ବଜ୍ରାଘାତରେ ୨ ମୃତ, ଜଣେ ଗୁରୁତର

ବାଲେଶ୍ବର : ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତ ରାଇପୀତାମ୍ବର ଗାଁରେ ବଜ୍ରାଘାତରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଉଛନ୍ତି ରାଇପୀତାମ୍ବର ଗାଁର ବସନ୍ତ ଦାସ ଓ ନରେନ୍ଦ୍ର ବିଶ୍ୱାଳ। ଆହତ ଜଣଙ୍କ ହେଉଛନ୍ତି ସେହି ଗାଁର…

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର

ଭୁବନେଶ୍ୱର: କଟକ (ରାସ୍ତା ଓ ଗୃହନିର୍ମାଣ) ସର୍କଲର ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ରଥଙ୍କୁ ଦୁର୍ନୀତି ଓ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ କରାଯାଇଅଛି। ୧୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶ୍ରୀ ରଥଙ୍କୁ ଦୁର୍ନୀତି ନିବାରଣ…

ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ନେଇଗଲେ ଶିକ୍ଷକ ଦମ୍ପତି

କେନ୍ଦୁଝର : ସ୍ୱାମୀ-ସ୍ତ୍ରୀ ଶିକ୍ଷକତା କରୁଥିଲେ। ତଥାପି ଟଙ୍କା ଦରକାର ପଡୁଥିଲା। ତେଣୁ ଶିକ୍ଷିତ ବେକାର ଯୁବକ ଓ ଯୁବତୀଙ୍କୁ ଠକୁଥିଲେ। ଚାକିରି ଦେବା ବାହାନାରେ ଶିକ୍ଷକ ଦମ୍ପତି ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କେନ୍ଦୁଝର ଜିଲ୍ଲାରୁ ଆସିଛି। ଠକାମୀରେ ଶିକାର…

ଆସିକା ମେଡିକାଲର ଶୌଚାଳୟ ଏବଂ ସୁରକ୍ଷା କର୍ମୀ ରୁମରେ ତାଲା

ଆସିକା : ଅବ୍ୟବସ୍ଥା ଘେରରେ ଆସିକା ଉପଖଣ୍ଡ ଚିକିତ୍ସାଳୟ l ଆସିକା ମେଡିକାଲକୁ ଆମ ହସ୍ପିଟାଲରେ ରୂପାନ୍ତୀକରଣ କରି ପୂର୍ବ ମୁଖ୍ୟମନ୍ତ୍ରୀ ଗତ ୧୭/୦୨/୨୪ ରେ ଭିଡିଓକନଫେରନସି ମାଧ୍ୟମରେ ଉଦଘାଟନ କରିଥିଲେ l ଗତ ଛଅ ମାସ ହେଲା ଉଦଘାଟନ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଅଦ୍ୟାବଧି ମେଡିକାଲ…

ଆସିକା ୟୁନିୟନ ବ୍ୟାଙ୍କ ଏଜେଣ୍ଟ ବାହାନ ୮୦ ଲକ୍ଷ ଚଳୁ କରି ଜେଲ ଗଲେ…..

ଆଇପିଏଲ ଜୁଆ ଖେଳ କାଳ ହେଲା କି…..? ଵ୍ରହ୍ମପୁର : ଆସିକା ୟୁନିୟନ ବ୍ୟାଙ୍କ ନାମରେ ଭାଗ୍ୟ ଲକ୍ଷ୍ମୀ ଡିପୋଜିଟ ସ୍କିମ ରେ ଗ୍ରାହକଙ୍କ ଠାରୁ ପ୍ରାୟ ୮୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଘୋଟଲା କରି ବନ୍ଧା ହେଲେ ଏଜେଣ୍ଟ l ଆସିକା ବିନାୟକ ବଜାର ରେ ଥିବା ପୁରୁଣା ଆନ୍ଧ୍ର ବ୍ୟାଙ୍କ ଏବଂ ବର୍ତମାନ…

ଗାଙ୍ଗପୁର ଥାନାରେ ଥିବା ଜବତ ଚୋରା ବାଲିଗାଡ଼ିର ଲେଖା ଛିଡୁନି….!

