Sign in
Sign in
Recover your password.
A password will be e-mailed to you.
ଜାତୀୟ ରାଜପଥ ପାଲଟିଛି କାଞ୍ଜିଆହୁଦା : ପୌର ପ୍ରଶାସନ ନିରବଦ୍ରଷ୍ଟା
ହିଞ୍ଜିଳିକାଟୁ : ଗତ କିଛି ମାସ ଧରି ହିଞ୍ଜିଳିକାଟୁ ସହର ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥଟି ବୁଲା ଗାଇଗୋରୁଙ୍କ ଚରାଭୂଇଁ ପାଲଟିଛି । ଏ ନେଇ ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଗାଇଗୋରୁଙ୍କୁ ଘରେ ରଖିବା ପରିବର୍ତ୍ତେ ମାଲିକମାନେ ନିଜର ସ୍ୱାର୍ଥ ହାସଲ ହେବା ପରେ!-->…
‘ସାମୁଦ୍ରିକ ଜୈବ ବିବିଧତାର ସମୁଚିତ ବ୍ୟବହାର’ ଶୀର୍ଷକରେ ଟିପିଏସ୍ଓଡିଏଲର ଆଲୋଚନା ଚକ୍ର
ବ୍ରହ୍ମପୁର : ଟାଟା ସଷ୍ଟେନେବିଲିଟି ମାସ ପାଳନ ଅବସରରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ବ୍ରହ୍ମପୁରସ୍ଥିତ କର୍ପୋରେଟ ଅଫିସରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । ‘ସାମୁଦ୍ରିକ ଜୈବ ବିବିଧତାର ସମୁଚିତ ବ୍ୟବହାର’ ଶୀର୍ଷକରେ ହୋଇଥିବା!-->…
ଏମ୍ ଭି ୭୯ ଜୟ ଜଗନ୍ନାଥ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ
ମାଲକାନଗିରି : ଏମ୍ଭି ୭୯ ହାଇସ୍କୁଲ ଖେଳ ପଡିଆ ଠାରେ ୪ ଦିନ ଧରି ଚାଲିଥିବା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍ଯାପିତ ହୋଇଯାଇଛି ଏହି ଟୁର୍ଣ୍ଣାମେଣ୍ଟରେ ଆଠ ଟି ଦଳ ଭାଗ ନେଇଥିବା ବେଲେ, ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍ ପେଣ୍ଡୁଲବାଇ ଓ ଲାଛିପେଟା କ୍ରିକେଟ୍ ଟିମ୍ ମଧ୍ୟରେ ଅନୁଷ୍ଠିତ!-->…
ବ୍ଲକ ପ୍ରଶାସନ ଓ ପିରାମଲ ସହଯୋଗରେ ରଜ ଉତ୍ସବ ପାଳନ
ମାଲକାନଗିରି : ଖଇରପୁଟ ବ୍ଲକ କଦମଗୁଡା ପଂଚାୟତ ପରିସରରେ ଋତୁସ୍ରାବ ସ୍ଵଚ୍ଛତା ନେଇ ଆକାଂକ୍ଷା ଜିଲ୍ଲା ଅନ୍ତର୍ଗତ ପିରାମଲ ଫାଉଣ୍ଡେସନ, ବ୍ଲକ ପ୍ରଶାସନ ଓ ଜିଲ୍ଲା ବନ ବିଭାଗର ମିଳିତ ପ୍ରୟାସରେ ରଜ ଉତ୍ସବ ପାଳନ କରାଯାଇଛି । ସରପଞ୍ଚ ସୂର୍ଯ୍ୟ ନାରାୟଣ ଝିଗିଡିଙ୍କ ପ୍ରତ୍ୟେକ୍ଷ!-->…
ଡ୍ରେନରେ ଭାସି ନାବାଳକ ମୃତ୍ୟୁ ଘଟଣାରେ BMC ଡ୍ରେନେଜ୍ ଡିଭିଜନ ସହକାରୀ ଯନ୍ତ୍ରୀ ନିଲମ୍ବିତ
ଭୁବନେଶ୍ବର : ରାଜଧାନୀ ଡ୍ରେନ୍ରେ ଭାସିଯାଇ ନାବାଳକ ମୃତ୍ୟୁ ଘଟଣାରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ଘଟଣାରେ ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)ର ଡ୍ରେନେଜ୍ ଡିଭିଜନରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କୁ ନିଲମ୍ବନ କରାଯାଇଛି।ଗତ ୧୮!-->…
