Sign in
Sign in
Recover your password.
A password will be e-mailed to you.
ମମତା ବାନାର୍ଜୀଙ୍କ ବିରୋଧରେ ମାମଲା,ଜେଲ ଯିବେ କି ଦିଦି…
କଲକାତା : ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଦିନକୁ ଦିନ ଅଡୁଆ ବଢିବାରେ ଲାଗିଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସିର ପରାଜୟ ପରେ ଦଳୀୟ ସାଥୀମାନେ ମମତାଙ୍କ ଠାରୁ ଦୂରେଇ ଯାଉଥିବାବେଳେ ଏବେ ଖୋଦ ମମତା ନିଜେ ଅଡୁଆରେ!-->…
୭୦ ବର୍ଷୀୟା ଦୃଷ୍ଟିହୀନ ଓ ମାନସିକ ବିକୃତ ମହିଳାଙ୍କୁ ଆକ୍ରମଣ ଓ ଦୁଷ୍କର୍ମ ଉଦ୍ୟମ
ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଜଣେ ୭୦ ବର୍ଷୀୟା ଦୃଷ୍ଟିହୀନ ଓ ମାନସିକ ବିକୃତ ମହିଳାଙ୍କୁ ଆକ୍ରମଣ ଓ ଦୁଷ୍କର୍ମ ଉଦ୍ୟମ ପୁଣି ଥରେ ମାନବ ସମାଜକୁ ଲଜ୍ଜିତ କରିଛି। ମହିଳା ଜଣକ ପୂର୍ବ ଦିଲ୍ଲୀର ତ୍ରିଲୋକପୁରୀ ଅଞ୍ଚଳରେ ଗତ ୩୫ ବର୍ଷ ହେଲା ରହିଆସୁଛନ୍ତି। ସେଠାକାର ବାସିନ୍ଦା!-->…
ପ୍ରେସ ମିଟରେ ଦୁଇ ବର୍ଷର ବିକାଶ ଗାଥା ଶୁଣାଇଲେ ମନ୍ତ୍ରୀ
କୋରାପୁଟ : ଓଡ଼ିଶା ସରକାରଙ୍କ ସଫଳ ଦୁଇ ବର୍ଷ ପୂର୍ତ୍ତି ଅବସରରେ କୋରାପୁଟ ସର୍କିଟ୍ ହାଉସ୍ଠାରେ ଏକ ସାମ୍ବାଦିକ ସମ୍ମିଳନୀ ବା ପ୍ରେସ ମିଟ୍ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଏମଏସଏମଇ ବିଭାଗର ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ!-->…
ସିବିଟି ମୋଡରେ ହେବ ରେଲୱେ ପରୀକ୍ଷା, ଘୋଷଣା କଲେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ନୂଆଦିଲ୍ଲୀ : ରେଲୱେର ସମସ୍ତ ବିଭାଗୀୟ ଭର୍ତ୍ତି ପରୀକ୍ଷା ଏବେ ସିବିଟି ମୋଡରେ ହେବ । ନିଟ୍ ରେ ବ୍ୟାପକ ତ୍ରୁଟି ପରେ ଏବେ କେନ୍ଦ୍ର ସରକାର ସତର୍କ ହୋଇଛନ୍ତି । ନିଯୁକ୍ତି ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛତା, ସଠିକତା ଉପରେ ଜୋର ଦେଇଛି ରେଲୱେ । ଏଣିକି ସମସ୍ତ ବିଭାଗୀୟ ପରୀକ୍ଷା!-->…
‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ର ଭବ୍ୟ ଶୁଭାରମ୍ଭ
କୋରାପୁଟ : ଓଡ଼ିଶା ସରକାରଙ୍କ ସଫଳ ଦୁଇ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟର ଗରିବ ଓ ଅଭାବୀ ପରିବାରଗୁଡ଼ିକ ପାଇଁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ସମୃଦ୍ଧ ଓଡ଼ିଶା ଗଠନର ରୋଡମ୍ୟାପ୍ ସହ ୧୨୧ଟି ପ୍ରଗତିଶୀଳ ଯୋଜନା ମଧ୍ୟରୁ ଅନ୍ୟତମ!-->…
ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍ ହେଲେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ନୂଆଦିଲ୍ଲୀ : ଭାରତର ପ୍ରତିରକ୍ଷା ନେତୃତ୍ୱ କ୍ଷେତ୍ରରେ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସରକାର ବରିଷ୍ଠ ସେନା ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠଙ୍କୁ ଭାରତୀୟ ସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି । ଭାରତୀୟ ସେନାର ନୂଆ!-->…
ମଦ ଦୋକାନ ସ୍ଥାନାନ୍ତର ଦାବୀରେ ଗର୍ଜିଲେ ସ୍ଥାନୀୟ ମହିଳା
ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ସାଲବାଗାନ ସ୍ଥିତ ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ଦାବୀରେ ମହିଳାଙ୍କ ବିକ୍ଷୋବ । ଏହି ସରକାରୀ ସ୍ୱୀକୃତିପ୍ରାପ୍ତ ବିଦେଶୀ ମଦ ଦୋକାନକୁ ସ୍ଥାନାନ୍ତର କରିବା ଦାବୀରେ ସ୍ଥାନୀୟ ମହିଳାମାନେ ଗଣବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।!-->…
୬ ମାସର ଶିଶୁକୁ ଧରି ୬ ମହଲାରୁ ଡେଇଁ ଜୀବନ ହାରିଲେ ମହିଳା ଇଂଜିନିୟର, ବଞ୍ଚିଗଲା ପିଲା
ଆନ୍ଧ୍ରପ୍ରଦେଶ : ହାଇଦ୍ରାବାଦ ମିୟାପୁର ଅଞ୍ଚଳରେ ହୃଦୟ ବିଦାରକ ଘଟଣା । ଏକ ବହୁ ମହଲା କୋଠାର ୬ ମହଲାରୁ ଡେଇଁ ଜୀବନ ହାରିଛନ୍ତି ୩୭ ବର୍ଷୀୟା ମହିଳା ସଫ୍ଟୱେୟାର ଇଂଜିନିୟର । ୬ ମାସର ଛୁଆକୁ ଧରି ମହିଳା ଜଣକ ଏଭଳି କାମ କରିଛନ୍ତି । କିନ୍ତୁ ମହିଳା ଡେଇଁବା ପରେ ଛୁଆଟି କୋଳରୁ ଛିଟକି!-->…
ଟ୍ରକକୁ ଧକ୍କା ଦେଲା କାର୍, ୪ ମୃତ
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଉନ୍ନାଓରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗଙ୍ଗା ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ଜୀବନ ଚାଲିଯାଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାରର ଉପର ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଆଉ କାରରେ ଥିବା ୪ ଜଣଙ୍କ ଜୀବନ!-->…
ଆସାମ ଜୋରହାଟରେ ବାୟୁସେନା ବିମାନ କ୍ରାସ୍, ୫ ମୃତ
ଆସାମ : ଜୋରହାଟ ଏୟାରବେସରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବାୟୁସେନାର AN-32 ବିମାନ । ବାୟୁସେନା ବିମାନ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । କୋ-ପାଇଲଟ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ତାଙ୍କୁ ଚକିତ୍ସା କରାଯାଉଛି । କୋର୍ଟ ଅଫ ଇନକ୍ବାରୀ ନିର୍ଦ୍ଦେଶ ଦେଲା ଭାରତୀୟ ଏୟାର!-->…