ବିଶ୍ବ ରକ୍ତଦାତା ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର : ଉପଖଣ୍ଡ ଚିକିତ୍ସାଳୟରେ ୬୫ ୟୁନିଟ୍ ରକ୍ତ ସଂଗ୍ରହ

ବାଲିଗୁଡ଼ା : ବିଶ୍ବ ରକ୍ତଦାତା ଦିବସ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବାଲିଗୁଡ଼ାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ "ବିପଦର ବନ୍ଧୁ" ର ସମସ୍ତ ସଦସ୍ୟ,ସଦସ୍ୟା ପୂର୍ଣ୍ଣ ସହଯୋଗ କରିବା ସହ

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ନିର୍ମାଣ ହେବ ୮.୮ ନିୟୁତ ଯାତ୍ରୀ କ୍ଷମତା ବିଶିଷ୍ଟ ଟର୍ମିନାଲ-୩

ଭୁବନେଶ୍ୱର: ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଗତ ୧୨ ବର୍ଷ ମଧ୍ୟରେ ବିମାନ ଉଡ଼ାଣ ଏବଂ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଆର୍ଥିକ ବର୍ଷ ୨୦୧୪-୧୫ରେ ୧୦, ୭୬୫ ବିମାନ ଉଡ଼ାଣ କରୁଥିବା ବେଳେ ୨୦୨୫-୨୬ ସୁଦ୍ଧା ଏହି ସଂଖ୍ୟା ୩୮,୪୧୬ରେ ପହଞ୍ଚିଛି। ୨୦୨୫-୨୬

ପାଇଖାନା ପ୍ୟାନରୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ଆନନ୍ଦପୁର : ପାଇଖାନା ପ୍ୟାନ୍ ଭିତରୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର । କେନ୍ଦୁଝର ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟର ମହିଳା ୱାର୍ଡରେ ଥିବା ପାଇଖାନା ପ୍ୟାନ ଭିତରୁ ଉଦ୍ଧାର କରାଯାଇଛି ।  ଆଜି ସକାଳୁ ୱାର୍ଡର ମହିଳା ନର୍ସ ପାଇଖାନା ଭିତରେ ନବଜାତ ପଡ଼ିଥିବା ଦେଖି କର୍ତ୍ତୃପକ୍ଷଙ୍କୁ

ମାଓ ଡମ୍ପ ଠାବ : ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ସାମଗ୍ରୀ ଜବତ

ରାୟଗଡ଼ା : ରାୟଗଡ଼ା ଜିଲ୍ଲାରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନାରେ ମାଓ ଡମ୍ପ ଠାବ କରିଛି ସୁରକ୍ଷା ବାହିନୀ । ଆମ୍ବାଡୋଲା ଥାନା ଅନ୍ତର୍ଗତ ଧେପଗୁଡ଼ା ରିଜର୍ଭ ଫରେଷ୍ଟରେ ଲୁଚାଇ ରଖିଥିଲେ ମାଓବାଦୀ । DVF ଓ SOG ଟିମ୍ ର ମିଳିତ ଅଭିଯାନରେ

ଅଜଣା ଗାଡି ଧକ୍କାରେ ୨ ଭାଇଙ୍କ ମୃତ୍ୟୁ

ବାଂଶପାଳ : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କାଞ୍ଜିପାଣି ଥାନା କୁଆଁର ଠାରେ ମର୍ମନ୍ତୁଦ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ୨ ଭାଇଙ୍କ ମୃତ୍ୟୁ ହୋଇଛି । ପୃଥକ ଦୁର୍ଘଟଣାରେ ୫ ମୃତ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ

ଓଡ଼ିଶା ଛୁଇଁଲା ମୌସୁମୀ, ନିଅଣ୍ଟିଆ ବର୍ଷା ନେଇ ଚିନ୍ତାରେ ଚାଷୀ

ଭୁବନେଶ୍ୱର : ଓଡ଼ିଶା ଛୁଇଁଲା ମୌସୁମୀ । ହେଲେ ନିଅଣ୍ଟିଆ! ବର୍ଷା ରେକର୍ଡ । ଚାଷୀଙ୍କ ମନରେ ବଢ଼ିଲା ଚିନ୍ତା । ଜୁନ୍ ୧୨ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରେ ପ୍ରବେଶ କରିଛି । ଫଳରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଓ ହାଲୁକା ବର୍ଷା ଯୋଗୁଁ

ମା’କୁ କୁରାଢ଼ୀରେ ହାଣି ମାରିଦେଲା ପୁଅ

ଭଦ୍ରକ : ପାରିବାରିକ କଳହର କରୁଣ ପରିଣତି । ପହିଲି ରଜରେ ନିଜ ଜନ୍ମ କଲା ମା’କୁ କୁରାଢ଼ୀରେ ହାଣି ହତ୍ୟା କଲା ପୁଅ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଞ୍ଚଳରେ । ବନ୍ତ ଥାନା ଅନ୍ତର୍ଗତ ଜିରିଣା ଗୁଡ଼ିଆ ସାହିରେ

ଓଲଟିଲା ତୀର୍ଥଯାତ୍ରୀ ବସ୍‌; ଜଣେ ମୃତ, ୨୦ ଆହତ

ସୋର: ପହିଲି ରଜରେ ଅଘଟଣ । ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍ । ଜଣେ ଯାତ୍ରୀ ମୃତ, ୨୦ ଆହତ । ବାଲେଶ୍ଵର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଆଦିରୁପା ପେଟ୍ରୋଲ ପମ୍ପ ନିକଟରେ ଟ୍ରକ ସହ ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ଶ୍ରୀ ଲକ୍ଷ୍ମୀ ନାମକ

କୁଲୁବା ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ଥିବା ସୂଚନା; ସର୍ଚ୍ଚ ଅପରେସନ ଜାରି

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର କୁଲୁବା ଅଞ୍ଚଳରେ ପୁଣି ମାଓବାଦୀଙ୍କ ଉପସ୍ଥିତି ଦେଖିବାକୁ ମିଳିଛି । ସଶସ୍ତ୍ର ସନ୍ଦିଗ୍ଧ ମାଓବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ଅଞ୍ଚଳରେ ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଜିଲ୍ଲା ପୋଲିସ, ଡିଭିଏଫ୍ ଓ ବନ ବିଭାଗ

ସ୍ତ୍ରୀକୁ କଟୁରୀରେ ହାଣିଲା ସ୍ୱାମୀ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ତଥା ସଂଘାତିକ ଘଟଣା ସାମ୍ନାକୁ ଆସିଛି। ପହିଲି ରଜରେ ସ୍ତ୍ରୀକୁ ହାଣିଲା ସ୍ବାମୀ। ରଜ ସଜବାଜରେ କିଣାକିଣିକୁ ନେଇ କଳି ନେଲା ଉଗ୍ର ରୂପ। ମଞ୍ଚେଶ୍ବରରେ ନିଶାସକ୍ତ ଅବସ୍ଥାରେ କଟୁରୀରେ ସ୍ବାମୀର ଆକ୍ରମଣ। ଆକ୍ରମଣରେ ଗୁରୁତର ମହିଳା