Sign in
Sign in
Recover your password.
A password will be e-mailed to you.
ଭବାନୀ ଭୋଇ ବିଜେପିର ଉପ ବାଚସ୍ପତି ପ୍ରାର୍ଥୀ
ଭୁବନେଶ୍ବର : ରଣପୁର ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ହେବା ପରେ ଉପ ବାଚସ୍ପତି ପଦ ଖାଲି ପଡ଼ିଥିଲା। ଆଜି ଭାରତୀୟ ଜନତା ପାର୍ଟି ତଳସରା ବିଧାୟକ ଭବାନୀ ଭୋଇଙ୍କୁ ଉପ ବାଚସ୍ପତି ପ୍ରାର୍ଥୀ କରିଛି।ବିଧାନସଭାରେ ବଜେଟ ଅଧିବେଶନର ଆଜି ଦ୍ୱିତୀୟ!-->…
ବଜେଟରେ ଅଯୋଧ୍ୟାକୁ ଅଣଦେଖା ବିଜେପିକୁ ମହଙ୍ଗା ପଡ଼ିବ: ଫୈଜାବାଦ ସାଂସଦଙ୍କ ଚେତାବନୀ
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍ ୨୦୨୪ର ଉପସ୍ଥାପନା କରିଛନ୍ତି। ବଜେଟ୍ର ଭଲ ଏବଂ ଖରାପ ଦିଗକୁ ନେଇ ପ୍ରତିକ୍ରିୟା ଜାରି ରହିଛି। ଉତ୍ତରପ୍ରଦେଶର ବିରୋଧୀମାନେ ଲଗାତାର ଅଭିଯୋଗ କରୁଛନ୍ତି ଯେ ରାଜ୍ୟର କିଛି ଅଞ୍ଚଳକୁ ବଜେଟ୍ରେ ଅଣଦେଖା କରାଯାଇଛି। ଫୈଜାବାଦ!-->…
ବନ୍ୟା କ୍ଷତିଗ୍ରସ୍ତ ୫ ରାଜ୍ୟକୁ ସ୍ୱତନ୍ତ୍ର ସହାୟତା ଘୋଷଣା
ନୂଆଦିଲ୍ଲୀ : ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହୋଇଛି। ଚଳିତ ସାଧାରଣ ବଜେଟ୍ରେ ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟ ପାଇଁ ସ୍ୱତନ୍ତ୍ର ସହାୟତା ଘୋଷଣା ହୋଇଛି। ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟି ମିଳିବ।ସେହିପରି ନେପାଳରେ ବନ୍ୟା!-->…
ବଜେଟ୍ ପ୍ରଭାବ : ଷ୍ଟକ୍ ମାର୍କେଟ୍ ଏକ ହଜାର ପଏଣ୍ଟ ହ୍ରାସ
ନୂଆଦିଲ୍ଲୀ:ମଙ୍ଗଳବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରୁଥିବାବେଳେ ଷ୍ଟକ୍ ମାର୍କେଟ ବିପରୀତ ଦିଗକୁ ଗତି କରୁଥିଲା। ଅର୍ଥମନ୍ତ୍ରୀଙ୍କ ଭାଷଣ ଅଗ୍ରଗତି କଲାବେଳେ ବଜାର ହ୍ରାସ ପାଇବାକୁ ଲାଗିଥିଲା। ବଜେଟ୍ ସରିବା ମାତ୍ରେ ଷ୍ଟକ୍ ମାର୍କେଟରେ ବହୁତ ହ୍ରାସ ଘଟି ପ୍ରାୟ ଏକ!-->…
ବଜେଟ୍କୁ ବିରୋଧୀଙ୍କ ତୀବ୍ର ସମାଲୋଚନା : ରାହୁଲ କହିଲେ ଏହା ‘କୁର୍ସି ବଚାଓ ବଜେଟ୍’
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣମ ଆଜି ଉପସ୍ଥାପନ କରିଥିବା ବଜେଟକୁ ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ। ବଜେଟରେ ଗିରବଙ୍କ ଉତ୍ଥାନ ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ ଓ ଏନଡିଏରେ ଥିବା ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି କ୍ଷମତାରେ ଥିବା ଆନ୍ଧ୍ର ପ୍ରଦେଶକୁ ଅଧିକ ଗୁରୁତ୍ୱ!-->…
