ବ୍ୟାଡମିଣ୍ଟନ ଖେଳାଳିଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଫୁଲବାଣୀ (୧୧। ୮) : କନ୍ଧମାଳ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲଙ୍କର ମାଲକାନଗିରି ଜିଲ୍ଲାକୁ ବଦଳି ହୋଇ ଯାଇଛି । ସେ ଜଣେ ନିୟମିତ ବ୍ୟାଡମିଣ୍ଟନ ଖେଳାଳି ଭାବେ ଫୁଲବାଣୀ ସ୍ଥିତ କନ୍ଧମାଳ ଷ୍ଟାଡିୟମରେ ଖେଳୁଥିଲେ। ତେଣୁ ଆଜି ବ୍ୟାଡମିଣ୍ଟନ ଇନଡୋର ଠାରେ, କନ୍ଧମାଳ ଜିଲ୍ଲାପାଳ ଆଶିଷ…

୭୮ତମ ସ୍ବାଧୀନତା ଦିବସ: ଜାଣନ୍ତୁ କିଏ କେଉଁଠି କରିବେ ପତାକା ଉତ୍ତୋଳନ

ଭୁବନେଶ୍ଵର: ଦେଶ ପାଳିବ ୭୮ ତମ ସ୍ୱାଧୀନତା ଦିବସ। ଏଥିପାଇଁ ରାଜ୍ୟ ସ୍ତରୀୟ ଜାତୀୟ ପତାକା ଉତ୍ତୋଳନ ପାଇଁ ପ୍ରସ୍ତୁତି ହୋଇଛି। ଏଥର ନୂଆ କରି ସରକାର ଗଢ଼ିଥିବା ବିଜେପି ସ୍ୱାଧୀନତା ଦିବସ ପାଳିବ। ରାଜଧାନୀ ଭୁବନେଶ୍ୱରରେ ଜାତୀୟ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। …

ବ୍ୟାପୁଛି ଝାଡ଼ାବାନ୍ତି! ଜଣେ ମୃତ, ଅନେକ ମେଡ଼ିକାଲ୍‌ରେ

ବଲାଙ୍ଗିର: ଘରକୁ ଘର ବ୍ୟାପୁଛି ଝାଡ଼ାବାନ୍ତି। ଗତ ଦୁଇ ଦିନରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଅସୁସ୍ଥ ହୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ବର୍ଷା ଋତୁରେ ଏପରି ଖବର ଆସିଛି ବଲାଙ୍ଗିର ସଦର ବ୍ଲକ ଅଞ୍ଚଳରୁ। ଏନେଇ ଖବର ପ୍ରକାଶ ପାଇବା ପରେ ଗାଁରେ ପହଞ୍ଚିଛି ମେଡିକାଲ୍‌ ଟିମ୍‌। …

ଆପ୍‌ର ପ୍ରଚାର ମଙ୍ଗ ଧରିବେ ସିସୋଦିଆ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଜେଲରେ ଅଛନ୍ତି। ତାଙ୍କ ଅନୁପସ୍ଥିତିରେ ନିକଟରେ ଜେଲରୁ ବାହାରିଥିବା ଆପର ନମ୍ବର ୨ ନେତା ମନୀଷ ସିସୋଦିଆଙ୍କୁ ଗୁରୁଦାୟିତ୍ୱ ମିଳିବ। ନିକଟରେ ଅନୁଷ୍ଠିତ ହେବାକୁ ଥିବା ଦିଲ୍ଲୀ ଓ ହରିୟାଣା ବିଧାନସଭା ନିର୍ବାଚର…

ଦ୍ୱିତୀୟ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ…

ରାଇଘର : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ, ପରଚିପାରା ଡିଏନକେ ଇଉଜିଏମ ଇ ବିଦ୍ୟାଳୟ ପରିସରରେ ଆଜି ସ୍କୁଲର ପ୍ରଧାନ ଶିକ୍ଷକ ଛାତ୍ରଛାତ୍ରୀ ମାନଙ୍କର ଅଭିଭାବକମାନଙ୍କୁ ଡାକି ଏକ ସମ୍ମିଳନୀ ସଭା ଆୟୋଜନ କରାଯାଇଅଛି। ଉକ୍ତ ସମ୍ମିଳନୀରେ ଆଲୋଚ୍ୟ ବିଷୟ ବସ୍ତୁ ହେଲା ବିଦ୍ୟାଳୟରେ ଯେ ପରି ଭଲ…

