Sign in
Sign in
Recover your password.
A password will be e-mailed to you.
ନୟାଗଡ ଜିଲ୍ଲାରେ ବୈଧମାପ ବିଜ୍ଞାନ ବିଭାଗ ନିଷ୍କ୍ରିୟ : କମ୍ପ୍ୟୁଟର କଣ୍ଟାରେ ହେଉଛି ସାଙ୍ଘାତିକ ଠକେଇ
ନୟାଗଡ: ଉପଭୋକ୍ତା ତଥା ଖାଉଟି କମ୍ପ୍ୟୁଟର କଣ୍ଟା ଉପରେ ବିଶ୍ୱାସ କରି ବିଭିନ୍ନ ଜିନିଷ କିଣୁଥିବା ବେଳେ ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ କମ୍ପ୍ୟୁଟର କଣ୍ଟାରେ ସାଙ୍ଘାତିକ ଠକେଇ ହେଉଥିବା ଅଭିଯୋଗ ଆସିଛି । ଏକ କେଜି ଜିନିଷ କିଣିଲେ ପ୍ରାୟ ୧୫୦ ଗ୍ରାମରୁ ଅଧିକ ଠକେଇ ହେଉଛି । ଅଧିକ!-->…
କନ୍ଧମାଳ ଜିଲ୍ଲାର ବରିଷ୍ଠ ପ୍ରତିଷ୍ଠିତ ବ୍ୟକ୍ତି ସିମାଞ୍ଚଳ ଆଚାର୍ଯ୍ୟଙ୍କ ପରଲୋକ : ବିଭିନ୍ନ ମହଲରୁ ଶୋକ ପ୍ରକାଶ
ବାଲିଗୁଡା, (୧୦/୦୬) : କନ୍ଧମାଳ ଜିଲ୍ଲାର ଜଣାଶୁଣା ବରିଷ୍ଠ ପ୍ରତିଷ୍ଠିତ ବ୍ୟକ୍ତି, କଂଗ୍ରେସ ନେତା, ଠିକାଦାର, ବ୍ୟବସାୟୀ ତଥା ବାଲିଗୁଡା ସ୍ଥିତ ପାଟଖଣ୍ଡା ଫୁଏଲସ ର ପ୍ରତିଷ୍ଠାତା ସିମାଞ୍ଚଳ ଆଚାର୍ଯ୍ୟ (୭୦) ଙ୍କ ବୁଧବାର ସକାଳେ ବାଲିଗୁଡା ନିଜ ବାସ ଭବନ ରେ ପରଲୋକ ହୋଇଯାଇଛି l ଏହି!-->…
ସ୍ୱାବଲମ୍ବୀ ଯୁବକଙ୍କ ଉପରେ ସରକାରଙ୍କ ଫୋକସ୍, ଜୁନ୍ ୧୨ରୁ ବ୍ଲକସ୍ତରରେ ‘ସ୍ୱାବଲମ୍ବୀ ଯୁବ-ସମୃଦ୍ଧ ଓଡ଼ିଶା ସମାବେଶ’
ଭୁବନେଶ୍ବର ୧୦।୬: ରାଜ୍ୟର ଯୁବପିଢ଼ୀଙ୍କୁ ସ୍ୱାବଲମ୍ବୀ କରିବା, ଉଦ୍ୟୋଗୀ ସୃଷ୍ଟିକୁ ପ୍ରୋତ୍ସାହନ ଦେବା ଏବଂ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ବଢ଼ାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଆସନ୍ତା ୧୨ ଜୁନ୍ରୁ ସମଗ୍ର ରାଜ୍ୟର ବ୍ଲକସ୍ତରରେ ‘ସ୍ୱାବଲମ୍ବୀ ଯୁବ–ସମୃଦ୍ଧ ଓଡ଼ିଶା ସମାବେଶ’ ଆୟୋଜନ!-->…
ଆସିକାରେ ଜବର ଦଖଲ ଯୋଗୁଁ ଟ୍ରାଫିକ ସମସ୍ୟା ବଢିକାକୁ ଲାଗିଛି……!