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଏବେବି ଚୋରାରେ ବାଲି ଚାଲାଣ ହେଉଛି। ଗତ ଜୁଲାଇ ଶେଷ ସପ୍ତାହ ରେ ସୋରଡ଼ା ବିଧାୟକ ଆସିକା ବ୍ଲକ ଅନ୍ତର୍ଗତ ଆମ୍ବପୁଆ ନିକଟରେ ଥିବା ନଦୀରୁ ବେଧଡକ ଚୋରାରେ ବାଲି ଚାଲାଣ ହେଉଥିବା ବେଳେ ଖଣି, ରାଜସ୍ୱ ବିଭାଗ ଓ ପୋଲିସ କୁ ଖବର ଦେଇଥିଲେ। ଏହି ଚୋରା ବାଲି…

କଣମଣା ମଣ୍ଡଳ ପକ୍ଷରୁ ହରଘର ତ୍ରିରଙ୍ଗା ପାଇଁ ବ୍ୟାପକ ପ୍ରସ୍ତୁତି

ଛତ୍ରପୁର : ଗଂଜାମ ଜିଲ୍ଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭାରତୀୟ ଜନତା ପାର୍ଟିର କଣମଣା ମଣ୍ଡଳ ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ଏନେଇ ବାଟଛତ୍ରପୁର ସ୍ଥିତ ସପନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମଣ୍ଡଳ ସଭାପତି ଏନ.ଦୀବନ୍ଧୁଙ୍କ…

ଯମଯନ୍ତା, ସହ ମରଣଯାନ୍ତା ପାଲଟିଛି ଏକାମ୍ବା – ବାଉଁଶବେଡା ଗ୍ରାମର ରାସ୍ତା

ଉମରକୋଟ /ଝରିଗାଁ : ସରକାରୀ ଏନଆରଜିଏସ ଗାଁ ଗାଁ କୁ ଯୋଉଁ ରାସ୍ତା ସବୁ ତିଆରି ହେଇଛି ତାହା ସବୁ ଧୂୟାଁ ବାନ ସ୍ୱଦୃଶ୍ୟ।ଦେଖିବାକୁ ଗଲେ ଏନଆରଜିଏସ କାମ ଗୁଡିକ ଉମରକୋଟ ହୋଉ ଅବା ରାଇଘର ବ୍ଳକ ହୋଉ ସବୁ ଯାକ ଦୁର୍ନୀତିରେ ହୁବୁଡୁବୁ ଅବସ୍ଥାରେ ଠିକାଦାର ଓ କନିଷ୍ଟ ଯନ୍ତ୍ରୀ ପକେଟ ଗରମକରି…

ଆଇ.ଆର.ଇ.ଏଲ୍. ସିକ୍ୟୁରିଟି ଗାର୍ଡ଼ମାନଙ୍କ ଆନ୍ଦୋଳନ ସ୍ଥଗିତ !

ଛତ୍ରପୁର : ଆଇ.ଆର.ଇ.ଏଲ୍. ସିକ୍ୟୁରିଟି ଗାର୍ଡ଼ମାନଙ୍କ ସପରିବାର ସହ ପ୍ରତିଷ୍ଠାନ ର ପ୍ରଶାସନିକ ଭବନ ଆଗରେ ଦିଆଯାଇଥିବା ଆନ୍ଦୋଳନ ଅବ୍ୟାହତ ରଖିଥିବା ବେଳେ ଶୁକ୍ରବାର ଦିନ ସଂଧ୍ୟାରେ ଆନ୍ଦୋଳନ ସ୍ଥଗିତ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ' ଶୁକ୍ରବାର ଆଇ.ଆର.ଇ.ଏଲ୍. (ଇଣ୍ଡିଆ)…

ଚନ୍ଦାହାଣ୍ଡିରେ ବିଶ୍ଵ ଆଦିବାସୀ ଦିବସ ପାଳନ

ଉମରକୋଟ /ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଆାଦିବାସୀ ସଂଘ ପକ୍ଷରୁ ଆଜି ଚନ୍ଦାହାଣ୍ଡି ବଜାର ପଡିଆ ଠାରେ ମହାସମାରୋହରେ ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଏହି ପାଳନ ଉତ୍ସବରେ ବ୍ଲକ ଆଦିବାସୀ ସଂଘ ସଭାପତି ଲଚ୍ଛମନ ମାଝୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ…