ପୋଲିସ ଉପରକୁ ଗୋରୁ ମାଫିଆଙ୍କ ଗୁଳିମାଡ଼

କେନ୍ଦୁଝର: ମୁଖ୍ୟନ୍ତ୍ରୀଙ୍କ ଜିଲ୍ଲାରେ ଗୋରୁ ମାଫିଆଙ୍କ ଆତଙ୍କରାଜ୍। ଗୋରୁ ଗାଡି ଅଟକାଇବାରୁ ପୁଲିସ ଉପରକୁ ଗୋରୁ ମାଫିଆ ଗୁଳିମାଡ଼ କରିଥିବା ସୂଚନା ମିଳିଛି। କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା। ସୂଚନା ଅନୁସାରେ ପଣ୍ଡାପଡ଼ା ଥାନା ପୋଲିସ ଗୋରୁ ମାଫିଆଙ୍କ…

ଏମ.ଭି.ଏ ଟ୍ରାନ୍ସଫରମର ଆସିକା ସହର ପାଇଁ ସ୍ଥାପିତ :ଲୋ ଭୋଲ୍ଟେଜ ସମସ୍ୟା ଦୂର ହେବ…

ବ୍ରହ୍ମପୁର: ଆସିକା ସହରରେ ଦୀର୍ଘ ଦିନ ହେଲା ଲୋ ଭୋଲ୍ଟେଜ ସମସ୍ୟା ଲାଗିରହିଲା। ଆଜି ପୂର୍ବ ସୂଚନା ଦେଇ ଟାଟା ପାୱାର ସକାଳ ୭ ଘଣ୍ଟା ଠାରୁ ସନ୍ଧ୍ୟା ୫ ଘଣ୍ଟା ବୁଦ୍ୟୁତ ସରବାରହ ବନ୍ଦ ରହିବାକୁ ସୂଚନା ଦେଇଥିଲା। ଆଜି ଆସିକା ତାଲୁକା ଛକ ଠାରେ ଥିବା ସବ ଷ୍ଟେସନ ଠାରେ ଏକ ୮ ଏମ.ଭି.ଏ ର ନୂତନ…

୭୮ ତମ ସ୍ବାଧିନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତାର ଫଳାଫଳ।

ବ୍ରହ୍ମପୁର : ୭୮ତମ ସ୍ବାଧିନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଗୁଡ଼ିକ ସହିଦ୍ ଲକ୍ଷ୍ମଣ ନାୟକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା ଏହି ପ୍ରତିଯୋଗିତା ଗୁଡିକରେ ଡକ୍ଟର ପିନାକୀ ମହାନ୍ତି, ଅଧ୍ୟକ୍ଷ, ଶ୍ରୀମତି ସବିତା କୁମାରୀ ସାହୁ,…

ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ସ୍ପାର୍କ-୧ ଉନ୍ମୋଚିତ

ନବରଙ୍ଗପୁର : ଦଶମ ଶ୍ରେଣୀ ରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ ନିମନ୍ତେ ଏକ ସହାୟକ ପୁସ୍ତିକା ସ୍ପାର୍କ-୧ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଅଛି। ବେହେଡା ସ୍ଥିତ ଉଚ୍ଚ ମାଧ୍ୟମିକ…

ବଦଳି ପାଇଁ ନିର୍ଦ୍ଦେଶର ଘଣ୍ଟା କେଇଟା ମଧ୍ୟରେ ପୁଣି ଏହାକୁ ବାତିଲ କଲେ ସରକାର

ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସିକାଙ୍କ ଏପରି ବଦଳି ବାତିଲକୁ ନେଇ ଚର୍ଚା ଜୋର ମାଲକାନଗିରି,୧୦।୮ : ଘଣ୍ଟା କେଇଟା ମଧ୍ୟରେ ସରକାର ବଦଳାଇଲେ ନିଜ ନିର୍ଦ୍ଦେଶ । ପ୍ରଥମେ ଦେଲେ ବଦଳି ପାଇଁ ନିର୍ଦ୍ଦେଶ ଏହାର କିଛି ଘଣ୍ଟା ମଧ୍ୟରେ ପୁଣି ଆସିଲା ବଦଳି ବାତିଲ ପାଇଁ…

