Sign in
Sign in
Recover your password.
A password will be e-mailed to you.
ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ : ଦୁଇ ଗୁରୁତର
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡା ପଞ୍ଚାୟତର ଡ଼ାବୁଲକିଆ ଗ୍ରାମରୁ ଗୁରୁବାର ମଧ୍ୟାହ୍ନରେ ଏକ ବାଇକରେ ତିନି ଜଣ ଯୁବକ ବାଟାଗୁଡା ଗ୍ରାମକୁ ଘରୋଇ ସାମଗ୍ରୀ କିଣିବାକୁ ଆସିବା ବେଳେ ଗୋପାଳପୁର - ରାୟପୁର ୫୯ ନଂ. ଜାତୀୟ ରାଜପଥ ବାଟାଗୁଡ଼ା ପୂର୍ବରୁ ଏକ!-->…
ନବ ନିର୍ବାଚିତ ଚିତ୍ରକୋଣ୍ଡା ବିଧାନସଭା ବିଧାୟକ ମଙ୍ଗୁ ଖିଲ ସାପ କାମୁଡା ରେ ଅସୁସ୍ଥ, ଗୁମ୍ମା ଚିକିତ୍ସାଳୟ ରେ…
ମାଲକାନଗିରି : ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀର ନବ ନବ ନିର୍ବାଚିତ ବିଧାୟକ ମଙ୍ଗୁ ଖିଲ ସାପ କାମୁଡା ରେ ଅସୁସ୍ଥ ହୋଇଛନ୍ତି। ତାଙ୍କୁ କୁଡୁମୁଲୁଗୁମ୍ମା ଚିକିତ୍ସାଳୟ ରେ ଭର୍ତ୍ତିକରା ଯାଇଛି ।ଏକ ଡାକ୍ତର ଟିମ ଚିକିତ୍ସା କରୁଛନ୍ତି ଚିକିତ୍ସା ପରେ ସେ ବିପଦ ମୁକ୍ତ ଅଛନ୍ତି!-->!-->!-->…
ଫୁଲବାଣୀ : ବିଜୟ ଉତ୍ସବ ମନାଇଲା ବିଜେପି
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟି ମହାସମାରୋହରେ ବିଜୟ ଉତ୍ସବ ପାଳିଛି l ସ୍ଥାନୀୟ ଫୁଲବାଣୀ ସାହି ସ୍ଥିତ ବରାଳଦେବୀ ମନ୍ଦିର ପରିସରରୁ ଏକ ବିରାଟ ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ଲୋକ ସମାଗମ ହୋଇଥିବାର ଦେଖିବାକୁ ମିଳିଥିଲା l ସମସ୍ତେ ଆନନ୍ଦ ଉଲ୍ଲାସର ସହ ବାଣ ଫୁଟାଇ!-->!-->!-->…
ଶୀତଳଷଷ୍ଠୀ ଯାତ୍ରା ପାଇଁ ଜରୁରୀ ବୈଠକ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ଥିତ ଫୁଲବାଣୀ ଜଗନ୍ନାଥ ମନ୍ଦିର ପରିସରରେ ମନ୍ଦିର ପରିଚାଳନା କମିଟିର ସଭାପତି ସୁନାସିର ମହାପାତ୍ରଙ୍କ ସଭାପତିତ୍ବରେ ଚଳିତ ମାସ ଆସନ୍ତା ୧୦ ତାରିଖରେ ମହାଦେବଙ୍କ ଶୀତଳଷଷ୍ଠୀ ଯାତ୍ରା ଉପଲକ୍ଷେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ବ୍ୟାପକ ପ୍ରସ୍ତୁତି ନିମନ୍ତେ!-->…
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ
ବ୍ରହ୍ମପୁର, ୦୫/୦୬ : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଆଞ୍ଚଳିକ କାର୍ଯ୍ୟାଳୟ ବ୍ରହ୍ମପୁର ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି। ଶିଳ୍ପ ତାଲିମ ଅନୁଷ୍ଠାନ, ବ୍ରହ୍ମପୁରର ଅଡିଟୋରିୟମରେ ଅନୁଷ୍ଠିତ ଏହି ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷା ଉପରେ ସଚେତନତା ସୃଷ୍ଟି!-->…
