ଉଦ୍ଧବ-ଫଡନାଭିସଙ୍କ ଭେଟାଭେଟିକୁ ନେଇ ଜୋରଦାର ଚର୍ଚ୍ଚା

ମୁମ୍ବାଇ: ମହାରାଷ୍ଟ୍ରର ରାଜନୈତିକ ମହଲରେ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ ଭେଟାଭେଟି ସମୟର ଫଟୋଗୁଡିକୁ ନେଇ ଆଲୋଚନା ଜୋର ଧରିଛି | ଏହି ଭେଟାଭେଟିକୁ ନେଇ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି ଯେ ସେ ଆଜି…

ବିଏସଏନଏଲ ସର୍ଭରରୁ ଲକ୍ଷାଧିକ ଉପଭୋକ୍ତାଙ୍କ ଡାଟା ନେଇଗଲେ ସାଇବର ଅପରାଧୀ

ନୂଆଦିଲ୍ଲୀ: ଆଜିର ସମୟରେ, ଲୋକଙ୍କ ତଥ୍ୟ ଲିକ୍ କରିବା ଅତି ସହଜ ହୋଇଛି | ହ୍ୟାକରମାନେ ଜାଣିଶୁଣି ଲୋକଙ୍କ ତଥ୍ୟକୁ ସହଜରେ ଚୋରି କରିନେଉଛନ୍ତି | ତେବେ ସରକାରଙ୍କ ଅଧୀନରେ ଥିବା ଏକ ଅନୁଷ୍ଠାନରୁ ଅତ୍ୟଧିକ ସମ୍ବେଦନଶୀଳ ଟେଲିକମ୍ ତଥ୍ୟ ଚୋରି କରିବା ଏକ ଛୋଟ କାମ ନୁହେଁ | ସରକାରୀ ଟେଲିକମ୍…

କୋଲକାତା ଓ ପଶ୍ଚିମବଙ୍ଗର ଅନ୍ୟ ଜିଲ୍ଲାରେ ଥିବା ବିଜେପି ଅଫିସ ଭାଙ୍ଗିଲା ପ୍ରଶାସନ, ବିଜେପି କର୍ମୀଙ୍କ ବିରୋଧ

କୋଲକାତା : କୋଲକାତା: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶ କ୍ରମେ ରାଜଧାନୀ କୋଲକାତା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜବରଦଖଲ ଉଚ୍ଛେଦ ଅଭିଯାନକୁ ଜୋରଦାର କରିଛି ପୁଲିସ। ଏହା ଅଧୀନରେ କୋଲକାତାସ୍ଥିତ ଭାରତୀୟ ଜନତା ପାର୍ଟି (ବିଜେପି) କାର୍ଯ୍ୟାଳୟ ଭାଙ୍ଗି ଦିଆଯାଇଛି।…

ଯାହା ହେଉ ୨୪୦ରେ ଅଟକିଗଲେ, ବିଜେପିକୁ ଟାର୍ଗେଟ କରି ଏଭଳି କାହିଁକି କହିଲେ ସଞ୍ଜୟ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ତାଙ୍କ ସମ୍ବୋଧନରେ ୧୯୭୫ ରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ବିଷୟରେ ଉଲ୍ଲେଖ କରିଥିଲେ । ବର୍ତ୍ତମାନ ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂ ଏହା ଉପରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ପ୍ରଶ୍ନ ଉଠାଇଛନ୍ତି ଯେ…

ପୁଣି ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇଲା ପାକିସ୍ତାନ, ଭାରତ ଦେଲା ଏପରି ଜବାବ

ନ୍ୟୁୟର୍କ: ଜାତିସଂଘରେ ପାକିସ୍ତାନ ପୁଣି ଥରେ କାଶ୍ମୀର ପ୍ରସଙ୍ଗ ଉଠାଇବା ପରେ ଭାରତ ଏଭଳି ଜବାବ ଦେଇଛି ଯେ ଇସଲାମାବାଦକୁ ଘୋର ଅପମାନିତ ହେବାକୁ ପଡ଼ିଛି। ମିଳିତ ଜାତିସଂଘର ଦୃଷ୍ଟି ହଟାଇବା ପାଇଁ ପାକିସ୍ତାନ ବାରମ୍ବାର ଏହି ପ୍ରସଙ୍ଗ ଉଠାଉଛି ବୋଲି ଭାରତ କହିଛି। ପାକିସ୍ତାନର ଏହି ଅଭିଯୋଗ…

