Sign in
Sign in
Recover your password.
A password will be e-mailed to you.
ଉମରକୋଟରେ ବିଶ୍ଵ ଆଦିବାସୀ ଦିବସ ପାଳିତ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବିଶ୍ବ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆଦିବାସୀ ଜନ ଜାତି ପକ୍ଷରୁ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି DNK ଡାକ ବଙ୍ଗଳା ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସ୍ଥାନୀୟ ହାଟପଦା ଠାରେ ପହଞ୍ଚିଥିଲା । ଏବଂ ସେଠାରେ ଏକ ସଭାର ଆୟୋଜନ!-->…
ନବରଙ୍ଗପୁର ଜିଲ୍ଲାରେ ଅଗଷ୍ଟ କ୍ରାନ୍ତି ଦିବସ ପାଳିତ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରେ ଅଗଷ୍ଟ କ୍ରାନ୍ତି ଦିବସ ପାଳିତ ହୋଇଛି। ସ୍ବାଧୀନତା ସଂଗ୍ରାମୀ ସହିଦ ସ୍ମୃତି ସଂସଦ ଆନୁକୁଲ୍ୟ ରେ ଆଜି ଅଗଷ୍ଟ କ୍ରାନ୍ତି ଦିବସ ପାଳନ କରାଯାଇଛି। ନବରଙ୍ଗପୁର କୋଷାଗାର କାର୍ଯ୍ୟାଳୟ ପରିସର ରେ ଥିବା ବ୍ରିଟିଶ ଶାସନ କାଳର ପୁରୁଣା ଜେଲ ନିକଟରେ ଜାତିର!-->…
ଆସିକା ସହରର ଗ୍ରାହକଙ୍କ ବିଦ୍ୟୁତ ବିଲ ପୈଠ କେନ୍ଦ୍ର ସ୍ଥାନାନ୍ତରକୁ ନେଇ ଅସନ୍ତୋଷ….
ଆସିକା : ଆସିକା ସହର ର ବିଦ୍ୟୁତ ବିଲ ସତ୍ୟନାରାୟଣ ମନ୍ଦିର ଠାରେ ଦୀର୍ଘ ବର୍ଷ ହେଲା ପୈଠ କରାଯାଉଥିଲା। ଚଳିତ ମାସ ଏକ ତାରିଖ ରୁ ତାଲୁକା ବିଦ୍ୟୁତ କେନ୍ଦ୍ରକୁ ସ୍ଥାନ୍ତର କରାଯାଇଛି। ସହର ର ଗ୍ରାହକ ବିଦ୍ୟୁତ ବିଲ ପୈଠ କରିବାକୁ ଆସି ଅଫିସ ତାଲୁକା ବିଦ୍ୟୁତ କାର୍ଯ୍ୟାଳୟ କୁ ଚାଲିଯାଇଥିବା!-->…
୧୩ ଵର୍ଷିଆ ନାବାଳିକା ଅସଦାଚରଣରେ ଅଭିଯୁକ୍ତକୁ ୩ଵର୍ଷ ସଶ୍ରମ କାରାଦଣ୍ଡ ସହ ୩ ହଜାର ଟଙ୍କା ଜୋରିମାନା
ଫୁଲବାଣୀ : ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋର ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଏକ ୧୩ ଵର୍ଷିଆ ନାବାଳିକା ଅସଦାଚରଣର ୧୭ଜଣ ସାକ୍ଷୀ ଆଧାରରେ ବିଚାର କରି ମୁକେଶ କୁମାର ନାୟକ ୩୮ବର୍ଷ ଦାରିଙ୍ଗବାଡି, ଜିଲ୍ଲା କନ୍ଧମାଳକୁ ଦୋଷୀ ସାବ୍ୟସ୍ତ କରି ୩ଵର୍ଷ ସଶ୍ରମ କାରାଦଣ୍ଡ ସହ ୩ ହଜାର ଟଙ୍କା!-->…
‘ଆଦର୍ଶ ସ୍ନାତକ ମହାବିଦ୍ୟାଳୟ’ରେ ଆଜି ‘ ବିଶ୍ୱ ଆଦିବାସୀ ଦିବସ’ ପାଳିତ
ମାଲକାନଗିରି,୯/୮ : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ 'ଆଦର୍ଶ ସ୍ନାତକ ମହାବିଦ୍ୟାଳୟ'ରେ ଆଜି ' ବିଶ୍ୱ ଆଦିବାସୀ ଦିବସ' ଅତ୍ୟନ୍ତ ଜାକଜମକ ସହକାରେ ପାଳନ କରାଯାଇଛି। ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଯାହାର ସଭାପତିତ୍ବ ଆସନରେ ଅଳଙ୍କୃତ ଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଆଲୋକ!-->…
ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ
ମାଲକାନଗିରି : ମାଲକାନଗିରି ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଏବଂ ଉତ୍କଳ ସମ୍ମିଳନ ମିଳିତ ଆନୁକୂଲ୍ୟରେ ମାଲକାନଗିରି ମହାବିଦ୍ୟାଳୟର ଓଡ଼ିଆ ବିଭାଗ କକ୍ଷରେ ୧୬୩ତମ ଗଙ୍ଗାଧର ମେହେରଙ୍କ ଜନ୍ମଦିବସ ପାଳିତ ହୋଇଛି l ଏହି ସଭାକୁ ବିଭାଗ ମୁଖ୍ୟ ତପନ କୁମାର ବେହେରାଙ୍କ!-->…
ଏସ୍ସିବିରେ କ୍ରେନ୍ ଭାଙ୍ଗି ୩ ଶ୍ରମିକ ଗୁରୁତର
କଟକ: ବଡ଼ମେଡିକାଲରେ ଶୁକ୍ରବାର ବଡ଼ ଦୁର୍ଘଟଣା ଘଟିଛି। ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ ଏକ କ୍ରେନ୍ ଭାଙ୍ଗିପଡ଼ିଛି। ଫଳରେ ଘଟଣାସ୍ଥଳରେ ୩ ଜଣ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି। ଏସସିବି ସେକେଣ୍ଡ କ୍ୟାମ୍ପସରେ ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ କେଉଁ କାରଣରୁ କ୍ରେନ୍ଟି ଭାଙ୍ଗି!-->…
‘ଆଳୁ’ ପ୍ରସଙ୍ଗରେ ମମତାଙ୍କ ସହ କଥା ହେବାକୁ ପଶ୍ଚିମବଙ୍ଗ ଗଲେ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ
ଭୁବନେଶ୍ବର: ରାଜ୍ୟରେ ଏବେ ବି କମିନି ଆଳୁ ସଙ୍କଟ । କିଲୋଗ୍ରାମ ପିଛା ୬୦ ଟଙ୍କାରେ ବିକ୍ରି ହେଉଛି ଆଳୁ । ଓଡିଶାବାସୀଙ୍କ ମୁଖ୍ୟ ପରିବା ଆଳୁ ହୋଇଥିବାବେଳେ, ଏଭଳି ଚଢ଼ା ଦରକୁ ନେଇ ଖାଉଟିଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଗାଡ଼ି ନଛାଡିବାରୁ!-->…
ଚିତ୍ରକୋଣ୍ଡା ଷ୍ଟେଟ ବ୍ୟାଙ୍କ ସମ୍ମୁଖର ବିକଳ ଚିତ୍ର
ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପରିସର ସମ୍ମୁଖରେ ବର୍ଷା ପାଣି ଜମି କାଦୁଅ ପଚ ପଚ ହେଉଥିବା ଯୋଗୁଁ ଗ୍ରାହକ ମାନଙ୍କ ଭିତରେ ଅସନ୍ତୁଷ୍ଟ ଭାବ ଦେଖା ଦେଇଛି। ଅଞ୍ଚଳର ଅଠର ଗୋଟି ପଞ୍ଚାୟତର ଲୋକେ ଏହି ବ୍ୟାଙ୍କ ଉପରେ!-->!-->!-->…
NEET-PG ପରୀକ୍ଷାକୁ ସ୍ଥଗିତ ରଖିବାକୁ ମନା କଲେ ସୁପ୍ରିମକୋର୍ଟ
ରବିବାର (ଅଗଷ୍ଟ ୧୧) ହେବାକୁ ଥିବା NEET-PG ପରୀକ୍ଷାକୁ ସ୍ଥଗିତ ରଖିବାକୁ ଆଜି ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। ଏ ନେଇ ହୋଇଥିବା ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ ଏହି ପରୀକ୍ଷାକୁ ଘୁଞ୍ଚାଇବାକୁ ନିର୍ଦ୍ଦେଶ ଦେବାକୁ ମନା କରି ଦେଇଛନ୍ତି।
!-->!-->!-->…