Sign in
Sign in
Recover your password.
A password will be e-mailed to you.
‘ନିର୍ବାଚନ ହେଲେ ବାଂଲାଦେଶ ଫେରିବେ ଶେଖ୍ ହସିନା’
ବ୍ୟାପକ ହିଂସା ପରେ ବାଂଲାଦେଶ ଛାଡ଼ି ପଳାଇ ଆସିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦେଶକୁ ଫେରିବେ। ବର୍ତ୍ତମାନର ଅନ୍ତରୀଣ ସରକାର ଯେବେ ନିର୍ବାଚନ ପାଇଁ ନିଷ୍ପତ୍ତି ନେବେ, ସେତେବେଳେ ଶେଖ୍ ହସିନା ଦେଶକୁ ଫେରିବେ ବୋଲି ତାଙ୍କ ପୁଅ ସାଜିବ ୱାଜିଦ ଜୟ କହିଛନ୍ତି।
ବାଂଲାଦେଶରେ!-->!-->!-->…
ଆଳୁ ନ ଦେଲେ ଛାଡିବୁନି ମାଛ ଅଣ୍ଡା ଗାଡି
କଟକ : ଆଳୁ ଦବନି ତ ମାଛ, ଅଣ୍ଡା ପାଇବନି । କଟକ ମଙ୍ଗୁଳି ଛକରେ ପଶ୍ଚିମବଙ୍ଗ ଯାଉଥିବା ଅଣ୍ଡା ଓ ମାଛଗାଡି ଅଟକାଇଲେ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା । ଗତ କିଛି ଦିନ ଧରି ରାଜ୍ୟରେ ଲାଗି ରହିଛି ଆଳୁ ସମସ୍ୟା । ପଶ୍ଚିମବଙ୍ଗରୁ ଆସି ପାରୁ ନାହିଁ ଆଳୁ ଗାଡି । ଏହାକୁ ନେଇ ଲୋକଙ୍କ!-->…
ନଭେମ୍ବରରୁ ରାଜ୍ୟରେ ବିଭିନ୍ନ ଅଞ୍ଚଳ ଗସ୍ତ କରିବେ ନବୀନ
ଭୁବନେଶ୍ଵର: ନଭେମ୍ବରରୁ ରାଜ୍ୟରେ ବିଭିନ୍ନ ଅଞ୍ଚଳ ଗସ୍ତ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବସିଥିବା ରାଜ୍ୟସ୍ତରୀୟ ସମନ୍ବୟ କମିଟି ବୈଠକରେ ଏନେଇ ସୂଚନା ଦେଇଛନ୍ତି ନବୀନ । ଦଳୀୟ କର୍ମୀ ଓ ତୃଣମୂଳ ସ୍ତରର ନେତାଙ୍କୁ ଭେଟିବେ ନବୀନ । ଏଥିପାଇଁ ନଭେମ୍ବରରୁ ବିଭିନ୍ନ ଜିଲ୍ଲା ଗସ୍ତ!-->…
ଜିଲ୍ଲାସ୍ତରୀୟ ଓଏସଆରଟିସି ନୋଡାଲ କମିଟି ବୈଠକ ଅନୁଷ୍ଠିତ…
ମାଲକାନଗିରି, ୯/୦୮/୨୪: ଜିଲ୍ଲାରେ ଚଳାଚଳ ହେଉଥିବା ବସ୍ ସେବା ବ୍ୟବସ୍ଥା ନେଇ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟଓଏସଆରଟିସି ନୋଡାଲ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗ ଅତିରିକ୍ତ ସଚିବ ଲକ୍ଷ୍ମୀକାନ୍ତ ସେଠୀ ଯୋଗ!-->!-->!-->…
ଛାତ୍ରୀଙ୍କୁ ପ୍ରେମ କରିବାକୁ ବାଧ୍ୟ କରିବା ଯୁବକଙ୍କୁ ମହଙ୍ଗା ପଡିଛି…
ଛାତ୍ରୀଙ୍କ ମୋବାଇଲ ଫୋନ ଛଡାଇନେବାରୁ ଯୁବକଙ୍କୁ ମାଡ, ଥାନା ରେ ଅଟକହିଞ୍ଜିଳିକାଟୁ, ୯ା୮(): ଏକତରଫା ପ୍ରେମ କରିବା ସହ ଜୋର ଜବରଦସ୍ତି ଛାତ୍ରୀଙ୍କୁ ପ୍ରେମର ସ୍ୱୀକୃତି ଦେବାକୁ ବାଧ୍ୟ କରିବା ଏବଂ ଏଥିରେ ବିଫଳ ହେବାରୁ ଛାତ୍ରୀଙ୍କ ମୋବାଇଲ ଝାମ୍ପି ନେବା ଯୁବକଙ୍କୁ ମହଙ୍ଗା ପଡିଛି । ଘଟଣା!-->…
ଶିଶୁମନ୍ଦିରରେ ବୃକ୍ଷରୋପଣ, ବରିଷ୍ଠ ନାଗରିକଙ୍କ ପକ୍ଷରୁ ସମ୍ବର୍ଦ୍ଧନା
ବ୍ରହ୍ମପୁର : ରାଜ୍ୟ ପରିବହନ, ବାଣିଜ୍ୟ ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ଗଞ୍ଜାମ ସହର ଗ୍ରସ୍ତ ସମୟରେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବୃକ୍ଷ ରୋପଣ କରିଥିଲେ l ମାଆଟିଏକୁ ଗଛଟିଏ କହିବା ସହ ପୂର୍ବତନ ଉପବାଚଷ୍ପତି ରାମ ଚନ୍ଦ୍ର ପଣ୍ଡାଙ୍କ ମାଆଙ୍କ ନାମରେ ଗଛଟିଏ!-->…
ଗ୍ରାମୀଣ ନାଟ୍ୟ ଦିବସ ପାଳିତ
ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ 'ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ' ତରଫରୁ ପବିତ୍ର ଗ୍ରାମୀଣ ନାଟ୍ୟ ଦିବସ ସ୍ଥାନୀୟ ଗିରିମାର୍କେଟ୍ ଛକ ସ୍ଥିତ ପ୍ରକାଶମ୍ ହଲ୍ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ସୀମାନ୍ତ ନଟରାଜ ଡା ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ!-->…
ଏକ ଡକାୟତି ଉଦ୍ୟମରେ ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡ ସହ ୧୦ ହଜାର ଜୋରିମାନା
ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀମତୀ ମୁନ ରାଣୀ ମିଶ୍ର ଏକ ଡକାୟତି ଉଦ୍ୟମର ମାମଲାକୁ ୧୫ ଜଣସାକ୍ଷୀ, ଆଧାରରେ ବିଚାର କରି ମୁମତାଜ ଅଲ୍ଲୀ, ଚନ୍ଦ୍ର ଶେଖର ନାୟକ, ଶରତ ନାୟକଙ୍କୁ (ଦଶପଲ୍ଲା ଅଞ୍ଚଳ) ଦୋଷୀ ସାବ୍ୟସ୍ତ କରି ୧୦ଵର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା!-->…
ଚାଷୀ ଭାଇଭଉଣୀମାନଙ୍କୁ, ଗାଈଗୋରୁ, ଛେଳି ଓ ମେଣ୍ଢା ଫାଟୁଆ ରୋଗ ନିରାକରଣ ସଚେତନତା
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବଗା ପଞ୍ଚାୟତର ସାପ୍ତାହିକ ହାଟୋ ପରିସରରେ ସମସ୍ତ ଚାଷୀ ଭାଇ ଭଉଣି ମାନଙ୍କୁ, ଗାଈ, ଗୋରୁ, ଛେଳି, ଓ ମେଣ୍ଢା ଫାଟୁଆ ରୋଗ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ସମସ୍ତ ଚାଷୀ ମାନଙ୍କୁ ଜାଣିବା ଉଚିତ!-->…
ଗଞ୍ଜାମ ଜିଲ୍ଲାରେ ଅନୁଷ୍ଠିତ ହରଘର ତ୍ରିରଙ୍ଗା -୨୦୨୪ କାର୍ଯ୍ୟକ୍ରମ
ଛତ୍ରପୁର : ଗଞ୍ଜାମ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତ , ବ୍ଲକ୍, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ସହରାଞ୍ଚଳରେ ପାଳିତ ହେବ “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ନିର୍ଦ୍ଦେଶ ମୁତାବକ ଭାରତର ସମସ୍ତ ସ୍ଥାନରେ ଆଜାଦ୍ କା ଅମୃତ ମହୋତ୍ସବ ଅଧିନରେ “ହରଘର!-->…