ବିଧାୟକଙ୍କ ବର୍ଷା ଜନିତ କ୍ଷତି ପରିଦର୍ଶନ

ନବରଙ୍ଗପୁର : ନବରଙ୍ଗପୁର ପୌରପାଳିକାର ବିଭିନ୍ନ ୱାର୍ଡରେ ଲଗାଣ ବର୍ଷା ରେ ଭୁଶୁଡି ପଡ଼ିଥିବା ଘର ଗୁଡିକୁ ବୁଲି ଥଇଥାନ ବ୍ୟବସ୍ଥା ପାଇଁ ନିର୍ଦେଶ ଦେଲେ ବିଧାୟକ। ନବରଙ୍ଗପୁର ସହର ସ୍ଥିତ ୧୨ ନମ୍ୱର ୱାର୍ଡ ଚାଇନାମାର୍କେଟ ର କେ.ବିଶ୍ବାଳ ରାଓ ଙ୍କ ଘର ଏବଂ ୮ ନଂ ୱାର୍ଡର ଭାନୁ ହରିଜନ ଏବଂ…

ବିପର୍ଯ୍ୟୟ ପରିଚାଳନାରେ ଗ୍ରାମ ପଂଚାୟତର ଭୂମିକା ଶୀର୍ଷକ ଆଲୋଚନା ଚକ୍ର

ଫୁଲବାଣୀ : ବିପର୍ଯ୍ୟୟ ପରିଚାଳନା ବର୍ତ୍ତମାନ ସମୟରେ ଏକ ଗୁରୁତ୍ୱ ପୂର୍ଣ୍ଣ ବିଷୟ ହୋଇଥିବା ବେଳେ ସରକାରଙ୍କ ତରଫରୁ ଏଥି ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯାଉଛି । ବିପର୍ଯ୍ୟୟ କହିଲେ ବନ୍ୟା, ବତ୍ୟା, ଭୂସ୍ଖଳନ, ବଜ୍ରାଘାତ ଯାହାକି ଧନ, ଜନ ଓ ଜିବନ ପ୍ରତି ବିପଦ ସୃଷ୍ଟି କରିଥାଏ ।…

ସବୁ ନଦୀର ସ୍ଥିତି ସ୍ବାଭାବିକ-, ମହାନଦୀର ଉପରମୁଣ୍ଡରେ ଜଳସ୍ତର କମୁଛି-ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ସବୁ ନଦୀର ସ୍ଥିତି ସ୍ବାଭାବିକ ରହିଛି ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ଚରଣ ମହାନ୍ତି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୧୨ଫୁଟ ଉପରେ ରହିଛି। ମୁଣ୍ଡଳିରେ ସାଢ଼େ ୩ ଲକ୍ଷ କ୍ୟୁସେକରୁ ଅଧିକ ଜଳ ପ୍ରବାହିତ ହେଉଛି।…

ଜାତୀୟ କୃମିନାଶକ ଦିବସରେ ରାଜ୍ୟର ୧୯ଟି ଜିଲାରେ ଔଷଧ ବଣ୍ଟନ

ଭୁବନେଶ୍ୱର,୧୦ା୮: ଜାତୀୟ କୃମିନାଶକ ଦିବସ ପାଳନ ଅବସରରେ ଆଜି ରାଜ୍ୟର ୧୯ଟି ଜିଲାରେ କୃମିନାଶକ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଜିଲାଗୁଡ଼ିକରେ ୧ରୁ ୧୯ ବର୍ଷ ପର୍ଯ୍ୟନ୍ତ ବାଳକ, ବାଳିକା ଏବଂ ୨୦ରୁ ୨୪ ବର୍ଷ ପର୍ଯ୍ୟନ୍ତ ମହିଳାଙ୍କୁ ଔଷଧ ପ୍ରଦାନ କରାଯାଉଛି । ଅନ୍ୟ ୧୧ଟି ଜିଲାରେ…

ଆଳୁ ସମସ୍ୟା ଆହୁରି ୧୫ ଦିନ ରହିବ, ଏସ୍‌ମା ଲାଗୁ କରି ବଜାରକୁ ନିୟନ୍ତ୍ରଣ କରିବା ଜରୁରୀ: ବିଜେଡି

ଭୁବନେଶ୍ବର: ରାଜ୍ୟରେ ପ୍ରାୟ ୨ ସପ୍ତାହ‌ ହେଲା ଆଳୁକୁ ନେଇ ଚର୍ଚ୍ଚା ଜୋରଧରିଛି। ପଶ୍ଚିମବଙ୍ଗରୁ ସ୍ବାଭାବିକ ଭାବେ ଆଳୁ ଆମଦାନୀ ହୋଇପାରୁ ନଥିବାର ଗ୍ରାହକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ରାଜ୍ୟରେ ଆଳୁ ଦର ସବୁଠି ସମାନ ନାହିଁ। ଆଲୁ କିଲୋ କେଉଁଠି ୩୫ ଟଙ୍କାରେ କେହିକେହି ୫୦…

