Sign in
Sign in
Recover your password.
A password will be e-mailed to you.
ଜିତିବା ପରେ ବିଜେପିକୁ ଫେରିଲେ ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ
ଭୁବନେଶ୍ବର: ଘର ବାହୁଡା ହେଲେ ହିମାଂଶୁ । ଧର୍ମଶାଳାରୁ ସ୍ୱାଧୀନ ଭାବେ ବିଜୟୀ ହୋଇଥିବା ବିଧାୟକ ହିମାଂଶୁ ଶେଖର ସାହୁ ପୁଣି ବିଜେପିରେ ଯୋଗଦେଇଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ଆନୁଷ୍ଠାନିକ ଭାବେ ଦଳରେ ସାମିଲ ହୋଇଛନ୍ତି ହିମାଂଶୁ ।
ସୂଚନାଯୋଗ୍ୟ, ନିର୍ବାଚନର କିଛି ମାସ!-->!-->!-->…
କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କ ବିଜୟ ଶୋଭାଯାତ୍ରା
କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଜିତିବା ପରେ ବୈଜୟନ୍ତ ପଣ୍ଡା ବିଜୟ ଶୋଭାଯାତ୍ରା କରିଛନ୍ତି। ଏହି ଶୋଭାଯାତ୍ରା କେନ୍ଦ୍ରାପଡ଼ା ସହରର ଦୁହୁରିଆ ଠାରୁ ବାହାରି ୨୦ କିଲୋମିଟର ପଥ ଅତିକ୍ରମ କରି ବଳଦେବଜୀଉଙ୍କ ମନ୍ଦିର ଇଚ୍ଛାପୁର ଠାରେ ଶେଷ ହେବ। ଏହି ଶୋଭାଯାତ୍ରାରେ କେନ୍ଦ୍ରାପଡ଼ାର ୭ଟି!-->…
ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ ସରକାର ଗଠନ ପାଇଁ ସେ ଆଜି ରାଷ୍ଟ୍ରପତିଙ୍କୁ ଭେଟି ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ତାଙ୍କ ଇସ୍ତଫା ଗ୍ରହଣ କରି ଦେଇଛନ୍ତି।
ଦେଶର ଲୋକସଭା ନିର୍ବାଚନର ଫଳାଫଳ ଆସି ସାରିଛି। ନିର୍ବାଚନ ଫଳାଫଳରେ ଏନଡିଏ!-->!-->!-->…
୩ ରୁ ୪ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ
ଭୁବନେଶ୍ବର: ୩ ରୁ ୪ ଦିନରେ ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପ୍ରଥମେ ଦକ୍ଷିଣ ଓଡ଼ିଶାରେ ପ୍ରବେଶ ପରେ ଅନ୍ୟ ଅଞ୍ଚଳକୁ ସ୍ପର୍ଶ କରିବ । ଓଡ଼ିଶାରେ ମୌସୁମୀ ସ୍ପର୍ଶ ପାଇଁ ପାଗ ଅନୁକୂଳ ରହିଛି ବୋଲି ସୂଚନା ଦେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ।
ଚଳିତଥର!-->!-->!-->…
ଶେଷ କ୍ୟାବିନେଟ ବୈଠକରେ ବଡ଼ କଥା କହିଲେ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଚଳିତ କାର୍ଯ୍ୟକାଳର ଶେଷ କ୍ୟାବିନେଟ ବୈଠକର ଆଜି ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ସେ ନିଜର ମନ୍ତ୍ରୀମାନଙ୍କୁ ବଡ଼ କଥା କହିଛନ୍ତି। ବିଜୟ ଓ ପରାଜୟ ରାଜନୀତିର ଅଂଶବିଶେଷ ବୋଲି ମୋଦି ମତ ରଖିଛନ୍ତି।