କୃଷ୍ଣ ଗଡତିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକଙ୍କ ବୈଠକ

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୃଷ୍ଣ ଗଡତିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିଭୀଷଣ ତନ୍ତୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି | ଅଭିଭାବକ ମାନଙ୍କୁ ସ୍ଵାଗତ…

ସିନ୍ଧିଗୁଡା ପୋଲ ଦୁଇପାଖ ରାସ୍ତା ମରାମତି ପାଇଁ ଧାରଣା

ମାଲକାନଗିରି : ମାଲକାନଗିରି ଖଇରପୁଟ ବ୍ଲକ ଅନ୍ତର୍ଗତ ପରକନମାଳା ଗ୍ରାମ ପଞ୍ଚାୟତର ସିନ୍ଧିଗୁଡା ଗ୍ରାମ ନିକଟରେ ଥିବା ପୋଲଟିର ଦୁଇପାଖ ଚଳିତ ବର୍ଷାରେ ଧୋଇ ଯାଇଥିଲା ଓ ଯେହେତୁ ଏହା ମାଲକାନଗିରି ସଦରକୁ ଯିବା ପାଇଁ ଏକ ମୁଖ୍ୟ ସଡ଼କ ମାର୍ଗ ହୋଇଥିବାରୁ ଯାତାୟାତ ରେ ବାଧା ଉପୁଜିଥିଲା ।…

ରୋଟାରୀ କ୍ଲବ୍‌ ଫୁଲବାଣୀ ପକ୍ଷରୁ ଏମକେଏସପି ଶିକ୍ଷା ନିକେତନକୁ ୱାଟର୍‌ ପ୍ୟୁରିଫାଏର୍ ପ୍ରଦାନ

ଫୁଲବାଣୀ : ରୋଟାରୀ କ୍ଲବ୍‌ ଫୁଲବାଣୀ ତରଫରୁ ମୋହନଦାସ କରମଚାନ୍ଦ ଶିକ୍ଷାନିକେତନର ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ଶୁଦ୍ଧ ପାନୀୟ ଜଳଯୋଗାଣ ନିମନ୍ତେ ଏକ ୱାଟର୍‌ ପ୍ୟୁରିଫାଏର୍‌ ଯୋଗାଇ ଦିଆଯାଇଥିଲା। ଏହି ଅବସରରେ ରୋଟାରୀ କ୍ଲବ୍‌ ସଭାପତି ବିପ୍ରଚରଣ ପାତ୍ର ଏହି ୱାଟର୍‌ ପ୍ୟୁରିଫାଏର୍‌…

କନ୍ଧମାଳ ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ ଉଦଘାଟନ -୨୦୨୪

ଫୁଲବାଣୀ : କନ୍ଧମାଳ ଜିଲ୍ଲା ତୁଡିପାଜୁ ଜବାହାର ନବୋଦୟ ବିଦ୍ୟାଳୟ ସଭାଗୃହଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ବିଜୟ କୁମାର ପଣ୍ଡାଙ୍କ ଦ୍ବାରା ଜିଲ୍ଲା ସ୍ତରୀୟ ଜାତୀୟ କୃମିନାଶକ ଦିବସ ଉଦଘାଟିତ ହୋଇଯାଇଛି । ଉକ୍ତ ସମାରୋହରେ ଜିଲ୍ଲା ଅତିରକ୍ତି…

କାରକୁ ବଞ୍ଚାଇବାକୁ ଯାଇ, ଅଳ୍ପକେ ବର୍ତ୍ତିଲେ ଟ୍ରେଲର ଚାଳକ !

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ ଚୁଙ୍ଗିଗେଟ ଦେଇ ଯାଇଥିବା ୧୪୩ ନମ୍ବର ଜାତୀୟ ରାଜପଥ ରାସ୍ତା ମୁହାଣୀ ରେ ଗୋଟିଏ କାର କୁ ବଞ୍ଚାଇବାକୁ ଯାଇ ବିଲରେ ଓହ୍ଲାଇଲା ଟ୍ରେଲର ଅଳ୍ପକେ ବର୍ତ୍ତିଲେ ଚାଳକ | ଏହି ଟ୍ରେଲର ବିହାର ରାଜ୍ୟ ପତ୍ରାତୁ ଅଞ୍ଚଳରୁ…