ଅନନ୍ତ-ରାଧିକା ୱେଡିଂ ନିମନ୍ତ୍ରଣପତ୍ରରେ ଖଞ୍ଜା ହୋଇଛି ସୁନା-ରୁପା

ନୂଆଦିଲ୍ଲୀ : ଏସିଆର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଗୁଜରାଟର ଜାମନଗରରେ ତିନି ଦିନର ପ୍ରିୱେଡିଂ ପରେ ଲଣ୍ଡନରେ କ୍ରୁଜ୍ ପାର୍ଟି ଆଉ ଏବେ ଉଭୟଙ୍କ ଗ୍ରାଣ୍ଡ ୱେଡିଂ ପାଇଁ ଚାଲିଛି…

ବାଚସ୍ପତିଙ୍କୁ ଭେଟିଲେ ରାହୁଲ ଗାନ୍ଧି, କହିଲେ- ଏମର୍ଜେନ୍ସି ଉପରେ ବୟାନ ‘ସଂପୂର୍ଣ୍ଣ ରାଜନୀତିକ’

ନୂଆଦିଲ୍ଲୀ : ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଆଜି ବାଚସ୍ପତି ଓମ ବିର୍ଲାଙ୍କୁ ତାଙ୍କ ଚ୍ୟାମ୍ବରରେ ଭେଟିଛନ୍ତି। ଏହି ସମୟରେ ଶ୍ରୀ ବିର୍ଲା ଲୋକସଭା ମଧ୍ୟରେ ଏମର୍ଜେନ୍ସି ସମ୍ପର୍କରେ ଦେଇଥିବା ବୟାନକୁ ନେଇ ସେ ତାଙ୍କ ଆଗରେ ଅସନ୍ତୋଷ ପ୍ରକାଶ କରିଛନ୍ତି।ରାହୁଲ ଗାନ୍ଧି ଭେଟଘାଟ…

ବିବାହିତ ମହିଳାଙ୍କୁ ‘ଫକ୍ସକନ’ରେ ଚାକିରି ମନା, ରିପୋର୍ଟ ମାଗିଲା କେନ୍ଦ୍ର

ଚେନ୍ନାଇ : ବିବାହ କରିଥିଲେ ଚାକିରି ମନା। ବିବାହତ ମହିଳାଙ୍କୁ ଚାକିରି ଦେଉନି 'ଫକ୍ସକନ୍'। ଆଇଫୋନ୍ ନିର୍ମାତା କମ୍ପାନୀ ‘ଫକ୍ସକନ୍’ ଚେନ୍ନାଇରେ ଥିବା ତା'ର ଫ୍ୟାକ୍ଟ୍ରିରେ ବିବାହିତା ମହିଳାଙ୍କୁ ନିଯୁକ୍ତି ଦେଉ ନାହିଁ। ଏହି ଖବର ପ୍ରକାଶ ପାଇବା ପରେ ଆକ୍ସନ ମୁଡ୍‌କୁ ଆସିଛନ୍ତି କେନ୍ଦ୍ର…

୭୦ ବର୍ଷ ବୟସରୁ ଅଧିକ ସମସ୍ତ ଭାରତୀୟଙ୍କୁ ମାଗଣାରେ ଚିକିତ୍ସା ସୁବିଧା ମିଳିବ

ନୂଆଦିଲ୍ଲୀ : ୭୦ ବର୍ଷ ବୟସରୁ ଅଧିକ ସମସ୍ତ ଭାରତୀୟଙ୍କୁ ମାଗଣାରେ ଚିକିତ୍ସା ସୁବିଧା ପ୍ରଦାନ କରାଯିବ। ଭାରତ ସରକାରଙ୍କ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଯେକୌଣସି ସ୍ଥାନରେ ଏପରି ସୁବିଧା ମିଳିବ।ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏପରି ଘୋଷଣା କରିଛନ୍ତି। ସେହିପରି ଦେଶରେ ୨୫…

ନିଶା ସମସ୍ୟା ମାନବ ଜାତିକୁ ବିଭିନ୍ନ ଉପାୟରେ ପ୍ରଭାବିତ କରୁଛି : ବିଧାୟକ

ଫୁଲବାଣୀ : ଜିଲ୍ଲା ପ୍ରଶାସନ, କନ୍ଧମାଳ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଅବକାରୀ ବିଭାଗର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନରେ ଆଜି ନିଶା ଦ୍ରବ୍ୟ ଓ ନିଶାଯୁକ୍ତ ଔଷଧର ଅପବ୍ୟବହାର ଏବଂ ଏହାର ଅବୈଧ ଚାଲାଣ ଖିଲାପରେ ଅନ୍ତର୍ଜାତୀୟ ଦିବସ- ୨୦୨୪…