Sign in
Sign in
Recover your password.
A password will be e-mailed to you.
ନାଳରୁ ୧୬ ଫୁଟର କୁମ୍ଭୀର ଉଦ୍ଧାର
ରାଜନଗର: ନାଳରୁ ଉଦ୍ଧାର ହେଲା ୧୬ ଫୁଟର କୁମ୍ଭୀର। ଏଭଳି ଘଟଣା ଘଟିଛି ରାଜନଗର ବ୍ଲକ ଜରିମୂଳ ବଜାରର ମାଟିଆ ମଙ୍ଗଳା ଛକ ନିକଟରେ ଥିବା ପାଣି ନାଳରୁ। ଏହି ପାଣି ନାଳଟି ବ୍ରାହ୍ମଣୀ ନଦୀ ସହ ସଂଯୋଗ କରୁଥିବାରୁ କୁମ୍ଭୀରଟି ପଳେଇ ଆସିଥିବା ସନ୍ଦେହ କରାଯାଉଛି। ଲୋକମାନେ ନାଳରେ କୁମ୍ଭୀର!-->…
ମାଛ ମାରିବାକୁ ସମୁଦ୍ରକୁ ଟ୍ରଲର ନେଉନାହାଁନ୍ତି ମତ୍ସ୍ୟଜୀବୀ, ପ୍ରଭାବିତ ହେବେ ୫୦ ହଜାର ପରିବାର
ପାରାଦୀପ: ସମୁଦ୍ରକୁ ଟ୍ରଲର ନେଉନାହାଁନ୍ତି ମତ୍ସ୍ୟଜୀବୀ। ଫିସିଂ ନଯାଇ ହାର୍ବରରେ ପଡିରହିଛି 800 ଟ୍ରଲର। ଆଜିଠୁ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘର ମାଛ ନଧାରିବା ପାଇଁ ନିଷ୍ପତ୍ତି। 43 ଟଙ୍କା ଚଢା ଦାମରେ ଡିଜେଲ କିଣୁଥିବା ନେଇ ଅଭିଯୋଗ। ତେଣୁ ଏହାକୁ ପ୍ରତିବାଦ କରି ପାରାଦୀପରେ!-->…
ରଜରେ ନନ୍ଦନକାନନରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ, ଅଧିକାରୀଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି
ଭୁବନେଶ୍ୱର: ରଜରେ ଭୁବନେଶ୍ୱର ଉପକଣ୍ଠରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଜ ପର୍ବରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ୨୭,୧୯୨ ଜଣ ପର୍ଯ୍ୟଟକ ପ୍ରାଣୀ ଉଦ୍ୟାନକୁ ବୁଲିବାକୁ ଆସିଥିଲେ। ଯେତେବେଳେ ସଂଲଗ୍ନ ରାଜ୍ୟ ଉଦ୍ଭିଦ ଉଦ୍ୟାନ!-->…
ଦ୍ୱିତୀୟ ବାର୍ଷିକ ରଜ ମଉଜ ଉତ୍ସବ ଉଦଘାଟିତ
ବାଲିଗୁଡା, ତା, ୧୬/୦୬ : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳ ରେ ତିନି ଦିନିଆ ରଜ ଉତ୍ସବ ଆନନ୍ଦ ଉଲ୍ଲାସ ର ସହ ପାଳିତ ହେଉଛି l ଏହି ଅବସରରେ ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ଦୋଳି ଖେଳ, ରଜଗୀତ, ପୋଡ଼ପିଠା ଓ ବିଭିନ୍ନ ପାରମ୍ପରିକ ଖାଦ୍ୟର ଆସର ଜମିଛି। ଯୁବତୀ ମାନେ ନୂତନ!-->…
ନୟାଗଡ ଜିଲ୍ଲା ଜିଲ୍ଲା ପରିଷଦ ୧ ନମ୍ବର ଜୋନ କଂଗ୍ରେସ ସାଙ୍ଗଠନିକ ବୈଠକ
ନୟାଗଡ: ନୟାଗଡ଼ ଜିଲ୍ଲା ପରିଷଦ ଓଡ଼ଗାଁ ୧ ନମ୍ବର ଜୋନ ସ୍ତରୀୟ କଂଗ୍ରେସ ସାଙ୍ଗଠନିକ ବୈଠକ ତଥା କଂଗ୍ରେସ କର୍ମୀ ସମ୍ମିଳନୀ ସ୍ଥାନୀୟ କୁରାଳ ବାଗଦେବୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଅଛି।ଓଡ଼ଗାଁ ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ!-->…
