Sign in
Sign in
Recover your password.
A password will be e-mailed to you.
ଚୂନ ଟାଙ୍କିରେ ପଡ଼ି ଦୁଇ ଶ୍ରମିକ ଗୁରୁତର
ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ରାହ୍ମଣ ଗାଁ ଚାରିଛକି କେନାଲ ନିକଟ ଇଟା କାରଖାନାରେ ଘଟିଛି ଏକ ବଡ଼ ଅଘଟଣ। କାମ କରୁଥିବା ବେଳେ ଚୂନ ଟାଙ୍କିରେ ପଡ଼ି ମହିଳା ଶ୍ରମିକ ଅର୍ଦ୍ଧ ଦଗ୍ଧ। ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ଜଣେ ପୁରୁଷ ଶ୍ରମିକ ଗୁରୁତର ହୋଇଛନ୍ତି।ଗୁରୁତର ମହିଳା!-->…
ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
କେନ୍ଦ୍ରାପଡ଼ା:ଗିରଫ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା। ଜାମିନ୍ ଆବେଦନ ଖାରଜ ପରେ ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ଜେଲ୍ ପଠାଯାଇଛି। ଗିରଫ ପରେ ଆଜି ତାଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିଲା। ଏସଡିଜେମ୍ କୋର୍ଟରେ ହାଜର ପରେ ଜେଲ୍ ଗଲେ ସରପଞ୍ଚ ଚାମେଲି।!-->…
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ରାଇରଙ୍ଗପୁର: ଓଡ଼ିଶାରେ ବିଜେପି ନେତୃତ୍ବାଧୀନ ଡବଲ ଇଞ୍ଜିନ ସରକାରର ଦୁଇବର୍ଷ ପୂର୍ତ୍ତ ଉତ୍ସବ ଆଗାମୀ ଜୁନ ୨୦ ତାରିଖ ମୟୂରଭଞ୍ଜ ଜିଲାର ରାଇରଙ୍ଗପୁରରେ ପାଳିତ ହେବ। ଏହି ଅବସରରେ ରାଇରଙ୍ଗପୁର ମାଟିର ଝିଅ ତଥା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର!-->…
ଡିଜିଟାଲ କ୍ରିଏଟରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପରାମର୍ଶ
ଭୁବନେଶ୍ବର: ଡିଜିଟାଲ୍ କ୍ରିଏଟରମାନେ ହେଉଛନ୍ତି ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶାର ସବୁଠାରୁ ଶକ୍ତିଶାଳୀ ‘ଡିଜିଟାଲ୍ ଆମ୍ବାସାଡର୍ସ’ ଏବଂ ଭବିଷ୍ୟତର ‘ଓପିନିଅନ୍ ଲିଡର୍ସ’। ଯିଏ ଯେଉଁ ଚିନ୍ତାଧାରାର ସମର୍ଥକ ହୁଅନ୍ତୁ ନା କାହିଁକି, ସମସ୍ତଙ୍କ ପାଇଁ ‘ରାଷ୍ଟ୍ର ସର୍ବୋପରି’ ହେବା ଉଚିତ ବୋଲି!-->…
କୁଜଙ୍ଗରେ ନକଲି ଜର୍ଦ୍ଦା ତିଆରି କାରଖାନା ଠାବ, ମାଲିକ ସମେତ ୩ ଗିରଫ
ପାରାଦୀପ : କୁଜଙ୍ଗ ଥାନା ଆଲିଗଡ ଗାଁରେ ଏକ ନକଲି ଜର୍ଦ୍ଦା ତିଆରି କାରଖାନା ଠାବ । ଏହି କାରଖାନାରୁ ବିପୁଳ ପରିମାଣର ଜର୍ଦ୍ଦା ଜବତ କରାଯିବା ସହ କାରଖାନାର ମାଲିକ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ଜଗତସିଂହପୁର ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ଏହି!-->!-->!-->…