ବାଟବଣା ୨୫ଟିକିଆ ହାତୀପଲ: ଜନବସତି ମୁଁହା ଦନ୍ତା, ଲୋକେ ଛାନିଆ
ଭଞ୍ଜନଗର : ଗଞ୍ଜାମ ଜିଲ୍ଲାର ଉତ୍ତର ଘୁମୁସର ବନଖଣ୍ଡରୁ କନ୍ଧମାଳ ଜିଲ୍ଲାର କଳିଙ୍ଗା ସେକ୍ସନକୁ ଗତ ଦେଢ଼ ମାସ ହେଲା ପଶି ଆସିଥିବା ଗଜରାଜ ଦଳ ସ୍ଥାନୀୟ ଅଞ୍ଚଳରେ ଉପଦ୍ରବ ଚଳେଇଛନ୍ତି। ଜଙ୍ଗଲରୁ ଗାଁକୁ, ଗାଁରୁ ସାହିକୁ, ସାହିରୁ ମୁଖ୍ୟ ସଡ଼କ, ରାଜ୍ୟ ରାଜପଥ, ରାଜ୍ୟ ରାଜପଥରୁ ଜାତୀୟ ରାଜପଥ!-->…
ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ
ଭୁବନେଶ୍ବର : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ। କାଲି ସକାଳ ୬ଟା ୩୦ରୁ ଦିନ ୧୦ଟା ୩୦ ପର୍ଯ୍ୟନ୍ତ ସ୍କୁଲ ଖୋଲିବ। ଖରା ଓ ଗୁଳୁଗୁଳିକୁ ଦେଖି ଆଉ ଦିନକ ପାଇଁ ସକାଳୁଆ ସ୍କୁଲ ଅବଧିକୁ ବୃଦ୍ଧି କରିଛନ୍ତି ସରକାର। ଆସନ୍ତା ୨୨ ତାରିଖ ଠାରୁ ସମସ୍ତ ସ୍କୁଲ ସ୍ୱାଭାବିକ ଭାବେ ଚାଲିବେ ବୋଲି!-->…
ବିଏସଏଫ ଯବାନଙ୍କ ଦ୍ୱାରା ବିପୁଳ ବିସ୍ପୋରକ ସହ ମାଓ ସାମଗ୍ରୀ ଜବତ…
ମାଲକାନଗିରି : ମାଲକାନଗିରି କାଲିମେଳା ବିଏସ ଏଫ ଯବାନଙ୍କୁ ସଫଳତା ଆଜି ୧୪୨ବିଏସଏଫ ବାଟାଲୀୟନ ଯବାନ ଙ୍କ ପକ୍ଷରୁ ଆନ୍ଦ୍ର ସୀମାନ୍ତ କୁର୍ମାନୁର ଓ ଦୁଲାଗଣ୍ଡି ଜଙ୍ଗଲରେ କୁମ୍ବିଙ୍ଗ ଅପରେସନ ସମୟରେ ମାଓ ଡମ୍ପ ଜବତ ହୋଇଛି । ମାଓବାଦୀ ଙ୍କ ଦ୍ଵାରା ଯବାନଙ୍କୁ ଟାର୍ଗେଟ କରି ଜଙ୍ଗଲରେ ଏକ!-->!-->!-->…
ନବୀନ ବାବୁ ଙ୍କୁ ଏକଦମ୍ ଫିଟ୍ ଓ ବ୍ୟୁଟିଫୁଲ୍ କହିଲେ ତାରା…
ଭୁବନେଶ୍ବର : ନିର୍ବାଚନ ସମୟରେ ନବୀନ ପଟ୍ଟନାୟକଙ୍କ ହାତ ଓ ମୁଣ୍ଡ ଥରୁଥିଲା। ତାଙ୍କ ମାଇକ୍ ଆଉ ଜଣେ ଧରୁଥିଲା। ହେଲେ ଏବେ ନବୀନ ବାବୁ ଏକଦମ୍ ଫିଟ୍ ଅଛନ୍ତି। ସେ ଠକ୍ଠକ୍ କରି ଚାଲୁଛନ୍ତି। ବ୍ୟୁଟିଫୁଲ୍ ଦେଖାଯାଉଛନ୍ତି। ଆଜି ଏପରି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ!-->…
ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପ: ଅବଶିଷ୍ଟ ୩୫୪ ଏକର ଜମି ଅଧିଗ୍ରହଣ କେବେ?
ରାଉରକେଲା: ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପ ହେଉଛି ଜିଲ୍ଲାବାସୀଙ୍କ ୬ ଦଶନ୍ଧି ପୁରୁଣା ଦାବି। ତେବେ ଏହି ବହୁ ପ୍ରତିକ୍ଷୀତ ଦାବି ପୂରଣହେବାର ନାଁ ନେଉନି। ବାସ୍ତବରେ ପ୍ରକଳ୍ପର ନୈରାଶ୍ୟଜନକ ଅଗ୍ରଗତି ପାଇଁ ଜମି ଅଧିଗ୍ରହଣରେ ଶିଥିଳତା ହିଁ ମୁଖ୍ୟ କାରଣ। ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ!-->…