ସପ୍ତଶଯ୍ୟା ମହୋତ୍ସବରେ ବାଲିଗୁଡାର ନୃତ୍ୟଶ୍ରୀ ଡ୍ୟାନ୍ସ ଏକାଡେମୀ ଉଚ୍ଚକୋଟିର ନୃତ୍ୟ ପ୍ରଦର୍ଶନ କରି ସମ୍ମାନିତ
ବାଲିଗୁଡା : ସପ୍ତଶଯ୍ୟା ମହୋତ୍ସବ ଓଡ଼ିଶାର ଏକ ପ୍ରସିଦ୍ଧ ଧାର୍ମିକ ଓ ସାଂସ୍କୃତିକ ଉତ୍ସବ। ଏହା ଢେଙ୍କାନାଳ ଜିଲ୍ଲାର ଐତିହାସିକ ଓ ପବିତ୍ର ସପ୍ତଶଯ୍ୟା ପୀଠରେ ପାଳିତ ହୋଇଥାଏ l ଏହି ମହୋତ୍ସବ କୁ ଦିବ୍ୟାଂସୀ ଡ୍ୟାନ୍ସ ଏକାଡେମୀ ତରଫରୁ ଭୁବନେଶ୍ୱର ସ୍ଥିତ ରବିନ୍ଦ୍ର ମଣ୍ଡପରେ ବହୁ!-->…
ଓମାନ ତଟରେ ବୁଡିଲା ଡଙ୍ଗା, ୧୪ ଭାରତୀୟ ଉଦ୍ଧାର
ନୂଆଦିଲ୍ଲୀ:ମଧ୍ୟ ପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଓମାନ ଉପକୂଳରେ ବୁଡିଲା ‘ ଏମଏସ୍ଭି ବିରାଟ ୧’ ନାମକ ଏକ ଭାରତୀୟ ଡଙ୍ଗା। ଏଥିରେ ୧୪ ଜଣ ଭାରତୀୟ କ୍ରୁ-ସଦସ୍ୟ ଥିଲେ, ଯାହାଙ୍କୁ ବର୍ତ୍ତମାନ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ଡଙ୍ଗା ବୁଡିବା ପରେ ଆମେରିକା ନୌସେନା, ଭାରତୀୟ!-->…
ଜାମ୍ମୁ-କାଶ୍ମୀରରେ ପାକିସ୍ତାନ ନାଗରିକ ଅଟକ
ଶ୍ରୀନଗର: ଜାମ୍ମୁ-କାଶ୍ମୀରର କୁପୱାରା ଜିଲାରୁ ଶନିବାର ସେନା ଓ ପୁଲିସ ମିଳିତ ଅଭିଯାନ ଚଲାଇ ଜଣେ ପାକିସ୍ତାନ ନାଗରିକଙ୍କୁ ଅଟକ ରଖିଛନ୍ତି। ସୀମା ଅତିକ୍ରମ କରି ଜଣେ ପାକିସ୍ତାନ ନାଗରିକ ଜାମ୍ମୁ-କାଶ୍ମୀରରେ ପ୍ରବେଶ କରିଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ମିଳିବା ପରେ ସେନା ଓ ପୁଲିସ!-->…
ନକଲି ବ୍ରିଗେଡିୟରକୁ ବାନ୍ଧିଲା ଉତ୍ତରପ୍ରଦେଶ ପୋଲିସ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଶାହାଜାହାନପୁର୍ରୁ ଜଣେ ୨୧ବର୍ଷୀୟ ନକଲି ବ୍ରିଗେଡିୟରକୁ ପୁଲିସ ଗିରଫ କରିଛି। ଗିରଫ ଯୁବକର ନାମ ଆର୍ୟନ ବର୍ମା ବୋଲି ଜଣାପଡ଼ିଛି। ବେଶ୍ କିଛିମାସ ହେବ ଆର୍ୟନ ନିଜକୁ ବ୍ରିଗେଡିୟର ବେଶରେ ସଜାଇ ଦୁଇଜଣ ସୁରକ୍ଷାକର୍ମୀ ମଧ୍ୟ ରଖିଥିଲା। ସେମାନଙ୍କୁଏନଏସଜି କମାଣ୍ଡୋ!-->…
ୟୁରୋପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ୟୁରୋପ ଗସ୍ତରେ ଯାଇଛନ୍ତି। ମୋଦୀ ଫ୍ରାନ୍ସ ଓ ସ୍ଲୋଭାକିଆ ଯାଇଥିବା ଜଣାପଡ଼ିଛି। ଫ୍ରାନ୍ସ ଗସ୍ତର ପ୍ରଥମ ପର୍ଯ୍ୟାୟରେ ରବିବାର ପ୍ରଧାନମନ୍ତ୍ରୀ ମୋଦୀ ନାଇସରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକରନ୍ଙ୍କ ସହ ଦ୍ବିପାକ୍ଷିକ!-->…