ବିଜେପି ଏକାକୀ ସରକାର ଗଠନ କରିବାକୁ ଚଳିତ!-->!-->!-->…
ଗାଧେଇବାକୁ ଯାଇଥିବା ସମୟରେ ଭିଡିନେଲା କୁମ୍ଭୀର
ଆଳି : ପୁଣି ମାତିଲା ମଣିଷଖିଆ କୁମ୍ଭୀର । କିଛି ଦିନର ନିରବତା ପରେ ଦେଖିବାକୁ ମିଳିଛି କୁମ୍ଭୀରର ଆତଙ୍କ । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କାଟଣାବଣିଆ ପଂଚାୟତର ସିଙ୍ଗିଡ଼ି ଗାଁରେ ଘଟିଛି ଏକ ଅଭାବନୀ ଘଟଣା । ସୂଚନା ମୁତାବକ, ଗାଁ ନିକଟସ୍ଥ ଏକ ଜୋରରେ ମଣିଷଖିଆ!-->…
ପୁରୀ ବାଣ ବିସ୍ଫୋରଣ ଘଟଣା: ମୃତ୍ୟୁସଂଖ୍ୟା ୧୫କୁ ବୃଦ୍ଧି, ୧୨ ଜଣ ଚିକିତ୍ସାଧୀନ
ପୁରୀ: ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁସଂଖ୍ୟା ୧୫କୁ ବୃଦ୍ଧି ପାଇଥିବା ବେଳେ ୧୨ ଜଣ ଚିକିତ୍ସାଧୀନ ଅଛନ୍ତି। ମୃତ୍ୟୁସଂଖ୍ୟା ବୃଦ୍ଧି ନେଇ ଏସ୍ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା!-->…
କାଲିମେଳା ରେଞ୍ଜ ପକ୍ଷରୁ ପୋର୍ଟରୁ ନର୍ସରି ଠାରେ ବିଶ୍ୱ ପରିବେଶ ଦିବସ ପାଳିତ
ମାଲକାନଗିରି : ମାଲକାନଗିରି ଆଜି କାଲିମେଳା ରେଞ୍ଜ ପକ୍ଷରୁ ପୋଟେରୁ ନର୍ସରି ଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଦିନକୁ ଦିନ ପୃଥିବୀ ପୃଷ୍ଟ ରେ ବର୍ଦ୍ଧିତ ତାପମାତ୍ରା ଯୋଗୁଁ ପରିବେଶ ପ୍ରଦୂଷଣର ମୁଖ୍ୟ ଭୂମିକା ରହିଥିବା ବେଳେ ଆଗାମୀ ଦିନରେ କିଭଳି ଏହାକୁ ରୋକାଯିବା ସହ!-->…
ଜୁନ୍ ୮ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି
ଦେଶରେ ଏଥର ମୋଦି-୩.୦। ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦି। ସେ ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଆସନ୍ତା ଜୁନ୍ ୮ ତାରିଖ ସନ୍ଧ୍ୟାରେ ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂତ୍ରରୁ ପ୍ରକାଶ ପାଇଛି।
ଚଳିତ ନିର୍ବାଚନରେ ମୋଦି!-->!-->!-->…
ଭାରସାମ୍ୟ ହରାଇ ଘରକୁ ମାଡ଼ିଗଲା ଡମ୍ଫର, ସ୍ୱାମୀ-ସ୍ତ୍ରୀ ମୃତ
ଜଳେଶ୍ୱର : ମାଡିଗଲା ଚିପ୍ସ ବୋଝେଇ ଡମ୍ଫର । ସ୍ୱାମୀ-ସ୍ତ୍ରୀ ମୃତ । ଘର ଭିତରେ ଶୋଇଥିବା ବେଳେ ମାଡିଗଲା ଡମ୍ପର । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଆମ୍ବଳିଅଠା ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ୨ ମୃତକ ହେଲେ କାଶିଡିହା ଗାଁର ସୁଧୀର ଜେନା ଓ ଗୀତାରାଣି ଜେନା । ତେବେ!-->…