ଯୁବପିଢି ଓ ମଧ୍ୟବିତ୍ତଙ୍କୁ ନୂତନ ଶକ୍ତି ପ୍ରଦାନ କରିବ ବଜେଟ୍ – ମୋଦୀ, କଂଗ୍ରେସ ଇସ୍ତାହାରର ନକଲ –…
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ସାଧାରଣ ବଜେଟ୍ ଉପସ୍ଥାପନ କରଛନ୍ତି। ବଜେଟରେ କରାଯାଇଥିବା ବ୍ୟବସ୍ଥା ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଖୁସି ବ୍ୟକ୍ତ କରିଛନ୍ତି ଏବଂ କହିଛନ୍ତି, ଏହି ବଜେଟ୍ ଦେଶକୁ ସମୃଦ୍ଧି!-->…
ବଜେଟ ଘୋଷଣା ପରେ ୪ ହଜାର ଲେଖାଏ କମିଲା ସୁନା ଓ ରୁପା ଦର
ନୂଆଦିଲ୍ଲୀ :ସାଧାରଣ ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ସୁନା ଓ ରୁପା ଉପରେ ଲାଗୁ ହେଉଥିବା ସୀମା ଶୁଳ୍କ ହ୍ରାସ କରାଯିବ। ଏପରି ଘୋଷଣା ପରେ ଉଭୟ ଧାତୁର ମୂଲ୍ୟ ଆଶାତୀତ ଭାବେ ହ୍ରାସ ପାଇଛି।ଏହା ଗ୍ରାହକଙ୍କୁ ଫାଇଦା ଦେଇଛି ଓ ମାର୍କେଟରେ ଏହାର ଚାହିଦା!-->…
ପୁଣିଥରେ ନିଟ୍ ପରୀକ୍ଷା ହେବନାହିଁ : ସୁପ୍ରିମ୍ କୋର୍ଟ
ନୂଆଦିଲ୍ଲୀ : NEET-UG ପରୀକ୍ଷା ବିବାଦ ଉପରେ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି। ପୁନଃପରୀକ୍ଷା କରିବାକୁ ମନା କରି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ମେଡ଼ିକାଲ ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ସହ ବ୍ୟାପକ ଅନିୟମିତତା ଦର୍ଶାଇ ପୁନଃପରୀକ୍ଷା କରିବାକୁ ଦାବି କରାଯାଇଥିଲା।ଆଜି!-->…
ଜାଣନ୍ତୁ ବଜେଟ୍ ରେ କ’ଣ ଶସ୍ତା ହେଲା ଆଉ କ’ଣ ମହଙ୍ଗା
ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାମରଣ ଆଜି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଟିକସ ସ୍ଲାବରେ କୌଣସି ପରିବର୍ତ୍ତନ କରାଯାଇ ନଥିବାରୁ ମଧ୍ୟବୀତ୍ତ ନିରାଶ ହୋଇଛନ୍ତି। କିନ୍ତୁ ଏକାଧିକ ମୂଲ୍ୟବାନ ଧାତୁ ଓ ଜିନିଷ ଉପରେ ଲାଗୁଥିବା ଟିକସକୁ ବଜେଟରେ!-->…
ପ୍ରତିରକ୍ଷା ପାଇଁ ୪.୫୪ ଲକ୍ଷ କୋଟି, କୃଷି ପାଇଁ ୧ ଲକ୍ଷ ୫୨ ହଜାର କୋଟି
ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନୂଆ ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ୪.୫୪ ଲକ୍ଷ କୋଟିର ବ୍ୟୟବରାଦ କରାଯାଇଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଗତ ଫେବ୍ରୁଆରି ୧ରେ ଆସିଥିବା ଅନ୍ତରୀଣ ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ୬.୨୧ ଲକ୍ଷ କୋଟିର ବ୍ୟୟବରାଦ!-->…