Sign in
Sign in
Recover your password.
A password will be e-mailed to you.
ଇ-ମେଲ ରେ ଫୁଲବାଣୀ କୋର୍ଟକୁ ବୋମା ଧମକ…
କନ୍ଧମାଳ, ତା, ୦୬/୦୨ : ରାଜ୍ୟର ୩ଟି କୋର୍ଟକୁ ବୋମା ଧମକ ମିଳିଛି । ଏହି ଧମକ ଫୁଲବାଣୀ,ପୁରୀ ଓ କଟକ ଜିଲା ଦୌରା ଜଜ୍ କୋର୍ଟକୁ ଆସିଛି । ଏହି ଧମକ ଅଜଣା ଇ-ମେଲ୍ ଜରିଆରେ ଦିଆଯାଇଛି। ଫୁଲବାଣୀ କୋର୍ଟକୁ ଧମକ ମିଳିବା ପରେ ସମଗ୍ର କନ୍ଧମାଳ ଜିଲ୍ଲା ରେ ଭୟର ବାତାବରଣ ସୃଷ୍ଟି ହୋଇଛି ।ଧମକ!-->…
୪ ଜଣ ଛତିଶଗଡି ମାଓବାଦୀ ଙ୍କ ଆତ୍ମ ସମର୍ପଣ : ବନ୍ଧୁକ, ଜୀବନ୍ତ ଗୁଳି ଏବଂ ବହୁ ମାଓ ସାମଗ୍ରୀ ଜବତ
କନ୍ଧମାଳ,ତା, ୦୬/୦୨ : ଅତି ଶୀଘ୍ର ହେବ କନ୍ଧମାଳ ମାଓ ମୁକ୍ତ ଜିଲ୍ଲା। ଏନେଇ ଜୋର ଯାର ପ୍ରସ୍ତୁତି ଚଳାଇଛନ୍ତି କନ୍ଧମାଳ ପୋଲିସ, ସିଆରପିଏଫ ଓ ବି ଏସ ଏଫ ଯବାନ ମାନେ। ଏହି କ୍ରମ ରେ ଶୁକ୍ରବାର ଦକ୍ଷିଣାଞ୍ଚଳ ଆଇଜି ପୋଲିସ ନୀତି ଶେଖର ଓ କନ୍ଧମାଳ ଏସପିଙ୍କ ନିକଟରେ 4 ଅଣଓଡ଼ିଆ କେକେବିଏନ!-->…
ଆଇଏଏସ ସ୍ତରରେ ବଡ଼ ଅଦଳବଦଳ
ଭୁବନେଶ୍ୱର : ଆଇଏଏସ ସ୍ତରରେ ବଡ଼ ଅଦଳବଦଳ । ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂହଙ୍କୁ ଷ୍ଟିଲ ଓ ମାଇନ୍ସ ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି । !-->…
ଗାଜାରେ ଇସ୍ରାଏଲର ପାଲଟା ଆକ୍ରମଣ: ୨୩ ମୃତ
ଗାଜା: ଗାଜାରେ ଇସ୍ରାଏଲ କରିଛି ଏକ ବଡ଼ ଆକ୍ରମଣ, ଯେଉଁଥିରେ ଅତି କମ୍ରେ ୨୩ ଜଣ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଛି। ଅକ୍ଟୋବରରେ ଅସ୍ତ୍ରବିରତି ଆରମ୍ଭ ହେବା ପରଠାରୁ ଏହାକୁ ସବୁଠାରୁ ମାରାତ୍ମକ ବୋଲି କୁହାଯାଉଛି। ଗାଜାସ୍ଥିତ ଡାକ୍ତରଖାନା ସୂତ୍ରରୁ ପ୍ରକାଶ ଯେ, ବୁଧବାର ମୃତାହତଙ୍କ ମଧ୍ୟରେ!-->…
ଓଲା,ଉବର,ରାପିଡୋକୁ ଟକ୍କର ଦେବ ସ୍ୱଦେଶୀ “ଭାରତ-ଟ୍ୟାକ୍ସି”: ଅମିତ ଶାହ
ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ପ୍ରଥମ ସମବାୟ ନେତୃତ୍ୱାଧୀନ ରାଇଡ୍-ହେଲିଂ ପ୍ଲାଟଫର୍ମ ଭାରତ ଟ୍ୟାକ୍ସିର ଶୁଭାରମ୍ଭ କରିଛନ୍ତି ।
କେନ୍ଦ୍ର ଗୃହ, ସମବାୟ ମନ୍ତ୍ରୀ ଅମିତ ଶାହ ଗୁରୁବାର ଦୁଇ ମାସର ସଫଳ ପାଇଲଟ୍ ଅପରେସନ୍ ପରେ ଭାରତର ପ୍ରଥମ ସମବାୟ ନେତୃତ୍ୱାଧୀନ ରାଇଡ୍-ହେଲିଂ!-->!-->!-->…