ମା ରାମଚଣ୍ଡୀଙ୍କ ମନ୍ଦିର ପରିସରରେ ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷ ହିଁ ଜୀବନ କାର୍ଯ୍ୟକ୍ରମ
ଛତ୍ରପୁର : ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ଛତ୍ରପୁର ନିକଟରେ ଥିବା ମାଁ ରାମଚଣ୍ଡୀଙ୍କ ମନ୍ଦିର ପରିସର ରେ ମାଁ ରାମଚଣ୍ଡୀ ଟ୍ରଷ୍ଟ,ମନ୍ଦୀର ପରିଚାଳନା କମିଟି, ପୂଜା କମିଟି,ଓଏସଏପି ଅଷ୍ଟମ ବଟାଲିଆନ ଓ ବିଭିନ୍ନ ସ୍ଵେଛାସେଵୀ ସଂଗଠନ ର ମିଳିତ ଉଦ୍ୟମ ରେ ଏକ ବିଶାଳ ବୃକ୍ଷରୋପଣ!-->…
ଜିଲ୍ଲାସ୍ତରୀୟ ବିଶ୍ଵ ପରିବେଶ ଦିବସ
ଛତ୍ରପୁର : ଛତ୍ରପୁର ଠାରେ ବ୍ରହ୍ମପୁର ବନଖଣ୍ଡ ଦ୍ଵାରା ଗଞ୍ଜାମ ଜିଲ୍ଲା ସ୍ତରୀୟ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଛି । ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସୋନ୍ନି କକର ଯୋଗ ଦେଇ ଜମିର ପୁନରଉଦ୍ଧାର, ମରୁଭୁମି ଓ ମରୁଡିର ହ୍ରାସ ଉପରେ ଗୁରୁତ୍ଵ ଦେବା ସହିତ ପରିବେଶ!-->…
କାଲି ସାବିତ୍ରୀ : ହିଞ୍ଜିଳିକାଟୁ ବଜାର ଚଳଚଞ୍ଚଳ – ଫଳ ଦର ଆକାଶ ଛୁଆଁ
ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲାର ୨ୟ ବୃହତ୍ତମ ସହର ଭାବେ ପରିଚିତ ତଥା ବ୍ୟବସାୟିକ ପେଣ୍ଠସ୍ଥଳୀ ରୂପେ ପରିଚିତ ହିଞ୍ଜିଳିକାଟୁ ପୈାରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳ ବର୍ତ୍ତମାନ ସାବିତ୍ରୀ ବ୍ରତ ପାଇଁ ଚଳଚଞ୍ଚଳ ହୋଇପଡିଛି । ଗୁରୁବାର ସାବିତ୍ରୀବ୍ରତ ପାଳନ ହେବାକୁ ଥିବା ବେଳେ!-->…
ଛତ୍ରପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ବିଶ୍ୱ ପରିବେଶ ଦିବସ ପାଳିତ ସହ ସୌରଚାଳିତ ପନିପରିବା ଯାନ ଉଦ୍ଘାଟିତ
ଛତ୍ରପୁର : ଛତ୍ରପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପରିସରରେ ଅନୁଷ୍ଠାନର ଅଧ୍ୟକ୍ଷ ଇଂ ପ୍ରିୟବ୍ରତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବୁଧବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି l ଅନୁଷ୍ଠାନ ପରିସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବର୍ଜ୍ୟ ପ୍ଲାଷ୍ଟିକ ସଂଗ୍ରହ ଏବଂ ନିଷ୍କାସନ କରିବା!-->!-->!-->…
ହିଞ୍ଜିଳିରେ ବିଶ୍ଵ ପରିବେଶ ଦିବସ ପାଳନ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ଵ ପରିବେଶ ଦିବସ ପାଳନ ହୋଇଯାଇଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନି ଉତ୍ସବ ର ଉଦଘାଟନ କରିଥିଲେ । ଉପଯୁକ୍ତ ସ୍ଥାନରେ ଉପଯୁକ୍ତ ବୃକ୍ଷ ରୋପଣ କରିବା ସହିତ ସୁରକ୍ଷା ପ୍ରଦାନ କଲେ!-->…