ଭିଜିଲାନ୍ସ ଜାଲରେ ଜରପଡ଼ା ଥାନା ଏଏସଆଇ
ଅନୁଗୁଳ: ଭିଜିଲାନ୍ସ ଜାଲରେ ଅନୁଗୁଳ ଜରପଡ଼ା ଥାନା ASI ସୀତା ନାୟକ । ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ । ମାମଲାର ଚୂଡ଼ାନ୍ତ ରିପୋର୍ଟ ଦେବା ପାଇଁ ଜଣେ ଅଭିଯୋଗକାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ । ଅଭିଯୋଗକାରୀ ବିମଳବେଡ଼ାର ଲକ୍ଷ୍ମୀଧର ସାହୁଙ୍କ!-->…
ହାଇୱାକୁ ପିଟିଲା କାର୍, ଦୁଇ ମୃତ
କଳାହାଣ୍ଡି : କଳାହାଣ୍ଡି ଜିଲ୍ଳା ଭବାନୀପାଟଣା ବାଇପାସ୍ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ହାଇୱାକୁ ପିଟିଲା BMW କାର୍ ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ବଲାଙ୍ଗୀର ଜିଲ୍ଳା ଟିଟିଲାଗଡର ପିଣ୍ଟୁ ବାଗ ଓ ଧର୍ମଗଡ଼ ଅଞ୍ଚଳର ଗୌତମ ନାଏକ । ଦୁର୍ଘଟଣା ପରେ କାରଟି!-->…
ଡିଜି ପାହ୍ୟାକୁ ଗଲେ ଓଡ଼ିଶା କ୍ୟାଡରର IPS ସୁଧାଂଶୁ ଷଡଙ୍ଗୀ ଓ ପଦ୍ମାକର ଏସ୍ ରଣପିସେ
ଭୁବନେଶ୍ୱର : କେନ୍ଦ୍ରୀୟ ଡିଜି ପଦବୀ ଦୌଡ଼ରେ ଦୁଇ IPS । କେନ୍ଦ୍ରରେ ବଡ଼ ଦାୟିତ୍ୱ ପାଇବେ ଓଡ଼ିଶା କ୍ୟାଡରର ଦୁଇ ବରିଷ୍ଠ IPS । ଡିଜି ପାହ୍ୟା ପାଇଁ ସୁଧାଂଶୁ ଷଡ଼ଙ୍ଗୀ ଓ ପିଏସ ରଣପିସେ ଏମପାନେଲଡ । ଓଡ଼ିଶା କ୍ୟାଡରର ଦୁଇ ଜଣ ଦକ୍ଷ ତଥା ବରିଷ୍ଠ IPS ଅଫିସର କେନ୍ଦ୍ରୀୟ ସ୍ତରରେ ଏକ!-->…
ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଥିବା ବେଳେ ୯ ନାବାଳିକା ଉଦ୍ଧାର
ନବରଙ୍ଗପୁର: ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ୯ଜଣ ନାବାଳିକାକୁମ ଉଦ୍ଧାର କଲା ପୋଲିସ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରୁ ୯ଜଣ ନାବାଳିକା ଉଦ୍ଧାର । ବାହାର ରାଜ୍ୟକୁ ଦାଦନ ଖଟିବା ନିମନ୍ତେ ଦଲାଲର ଗାଡିକୁ ଡାବୁଗାଁ ବ୍ଲକ ସରାଗୁଡା ଛକ ନିକଟରେ ଅପେକ୍ଷା କରିଥିଲେ!-->…
ସ୍ଥାନୀୟ ଲୋକଙ୍କୁ ଆଇଆଇସିଙ୍କ ଦୁର୍ବ୍ୟବହାର, ଥାନା ସମ୍ମୁଖରେ ଉତ୍ତେଜନା
ରାୟଗଡା : ଥାନା ଅଧିକାରିଣୀଙ୍କ ଦୁର୍ବ୍ୟବହାରରେ ଥାନା ସମ୍ମୁଖରେ ଉତ୍ତେଜନା । ସ୍ଥାନୀୟ ଲୋକଙ୍କୁ ଥାନା ଅଧିକାରିଣୀ କଳ୍ପନା ବେହେରାଙ୍କ ଦୁର୍ବ୍ଯବହାରକୁ ନେଇ ଉତ୍ତେଜନା । ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକର ସିକରପାଇ ଠାରେ ଏଭଳି ଘଟଣା ଘଟିଛି । ଫଳରେ ଉତ୍ଯକ୍ତ ଲୋକେ ଗତ କାଲି!-->…