Sign in
Sign in
Recover your password.
A password will be e-mailed to you.
ପ୍ରଧାନମନ୍ତ୍ରୀଙ୍କ ଦିନିକିଆ ଓଡ଼ିଶା ଗସ୍ତର ସୂଚୀ, ପୂର୍ବାହ୍ନ ୧୧ଟା ୫ରେ ପାହାଡ଼ପୁର ହେଲିପ୍ୟାଡରେ ଓହ୍ଲାଇବେ
ଭୁବନେଶ୍ୱର : ଆସିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିନିକିଆ ଓଡ଼ିଶା ଗସ୍ତ ସୂଚୀ । ୨୦ ତାରିଖ ପୂର୍ବାହ୍ନ ୧୧ଟା ୫ରେ ପାହାଡ଼ପୁର ହେଲିପ୍ୟାଡ୍ ରେ ଓହ୍ଲାଇବେ । ୧୧ଟା ୧୫ରେ ଗୋଷାଣୀ ପୀଠରେ ପହଞ୍ଚିବେ । ଘଣ୍ଟାଏ ପାହାଡ଼ପୁରରେ ରହିବେ । ୧୨ଟା ୫୫!-->…
ନାବାଳିକାଙ୍କୁ ଦୁଷ୍କର୍ମ, ୩ ଅଟକ
ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ନାବାଳିକାଙ୍କ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଅଭିଯୋଗ ମୁତାବକ, ଦୁଇ ଭଉଣୀ ଗାଁ ପୋଖରୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ୪ ଜଣ ଯୁବକ ସେଠାରେ!-->…
ପରକୀୟା ପ୍ରୀତିରୁ ଅପହରଣ ପରେ ଯୁବକଙ୍କୁ ହତ୍ୟା
ନୀଳଗିରି : ପୁଣି ଜୀବନ ନେଲା ପରକୀୟା ପ୍ରୀତି । ଅପହରଣ ପରେ ଯୁବକଙ୍କୁ ହତ୍ୟା । ମାଟିତଳେ ପୋତିଦେଲା ଅଭିଯୁକ୍ତ । ୨୦ ଦିନ ପରେ ମିଳିଲା ମୃତଦେହ । ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଜାମୁନା ଗାଁର ଘଟଣା । ମୃତକ ହେଲେ ଏହି ଗାଁର ବୀରେନ୍ଦ୍ର!-->…
ଯୁବତୀଙ୍କୁ ହତ୍ୟା କରି ପୋଡ଼ିଦେଲା ପ୍ରେମିକ, ଦୁଇ ଗିରଫ
ଯୋଡ଼ା : ବଡ଼ବିଲ ଝାଡଗାଁରେ ପ୍ରେମିକାକୁ ହତ୍ୟା କରି ଜଙ୍ଗଲରେ ପୋତିବା ଘଟଣାରେ ଦୁଇ ଗିରଫ। ମୁଖ୍ୟ ଅଭିଯୁକ୍ତ ସଂଗ୍ରାମର ୨ ସହଯୋଗୀଙ୍କୁ ଗିରଫ କରିଛି ବଡ଼ବିଲ ପୋଲିସ । ଘଟଣାରେ ବ୍ୟବହୃତ ବାଇକ ଜବତ ହୋଇଛି। ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ଝାଡଗାଁର ରାହୁଲ ନାଏକ ଓ କୃଷ୍ଣା ନାଏକ । ଉଭୟ!-->…
ସରିଲା ଖରାଛୁଟି, ୧୮ରୁ ଖୋଲିବ ସ୍କୁଲ
ଭୁବନେଶ୍ୱର : ସରିଲା ପିଲାଙ୍କ ଖରାଛୁଟି । ଖୁବଶୀଘ୍ର ସ୍କୁଲ ଖୋଲିବାକୁ ଯାଉଛି । ଆସନ୍ତା ଜୁନ୧୮ରୁ ଖୋଲିବ ସ୍କୁଲ। ରାଜ୍ୟରେ ଏବେ ଗ୍ରୀଷ୍ମ ଛୁଟି ଅବଧି ବଢ଼ିବ ନାହିଁ ସୂଚନା ମିଳିଛି । ରାଜ୍ୟରେ ୧୮ ତାରିଖରୁ ଖୋଲିବ ସମସ୍ତ ସ୍କୁଲ। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ!-->…
ପଥର ଖାଦାନରେ ବୁଡିଗଲା ପୁଅ, ଉଦ୍ଧାର ପାଇଁ ରାସ୍ତାରୋକ
