Sign in
Sign in
Recover your password.
A password will be e-mailed to you.
ଝରିଗାଁ ବିଧାୟକଙ୍କ ଅଚାନକ ବିଦ୍ୟାଳୟ ଗସ୍ତ
ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି ଉମରକୋଟ /ଝରିଗାଁ : ମାନନୀୟ ଝରିଗାଁ ବିଧାୟକ ଶ୍ରୀ ନରସିଂହ ଭତ୍ରା ଆଜି ଅଚାଣକ ଝରିଗାଁ ବ୍ଲକ ଅନ୍ତର୍ଗତ ଧୋଡ୍ରା ଉନ୍ନୀତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଗସ୍ତ କରିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟର ବିଭିନ୍ନ ସମସ୍ୟା!-->…
ନକଲି ଇଞ୍ଜିନ ଅଏଲ ପ୍ରସ୍ତୁତ କାରଖାନା ଠାବ, ୩ ଗିରଫ
ବ୍ରହ୍ମପୁର : ଅସଲି ଡବାରେ ନକଲି ତେଲ । ନାମୀ ବ୍ରାଣ୍ଡର ଲେବଲ ଲଗାଇ ନକଲି ଇଞ୍ଜିନ ଅଏଲ ବିକ୍ରି । ବ୍ରହ୍ମପୁରରେ ବେଆଇନ ଓ ନକଲି ଇଞ୍ଜିନ ଅଏଲ ପ୍ରସ୍ତୁତ କାରଖାନା ଠାବ ହୋଇଛି । ଘଟଣାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବଡ଼ ବଜାର ଥାନା ପୋଲିସ୍ । ଗିରଫ ଅଭିଯୁକ୍ତ ହେଲେ!-->…
ବାଂଲାଦେଶରେ ଥିବା ଭାରତୀୟ ଓ ସଂଖ୍ୟାଲଘୁଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଭାରତ ଗଠନ କଲା କମିଟି
ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଅଶାନ୍ତ ହୋଇପଡ଼ିଥିବା ବାଂଲାଦେଶରେ ସଂଖ୍ୟାଲଘୁମାନଙ୍କୁ ଆକ୍ରମଣ କରାଯାଉଥିବା କଥା ସାମ୍ନାକୁ ଆସିବା ପରେ ଭାରତ ସରକାର ଏକ କମିଟି ଗଠନ କରିଛନ୍ତି। ବାଂଲାଦେଶର ସ୍ଥିତି ଉପରେ ନଜର ରଖିବା ପାଇଁ ଏହି କମିଟି ଗଠନ କରାଯାଇଛି। ତା’ସହିତ ବାଂଲାଦେଶରେ ବସବାସ!-->…
ବାବୁ ମାନଙ୍କ କଳା ସାମ୍ରାଜ୍ୟ ପିସି ଟଙ୍କାରେ ଜମି ପ୍ଲଟ କ୍ରୟ କରୁଛନ୍ତି
ଭିଜିଲାନ୍ସ ବିଭାଗ ଜଳକା……..ବ୍ରହ୍ମପୁର : ବାବୁ ମାନଙ୍କ ନାମରେ କୋଟି କୋଟି ଟଙ୍କାର ଜମି ରହିଥିବା ନିସର୍ତ୍ତ ରେ ପୂର୍ବରୁ ଖବର ପ୍ରକାଶ ହୋଇଥିଲେ। ନୂତନ ସରକାର ଆସିବା ପରେ ଗଞ୍ଜାମ ଜିଲ୍ଳାକୁ ଛାଡ଼ି ଅନ୍ୟ ଜିଲ୍ଳାରେ ଭିଜିଲାନ୍ସ ବିଭାଗ ଆକ୍ସନ ମୁଡ଼ରେ ଆସିଯାଇଛି। ଗତ କିଛି ଦିନ ହେଲା!-->…
ରାଜ୍ୟସଭାରେ ଜୟା କହିଲେ ମୁଁ ସେଲିବ୍ରିଟି
ରାଜ୍ୟସଭାରେ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ଅଧ୍ୟକ୍ଷ ଜଗଦୀପ ଧନଖଡ। କିଛି ଦିନ ହେବ ନାମ ଉଚ୍ଚାରଣକୁ ନେଇ ଚାଲିଥିବା ଥଟ୍ଟା ମଜା ମଧ୍ୟରେ ଆଜି ଅଧ୍ୟକ୍ଷ କ୍ରୋଧିତ ହୋଇଥିବା ଦେଖିବାକୁ ମିଳିଛି।
