Sign in
Sign in
Recover your password.
A password will be e-mailed to you.
ବରଗଡ ବିଧାନସଭା ବିଜେପି ପ୍ରାର୍ଥୀ ଅଶ୍ବିନୀ ଷଡ଼ଙ୍ଗୀଙ୍କ ବିଜୟ
ବରଗଡ: ବରଗଡ ବିଧାନସଭା ଜିତିଲା ବିଜେପି । ବିଜେପି ପ୍ରାର୍ଥୀ ଅଶ୍ବିନୀ ଷଡ଼ଙ୍ଗୀ ୪, ୭୭୨ ଭୋଟରେ ବିଜେଡିକୁ ପରାସ୍ତ କଲେ । ବିଜେଡିର ଦେବେଶ ଆଚାର୍ଯ୍ୟଙ୍କୁ ହରାଇଛନ୍ତି ଅଶ୍ବିନୀ ।
ଏବେ ଓଡିଶାରେ ଚାଲିଛି ବିଜେପି ଲହର । କାମ ଦେଇଛି ଓଡିଆ ଅସ୍ମିତା ପ୍ରସଙ୍ଗ । ଭୋଟ ଗଣତି ପ୍ରକ୍ରିୟାରେ!-->!-->!-->…
ଖଣ୍ଡପଡାରେ ଜିତିଲେ ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ୱାଇଁ
ନୟାଗଡ: ଖଣ୍ଡପଡାରେ ଫୁଟିଲା ପଦ୍ମ । ଖଣ୍ଡପଡାରୁ ଜିତିଲେ ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ୱାଇଁ । ବିଜେଡି ପ୍ରାର୍ଥୀ ସାବିତ୍ରୀ ପ୍ରଧାନକୁ ପରାସ୍ତ କରି ବିଜୟର ବାନା ଉଡେଇଛନ୍ତି ଦୁଷ୍ମନ୍ତ ସ୍ୱାଇଁ । ୭ ହଜାର ୧୨୦ ଭୋଟରେ ଜିତିଛନ୍ତି ଦୁଷ୍ମନ୍ତ ।
୨୦୦୦ ମସିହାରୁ ଖଣ୍ଡପଡା ଆସନରେ!-->!-->!-->…
ଚିତ୍ରକୋଣ୍ଡାରେ ବିଜୟୀ ହେଲେ କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲ
ମାଲକାନଗିରି: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଏହା ଭିତରେ ଚିତ୍ରକୋଣ୍ଡାର ବିଜୟ ହାସଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲା । ୯ ହଜାର ୩୯୮ ଭୋଟରେ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ଡମ୍ବରୁ ସିସାଙ୍କୁ ପରାସ୍ତ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲ ।
!-->!-->…
ଦିଗପହଣ୍ଡିରେ ଜିତିଲେ ସିଦ୍ଧାନ୍ତ, ବଡଚଣାରେ ବିଜୟୀ ହେଲେ ବିଜେପି ପ୍ରାର୍ଥୀ ଅମର ନାୟକ
ଭୁବନେଶ୍ବର: ନବୀନ ପଟ୍ଟନାୟକଙ୍କ ଗୃହ ଜିଲ୍ଲା ଗଂଜାମର ଦିଗପହଣ୍ଡିରେ ଦମ୍ ଦେଖାଇଲା ବିଜେପି। ବିଜେଡି ଗଡ଼ରେ ବିଜେପି ବିଜୟୀ ହୋଇଛି। ବିଜେଡିର ପ୍ରାର୍ଥୀ ତଥା ସ୍ବର୍ଗତଃ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ରଙ୍କୁ ହରାଇ ସିଦ୍ଧାନ୍ତ ମହାପାତ୍ର ବିଜୟୀ ହୋଇଛନ୍ତି। ବିଜୟୀ!-->…
ଏକାମ୍ର ଭୁବନେଶ୍ୱରରେ ଜିତିଲେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ
ଭୁବନେଶ୍ବର: ବାଜି ମାରିଲା ବିଜେପି । ଏକାମ୍ର ଭୁବନେଶ୍ୱରରେ ଜିତିଲେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ।ଚଳିତ ନିର୍ବାଚନରେ ହାରି ଯାଇଛନ୍ତି ବିଜେଡିର ଅନେକ ହେଭି ୱେଟ୍ ନେତା। ବିଜେଡି ପ୍ରାର୍ଥୀ ଅଶୋକ ପଣ୍ଡାଙ୍କୁ ହରାଇ ବିଜୟୀ ହୋଇଛନ୍ତି ବାବୁ ସିଂ ।
