁ ଆସନ୍ତୁ ନାହିଁ, ବିଚାରପତିମାନଙ୍କ ଉଦ୍ଦେଶ୍ୟରେ ଏଭଳି କହିଲେ ଚନ୍ଦ୍ରଚୂଡ଼
ନୂଆଦିଲ୍ଲୀ: ବିଚାରପତିମାନଙ୍କୁ ନେଇ ଅନେକ ସମୟରେ କଥା ଉଠିଯାଏ ଯେ ସେମାନେ ରାଜନୀତିରେ ପ୍ରବେଶ କରିବା ଉଚିତ୍ ନୁହେଁ | ଗତ କିଛି ବର୍ଷ ମଧ୍ୟରେ କିମ୍ବା ଗତ କିଛି ଦଶନ୍ଧି ମଧ୍ୟରେ ଅନେକ ବଡ ବିଚାରପତି ରାଜନୀତିରେ ଯୋଗ ଦେଇଥିବା ଦେଖାଯାଇଛି। ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ବରିଷ୍ଠ!-->…
ବାଂଲାଦେଶରେ ଭାରତୀୟ ଭିସା ଆବେଦନ କେନ୍ଦ୍ର ବନ୍ଦ
ନୂଆଦିଲ୍ଲୀ : ବାଂଲାଦେଶରେ ଥିବା ଭାରତୀୟ ଭିସା ଆବେଦନ କେନ୍ଦ୍ର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ। ଦେଶରେ ଚାଲିଥିବା ହିଂସା ମଧ୍ୟରେ ଭାରତୀୟ ଭିସା କେନ୍ଦ୍ରକୁ ବନ୍ଦ ରଖାଯାଇଛି। ପରବର୍ତ୍ତୀ ସୂଚନା ନ ଆସିବା ପର୍ଯ୍ୟନ୍ତ ଏହା ବନ୍ଦ ରହିବ ବୋଲି ଏକ ନୋଟିସରେ ଜାରି କରାଯାଇଛି।ଭାରତୀୟ!-->…
ଦେବୀ ପାର୍ବତୀଙ୍କ ପର୍ବ ପୋଷ୍ଟରରେ ଆମେରିକା ପର୍ଣ୍ଣ ଷ୍ଟାରଙ୍କ ଫଟୋ
ନୂଆଦିଲ୍ଲୀ : ଧାର୍ମିକ କାର୍ଯ୍ୟକ୍ରମ ପୋଷ୍ଟରରେ ଆମେରିକାର ପର୍ଣ୍ଣ ଷ୍ଟାରଙ୍କ ଫଟୋ ଲାଗିବାକୁ ନେଇ ବିବାଦ। ଏହି କାରଣକୁ ନେଇ ତାମିଲନାଡୁର କାଞ୍ଚିପୁରମରେ ବିବାଦ ସୃଷ୍ଟି ହୋଇଛି। ଦେବୀ ପାର୍ବତୀଙ୍କ ପୂଜା ପାଇଁ ଆୟୋଜିତ ହୋଇଥିବା ଧାର୍ମିକ କାର୍ଯ୍ୟକ୍ରମ ପୋଷ୍ଟରରେ ଲାଗିଥିଲା ମିଆ!-->…
ପ୍ରତିଦିନ ମୋତେ ଅପମାନିତ କରାଯାଉଛି…, ଚୌକି ଛାଡ଼ି ପଳାଇଲେ ଉପରାଷ୍ଟ୍ରପତି
ନୂଆଦିଲ୍ଲୀ : ରାଗିଗଲେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼। ଗୃହ ଚାଲିଥିବା ବେଳେ କଲେ କକ୍ଷ ତ୍ୟାଗ। ଚେୟାରରୁ ଉଠି ଚାଲିଗଲେ। ଆଜି ରାଜ୍ୟସଭା ଚାଲିଥିବା ବେଳେ ବିରୋଧୀ ଦଳ ନେତାଙ୍କ ହୋହଲ୍ଲା ଓ ସ୍ଲୋଗାନ ଯୋଗୁ ସେ ରାଗି ଯାଇଛନ୍ତି।ଆଜି ରାଜ୍ୟସଭା ଆରମ୍ଭରୁ ଭିନେଶ!-->…
ଜାପାନରେ ୭.୧ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ
ନୂଆଦିଲ୍ଲୀ: ଜାପାନରେ ଆଜି ୭.୧ ତୀବ୍ରତା ବିଶିଷ୍ଟ ଏକ ଭୂକମ୍ପ ଅନୁଭୂତ ହୋଇଛି। ପଶ୍ଚିମ ଜାପାନରେ ଗୁରୁବାର ଦିନ ହୋଇଥିବା ଏହି ଭୂକମ୍ପ କ୍ୟୁସୁ ଏବଂ ସିକୋକୁ ଦ୍ୱୀପପୁଞ୍ଜକୁ ଥରହର କରି ପକାଇଛି।ପବ୍ଲିକ୍ ବ୍ରଡକାଷ୍ଟର ଏନ୍ଏଚ୍କେ ଦ୍ବାରା ହୋଇଥିବା ରିପୋର୍ଟ ଅନୁଯାୟୀ ପୂର୍ବରୁ!-->…
