Sign in
Sign in
Recover your password.
A password will be e-mailed to you.
୧୫ ଜୁନରୁ ରାଜ୍ୟରେ ମହିଳାଙ୍କ ପାଇଁ ବସ ଯାତ୍ରା ଫ୍ରି: ଛାତ୍ରୀଙ୍କ ଠାରୁ କର୍ମଜୀବୀ ମହିଳା ସମସ୍ତେ ମାଗଣାରେ ଯିବେ
ଥିରୁଅନନ୍ତପୁରମ: କେରଳ ସରକାର ମହିଳାମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ଜୁନ୍ ୧୫ ତାରିଖରୁ ରାଜ୍ୟରେ 'ପ୍ରିୟଦର୍ଶିନୀ ଯୋଜନା' (Priyadarshini scheme) ଆରମ୍ଭ ହେବାକୁ ଯାଉଛି। ଏହି ଯୋଜନା ଅଧୀନରେ ରାଜ୍ୟର ସମସ୍ତ ମହିଳା କେରଳ ରାଜ୍ୟ ସଡ଼କ ପରିବହନ ନିଗମ (KSRTC) ର!-->…
LIC ବିରୋଧରେ ଜଣେ ମାଆ କୋର୍ଟରେ ଲଢିଲେ ଦୀର୍ଘ ୧୨ ବର୍ଷ ଲଢେଇ, ଶେଷରେ ଜିତିଲେ କୋଟିଏ ୨୬ଲକ୍ଷ ଟଙ୍କା
ମୁମ୍ବାଇ: ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ବିରୋଧରେ ଜଣେ ମହିଳା ଦୀର୍ଘ ୧୨ ବର୍ଷ କାଳ କୋର୍ଟରେ ଲଢି ବିଜୟୀ ହୋଇଛନ୍ତି। ଜାତୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ (ଏନସିଡିଆରସି) ତାଙ୍କ ରାୟରେ ବୀମା କମ୍ପାନୀ ମହିଳାଙ୍କ ପରଲୋକଗତ ପୁଅଙ୍କ ୬୦ ଲକ୍ଷ ଟଙ୍କାର ଜୀବନ ବୀମା କ୍ଲେମକୁ!-->…
ସଡ଼କ ଦୁର୍ଘଟଣାରେ ଫରେଷ୍ଟ ଗାର୍ଡ ଗୁରୁତର
ମାଲକାନଗିରି, ୧୨।୬ ମାଲକାନଗିରି ସଦର ମହକୁମାର ଡିଏନକେ ଛକରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ମହିଳା ଫରେଷ୍ଟ ଗାର୍ଡ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ଫରେଷ୍ଟ ଗାର୍ଡ ହେଲେ ରଶ୍ମିତା ସୁବୁଦ୍ଧି। ସୂଚନା ଅନୁଯାୟୀ, ଡିଏନ୍କେ ଟ୍ରାଫିକ ଛକ ନିକଟରେ ରଶ୍ମିତା ଏକ ସ୍କୁଟିରେ ଯାଉଥିବା ବେଳେ!-->…
ଶିଶୁ ଶ୍ରମ ବିରୋଧୀ ବିଶ୍ୱ ଦିବସ ପାଳିତ
ଦିଗପହଣ୍ଡି : ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ), ଗଞ୍ଜାମ ଆନୁକୂଲ୍ୟରେ ଆଜି ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ “ଶିଶୁ ଶ୍ରମ ବିରୋଧୀ ବିଶ୍ୱ ଦିବସ” ପାଳିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ଶ୍ରୀ ବ୍ୟୋମକେଶ ନାୟକ, ସଚିବ, ଡିଏଲଏସଏ, ଗଞ୍ଜାମ ସଭାପତିତ୍ୱ!-->…
ଆସିକାରେ ମାତିଛନ୍ତି ମାଟି ମାଫିଆ : ରାତ୍ର ସମୟରେ ମୋରମ ଲୁଟି ନେଉଛନ୍ତି….!
