ଯାତ୍ରୀବାହୀ ଅଟୋ ସହ ବାଇକ୍ ଧକ୍କା, ୫ ଗୁରୁତର , ୨ ଆହତ

ହିଞ୍ଜିଳିକାଟୁ : ବୁଧବାର ରାତ୍ର ପ୍ରାୟ ସାଢେ ୮ ଘଣ୍ଟା ସମୟରେ ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସମରଝୋଳ ଚକ୍ଷୁ ଚିକିତ୍ସାଳୟ ନିକଟରେ ଯାତ୍ରୀବାହୀ ଅଟୋ ସହ ବାଇକ୍ ଧକ୍କା ଘଟି ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ମାନେ ହେଲେ ଅଟୋ ଚାଳକ ହିଞ୍ଜିଳି ଥାନା କଞ୍ଚୁରୁ ଗ୍ରାମର

୪୦ କିଲୋ ଗଞ୍ଜେଇ ସହ ଅଟୋ ଜବତ

ଫୁଲବାଣୀ : ବୁଧବାର ଦିନ ଅପରାହ୍ନ ଦିନ ୨ ଟା ବେଳେ ଅବକାରୀ ବିଭାଗ ର ପେଟ୍ରୋଲିଂ ବେଳେ ଖଜୁରୀପଡ଼ା ଥାନା ଅନ୍ତର୍ଗତ ଗାଡିଆ ପଡା ଘାଟିରେ ୪୦ କିଲୋ ଗଞ୍ଜେଇ ସହ ଗୋଟିଏ ଅଟୋ ଅବକାରୀ ଜବତ କରିଥିବା ସୂଚନା ମିଳିଛି।ସୂଚନା ମୁତାବକ ଫୁଲବାଣୀ ନଦୀ ଖଣ୍ଡି ସାହିର ଉମେଶ କୁମାର ସାହୁ ଏବଂ ବିହାର

ମ୍ୟାଲେରିଆ ନିରାକରଣ ନିମନ୍ତେ “ଆଇ.ଆର.ଏସ୍. ଅଭିଯାନ”ର ପ୍ରସ୍ତୁତି

ଫୁଲବାଣୀ : ମ୍ୟାଲେରିଆ ସଂକ୍ରମଣ ଏକ ସାଧାରଣ ସମସ୍ୟା ଯାହାକି ସମାଜ ରେ ଗରିବ ପରିବାରର ଆର୍ଥିକ ସ୍ଥିତିକୁ ବିଗାଡିବା ରେ ମୂଖ୍ୟ ଭୂମିକା ନେଇଥାଏ । ସେଥିମଧ୍ୟରୁ ଯଦି କନ୍ଧମାଳା ଜିଲ୍ଲା କଥା ଚିନ୍ତାକରିବା ତେବେ ଶିକ୍ଷା ରେ ଅନଗ୍ରଶର ହୋଇଥିବା ରୁ ଜନ ସାଧାରଣଙ୍କ ନିକଟରେ ସଚେତନତାର ଅଭାବ

ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଭୟଭୀତ ଗ୍ରାମବାସୀ : ପୁରୁଷ ଶୂନ୍ୟ ହାତୀବେନା ଗାଁ

ଉମରକୋଟ : କଥାରେ ଅଛି "ଘର ଆମର ମାଲିକାଣି ଅନ୍ୟର " । ପ୍ରକୃତ ସେଟଲର ପଟ୍ଟାଧାରୀ ବ୍ୟକ୍ତି ଜେଲ ହାଜତରେ ଆଉ ଅନସେଟଲର ଅନୁପ୍ରବେଶ କାରୀ ଯାହାର କିଛିବି ପ୍ରମାଣ ପତ୍ର ନାହିଁ ବାହାରେ ଖୁଲାମ ଖୁଲା ଦାଦାଗିରି କରି ବୁଲୁଛି। ପୋଲିସ ପ୍ରଶାସନ ଆଇନର ରକ୍ଷକ ହୋଇ ପକ୍ଷପାତ ନକରି ସମସ୍ତଙ୍କୁ

ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ହୋଇନି : ଆଇନ ମନ୍ତ୍ରୀ

ଭୁବନେଶ୍ବର: ମହାପ୍ରଭୁଙ୍କ ରତ୍ନଭଣ୍ଡାର ସଂପର୍କରେ ଜାଣିବା ପାଇଁ ଓଡ଼ିଶାବାସୀ ଓ ଭକ୍ତମାନେ ବହୁଦିନରୁ ଅପେକ୍ଷା କରିଛନ୍ତି। ରତ୍ନଭଣ୍ତାର ଆସନ୍ତା ୮ ତାରିଖରେ ଖୋଲାଯିବ ବୋଲି ମଧ୍ୟାହ୍ନ ସମୟରେ ଏଏସ୍‌ଆଇର ଜଣେ ଅଧିକାରୀ କହିଥିଲେ। ଏହାକୁ ନେଇ ପୂରା ରାଜ୍ୟରେ ରତ୍ନଭଣ୍ଡାରକୁ ନେଇ

ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ ଘଟଣା; ଆସନ୍ତାକାଲି ୪ ଘଣ୍ଟା କର୍ଫ୍ୟୁ କୋହଳ

ବାଲେଶ୍ୱର: ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ ଘଟଣାକୁ ନେଇ ଦୁଇ ଦିନ ହେବ ପୂରା ସହରରେ କର୍ଫ୍ୟୁ ଲାଗିଥିବାବେଳେ ଆସନ୍ତାକାଲି ଅର୍ଥାତ୍ ଗୁରୁବାର ଚାରି ଘଣ୍ଟା ପାଇଁ କୋହଳ କରାଯାଇଛି । ଆସନ୍ତାକାଲି ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟାନ୍ତ କର୍ଫ୍ୟୁ କୋହଳ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା

ବିଜେପିରେ ମିଶିଲେ କିରଣ ଚୌଧୁରୀ

ନୂଆଦିଲ୍ଲୀ: ହରିୟାଣାର ପାଞ୍ଚଥର ବିଧାୟକ କିରଣ ଚୌଧୁରୀ ଏବଂ ତାଙ୍କ ଝିଅ ଶୃତି ଚୌଧୁରୀ ବୁଧବାର (ଜୁନ୍ ୧୯) ରେ ବିଜେପିରେ ଯୋଗ ଦେଇଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପାଇଁ ଏହା ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି। ସିର୍ସା ଆସନରୁ ସାଂସଦ କୁମାରୀ ଶୈଳଜା କିରଣ ଚୌଧୁରୀଙ୍କ

ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା, ପ୍ରସନ୍ନ ଆଚାର୍ଯ୍ୟ ଉପନେତା

ଭୁବନେଶ୍ବର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା‌ ହେବେ। ଆଜି ବିଜେଡି ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବିଧାୟକ ଦଳ ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳିରୁ ବିଧାୟକ ନବୀନ ପଟ୍ଟନାୟକ ବିଜେଡି ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ ହୋଇଛନ୍ତି।

ଅସହ୍ୟ ଗରମ, ଗଲାଣି ୫୫୦ ହଜ୍‌ ଯାତ୍ରୀଙ୍କ ଜୀବନ

ଜୀବନ ନେଉଛି ଅସହ୍ୟ ଗରମ। ୫୦ ତଳକୁ ଖସୁନି ପାରଦ। ଫଳରେ ଏହା ଏବେ ହଜ୍ ଯାତ୍ରୀଙ୍କ ପାଇଁ କାଳ ସାଜିଛି। ସାଉଦି ଆରବରେ ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁ ୫୫୦ରୁ ଅଧିକ ହଜ୍‌ ଯାତ୍ରୀଙ୍କ ମୃତ୍ୟୁ ହୋଇସାରିଲାଣି। ସୂଚନା ମୁତାବକ, ମୃତକଙ୍କ ମଧ୍ୟରେ ଅଧିକାଂଶ ଇଜିପ୍ଟର ନାଗରିକ ଅଛନ୍ତି।