ଆଳୁ ମିଶନ ଫେଲ୍ ପଛର କାରଣ ଖୋଜନ୍ତୁ ସରକାର: ବିଜୟ ପଟ୍ଟନାୟକ

ଭୁବନେଶ୍ବର: ରାଜ୍ୟରେ ଆଳୁ ଦର ବୃଦ୍ଧିକୁ ନିୟନ୍ତ୍ରଣକୁ ଆଣିବା ଲାଗି ନେଇ ରାଜ୍ୟ ସରକାର କାମ କରୁଛନ୍ତି। ଏହାରି ଭିତରେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ କିନ୍ତୁ ଅଲଗା କଥା କହିଛନ୍ତି। ସେ କହିଛନ୍ତି କି, ପୂର୍ବ ସରକାର ଆଳୁ ମିଶନ ନାମରେ ରାଜକୋଷରୁ କୋଟି କୋଟି ଟଙ୍କା ଚଳୁ କରିଦେଇଛନ୍ତି।…

ଆଳୁ ଟ୍ରକ ଜଗିବାକୁ ସିସିଟିଭି ଲଗାଇଲା ପଶ୍ଚିମବଙ୍ଗ

କୋଲାକାତା: ପ୍ରଥମେ ଆଳୁ ଦେଲାନାହିଁ, ଆଉ ଏବେ ଯାହା ଯେମିତି ଆସୁଥିଲା ତାହା ଉପରେ ବି ଲଗାମ ଲଗାଇବାକୁ ଅଭିନବ ପଦକ୍ଷେପ ନେଇଛନ୍ତି । ଏଥିପାଇଁ ସୀମାରେ ଗଳା ବାଟଦେଇ ଆସୁଥିବା ଆଳୁ ଟ୍ରକକୁ ଜଗିବାକୁ ସିସିଟିଭି ଲଗାଇଛନ୍ତି ପଶ୍ଚିମବଙ୍ଗ ସରକାର । କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଓଡିଶା…

ଯଶୋଦା ଫାଉଣ୍ଡେସନ ପକ୍ଷରୁ ଚାରା ରୋପଣ ଓ ବଣ୍ଟନ କାର୍ଯ୍ୟକ୍ରମ

ଛତ୍ରପୁର : ଯଶୋଦା ଫାଉଣ୍ଡେସନ ପକ୍ଷରୁ ଚାରା ରୋପଣ ଓ ବଣ୍ଟନ କାର୍ଯ୍ୟକ୍ରମ ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି, ଛତ୍ରପୁର ବ୍ଲକ ଅନ୍ତର୍ଗତ ବଳରାମପୁର ଗ୍ରାମ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଶିକ୍ଷାବିତ…

ହିଣ୍ଡେନବର୍ଗ ରିପୋର୍ଟ ଉପରେ ପ୍ରତିକ୍ରିୟା ରଖିଲା ଆଦାନି ଗ୍ରୁପ୍

ସେବି ମୁଖ୍ୟଙ୍କ ପରେ ହିଣ୍ଡେନବର୍ଗର ତଦନ୍ତ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କଲା ଆଦାନି ଗ୍ରୁପ୍। ହିଣ୍ଡେନବର୍ଗର ରିପୋର୍ଟ ଭିତ୍ତିହୀନ, ଜାଣିଶୁଣି ବଦନାମ କରିବା ଉଦ୍ଦେଶ୍ୟରେ କରାଯାଉଥିବା ଆଦାନି ଗ୍ରୁପ୍ ଅଭିଯୋଗ କରିଛି। ଏନେଇ ଆଦାନି ଗ୍ରୁପ୍ ପକ୍ଷରୁ ଏକ ବିବୃତ୍ତି ଜାରି କରି…

ତାସ ଖେଳରୁ ହତ୍ୟାକାଣ୍ଡ, ୨ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ

ଦେଓଗଡ଼ : ତାସ ଖେଳରୁ ହତ୍ୟାକାଣ୍ଡ । ଦେଓଗଡ଼ ଜିଲ୍ଲା କୁଣ୍ଡେଇଗୋଳା ଥାନା ଗମ୍ୱାରିପାଳ ଗାଁରେ ତାସ ଖେଳକୁ ନେଇ ହତ୍ୟାକାଣ୍ଡ ଘଟିଛି । ଗମ୍ୱାରିପାଳ ଗାଁର ଅଜୟ ମୁଖି ଓ ତାଙ୍କର ଅନ୍ୟ ୩ଜଣ ବନ୍ଧୁ ମିଶି ତାସ ଖେଳୁଥିଲେ । ତାସ ଖେଳ ପରେ ମଦ୍ୟପାନ କରିଥିଲେ । ପରେ ପରସ୍ପର ମଧ୍ଯରେ…