Sign in
Sign in
Recover your password.
A password will be e-mailed to you.
କାଠମିଲ୍ ରେ ଆହତଙ୍କୁ ସହାୟତା କଲା ଗୋପବନ୍ଧୁ ସେବା ସମିତି
ଚିକିଟୀ : ଏହି ଅଞ୍ଚଳର ସ୍ବେଚ୍ଛାସେବୀ ସଙ୍ଗଠନ ଗୋପବନ୍ଧୁ ସେବା ସମିତି ଓଡ଼ିଶା ଆନ୍ଧ୍ର ସୀମାନ୍ତ ଅଞ୍ଚଳ ର ଜଣେ କାଠ ମିଲ ରେ ଆହତ ଶ୍ରମିକ ଙ୍କୁ ଚିକିତ୍ସା ପାଇଁ ସହାୟତା ର ହାତ ବଢ଼େଇଛନ୍ତି। ଆହତ ଜଣକ ହେଉଛନ୍ତି ପଲାସା ନିର୍ବାଚନ ମଣ୍ଡଳୀ ମଞ୍ଜୁସା ମଣ୍ଡଳ ହୁନାଳି ଗ୍ରାମ ର ରାବଣ!-->…
ଚିକିଟୀରେ ଖୋଲା ହେଲା ମୋ ଖତ କାଉଣ୍ଟର
ଚିକିଟୀ : ଆଜି ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଏକ ମୋ ଖତ କାଉଣ୍ଟର ଆନ୍ଧ୍ରା ବ୍ୟାଙ୍କ ସ୍ଥିତ ମାର୍କେଟ କଂପ୍ଲେକ୍ସ ରେ ଉଦଘାଟନ କରାଗଲା। ଏହି କାଉଣ୍ଟର କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ ଉଦଘାଟନ କରିଥିଲେ।ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ!-->…
ସ୍ବର୍ଗତ ପ୍ରଦୀପ ମୁନୀଙ୍କ ଉଦ୍ଦେଶ୍ୟରେ ଫୁଲବାଣୀ ବିଜେଡି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଓ ଶୋକସଭା
ଫୁଲବାଣୀ : ଫୁଲବାଣୀ ସହର ବିଜୁଜନତା ଦଳ ପକ୍ଷରୁ ସ୍ବର୍ଗତ ପ୍ରଦୀପ ମୁନୀଙ୍କ ଅମର ଆତ୍ମାର ସଦଗତି ପାଇଁ ଏକ ଶ୍ରଦ୍ଧାଞ୍ଜଳୀ ଓ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ଶୋକସଭା ବିଜୁ ଜନତା ଦଳର ଫୁଲବାଣୀ ନଗର ସଭାପତି ବିମଳେନ୍ଦୁ ପାଢ଼ୀଙ୍କ ନେତୃତ୍ୱରେ!-->…
ପୂର୍ବତନ ମନ୍ତ୍ରୀ ରାଘବ ପରିଡ଼ାଙ୍କ ପତ୍ନୀ ବିୟୋଗ
ଆସ୍କା : ଆସିକାର ବରିଷ୍ଟ ନେତା ତଥା ପୂର୍ବତନ ମନ୍ତ୍ରୀ ରାଘବ ପରିଡ଼ାଙ୍କ ଧର୍ମପତ୍ନୀ ହେଉଛନ୍ତି ସରୋଜିନୀ ପରିଡ଼ାଙ୍କର ପରଲୋକ ହାଇଯାଇଛି | ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା | ସେ ଜଣେ ଅତ୍ୟନ୍ତ ପରୋପକାରୀ ଓ ଧର୍ମପ୍ରାଣା ମହିଳା ଥିଲେ | ତାଙ୍କର ବିୟୋଗରେ ସ୍ଥାନୀୟ!-->…
ହିଞ୍ଜିଳିକାଟୁ ମେଡିକାଲରୁ ବାଇକ ଚୋରି ଅଭିଯୋଗ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ରେ ବାରମ୍ବାର ଚୋରି ହେଉଛି ବାଇକ । ଯାହାକୁ ନେଇ ଏବେ ଚିନ୍ତାରେ ହିଞ୍ଜିଳିକାଟୁ ବାସୀ । କୌଣସି ରାସ୍ତା କଡ଼ ନୁହେଁ କି ଦୋକାନ ସାମ୍ନାରୁ ନୁହେଁ । ଚିକିତ୍ସାଳୟ ପରିସର ରୁଚୋରି ହୋଇଛି ବାଇକ । ବୁଧବାର ଦିନ ୧୧ଘଣ୍ଟାସମୟରେ ହିଞ୍ଜିଳିକାଟୁ ଉପଖଣ୍ଡ!-->…
ପଦକ ବିଜେତା ହକି ଟିମ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଟିମ ସହ ଫୋନରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତୀୟ ଟିମ ଆଜି ସ୍ପେନକୁ ୨-୧ରେ ହରାଇବା ପରେ ପ୍ରଧାନମନ୍ତ୍ରୀ ପ୍ରଥମେ ଏକ୍ସ ଯୋଗେ ଶୁଭେଚ୍ଛା ଜଣାଇଥିଲେ। ଏହାପରେ ସେ ଫୋନରେ ମଧ୍ୟ!-->…
ରାଜଧାନୀରେ ଖୋଲିଲା ୨୪ ଘଣ୍ଟିଆ ଶସ୍ୟ ଏଟିଏମ୍
ଭୁବନେଶ୍ବର: ସାଧାରଣତଃ ଏଟିଏମ୍ରୁ ଟଙ୍କା ବାହାରୁଥିବା କଥା ସମସ୍ତେ ଜାଣିଛନ୍ତି। ମାତ୍ର ଏଣିକି ଏଟିଏମରୁ ଖାଦ୍ୟଶସ୍ୟ ବାହାରିବ। ଏହି କ୍ରମରେ ରାଜଧାନୀ ଭୁବନେଶ୍ୱରର ମଞ୍ଚେଶ୍ୱରରେ ଏକ ‘ଶସ୍ୟ ଏଟିଏମ୍’ ସ୍ଥାପନ କରାଯାଇଛି । ଏହି ଏଟିଏମରେ ୨୪ ଘଣ୍ଟିଆ ଚାଉଳ / ଗହମ ଉପଲବ୍ଧ ହେବ ।ତେବେ ଏହି!-->…
ଏହି ୯ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ପଶ୍ଚିମ ଝାଡ଼ଖଣ୍ଡ ଓ ତାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାସହ ମୌସୁମୀ ସକ୍ରିୟ ରହିଥିବା ବେଳେ ଆହୁରି ୪୮ ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆଜିଠାରୁ ବର୍ଷାର!-->…
ନାଫେଡ୍ ଯୋଗାଇବ ଆଳୁ, ଖାଉଟିଙ୍କୁ କିଲୋ ୩୦ଟଙ୍କାରେ ମିଳିବ
ଭୁବନେଶ୍ବର : ରାଜ୍ୟରେ ଆଳୁ ସଙ୍କଟ ଦୂର କରିବା ପାଇଁ ରାଜ୍ୟ ସରକାର ଆଜି ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି । ନାଫେଡ୍ ମାଧ୍ୟମରେ ରାଜ୍ୟ ସରକାର ଆଳୁ କିଣିବେ ଓ ଖାଉଟିଙ୍କୁ ଏଣିକି ଆଳୁ ୩୦ଟଙ୍କା ଦରରେ ଯୋଗାଇ ଦିଆଯିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି ।ରାଜ୍ୟରେ!-->…
ମହାପ୍ରଭୁଙ୍କ ମୂଲ୍ୟବାନ ଖଣି ଖାଇଗଲେ; ୧୯ ଲିଜଧାରୀଙ୍କୁ ନୋଟିସ୍
ଭୁବନେଶ୍ବର : କୋଟି ଓଡ଼ିଆଙ୍କ ମଉଡମୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂଲ୍ୟବାନ ଖଣି ଖାଇଗଲେ ମାଫିଆ। ଉତ୍ତୋଳନ ପାଇଁ ଯେତିକି ଅନୁମତି ନେଇଥିଲେ, ତା’ଠାରୁ ଢ଼ର ଗୁଣା ପଥର ତାଡ଼ି ବିକିଦେଲେ। ଏଭଳି ମହାଲୁଟ୍ ଧରାପଡ଼ିବା ପରେ, ୧୯ ଜଣ ଖଣି ଲିଜଧାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି!-->…