ପ୍ରଶାସନ ନୀରବଦ୍ରଷ୍ଟା ସାଧାରଣ ଜନତା ହନ୍ତସନ୍ତ….!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦ୍ୱିତୀୟ ବ୍ୟବସାୟିକ କେନ୍ଦ୍ର ହେଉଛି ଆସିକା ସହର। ଜନ ସଂଖ୍ୟା ଦିନକୁ ଦିନ ବଢୁ ଥିବା ବେଳେ ଦୁଇ ଚକିଆ, ତିନି ଚକିଆ ଓ ଚାରି ଚକିଆ ଯାନ ବାହାନ ସଂଖ୍ୟା ବି ବଢୁଛି। ଆସିକା ସହର ରେ କେବଳ ଦୁଇଟି ରାସ୍ତା ଦେଇ!-->…
ଗୋପାଳପୁର ବେଳାଭୂମିରେ ‘ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ(ଏସ୍ଆଇଆର୍) ୨୦୨୬’ ସଚେତନତା କାର୍ଯ୍ୟକ୍ରମ…
ଗୋପାଳପୁର, : ତା.୦୯.୦୬.୨୦୨୬ରିଖ: 'ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ୨୦୨୬' କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାରପ୍ରସାର ଉଦ୍ଦେଶ୍ୟରେ ଆଜି ସକାଳ ୭ଟା ସମୟରେ ଗୋପାଳପୁର ବେଳାଭୂମିରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସ୍ୱଚ୍ଛ ଭୋଟର ତାଲିକା ସହ ଯୋଗ୍ୟ ଭୋଟରଙ୍କ!-->…
ପ୍ରଥମ ସିଏମ୍ ଟ୍ରଫି–୨୦୨୬ କବାଡି ଚାମ୍ପିୟନସିପ୍ :ଫାଇନାଲରେ ସୁନ୍ଦରଗଡ଼କୁ ଭେଟିବ ବାଲେଶ୍ୱର (ବାଳକ ବର୍ଗ) ଓ ବାଳିକା…
ବ୍ରହ୍ମପୁର, ୦୯ ଜୁନ: ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ବ୍ରହ୍ମପୁରସ୍ଥିତ ମହାତ୍ମା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମ୍ରେ ଆୟୋଜିତ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି–୨.୦ କବାଡି ଚାମ୍ପିୟନସିପ୍–୨୦୨୬ର ଦ୍ୱିତୀୟ ଦିନରେ ଅନ୍ତଃ–୧୬ ବର୍ଷୀୟ ବାଳକ ଓ ବାଳିକା ବର୍ଗର!-->…
୨୦୩୬- ମୋ ସ୍ବପ୍ନର ନୟାଗଡ଼ ଜିଲ୍ଲା- ବୌଦ୍ଧିକ ଆଲୋଚନା ଓ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି କର୍ମଶାଳା
ନୟାଗଡ଼ : ଉତ୍କଳ ସମ୍ମିଳନୀ ନୟାଗଡ଼ ଜିଲ୍ଲା ଶାଖା ଆନୁକୁଲ୍ୟରେ ସ୍ଥାନୀୟ ପଞ୍ଚାୟତ ସମିତି ସଭାଗୃହଠାରେ ସଭାପତି ବସିରନ୍ ବିବିଙ୍କ ସଭାପତିତ୍ବରେ ଉପରୋକ୍ତ ବିଷୟକୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ ଦେବାଶିଷ!-->…
ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ, ଗୃହ ବିଭାଗର ସୁରକ୍ଷା ଅନୁଧ୍ୟାନ
ରାଇରଙ୍ଗପୁର/ବାଦାମପାହାଡ: ଆସନ୍ତା ୧୯ ଓ ୨୦ ତାରିଖରେ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଇରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମ ରହିଛି। ଏନେଇ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ଆଜି ଓଡ଼ିଶା ପ୍ରଶାସନିକ!-->…
କଟକ ଚଣ୍ଡୀ ମନ୍ଦିରରେ ଆର୍ଥିଂ ଥିଲେ ମଧ୍ୟ ଲାଇଟନିଂ ଆରେଷ୍ଟର ନଥିବା ସ୍ବୀକାର କଲେ ଜିଲ୍ଲାପାଳ
କଟକ ୯।୬: ମା' କଟକ ଚଣ୍ଡୀଙ୍କ ମନ୍ଦିର ଦଧିନଉତି ଭାଙ୍ଗିବା ଘଟଣାରେ ଠିକା ନେଇଥିବା ସଂସ୍ଥା ବଜ୍ରପାତ ନିରୋଧକ ବ୍ୟବସ୍ଥା କରିନଥିବା ଜିଲ୍ଲାପାଳ ସ୍ବୀକାର କରିଛନ୍ତି । ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ଜିଲ୍ଲାପାଳ କହିଛନ୍ତି, ମନ୍ଦିରରେ ଲାଇଟନିଂ ଆରେଷ୍ଟର ବ୍ୟବସ୍ଥା ନଥିଲା। ଲାଇଟନିଂ!-->…
ଏକ୍ସପାଇରି ଔଷଧ ଖାଇ ନାବାଳିକାଙ୍କ ମୃତ୍ୟୁ ଅଭିଯୋଗ
କେନ୍ଦୁଝର/ବାଂଶପାଳ: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସିଂପୁର ପଞ୍ଚାୟତ ତଳବରଡ଼ା ଗାଁର ଆଶାକର୍ମୀ ଶ୍ରୀଦେବୀ ନାଏକଙ୍କ ନାବାଳିକା ଝିଅ (୧୧ବର୍ଷ) ଏକ୍ସପାଇରି ଔଷଧ ଖାଇ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।ଅଭିଯୋଗ ଅନୁସାରେ, ଗତ ଗୁରୁବାର (୪ ଜୁନ୍) ସନ୍ଧ୍ୟାରେ ଆଶାକର୍ମୀ!-->…