ଢେଙ୍କାନାଳ ଏସ୍‌ପି ଅଫିସ୍‌ ସମ୍ମୁଖରେ ବାପ-ପୁଅଙ୍କ ଆତ୍ମାହୁତି ଉଦ୍ୟମ, ଉଭୟଙ୍କୁ କାବୁ କଲା ପୋଲିସ

ଢେଙ୍କାନାଳ ୧୨।୬: ଢେଙ୍କାନାଳ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସମ୍ମୁଖରେ ବାପ-ପୁଅ ଆତ୍ମାହୁତି ଉଦ୍ୟମ କରିଛନ୍ତି । ପେଟ୍ରୋଲ ଢାଳି ହୋଇ ଜିଲ୍ଲା ପୋଲିସ କାର୍ଯ୍ୟାଳୟକୁ ଯିବାବେଳେ ଉଭୟଙ୍କୁ ସୁରକ୍ଷିତ ଭାବେ ପୋଲିସ କାବୁ କରି ନେଇଛି । ତାଙ୍କ ଠାରୁ ପେଟ୍ରୋଲ ବୋତଲକୁ ପୋଲିସ ଜବତ କରିଥିବା ବେଳେ

ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା କରିଛନ୍ତି। କେଜିରୁ ପିଜି ଦେୟ ମୁକ୍ତ ହେବ। ସେହିପରି ଶିକ୍ଷାକୁ ସାର୍ବଜନୀନ ଓ ଦେୟମୁକ୍ତ କରାଯିବ। ଅର୍ଥାତ୍ କେଜିରୁ ପିଜି ପର୍ଯ୍ୟନ୍ତ ସମସ୍ତଙ୍କୁ ଦେୟ ମୁକ୍ତ ଶିକ୍ଷା

୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି, ରାଜଧାନୀ ଭୁବନେଶ୍ବରରେ ନୂଆ ରାସ୍ତାର କଲେ ଉଦ୍‌ଘାଟନ

ଭୁବନେଶ୍ବର ୧୨।୬: ଉଦଘାଟନ ହେଲା ଜୟଦେବ ବିହାର ନନ୍ଦନକାନନ ପାରାଲାଲ ରୋଡ୍। ଏକାମ୍ର କାନନରୁ ଚୁନକୋଇଲି ପର୍ଯ୍ୟନ୍ତ ଥିବା ରାସ୍ତାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି । ଦୀର୍ଘ ଦିନ ଧରି ଏହି ରାସ୍ତା ନିର୍ମାଣ ହୋଇପାରୁନଥିଲା । ୯୦୦ ମିଟର ରାସ୍ତା ଜବରଦଖଲରେ ଥିବାରୁ

ଓଡ଼ିଶାରେ ପ୍ରବେଶ କଲା ମୌସୁମୀ

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ଓଡ଼ିଶା ମାଟିରେ ପ୍ରବେଶ କରିଛି। ପହିଲି ରଜର ଦିନକ ପୂର୍ବରୁ ଓଡ଼ିଶାରେ ମୌସୁମୀ ପ୍ରବେଶ କଲା ପରେ ତାପମାତ୍ରା ଏବଂ ଗରମ ସାମାନ୍ୟ ହ୍ରାସ ପାଇଛି। ରାଜ୍ୟର ଉତ୍ତର ଭାଗକୁ ମୌସୁମୀ ଅଗ୍ରସର ହୋଇଛି।ସୂଚନାଯୋଗ୍ୟ, ସ୍ବାଭାବିକ

ଶ୍ରମ ନୁହେଁ – ଶିକ୍ଷାର ସୁନିଶ୍ଚିତ ପାଇଁ ଯୁବ ସମାଜର ସଂକଳ୍ପ

ବ୍ରହ୍ମପୁର : ଆଇ. ଏସ୍. ଆର୍. ଡି- ୱାନ ଷ୍ଟପ ସେଣ୍ଟର, ଶକ୍ତି ସଦନ ବ୍ରହ୍ମପୁର ଦ୍ଵାରା ଆୟୋଜିତ ଆନ୍ତର୍ଜାତୀୟ ଶିଶୁ ଶ୍ରମ ନିରୋଧ ଦିବସ ଅବସରରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ସମ୍ମୁଖ ଠାରୁ ପଦଯାତ୍ରା କାର୍ଯ୍ୟକ୍ରମକୁ ବ୍ରହ୍ମପୁର ମହାନଗର ନିଗମର ଆଯୁକ୍ତ କୁମାରୀ ଆକବରମ ସସ୍ୟ ରେଡ୍ଡୀ ସବୁଜ

