ପଞ୍ଚାୟତିରାଜ କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ୍ ହାଜିରା ବ୍ୟବସ୍ଥା

ଭୁବନେଶ୍ୱର: ଗ୍ରାମାଞ୍ଚଳରେ ପରିଚାଳନାକୁ ସୁଦୃଢ଼ କରିବା ଓ କର୍ମଚାରୀଙ୍କ ମଧ୍ୟରେ ନିୟମିତତା ଓ ଉତ୍ତରଦାୟିତ୍ୱ ବଢ଼ାଇବା ପାଇଁ ଓଡ଼ିଶା ସରକାର ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ୍ ଉପସ୍ଥାପନା

ପିପିଲି-କୋଣାର୍କ ‘ଗ୍ରୀନଫିଲ୍ଡ କରିଡର’କୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ

ଭୁବନେଶ୍ୱର: ଓଡ଼ିଶା ସରକାର ପିପିଲି ଓ କୋଣାର୍କ ମଧ୍ୟରେ ଯାତାୟାତ ସମୟକୁ ୯୦ ମିନିଟରୁ ମାତ୍ର ୩୦ ମିନିଟକୁ ହ୍ରାସ କରିବା ପାଇଁ ଏକ ବଡ଼ ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଶୁକ୍ରବାର ପୁରୀ ଜିଲ୍ଲାର ରାସ୍ତା ସଂଯୋଗୀକରଣ ସମୀକ୍ଷା ବୈଠକରେ ଏହି ‘ଗ୍ରୀନଫିଲ୍ଡ କରିଡର’ ଯୋଜନାକୁ

କଟକ ବିଜେଡିରେ ଫାଟ! ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ

କଟକ: କଟକ ବିଜୁ ଜନତା ଦଳ (ବିଜେଡି) ଭିତରେ ଫାଟ ସାମ୍ନାକୁ ଆସିଛି। ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଦଳର କାର୍ଯ୍ୟକ୍ରମରୁ ଦୂରେଇ ରହିଛନ୍ତି। ଏହି କାର୍ଯ୍ୟକ୍ରମ ସାଧାରଣତଃ ତାଙ୍କ ନେତୃତ୍ୱରେ ହୋଇଥାଏ। ଶୁକ୍ରବାର ବକ୍ସିବଜାର ଛକରେ ଆୟୋଜିତ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ

ରାଜ୍ୟର କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି: ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ବର୍ଷା ଲାଗି ରହିଥିବାବେଳେ, ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ତେବେ ଏହି ସମୟ ଭିତରେ ରାଜ୍ୟରେ ବନ୍ୟା ପରିସ୍ଥିତିକୁ ନେଇ ବଡ ସୂଚନା ଦେଇଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ । କୌଣସି

ଆସନ୍ତା ସପ୍ତାହରେ ଆଉ ଏକ ଲଘୁଚାପ, ୩୦ରୁ ୪୦ କିଲୋମିଟର ବେଗରେ ବହିବ ପବନ

ଭୁବନେଶ୍ବର : ପିଛା ଛାଡ଼ୁନି ଲଘୁଚାପ । ଆସନ୍ତା ସପ୍ତାହରେ ଆସୁଛି ଆଉ ଏକ ଲଘୁଚାପ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ନୂତନ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ୍ । ଆସନ୍ତା ସପ୍ତାହର ଶେଷ ଆଡ଼କୁ

ଏଫଏମ ରେଡ଼ିଓ ମାଧ୍ୟମରେ ଟ୍ରାଫିକ ଅପଡେଟ ଦେବ କମିସନରେଟ ପୋଲିସ

ଭୁବନେଶ୍ୱର : FM ରେଡ଼ିଓ ଦ୍ୱାରା ଟ୍ରାଫିକ ଅପଡେଟ ଦେବ କମିସନରେଟ ପୋଲିସ । ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, କମିଶନରେଟ୍ ପୋଲିସ ଏଫଏମ ରେଡିଓ ମାଧ୍ୟମରେ ଟ୍ରାଫିକ୍ ଅପଡେଟ୍ ପ୍ରଦାନ କରିବାକୁ ଚିନ୍ତା କରୁଛି । ଏଥିପାଇଁ ପୋଲିସ ସମସ୍ତ ଏଫଏମ ଚ୍ୟାନେଲ ସହିତ ସହଯୋଗ କରୁଛି ।

