Sign in
Sign in
Recover your password.
A password will be e-mailed to you.
ତାମିଲନାଡୁ ବିଜେପି ସାଧାରଣ ସମ୍ପାଦକ ଅମର ପ୍ରସାଦ ରେଡ୍ଡୀ ଛାଡିଲେ ପାର୍ଟି, ଆନ୍ନାମଲାଇଙ୍କ ସହ ସାମିଲ ହେବେ
ଚେନ୍ନାଇ: ତାମିଲନାଡୁ ବିଜେପିର ପୂର୍ବତନ ପ୍ରଦେଶ ସଭାପତି କେ. ଆନ୍ନାମଲାଇ ପାର୍ଟିର ଇସ୍ତଫା ଦେବାର ମାତ୍ର କିଛିଦିନ ପରେ ବୁଧବାର ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ଅମର ପ୍ରସାଦ ରେଡ୍ଡୀ ମଧ୍ୟ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆରେ ନିଜ ନିଷ୍ପତ୍ତି ଘୋଷଣା କରି ଅମର ପ୍ରସାଦ ଉଲ୍ଲେଖ!-->…
ଦେଶରୁ ହଟିବନି କାଗଜ ନୋଟ୍
ନୂଆଦିଲ୍ଲୀ: ଭାରତ ସରକାର ଇଣ୍ଟରନେଟ୍ ମିଡିଆରେ ପ୍ରସାର ହେଉଥିବା ସେହି ସବୁ ଖବରକୁ ଖାରଜ କରିଦେଇଛନ୍ତି ଯେଉଁଥିରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଚଳିତମାସ ଶେଷ ସୁଦ୍ଧା ସବୁ କାଗଜ ନୋଟ ହଟାଇ ଦେଶରେ ପ୍ଲାଷ୍ଟିକ ନୋଟ୍ ପ୍ରଚଳନ କରିବେ ବୋଲି ଦାବି କରାଯାଉଛି। ସରକାର ସ୍ପଷ୍ଟ!-->…
କାହିଁକି ହ୍ରାସ ହେଲା ଉଜ୍ଜ୍ୱଳା ଯୋଜନା LPG କୋଟା? ଜବାବ ରଖିଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁୱାଇ)ରେ ବାର୍ଷିକ ସବସିଡି ଏଲପିଜି ସିଲିଣ୍ଡର ସଂଖ୍ୟା ୯ରୁ ହ୍ରାସ କରି ୪ କରିବା ଲାଗି ସରକାରଙ୍କ ନିଷ୍ପତ୍ତିର ସମାଲୋଚନା ମଧ୍ୟରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ବୁଧବାର ସ୍ପଷ୍ଟିକରଣ!-->…
ଭାରତ ମୁତୟନ କଲା ୧୨ ପରମାଣୁ ଯୁଦ୍ଧାସ୍ତ୍ର
ନୂଆଦିଲ୍ଲୀ : ନିଜର ଜଳ ସୀମାର ସୁରକ୍ଷା ଲାଗି ଭାରତ ପରମାଣୁ ଶକ୍ତିସମ୍ପନ୍ନ ଯୁଦ୍ଧାସ୍ତ୍ର ମୁତୟନ କରିଛି। ନିଜର ପରମାଣୁ ରଣନୀତିରେ ବଡ ପରିବର୍ତ୍ତନ କରିବା ପୂର୍ବକ ଭାରତ ୧୨ଟି ପରମାଣୁ ଯୁଦ୍ଧାସ୍ତ୍ରକୁ ଏହାର ଆଣବିକ କ୍ଷମତା ସମ୍ପନ୍ନ ବୁଡାଜାହାଜ ଆଇଏନଏସ୍ ଅରିଘାତରେ ମୁତୟନ କରିଛି।!-->…
ଆମ ଜାଗା ଛାଡ ନହେଲେ ଉଡେଇ ଦେବୁ- ଆମେରିକାକୁ ଇରାନର ନାଲି ଆଖି
ବେରୁଟ୍ : ଆମେରିକାକୁ ଇରାନର ନାଲି ଆଖି। କହିଲା ଯଦି ସୁରକ୍ଷିତ ରହିବାକୁ ଚାହୁଁଛ ତେବେ ଆମ ସ୍ଥାନ ଛାଡିଦିଏ। ଆମେରିକାର ଆକ୍ରମଣ ପରେ ଇରାନ ଏପରି ଖୋଲା ଚେତାବନୀ ଦେଇଛି।ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ଏକ ଆମେରିକୀୟ ଅତ୍ୟାଧୁନିକ ଆପାଚି ହେଲିକପ୍ଟରକୁ ଖସାଇ ଦେବା ପରେ!-->…
ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ମେଲୋନି
ନୂଆଦିଲ୍ଲୀ: ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୋଦୀ ଭାରତର ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ରେକର୍ଡ଼ କରିଛନ୍ତି।ମେଲୋନି ତାଙ୍କ ସାମାଜିକ ଗଣମାଧ୍ୟମ ‘ଏକ୍ସ’ର ଏକ ପୋଷ୍ଟରେ!-->…
ପିଓକେରେ ଅଶାନ୍ତି, ଜୋଜିଲାରେ ଖୁସି: ନିୟନ୍ତ୍ରଣ ରେଖା ଦ୍ୱାରା ବିଭାଜିତ ଦୁଇ କାଶ୍ମୀରର କାହାଣୀ
ନୂଆଦିଲ୍ଲୀ: ରାୱଲାକୋଟ୍, ମୁଜାଫରାବାଦ ଓ ମୀରପୁର। ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ର ଏହି ସହରଗୁଡ଼ିକରେ ଅଶାନ୍ତି, ଗିରଫଦାରୀ ଓ ହତ୍ୟାକାଣ୍ଡ ଜାରି ରହିଛି। ଏହି ଅଞ୍ଚଳର ଲୋକମାନେ ଇସଲାମାବାଦର କର୍ତ୍ତୃପକ୍ଷଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି। ନିୟନ୍ତ୍ରଣ ରେଖା (ଏଲଓସି) ପାର ହୋଇ!-->…
ଟିଏମସି : ବିଦ୍ରୋହୀ ଗୋଷ୍ଠୀରେ ଯୋଗ ଦେଲେ ୧୯ ଟିଏମ୍ସି ସାଂସଦ: ତାଲିକାରେ ୟୁସୁଫ ପଠାନ, ସାୟୋନି ଘୋଷ,…
କୋଲକାତା: ତୃଣମୂଳ କଂଗ୍ରେସ ଦଳରେ ରାଜନୈତିକ ସଙ୍କଟ ଏବେ ଅତି ଗମ୍ଭୀର ରୂପ ନେଇଛି ଏବଂ ଏହା ଏବେ ସଂସଦରେ ପହଞ୍ଚିଛି। ୟୁସୁଫ ପଠାନ, ସାୟୋନି ଘୋଷ ଏବଂ ଶତ୍ରୁଘ୍ନ ସିହ୍ନାଙ୍କ ପରି ବରିଷ୍ଠ ନେତା ମଧ୍ୟ ବିଦ୍ରୋହୀ ଗୋଷ୍ଠୀକୁ ସମର୍ଥନ କରିବା ସହ ବିଦ୍ରୋହୀ ଗୋଷ୍ଠୀରେ ସାମିଲ!-->…
ଓମାନ ଉପକୂଳରେ ୨୪ ଭାରତୀୟ ନାବିକ ଥିବା ଜାହାଜ ଉପରେ ଆମେରିକା ଆକ୍ରମଣ କରିଥିଲା
ନୂଆଦିଲ୍ଲୀ: ୨୪ ଜଣ ଭାରତୀୟ ନାବିକଙ୍କୁ ନେଇ ଯାଉଥିବା ଏକ ମର୍ଚ୍ଚାଣ୍ଟ ଟ୍ୟାଙ୍କର୍ ଓମାନ ଉପକୂଳରେ ଏକ କ୍ଷେପଣାସ୍ତ୍ର ମାଡ଼ରେ କ୍ଷତିଗ୍ରସ୍ତ ହୋଇଥିଲା। କ୍ରୁ ସଦସ୍ୟମାନେ ଜାହାଜରେ ନିଆଁ ଲାଗିଥିବା ଓ ଜାହାଜ ବୁଡ଼ି ଯାଉଥିବା ବିଷୟରେ ଜଣାଇ ଜରୁରୀ ସାହାଯ୍ୟ ମାଗିଥିଲେ। ଏହାପରେ ଓମାନ ସେନା!-->…
ଉତ୍ତର ଭାରତ ପାଇଁ ପାଣିପାଗ ବିଭାଗର ଚେତାବନୀ
ନୂଆଦିଲ୍ଲୀ: ଦକ୍ଷିଣ ଭାରତରେ ମୌସୁମୀ ଜନିତ ବର୍ଷା ଆରମ୍ଭ ହୋଇ ଯାଇଥିବା ବେଳେ ଉତ୍ତର ଭାରତରେ ଏବେ ବି ପ୍ରବଳ ଗରମ ପାଗ ଜାରି ରହିଛି। ତେବେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଗୁରୁବାରଠାରୁ ଏକ ଶକ୍ତିଶାଳୀ ପାଶ୍ଚାତ୍ୟ ବିଶୃଙ୍ଖଳା ଯୋଗୁ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ବ୍ୟାପକ!-->…