ପ୍ରକାଶ ଥାଉକି, ପୂର୍ବରୁ ଜୟା ବଚ୍ଚନ ତାଙ୍କ ନାମ!-->!-->!-->…
ରୋଗୀଙ୍କୁ ଭାରରେ ବୋହି ଆଣିଲେ ଡାକ୍ତରଖାନା
ଫୁଲବାଣୀ : ସ୍ଵାଧୀନତାର ୭୬ ବର୍ଷ ପରେ ମଧ୍ଯ ଗ୍ରାମ କୁ ରାସ୍ତା ନିର୍ମାଣ ହୋଇ ପାରିନି l ଫଳରେ ଗ୍ରାମରୁ ରୋଗୀଙ୍କୁ ଭାର ବାଡିରେ ବୋହି ଆଣାଯାଉଛି ଡାକ୍ତରଖାନା l ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକର କୁବେରିମୁଣ୍ଡା ଗାଁର ଜଣେ ମହିଳା ଅନନ୍ତି ପ୍ରଧାନଙ୍କ ଦେହ ଖରାପ ଥିଲା!-->…
୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ନାଉଗାଁ ବ୍ଲକ କନିଷ୍ଠ ଯନ୍ତ୍ରୀ
ଜଗତସିଂହପୁର: ଏହି କିଛି ଦିନ ମଧ୍ୟରେ ରାଜ୍ୟରେ ବଡ ବଡ ପଦବୀରେ ଥିବା ଯନ୍ତ୍ରୀ ମାନେ ଲାଞ୍ଚ ନେଉଥିବା ବେଳେ ଧରାପଡୁଛନ୍ତି । ସେମାନଙ୍କ ନିକଟରୁ ପୁଳା ପୁଳା ଟଙ୍କା, ସୁନା ଗହଳା ସହ ବହୁ ସଂଖ୍ୟକ ପ୍ଲଟ ମାନ ଠାବ ହେଉଛି । ତଥାପି ଲାଞ୍ଚ କାରବାର ବନ୍ଦ ହେବା ସତ୍ତ୍ବେ ବ୍ୟାଧି ପରି!-->…
ମାଲକାନଗିରି ମହାବିଦ୍ୟାଳୟରେ କ୍ରାନ୍ତି ଦିବସ ପାଳନ
ମାଲକାନଗିରି : ମାଲକାନଗିରି ମହାବିଦ୍ୟାଳୟ ଶହୀଦ ଲକ୍ଷ୍ମଣ ନାୟକ ଛାତ୍ରlବାସ ପ୍ରାଙ୍ଗଣରେ 'କ୍ରାନ୍ତି ଦିବସ' ଓ 'ବିଶ୍ୱ ମୂଳ ନିବାସୀ ଦିବସ' ପାଳିତ ହୋଇଯାଇଛି l ଏହି ଦିବସ ଅବସରରେ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ଙ୍କ ନେତୃତ୍ୱରେ ଏହି ଦିବସର ମୁଖ୍ୟ ଅତିଥି ବରିଷ୍ଠ ପ୍ରଧ୍ୟାପକ ଅଶୋକ କୁମାର!-->…
ମନୀଷ ସିସୋଦିଆଙ୍କ ଜାମିନକୁ ସତ୍ୟର ବିଜୟ କହିଲା ଆପ୍
ପାଖାପାଖି 18 ମାସ ପରେ ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ଜାମିନ ମିଳିଛି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଓ ଇଡି ତାଙ୍କୁ ଗିରଫ କରିଥିଲା। ଏହି ମାମଲାରେ ଆଜି ସୁପ୍ରିମକୋର୍ଟ ତାଙ୍କୁ!-->…
୩୦ ଟଙ୍କାରେ ଆଳୁ ବିକିବେ ରାଜ୍ୟ ସରକାର
ଆଳୁ ସମସ୍ୟା ସମାଧାନ ପାଇଁ ବାଟ ଫିଟିଲା। ନାଫେଡ୍ ମାଧ୍ୟମରେ ରାଜ୍ୟ ସରକାର ଆଳୁ କିଣିବେ। ସେଥିପାଇଁ ଅର୍ଡର ଦିଆଯାଇଛି। ଦିନେ ବା ଦୁଇ ଦିନ ଭିତରେ ଓଡ଼ିଶାରେ ଆଳୁ ପହଞ୍ଚିବ। ରାଜ୍ୟ ସରକାର ଉଚ୍ଚା ଦରରେ ଆଳୁ କିଣିଲେ ସୁଦ୍ଧା କିଲୋ ପିଛା ୩୦ ଟଙ୍କାରେ ବିକିବାକୁ ନିର୍ଦ୍ଦେଶ ଦିଆଯାଇଛି।!-->…