ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା କଲେ ଦୁବୃତ୍ତ

ପୁରୀ: ପୁରୀ ସହରରେ ଆଉ ଏକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଟାଉନଥାନା ଅନ୍ତର୍ଗତ ହାଡଗୋଡିଆ ସାହି ରାଧାଗୋବିନ୍ଦ ଲେନ୍ ଠାରେ କିଛି ଦୁର୍ବୁତ୍ତଙ୍କ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣଙ୍କ ହେଲେ ହାଡଗୋଡିଆ ସାହି ରାଧାଗୋବିନ୍ଦ ଲେନର ଦିନେଶ କୁମାର ଖୁଣ୍ଟିଆ । ପୂର୍ବ…

ଧରା ପଡ଼ିଲା କୁଖ୍ୟାତ ISIS ଆତଙ୍କବାଦୀ ରିଜୱାନ ଅବଦୁଲ ହାଜି ଅଲ୍ଲି

ଶେଷରେ ଧରା ପଡ଼ିଲା କୁଖ୍ୟାତ ISIS ଆତଙ୍କବାଦୀ ରିଜୱାନ ଅବଦୁଲ ହାଜି ଅଲ୍ଲି । ସେ NIAର ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ସାମିଲ ଥିଲା। ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ୍‌ ତାକୁ ଆଜି ଭୋରରୁ ମାଡ଼ି ବସିଛି। ରିଜୱାନ ଉପରେ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଆତଙ୍କବାଦୀ…

ଭି.କେ.ପାଣ୍ଡିଆନଙ୍କ ହେଲିକପ୍ଟରରେ ଗସ୍ତ ଖର୍ଚ୍ଚର ତଦନ୍ତ ହେବ: ପରିବହନ ମନ୍ତ୍ରୀ

ଭୁବନେଶ୍ବର: ଭି.କେ ପାଣ୍ଡିଆନଙ୍କ ହେଲିକପ୍ଟରରେ ଗସ୍ତ ଖର୍ଚ୍ଚକୁ ନେଇ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ହେଲିକପ୍ଟର ଖର୍ଚ୍ଚର ତଦନ୍ତ ଆରମ୍ଭ ହେବ ଏବଂ ଏନେଇ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭି. କେ ପାଣ୍ଡିଆନଙ୍କ…

ପୁରୀରେ ଶ୍ରୀଜିଉଙ୍କ ଦର୍ଶନ କଲେ ଆରଏସଏସ ମୁଖ୍ୟ ମୋହନ ଭଗବତ

ପୁରୀ: ଓଡ଼ିଶାରେ ପହଞ୍ଚିବାର ଗୋଟିଏ ଦିନ ପରେ ରାଷ୍ଟ୍ରିୟ ସ୍ବଂୟସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭଗବତ ଶୁକ୍ରବାର ଦିନ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଯାଇ ମହାପ୍ରଭୁଙ୍କ ଆଶିଷ ନେଇଛନ୍ତି। ଏହା ପରେ ସେ ଗୋବର୍ଦ୍ଧନ ପୀଠରେ ପୁରୀ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ…

ଭୂମିକମ୍ପ ଝଟକାରେ ଦୋହଲିଲା ସିକିମ

ଆଜି ଭୋରୁ ଭୋରୁ ଭୂମିକମ୍ପ ଝଟକାରେ ଦୋହଲିଛି ସିକିମ। ସକାଳ ୬ଟା ୫୭ ମିନିଟ୍‌ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ରେକର୍ଡ କରାଯାଇଛି। ତେବେ ଏହା ପ୍ରଭାବରେ ଜନଜୀବନ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରିନି। ଭୂମିକମ୍ପର କେନ୍ଦ୍ର ସିକିମ ହିଁ…

କୁଟୁମ୍ବ ଯୋଜନାରେ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ଭତ୍ତା ଦିଆଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କ୍ରାନ୍ତି ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, କୁଟୁମ୍ବ ଯୋଜନାରେ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ଭତ୍ତା ଦିଆଯିବ। ଏନେଇ ଖୁବ୍ ଶୀଘ୍ର ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରକୁ ଚିହ୍ନଟ କରାଯିବ। ଏହି ଘୋଷଣାକୁ…

ରାତି ସୁଦ୍ଧା ପିକ୍ ଅତିକ୍ରମ, ତଳିଆ ଅଞ୍ଚଳରେ ପଶିପାରେ ପାଣି

ଭୁବନେଶ୍ଵର; ରାଜ୍ୟରେ ବନ୍ୟା ସ୍ଥିତି ନାହିଁ । ଏନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । ତେବେ ମହାନଦୀରେ ଜଳସ୍ତର ବଢୁଥିବାରୁ କେବଳ ତଳିଆ ଅଞ୍ଚଳରେ ପାଣି ପଶିପାରେ । ଏନେଇ ସତର୍କ ଅଛୁ। ରାତି ସୁଦ୍ଧା ଭାର୍ଗବୀ, ଦୟାରେ ପିକ୍ ଅତିକ୍ରମ କରିବ ବନ୍ୟାଜଳ ବୋଲି କହିଛନ୍ତି…

ଝିଅଙ୍କ ଆଇନଗତ ବିବାହ ବୟସ ୧୮ରୁ ୯କୁ ହ୍ରାସ କରିବାକୁ ପ୍ରସ୍ତାବ, ତେଜିଲା ବିବାଦ

ବିବାହ ପାଇଁ ଝିଅମାନଙ୍କ ଆଇନଗତ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରିବାକୁ ପ୍ରସ୍ତାବ ଦିଆଯାଇଛି। ସଂସଦରେ ଏହି ବିଲ୍ ଆଗତ ହେବା ପରେ ବ୍ୟାପକ ଉତ୍ତେଜେନା ଦେଖାଯାଇଛି। କିଛି ସଂଗଠନ ଏବଂ ମହିଳାମାନେ ଏହାକୁ ତୀବ୍ର ବିରୋଧ କରିଛନ୍ତି। ଏପରି ଏକ ଖବର ଇରାକରୁ ଆସିଛି। ସୂଚନା ଅନୁସାରେ,…

ଦର୍ପଦଳନ ରଥର ମୁଖ୍ୟ ମହାରଣାଙ୍କ ଦେହାନ୍ତ, ୭୦ରୁ ଊର୍ଦ୍ଧ୍ବ ରଥ କରିଛନ୍ତି ନିର୍ମାଣ

ପୁରୀ : ପରଲୋକରେ ଦର୍ପଦଳନ ରଥର ମୁଖ୍ୟ ମହାରଣା । ବର୍ଷିଆନ ରଥନିର୍ମାଣ ବିଶ୍ବକର୍ମା କୃଷ୍ଣଚନ୍ଦ୍ର ମହାରଣାଙ୍କ ପରଲୋକ । ୯୦ ବର୍ଷ ବୟସରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ପିଲାଟି ବେଳେ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ କୃଷ୍ଣଚନ୍ଦ୍ର । ଗତ ରଥ…

ହୀରାକୁଦ ଖୋଲିଲା ଆଉ ୬ ଗେଟ୍

ସମ୍ବଲପୁର: ହୀରାକୁଦ ଡ୍ୟାମର ଖୋଲିଲା ଆଉ ୬ ଗେଟ୍ । ମୋଟ ୧୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ହୀରାକୁଦର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ଜଳସ୍ତର । ଏହି ଦୃଷ୍ଟିରୁ ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍ ଖୋଲା ଯାଇଛି l ଗତକାଲି ପର୍ଯ୍ୟନ୍ତ ୮ଟି ଗେଟ୍ ଦେଇ ବନ୍ୟାଜଳ…