ଇସ୍କନର ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରାକୁ ନେଇ ଗଜପତି ମହାରାଜାଙ୍କ ପ୍ରତିକ୍ରିୟା

ପୁରୀ : ଇସ୍କନ ପକ୍ଷରୁ ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରାକୁ ନେଇ ଗଜପତି ମହାରାଜା ଦିବ୍ୟ ସିଂହ ଦେବଙ୍କ ସାମ୍ବାଦିକ ସମ୍ମିଳନୀ  । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ସାମିଲ ହୋଇଛନ୍ତି । ଇସ୍କନ୍ ସଂସ୍ଥା ଦ୍ଵାରା, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ

ଘୁଞ୍ଚିଲା ଓଡ଼ିଶା ପୋଲିସ SI ପରୀକ୍ଷା 2025, ଅକ୍ଟୋବର ୪ ପରିବର୍ତ୍ତେ ୬ରେ ହେବ

କଟକ : CPSE 2025 (କମ୍ବାଇଣ୍ଡ ପୋଲିସ ସର୍ଭିସ ପରୀକ୍ଷା) କିମ୍ବା ଓଡ଼ିଶା ପୋଲିସ SI ପରୀକ୍ଷା 2025 ର ଅକ୍ଟୋବର 4 ରେ ହେବାକୁ ଥିବା ପତ୍ରକୁ ଅକ୍ଟୋବର 6 କୁ ଘୁଞ୍ଚାଇ ଦିଆଯାଇଛି । SI ପରୀକ୍ଷାର ତୃତୀୟ ପରୀକ୍ଷା ପତ୍ରରେ ପରିବର୍ତ୍ତନ ଆସିଛି । ତୃତୀୟ ପତ୍ରରେ ପଦାର୍ଥ

ଜଳିଗଲା ଗଞ୍ଜେଇ ବୋଝେଇ ଗାଡି

ସୁବର୍ଣ୍ଣପୁର : ବିନିକା ସହର ନୂଆବଜାର ନିକଟରେ ଅଭାବନୀୟ ଘଟଣା ଘଟିଛି। ରାସ୍ତା ମଝିରେ ହୁତହୁତ୍ ହୋଇ ଜଳିଗଲା ଗଞ୍ଜେଇ ଚାଲାଣ ହେଉଥିବା କାର୍। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ କିଛି ସ୍ଥାନୀୟ ଲୋକେ ଏକ ନମ୍ବର ବିହୀନ କାରରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ। ଏ ନେଇ ତୁରନ୍ତ

ଗଞ୍ଜାମ ଜିଲ୍ଲା ରେ ଅବକାରୀ ବିଭାଗର ଦାୟିତ୍ୱ ତୁଲାଉଛି ପୋଲିସ….!

ଜିଲ୍ଲାରେ ଚୋରା ମଦ ଓ ଅପମିଶ୍ରଣ ମଦ କରବାର ବୃଦ୍ଧି…..!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଅପମିଶ୍ରଣ ଦେଶୀ ବିଦେଶୀ ମଦର ଅବାଧ କାରବାର ଚାଲିଛି। ଗତ କିଛି ମାସ ହେଲା ଗଞ୍ଜାମ ଜିଲ୍ଲାରେ ଚୋରା ମଦ କରବାର ଉପରେ ଲଗାମ ସାଙ୍ଗକୁ ଧରପଗଡ଼ କେବଳ ପୋଲିସ କରୁଥିବା ଦେଖିବାକୁ ମିଳୁଛି। ଜିଲ୍ଲାର