ହସିନାଙ୍କ ଭବିଷ୍ୟତ ସଂପର୍କରେ ପୁଅ ଜୋୟଙ୍କ ବଡ଼ ବୟାନ
ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ନିଜ ପଦରୁ ଇସ୍ତଫା ଦେବା ପରଠାରୁ ଭାରତରେ ଅଛନ୍ତି। କିନ୍ତୁ ଏହା ପରେ ସେ କେଉଁଆଡ଼େ ଯିବେ, ବ୍ରିଟେନ୍ ଓ ଆମେରିକା ମଧ୍ୟ କାହିଁକି ହସିନାଙ୍କ ନିଜ ଦେଶ ପାଇଁ ଦ୍ୱାର ବନ୍ଦ କରିଦେଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏବେ!-->…
‘ମାଫିଆଙ୍କ ଅଧୀନରେ ଅଛି ୱାକଫ ବୋର୍ଡ’, ଲୋକସଭାରେ ସଂଶୋଧନ ବିଲ୍ ଆଗତ
ନୂଆଦିଲ୍ଲୀ : ଆଜି ଲୋକସଭାରେ ୱାକଫ ସଂଶୋଧନ ବିଲ୍ 2024 ଉପସ୍ଥାପିତ କରିଛନ୍ତି ସଂଖ୍ୟାଲଘୁ ମନ୍ତ୍ରୀ କିରଣ ରିଜିଜୁ। ପୁରୁଣା ୱାକଫ ନିୟମରେ ପରିବର୍ତ୍ତନ ପାଇଁ ୱାକଫ ସଂଶୋଧନ ବିଲ୍ 2024 ଆଗତ କରାଯାଇଛି। ଏହି ବିଲ୍ ଆଗତ ହେବା ମାତ୍ରେ ଗୃହରେ ପ୍ରବଳ ହଟ୍ଟଗୋଳ କରିଛନ୍ତି ବିରୋଧୀ।ଅଲ୍ ଇଣ୍ଡିଆ!-->…
ଗଣେଶ ବିଦ୍ୟାପୀଠଠାରେ ଜାତୀୟ କୃମି ନାଶକ ଦିବସ ନେଇ ପ୍ରସ୍ତୁତି ବୈଠକ
ଛତ୍ରପୁର : ଛତ୍ରପୁର ସ୍ଥିତ ଗଣେଶ ବିଦ୍ୟାପୀଠ ଠାରେ ଗୁରୁବାର ଜାତୀୟ କୃମି ନାଶକ ଦିବସ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଆସନ୍ତା ୧୦ ତାରିଖ ଦିନ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରଥମରୁ ୧୯ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ପ୍ରତିରୋଧକ ଦିଆଯିବ l!-->…
ଆନ୍ଦୋଳନକୁ ଜୋରଦାର କଲେ ଆଇଆରଇଏଲ କମ୍ପାନୀରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ : ସାମିଲ ହେଲେ ପରିବାର ବର୍ଗ
ଛତ୍ରପୁର : ସୁପରଭାଇଜର ଓ ଇନଚାର୍ଜ ଜାତିଭେଦ ଭାବକୁ ନେଇ ସବୁବେଳେ ସିକ୍ୟୁରିଟି ଗାର୍ଡ ମାନଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ନେଇ ଗୁରୁବାର ଆନ୍ଦୋଳନ କୁ ଜୋରଦାର କରିଛନ୍ତି ଛତ୍ରପୁର ଉପକଣ୍ଠରେ ଥିବା ଆଇଆରଇଏଲ କମ୍ପାନୀ ରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ ମାନେ l ଆଉ ସେମାନଙ୍କ ସହ ଧାରଣରେ!-->…