କୋମାରେ ରାଜସ୍ୱ ବିଭାଗ…..!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ତହସିଲ ଅଧିନରେ ଥିବା ବିଭିନ୍ନ ଗ୍ରାମରୁ ମୋରମ ମାଫିଆ ମାନଙ୍କ ଆତଙ୍କ ରାଜ ବଢ଼ିବାରେ ଲାଗିଛି। ଆସିକା ରେ ବର୍ତ୍ତମାନ ମାତିଛନ୍ତି ମାଟି ମାଫିଆ ମାନେ ସଞ୍ଜ ନଇଁଲେ ହାଇୱା ଓ ଟିପର ରେ ମୋରମ ଓ ମାଟି ଲୁଟ କରି ପ୍ଲଟିଙ୍ଗ!-->…
ଧଣ୍ଡା ଯାତ୍ରା ରଜ ମହୋତ୍ସବକୁ ନେଇ ଉତ୍ସବ ମୁଖର ରାଜସୁନାଖଳା
ନୟାଗଡ଼ (ନିସର୍ତ୍ତ) : ଓଡ଼ିଶାରେ ୧୨ ମାସରେ ୧୩ପର୍ବ ପାଳନ କରାଯାଇ ଥାଏ। ଏହି ପର୍ବ ମାନଙ୍କ ମଧ୍ୟରେ ମୁଖ୍ୟ ହେଉଛି ରଜ ପର୍ବ। ଜ୍ୟେଷ୍ଠମାସ ମଧ୍ୟ ଭାଗରେ ଓଡ଼ିଶାରେ ରଜପର୍ବ ଅନୁଷ୍ଠିତ ହୋଇଥାଏ l ରଜପର୍ବ ୪ଦିନ ଧରି ଚାଲୁ ରହିଥାଏ l ପହିଲି ରଜ, ରଜ ସଂକ୍ରାନ୍ତି, ଭୂମୀ ଦହନ ବା ଭୂଦାହ ଓ!-->…
ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ୫ କେଜି ବଦଳରେ ୧୦ କେଜି ଚାଉଳ ପାଇବେ ହିତାଧିକାରୀ :
ଛତ୍ରପୁର ୧୨/୬ : ଆଉ ୫ କିଲୋ ନୁହେଁ, ଅପ୍ରେଲ ୨୦୨୬ ରୁ ମୁଣ୍ଡ ପିଛା ହିତାଧିକାରୀ ପାଇବେ ୧୦ କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣା l ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ରେ ହିତାଧିକାରୀ ପାଇବେ ଏହି ଅତିରିକ୍ତ ୫ କେଜି ଚାଉଳ ସମ୍ପୂର୍ଣ୍ଣ ମାଗଣା ରେ ପାଇବେ l ଖାଦ୍ୟ ସୁରକ୍ଷା ର ସୁନିଶ୍ଚିତତା!-->…
ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର,ନିଟ୍-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି
ନୂଆଦିଲ୍ଲୀ : ନିଟ୍-ୟୁଜି ପରୀକ୍ଷାର୍ଥୀମାନଙ୍କ ପାଇଁ ଖୁସିର ଖବର। ନିଟ୍-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି। ଏ ନେଇ ବଡ ଘୋଷଣା କରିଛି ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ (ଏନଟିଏ)।ନିଟ୍ ପରୀକ୍ଷା ସମୟ ଅବଧି ୧୯୫ ମିନିଟ୍କୁ ବୃଦ୍ଧି। ଆସନ୍ତା ୨୧ ତାରିଖରେ ଅପରାହ୍ନ ୨ଟାରୁ ୫ଟା ୧୫ ମିନିଟ୍!-->…
ବଢିଲା ଅଡୁଆ ; ମମତାଙ୍କ ବିରୋଧରେ ମାମଲା ରୁଜୁ
କଲକାତା : ବଢିଲା ମମତାଙ୍କ ଅଡୁଆ। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ସମସ୍ୟା ବଢି ଚାଲିଛି। ଗୋଟିଏ ପଟେ ବିଧାନସଭା ନିର୍ବାଚନରେ ଏକ ବଡ଼ ପରାଜୟ ପରେ ଦଳ ଭିତରେ ଏକ ବଡ଼ ବିଭାଜନ ହୋଇଥିଲା ଏବଂ ଅନେକ ନେତା ଦଳ ଛାଡି ଦେଇଥିଲେ। ଏସବୁ ମଧ୍ୟରେ!-->…
ଖାଦ୍ୟରେ ପୋକ ବାହାରିବା ଅଭିଯୋଗରେ କେଏଫସି, ନେସ୍ଲି ଓ ଫ୍ଲିପକାର୍ଟକୁ ନୋଟିସ
ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମ ଅଭିଯୋଗରେ ସ୍ୱଚ୍ଛତା ତ୍ରୁଟି ଏବଂ ପ୍ରଦୂଷଣକୁ ଚିହ୍ନଟ କରିବା ପରେ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଵା FSSAI ନେସ୍ଲି, କେଏଫସି ଏବଂ ଫ୍ଲିପକାର୍ଟକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ଯାହାଦ୍ଵାରା ନିୟାମକ ଯାଞ୍ଚ ଆରମ୍ଭ ସହ!-->…