ପୂର୍ତ୍ତ ବିଭାଗ ଓ ଠିକାଦାରଙ୍କ ମନମାନି :ନବନିର୍ମିତ ରାସ୍ତାରେ ଡ୍ରେନ ନାହିଁ, ବର୍ଷା ପାଣିରେ ହନ୍ତସନ୍ତ…

ଉମରକୋଟ/ ରାଇଘର:- (୧୨/୦୬/୨୦୨୬): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦରରୁ ଗୋନା–ଫୁଟାନାଡା ଦେଇ ନିର୍ମାଣାଧୀନ ଓ ସମ୍ପ୍ରସାରିତ ହୋଇଥିବା ରାସ୍ତା କାର୍ଯ୍ୟରେ ଗୁରୁତର ଅବ୍ୟବସ୍ଥା ଓ ଅବହେଳା ଅଭିଯୋଗ ସାମ୍ନାକୁ ଆସିଛି। ରାସ୍ତା ସମ୍ପ୍ରସାରଣ ନାମରେ ପୁରୁଣା ଡ୍ରେନଗୁଡ଼ିକୁ ସମ୍ପୂର୍ଣ୍ଣ

ପୋଲିସ ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ଙ୍କ ଗୁପ୍ତ ଡମ୍ପ ଠାବ : ଅସ୍ତ୍ରଶସ୍ତ୍ର ଓ ବହୁ ମାଓ ସାମଗ୍ରୀ ଜବତ…

କନ୍ଧମାଳ, ତା, ୧୧/୦୬ : ସମଗ୍ର କନ୍ଧମାଳ ଜିଲ୍ଲା ମାଓମୁକ୍ତ ହେବା ପରେ ମଧ୍ୟ ପୋଲିସର ସର୍ଚ୍ଚ ଅପରେସନ ଜାରି ରହିଛି, ଏହି ପରିପ୍ରେକ୍ଷୀରେ ଆତ୍ମସମର୍ପଣ କରିଥିବା ନକ୍ସଲ ମାନଙ୍କୁ ନିରନ୍ତର ପଚରାଉଚରା କରିବା ପରେ କନ୍ଧମାଳ ପୋଲିସ ଏକ ଗୁପ୍ତ ଡମ୍ପ ସମ୍ପର୍କରେ ସୂଚନା ପାଇଥିଲା। ଉକ୍ତ ସୂଚନା

୨୫ କେଜି ଗଂଜେଇ ଜବତ : ୨ ଗିରଫ…

ମାଲକାନଗିରି୧୧/୦୬/୨୬ମାଲକାନଗିରି ଆଦର୍ଶ ଥାନା ପୋଲିସ ପକ୍ଷରୁ ଗଞ୍ଜେଇ ଚୋରାଚାଲାଣ କରୁଥିବା ୨ ଯୁବକଙ୍କୁ ଗିରଫ କରିଛି। ଗତକାଲି ସକାଳ ୧୧ଟା ସମୟରେ ସହରର ଚମ୍ପାଖାରି ଚେକ୍ ପୋଷ୍ଟ ନିକଟରେ ଦ୍ରୁତ ଗତିରେ ଯାଉଥିବା ଏକ ମଟରସାଇକେଲ କୁ ପୂର୍ବ ସୂଚନା ଆଧାରରେ ପୋଲିସ ଅଟକାଇ ଯାଞ୍ଚ କରିଥିଲେ।

ଏବେ ବି ଅର୍ଦ୍ଧନିର୍ମିତ ଅବସ୍ଥାରେ ମନ୍ଦାକିନୀ ସେତୁ…

ନୟାଗଡ଼,୧୧/୦୬(ନିସର୍ତ୍ତ): ଖୋଦ୍ ଓଡ଼ିଶା ବିଧାନ ସଭାର ବାଚସ୍ପତି ସୁରମା ପାଢ଼ୀଙ୍କ ନିର୍ବାଚନ ମଣ୍ଡଳୀ ରଣପୁରରେ ଏବେ ବି ମଲାଗୁଣୀ ନଦୀ ଉପରେ ନିର୍ମାଣାଧିନ ମନ୍ଦାକିନୀ ସେତୁଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ି ରହିଛି । ନେତା ପରେ ନେତା ଆସି ଚାଲି ଯାଇ ଥିଲେ ମଧ୍ୟ ସେତୁ କାମ ପୂର୍ଣ୍ଣାଙ୍ଗ