ଅନୁପ୍ରବେଶ ପାଇଁ ଅଦାଲତ ଉପରେ ଚାପ ପକାଉଛି ଟିଏମସି ; ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ରାଜ୍ୟସଭା ଗୃହରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ଅଭିଭାଷଣ ରଖିଛନ୍ତି । ଅଭିଭାଷଣ ସମୟରେ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ କଂଗ୍ରେସକୁ ନିଶାନ କରିବା ସହ ଟିଏମସିକୁ ମଧ୍ୟ ନିଶାଣ କରିଛନ୍ତି ।
ମୋଦୀ କହିଛନ୍ତି, “ଟିଏମସିର ସହକର୍ମୀମାନେ ବହୁତ କିଛି!-->!-->!-->…
ରାଜ୍ୟସଭା ଗୃହରେ ହଟ୍ଟଗୋଳ; କକ୍ଷତ୍ୟାଗ କଲେ ବିରୋଧୀ ସାଂସଦ
ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତର ଦେବା ସମୟରେ ବିରୋଧୀ ସାଂସଦମାନେ କକ୍ଷତ୍ୟାଗ କରିଛନ୍ତି ।
ରାଜ୍ୟସଭା ଗୃହରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ଅଭିଭାଷଣ ରଖିବା ଆରମ୍ଭ କରିଛନ୍ତି । ଏହି!-->!-->!-->…
ଚାଇନିଜ୍ ମାଞ୍ଜା ଦ୍ୱାରା ମୃତ୍ୟୁ ହେଲେ ହତ୍ୟା ବିବେଚନା କରାଯିବ: ଯୋଗୀ
ନୂଆଦିଲ୍ଲୀ : ନିଷିଦ୍ଧ ଚାଇନିଜ୍ ମାଞ୍ଜା ଦ୍ୱାରା ହେଉଥିବା ଯେକୌଣସି ମୃତ୍ୟୁକୁ ଏବେ ହତ୍ୟା ଭାବରେ ବିବେଚନା କରାଯିବ। ଆଜି ଏହା ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏ ନେଇ ରାଜ୍ୟବ୍ୟାପୀ ଚଢାଉ କରିବାକୁ ମୁଖ୍ୟମନ୍ତ୍ରୀ ପୁଲିସ୍ ଅଧିକାରୀମାନଙ୍କୁ!-->…
ମେସିନ କରୁଛି ମନରେଗା କାମ : ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ଶ୍ରମିକ
କୋରାପୁଟ /କୋଟପାଡ଼ : ଗ୍ରାମାଞ୍ଚଳର ଆର୍ଥିକ ଦୁର୍ବଳ ପରିବାର, ଯେଉଁମାନଙ୍କର ଜୀବନ ଯାପନ ସ୍ତର ଅତି ନଗଣ୍ୟ ସେମାନଙ୍କୁ ଦାରିଦ୍ର୍ୟ ତଥା କ୍ଷୁଧାରୁ ସୁରକ୍ଷା ଦେବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ମୂଳ ଲକ୍ଷ୍ୟ, କିନ୍ତୁ ବାସ୍ତବିକତାରେ!-->!-->!-->…
ଅନୁରାଗଙ୍କୁ ସୁପ୍ରିମ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
ନୂଆଦିଲ୍ଲୀ : ବିଜେପି ସାଂସଦ ତଥା ପୂର୍ବତନ ବିସିସିଆଇ ସଭାପତି ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି ମିଳିଛି । ଏବେ ସେ ପୁଣି ଥରେ ବିସିସିଆଇକୁ ଫେରିପାରିବେ ଓ କ୍ରିକେଟ୍ ପରିଚାଳନା ବ୍ୟାପାରର ସଂପୃକ୍ତ ହୋଇପାରିବେ ବୋଲି କୋର୍ଟ ଅନୁମତି ଦେଇଛନ୍ତି । ୨୦୧୭ରେ!-->…