ବିଜେଡି କାଉନ୍‌ସିଲରଙ୍କ ବିରୋଧରେ ୫ କୋଟି ଟଙ୍କାର ମାନହାନି ମୋକଦ୍ଦମା

ନୟାଗଡ : ନୟାଗଡ଼ ଜିଲ୍ଲା ଖଣ୍ଡପଡା ଏନ୍ଏସି ଅଧ୍ୟକ୍ଷା ଓ କାଉନସିଲରଙ୍କ ମଧ୍ୟରେ ଚାଲିଥିବା ବିବାଦ ରୋଚକ ମୋଡ଼ ନେଇଛି। NAC ଅଧ୍ୟକ୍ଷା ଆରତି ପ୍ରଧାନ ଓ ତାଙ୍କ ସ୍ୱାମୀ ବିଧାନ ଚନ୍ଦ୍ର ପ୍ରଧାନଙ୍କ ବିରୋଧରେ ବିଜେଡି କାଉନସିଲରଙ୍କ ଆପତ୍ତିଜନକ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ମାମଲା…

ସ୍ୱାଧୀନତା ଦିବସରେ ଆସିବ ‘ସୁଭଦ୍ରା’ ଏସ୍‌ଓପି

ଭୁବନେଶ୍ବର: ସୁଭଦ୍ରା ଯୋଜନା ଏସଓପି ଅଗଷ୍ଟ ୧୫ରେ ଆସିବ। ଏଥିରେ କିଏ ପାଇବେ, କିଏ ପାଇବେନି, ତାର ସ୍ପଷ୍ଟ ଚିତ୍ର ରହିବ। ସୁଭଦ୍ରା ଯୋଜନା ପାଇଁ ଆଧାର କାର୍ଡ ହିଁ ଯଥେଷ୍ଟ। ତେବେ ଉଚ୍ଚ ବର୍ଗର ଲୋକ ଏଥିରୁ ବାଦ ପଡିପାରନ୍ତି। ବିଶେଷକରି ଯେଉଁମାନେ ଆୟକର ଦେଉଛନ୍ତି ସେମାନଙ୍କୁ ସରକାର ବାଦ…

ଆସିଲା ୩୦୦ ଆଳୁ ଟ୍ରକ୍‌; ହେଲେ ଖୁଚୁରା ବଜାରରେ କମୁନି ଦର…

ଭୁବନେଶ୍ବର: ରାଜ୍ୟରେ ୪୦ ଟଙ୍କା ତଳକୁ ଖସିଲା ଆଳୁ ଦର। କାରଣ ରାଜ୍ୟର ବିଭିନ୍ନ ଗୋଦାମରେ ପହଞ୍ଚିଛି ୩୦୦ ଟ୍ରକ ଆଳୁ। ପଶ୍ଚିମବଙ୍ଗରୁ ୨୭୦ଟି ଆଳୁ ଗାଡ଼ି ଆସିଥିବା ବେଳେ ଉତ୍ତରପ୍ରଦେଶରୁ ୩୦ ଟ୍ରକ୍‌ ଆସିଛି। ପାଇକାରୀ ବ୍ୟବସାୟୀଙ୍କ କହିବା କଥା, ଏବେ ମଧ୍ୟ ରାଜ୍ୟ ସୀମାରେ ପଶ୍ଚିମବଙ୍ଗ ପୁଲିସ…

ଠିକ୍‌ ସମୟରେ ଜଳକର ନଦେଲେ କାର୍ଯ୍ୟାନୁଷ୍ଠାନ: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର: ବନ୍ୟା ନିୟନ୍ତ୍ରଣ ଓ ଚାଷୀଙ୍କ ପାଇଁ ଜଳସେଚନ ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିବା ହୀରାକୁଦ ଜଳଭଣ୍ଡାରରୁ କାଳକ୍ରମେ ସହରାଞ୍ଚଳର ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଉଛି। ସେହିପରି ଏହି ଜଳଭଣ୍ଡାରରୁ ଏକାଧିକ କଳକାରଖାନାକୁ ପାଣି ମିଳୁଛି। ତେବେ ଅଭିଯୋଗ ହେଉଛି ଯେ, ଅନେକଗୁଡ଼ିକ…

ଭାରତ ହାତରେ ପଞ୍ଚମ କାଂସ୍ୟ: କୁସ୍ତିରେ ଅମନଙ୍କୁ ପ୍ରଥମ ପଦକ

ପ୍ୟାରିସ୍‌: ଚଳିତ ପ୍ୟାରିସ୍‌ ଅଲିମ୍ପିକ୍ସରୁ ଭାରତକୁ ଶୁକ୍ରବାର ଷଷ୍ଠ ପଦକ ଆସିଯାଇଛି ପଞ୍ଚମ କାଂସ୍ୟ ରୂପରେ। ୫୭ କେଜି ପୁରୁଷ ଫ୍ରିଷ୍ଟାଇଲ୍‌ କୁସ୍ତିରେ ୨୧ ବର୍ଷୀୟ ଅମନ ସେରାୱତ ଭାରତକୁ ଚଳିତ ସଂସ୍କରଣରେ ପ୍ରଥମ ଏବଂ ଅଲିମ୍ପିକ୍ସ ଇତିହାସରେ ଅଷ୍ଟମ କୁସ୍ତି ପଦକ ଭେଟି ଦେଇଛନ୍ତି।…