ଲଗାତାର ବିଧାୟକ ଭାବେ!-->!-->!-->…
ହାରିଲେ ବିଜେପିର ଭେଟ୍ରାନ୍ ଦିଲ୍ଲୀପ ରାୟ
ହାରିଲି ବିଜେପିର ଭେଟ୍ରାନ୍ ଦିଲ୍ଲୀପ ରାୟ। ବିଜେଡିର ସାରଦା ନାୟକ ତାଙ୍କୁ ପରାସ୍ତ କରିଛନ୍ତି। ୫୬୨୧ ଖଣ୍ଡ ଭୋଟ୍ରେ ଦିଲ୍ଲୀପଙ୍କୁ ପରାସ୍ତ କରିଛନ୍ତି ସାରଦା ନାୟକ। ବିଜୟ ପରେ ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଥିବା ବେଳେ ବିଜେପି କର୍ମୀଙ୍କ ମଧ୍ୟରେ ନୈରାଶ୍ୟ ଖେଳି ଯାଇଛି!-->…
ମାଲକାନଗିରିରେ ବାଜିମାତ୍ କଲା ବିଜେପି
ମାଲକାନଗିରି: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗଣତି । ଏହାରି ଭିତରେ ମାଲକାନଗିରିରେ ବାଜିମାତ୍ କଲା ବିଜେପି । ମାଲକାନଗିରିରେ ଜିତିଲା ବିଜେପି ।
ମାଲକାନଗିରି ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ନରସିଂହ ମାଡକାମୀ ବିଜୟ ହୋଇଛନ୍ତି। କଂଗ୍ରେସର ମାଳା ମାଢିଙ୍କୁ!-->!-->!-->…
ବିଜୟର ବାନା ଉଡାଇଲେ ଉମା ମଲ୍ଲିକ, କଡା ମୁକାବିଲା କରି ହାରିଗଲେ ଜୟଶ୍ରୀ କହଁର…
ଫୁଲବାଣୀ : ଗଣତନ୍ତ୍ରର ମହାପର୍ବ । ସାଧାରଣ ନିର୍ବାଚନ ୨୦୨୪ର ଚାଲିଥିଲା ଭୋଟ୍ ଗଣତି । ବନ୍ଦ ଇଭିଏମ୍ରୁ ବାହାରକୁ ଆସିଲା ଫଳାଫଳ । ନିର୍ଦ୍ଧାରିତ ହେଲା ଫୁଲବାଣୀ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କ ଭାଗ୍ୟ । ଏହି ସଂଖ୍ୟା ଖେଳ ଭିତରେ କେତେବେଳେ କିଏ ଆଗକୁ ଯାଉଥିଲା ତ କେତେବେଳେ ଆଉ!-->!-->!-->…
ଡୁମୁରିପଦର ଜଙ୍ଗଲରୁ ଶତାଧିକ ଶାଗୁଆନ ଗଛ କାଟିନେଲେ ମାଫିଆ : ବନ ବିଭାଗର ନୀରବତା ଉପରେ ଉଠୁଛି ପ୍ରଶ୍ନ ?
ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କଲେ ଅଞ୍ଚଳବାସୀ
ମାଲକାନଗିରି/ବାଲିମେଳା : ଜଙ୍ଗଲ ସମ୍ପଦର ସୁରକ୍ଷା,ବନୀକାରଣ,ଉଜୁଡା ଜଙ୍ଗଲର ପୁନରୁଦ୍ଧାର,ବନ୍ୟପ୍ରାଣୀ ସଂରକ୍ଷଣ,ପ୍ରଦୂଷଣ ନିୟନ୍ତ୍ରଣ ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ବନ ବିଭାଗର ପ୍ରମୁଖ ଦାଇତ୍ୱ ।ହେଲେ!-->!-->!-->…
ଶିକାର ବେଳେ ମାଡ଼ିବସିଲା ବନ ବିଭାଗ : ବନ୍ଧୁକ ସହ ଦୁଇ ଗିରଫ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାଟଗୁଡ଼ା ପଞ୍ଚାୟତର ପୁଷାଙ୍ଗିଆ ଠାରେ ଶିକାର କରିବା ସମୟରେ ବନବିଭାଗ ୨ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ଗତ ରାତିରେ ଦୁର୍ବୃତ୍ତ ବାଲିଗୁଡା ବ୍ଳକ ପୁସାଙ୍ଗିଆ ର ଏକ ଜଙ୍ଗଲ ମଧ୍ଯରେ ଶିକାର କରିବା ସମୟରେ ବାଲିଗୁଡା ବନାଞ୍ଚଳ ବନପାଳ!-->…