ଆନନ୍ଦପୁର : ପଥର ଖାଦାନରେ ବୁଡିଗଲା ପୁଅ । ଏଯାବତ ହୋଇପାରୁନି ଉଦ୍ଧାର। ପରିବାର ଲୋକଙ୍କ ଦ୍ୱାରା ଜାତୀୟ ରାଜପଥ ଅବରୋଧ ହୋଇଛି । ଗତକାଲି ପ୍ରଥମ ରଜରେ ଘସିପୁରା ଥାନା ଖାଳିଆମେଣ୍ଟା ଗାଁର ଯୁବକ ନିହାର ରଞ୍ଜନ ବେହେରା ଓ ତାଙ୍କ ସାଙ୍ଗ ଶୁଭେନ୍ଦୁ ଦାସ ଗାଧୋଇବା ପାଇଁ ଭୋଳନୂଆଗାଁ ରେ ଥିବା!-->…
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ କମିଛି ଗ୍ରୀଷ୍ମପ୍ରବାହ, ୧୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ୱର : ଉପକୂଳ ଓଡ଼ିଶାର କିଛି ଜିଲ୍ଲାକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଛୁଇଁଥିବାବେଳେ ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଫଳରେ ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ଗ୍ରୀଷ୍ମପ୍ରବାହ କମିଛି । ୨୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ!-->…
ପ୍ରେମ ପାଇଁ ଯୁବକଙ୍କୁ ଗୁଳି କରି ହତ୍ୟା
ନୟାଗଡ : ପ୍ରେମ ପାଇଁ ଗୁଳିକାଣ୍ଡ । ନୟାଗଡ଼ ଗଣିଆ ବ୍ଲକ ପାଣ୍ଡରାସିଙ୍ଗା ଛକରେ ଯୁବକଙ୍କୁ ଗୁଳିକରି ହତ୍ୟା । ମୃତକ ହେଲେ ପତୁରିଆଗାଁର ରବୀନ୍ଦ୍ର କୁମାର ନାୟକ । ରବୀନ୍ଦ୍ର ନିଜ ଗ୍ୟାରେଜରେ ବସିଥିବା ବେଳେ, କାରରେ କିଛି ଦୁର୍ବୃତ୍ତ ଆସି ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ । ରକ୍ତ!-->…
ନାଳରୁ ୧୬ ଫୁଟର କୁମ୍ଭୀର ଉଦ୍ଧାର
ରାଜନଗର: ନାଳରୁ ଉଦ୍ଧାର ହେଲା ୧୬ ଫୁଟର କୁମ୍ଭୀର। ଏଭଳି ଘଟଣା ଘଟିଛି ରାଜନଗର ବ୍ଲକ ଜରିମୂଳ ବଜାରର ମାଟିଆ ମଙ୍ଗଳା ଛକ ନିକଟରେ ଥିବା ପାଣି ନାଳରୁ। ଏହି ପାଣି ନାଳଟି ବ୍ରାହ୍ମଣୀ ନଦୀ ସହ ସଂଯୋଗ କରୁଥିବାରୁ କୁମ୍ଭୀରଟି ପଳେଇ ଆସିଥିବା ସନ୍ଦେହ କରାଯାଉଛି। ଲୋକମାନେ ନାଳରେ କୁମ୍ଭୀର!-->…
ମାଛ ମାରିବାକୁ ସମୁଦ୍ରକୁ ଟ୍ରଲର ନେଉନାହାଁନ୍ତି ମତ୍ସ୍ୟଜୀବୀ, ପ୍ରଭାବିତ ହେବେ ୫୦ ହଜାର ପରିବାର
ପାରାଦୀପ: ସମୁଦ୍ରକୁ ଟ୍ରଲର ନେଉନାହାଁନ୍ତି ମତ୍ସ୍ୟଜୀବୀ। ଫିସିଂ ନଯାଇ ହାର୍ବରରେ ପଡିରହିଛି 800 ଟ୍ରଲର। ଆଜିଠୁ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘର ମାଛ ନଧାରିବା ପାଇଁ ନିଷ୍ପତ୍ତି। 43 ଟଙ୍କା ଚଢା ଦାମରେ ଡିଜେଲ କିଣୁଥିବା ନେଇ ଅଭିଯୋଗ। ତେଣୁ ଏହାକୁ ପ୍ରତିବାଦ କରି ପାରାଦୀପରେ!-->…